ଜେଲେନସ୍କିଙ୍କ ବଡ଼ ବୟାନ। କହିଲେ, ୩୦ ବର୍ଷରେ ଭିତରେ ଋଷର ଯେତିକି କ୍ଷତି ହୋଇନଥିଲା ମାତ୍ର ୧୩ ଦିନ ମଧ୍ୟରେ ସେତିକି କ୍ଷତି ହେଲା...ଯଦି ଆଉ କିଛି ଦିନ ଯୁଦ୍ଧ ଚାଲେ....
ଇ କମର୍ସ ପ୍ଲାଟଫର୍ମରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ଶିକ୍ଷକ ବିପିନ ବିହାରୀ ମହାପାତ୍ର। କେମିତି ତାଙ୍କ ଖାତାରୁ କଟିଲା ଲକ୍ଷେ ୪୮ ହଜାର ଟଙ୍କା ଦେଖନ୍ତୁ
୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।