• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "4" result for "ଲୋକେଶ ରାହୁଲ" in https://otvkhabar.in

Lokesh Rahul is losing shine in international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଲୋକେଶ ରାହୁଲ

ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ । ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି, ଆଗକୁ କେତେ ସୁରକ୍ଷିତ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌?

How important Lokesh Rahul is for Team India in the World Cup
Sports: ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଲୋକେଶ ରାହୁଲ

ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ ପରେ ନୂଆ ଅବତାରରେ ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ। ଏବେ ସେ ସାଜିଛନ୍ତି ମଧ୍ୟକ୍ରମର ମେରୁଦଣ୍ଡ। କେବଳ ବ୍ୟାଟର୍ ଭାବେ ନୁହନ୍ତି, ୱିକେଟ୍‌କିପର୍ ଭାବରେ ମଧ୍ୟ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା।

pjimage-2019-06-28T120758.515
ସୁନୀଲ୍‌ ସେଟ୍ଟିଙ୍କ ଝିଅକୁ ଡେଟ୍‌ କରୁଛନ୍ତି କ୍ରିକେଟର୍ ଲୋକେଶ ରାହୁଲ୍ !

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ରିଲେଶନଶିପରେ ଅଛନ୍ତି। ଖବର ମିଳିଛି ଯେ ରାହୁଲ୍ ବଲିଉଡର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ନାହାନ୍ତି, ଯାହାଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। କିନ୍ତୁ ଜଣାପଡ଼ିଛି […]

sddrtruyioo
ଆଇପିଏଲର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି । ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…