ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ ।