• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "133" result for "BMC" in https://otvkhabar.in

odisha school
ଭୁବନେଶ୍ୱରରେ କେବେ ଖୋଲିବ ସ୍କୁଲ ? ସୂଚନା ଦେଲେ BMC କମିଶନର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି କରାଯାଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି ଗାଇଡ ଲାଇନ ଅନୁସାରେ ରାଜ୍ୟରେ ନଭେମ୍ବର ୧୬ରୁ ସ୍କୁଲ୍‌ ଖୋଲିବ ବୋଲି କୁହାଯାଇଛି । ରାଜ୍ୟ ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ଘୋଷଣା କରବା ପରେ BMC କମିଶନର ଭୁବନେଶ୍ୱରରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ ସୂଚନା […]

111111
BMCରେ ଚାକିରି କରାଇ ଦେବେ କହି ୫ ଲକ୍ଷ ଲୁଟି ନେଲେ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ BMC ରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଲୁଟି ନେଇଛନ୍ତି। ଏପରି ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରୁ । ଅଭିଯୋଗକାରିଣୀ ମୋନାଲି ପ୍ରିୟଦର୍ଶିନୀ କହିଛନ୍ତି, BMC ରେ ଚାକିରି କରାଇ ଦେବାର ଲୋଭ ଦେଖାଇ ତାଙ୍କ ସାଙ୍ଗ ଅଭିଜିତ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲା । ପରେ ସାନ ଭାଇ ଓ ଅନ୍ୟ କେତେକଙ୍କୁ ମଧ୍ୟ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ […]

ବ୍ରାଉନସୁଗର ମୋହରେ BMC ଠିକା କର୍ମଚାରୀ

ଭୁବନେଶ୍ୱର: ବ୍ରାଉନସୁଗର କାରବାରରେ ବିଏମ୍‌ସି ଠିକା କର୍ମଚାରୀଙ୍କ ସମ୍ପୃକ୍ତି। ବ୍ରାଉନସୁଗର ମୋହରେ ପଡ଼ିଥିବା ଭୁବନେଶ୍ୱର ମହାନଗର ନିଗମର(ବିଏମ୍‌ସି) ଜଣେ ଠିକା ପିଅନ ଦିଲୀପ ବେହେରାଙ୍କଠାରୁ ୭.୫ ଗ୍ରାମ ବ୍ରାଉନସୁଗର ପୋଲିସ୍ ଜବତ କରିଛି‌। ଏହା ସହ ତାଙ୍କ ନିକଟରୁ ୪୨ ହଜାର ଟଙ୍କା, ୫ଟି ମୋବାଇଲ, ୪୦ ଗ୍ରାମ ସୁନା, ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ସବୁଠାରୁ ବଡ଼କଥା ହେଲା, ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ସୂଚନା ଦେଇଛି ଲିଙ୍ଗରାଜ ପୋଲିସ୍‌। ଦିଲୀପ ବିଏମ୍‌ସି […]

vaccination
୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ…