• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Harnaaz Kaur Sandhu

See harnaaz sandhu look in golden gown for miss cosmo 2024
ହରନାଜ ସାନ୍ଧୁଙ୍କ କମ୍‌ବ୍ୟାକ୍; ସ୍ଲିମ୍ ହେଇ ଟ୍ରୋଲର୍‌ଙ୍କୁ ଦେଲେ ଜବାବ

ମିସ୍ ୟୁନିଭର୍ସ ୨୦୨୧ ବିଜେତା ହରନାଜ ସାନ୍ଧୁ ନିଜକୁ ଟ୍ରାନ୍ସଫର୍ମ କରି ଟ୍ରୋଲର୍‌ମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ସେ ମିସ୍ କସ୍‌ମୋ ୨୦୨୪ରେ ଅଂଶଗ୍ରହଣ କରିବାକୁ ଭିଏତନାମ ଯାଇଥିଲେ, ଯେଉଁଠାରେ ସେ ଏକ ଗୋଲ୍ଡେନ୍ ଗାଉନ୍‌ରେ ଏକ ଭିନ୍ନ ଷ୍ଟାଇଲ୍‌ରେ ଜଲ୍‌ୱା ଦେଖେଇଛନ୍ତି।

Harnaaz Sandhu Crowned Miss Universe 2021
ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଭାରତର ହରନାଜ

ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍‌ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି।