• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dilapidated

Anganwadi Centre
‘ଅଙ୍ଗନବାଡି କେନ୍ଦ୍ର ଭିତରକୁ ଯିବାକୁ ଡ଼ର ଲାଗୁଛି’

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ମମତା ଘରଟି ତିଆରି ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି। ଫଳରେ ଅଙ୍ଗନୱାଡ଼ି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି।

Apana Eka Nuhanti। Family In Kendrapara Suffers In Dilapidated Thatched House
ଚାଳ ନାହିଁ କି ଛପର ନାହିଁ... ଭଙ୍ଗା ଘରେ ବିତୁଛି ଜୀବନ, ରୋଷେଇ କରୁ କରୁ କୁକୁର ଟାଣି ନେଉଛି ଖାଇବା

ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…