ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର ।