Advertisment

ଆଉ BSKY ନୁହେଁ ଏଣିକି ଆୟୁଷ୍ମାନ ଭାରତ

ଆଉ BSKY ନୁହେଁ ଏଣିକି ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା ପାଇବେ ଓଡ଼ିଶାବାସୀ। ଏହି ବହୁ ପ୍ରତୀକ୍ଷିତ ଯୋଜନା ପାଇଁ ଆଜି ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିତରେ  ସ୍ୱାକ୍ଷର ହୋଇଛି MOU। ଖୁବ୍ ଶୀଘ୍ର ଉଭୟ ରାଜ୍ୟ ଏବଂ କେନ୍ଦ୍ର ଯୋଜନାକୁ ମିଶାଇ ଗୋଟିଏ କାର୍ଡ ତିଆରି କରି ହିତାଧିକାରୀଙ୍କୁ ବଣ୍ଟାଯିବ। ଫେବ୍ରୁଆରୀରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି।

author-image
Sujit kumar Swain

Healthcare Services BSKY Ayushman Bharat Yojana Ayushman Bharat Scheme
Advertisment
Advertisment