• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Attack On Sarpanch Family Member

Sarpanch Family Member Attacked
ନିର୍ବାଚନ ପୂର୍ବରୁ ହିଂସାକାଣ୍ତ; ସରପଞ୍ଚଙ୍କ ଘରେ ଆକ୍ରମଣ

ନିର୍ବାଚନ ପୂର୍ବରୁ ମାଡଗୋଳ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତର ସରପଞ୍ଚ ପ୍ରାଥୀ ପ୍ରଶାନ୍ତ ସାମଲଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ୩୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ପ୍ରଶାନ୍ତଙ୍କ ଘର ଆଗରେ ଥିବା ୯ଟି ମୋଟର ସାଇକେଲକୁ ଭାଙ୍ଗିବା ସହ ଘର ଭିତରେ ପଶି ତାଙ୍କ ପରିବାର ଲୋକଙ୍କୁ ମାଡ଼ମାରିଥିଲେ ।