• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "37" result for "ବିଏମସି" in https://otvkhabar.in

bmc
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମସି

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମସି ପକ୍ଷରୁ ୩ଟି ଟିମ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୩ ଜଣିଆ ଟିମରେ ୩ ଜଣ ଆଡ଼ିସିନାଲ କମିଶନର ଓ ୨ ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି। ମାସ୍କ ଓ ସାନିଟାଇଜର୍ସର କଳାବଜାରୀର ତଦାରଖ କରିବେ ଏହି ଟିମ। ଏହାସହ ସକାଳୁ ୨ ଘଣ୍ଟା ଧରି ବିଭିନ୍ନ […]

Seal-haba-SBI-Head-office-BBSr
ସିଲ ହେବ ଏସବିଆଇ ମୁଖ୍ୟ ଶାଖା : ୭ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ବିଏମସିର ପଦେକ୍ଷପ

ଭୁବନେଶ୍ୱର : ରାଜ୍ୟରେ ପୁଣି ଡରାଇଲାଣି କରୋନା। ଦିନକୁ ଦିନ ବେକାବୁ ହେଉଛି ମହାମାରୀ । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁଇ ଦିନ ପାଇଁ ସିଲ୍ ହେବ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି । ଆସନ୍ତା ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିବାକୁ BMC ନିଷ୍ପତ୍ତି ନେଇଛି । […]

otv
ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ବିଏମସି

ଭୁବନେଶ୍ୱର: ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଅନ୍ୟ ଉପାୟ ନ ପାଇ ଶେଷରେ ଓଟିଭି ବିରୋଧରେ ରୋଷ ଝାଡ଼ିବାକୁ ଉଦ୍ୟମ କରିଛି। ଭୁଲରେ କରୋନା ପଜିଟିଭ୍ କହି ବସ୍ତି ବାସିନ୍ଦାଙ୍କୁ ଜବରଦସ୍ତ ଘରୁ ଉଠାଇ ନେଇ ପୁଣି ନେଗେଟିଭ୍ କହି ଛାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ପରେ ବସ୍ତି ବାସ୍ତିନ୍ଦାଙ୍କର ଏହି ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ […]

bmc
ଆଜି ବିଏମସିରୁ ଆଉ ୩୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୯ ଓ ଲୋକାଲ କେସ ୨୩୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ୩୦୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 7th Sep 2020(till 9am). […]

bmc
ବିଏମସିରୁ ଆଉ ୪୨୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୯୧ ଓ ଲୋକାଲ କେସ୍‌ ୨୩୬ ଚିହ୍ନଟ ହୋଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs under the BMC area on 9th Sep 2020(till 9am). Further contact tracing is […]

bmc
ବିଏମସିରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଦିନକୁ ଦିନ ଏଠାରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଟାଉନ୍‌ରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୮୫ ଓ ଲୋକାସ୍‌ କେସ୍‌ ୨୭୫ ରହିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ଜଣାଇଛି। ଏହାଛଡ଼ା ଆଜି ବିଏମସିରୁ ୪୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in […]

bmc
ଆଜି ବିଏମସିରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦୧ ଲୋକାଲ କେସ ଓ ୧୧୨ କ୍ୱାରେଣ୍ଟିନ୍‌‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area […]

bhubaneswar-vaccination
ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା…

vaccine
ବିଏମସିର ବଡ଼ ନିଷ୍ପତ୍ତି: ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା

ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା। ଅର୍ଥାତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗକୁ ଘରୁ ନେଇ ଟିକା ଦିଆଯିବ ଏବଂ ଘରେ ଆଣି ଛଡ଼ାଯିବ। ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତିା

Sanjaya Singh
ବିଏମସିର ନୂଆ ବ୍ୟବସ୍ଥା, ଏଣିକି ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକାକରଣ କରାଯିବ

ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ‍ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି…

vaccine
ଏସପ୍ଲାନେଡ୍ ପରେ ଏହି ସବୁ ଜାଗାରେ ବିଏମସି ଦେବ ଟିକା

ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ। ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି।