Advertisment

ସବଜି କୁଲର,ବିନା ବିଦ୍ୟୁତ ଓ ବ୍ୟାଟିରୀରେ ସତେଜ ରହୁଛି ପରିବା

ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ ‍‍କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର ।

author-image
Sarbeswar
ଅଦ୍ୟତନ ହୋଇଛି

ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ ‍‍କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର । ଏହି ସବଜି କୁଲର ଦ୍ୱାରା କୃଷକମାନେ ନିଜର ଉତ୍ପାଦିତ ପନିପାରିବା ବହୁ ଦିନ ଧରି ସଂରକ୍ଷିତ କରି ରଖି ପାରୁଛନ୍ତି । 

Advertisment
Odisha Koraput Farmers
Advertisment
Advertisment