• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

zoya_agarwal
ଲଗାତାର ୧୭ ଘଂଟା ବିମାନ ଉଡ଼ାଇ ନୂଆ ରେକର୍ଡ଼ ସୃଷ୍ଟି କଲେ ଜୋୟା

ଆକାଶରେ ନୂଆ ରେକର୍ଡ଼ କଲେ ଜୋୟା ଲଗାତାର ୧୭ ଘଂଟା ଉଡ଼ାଇଲେ ବିମାନ ପୂରା ହେଲା ସ୍କୁଲ ବେଳର ସ୍ୱପ୍ନ ଚାକିରି କଲେ, ବାପାଙ୍କ ଋଣ ବି ଶୁଝିଲେ ଜୋୟା ଅଗ୍ରୱାଲଙ୍କୁ ଆପଣ ଜାଣିଛନ୍ତି କି? ଏ ହେଉଛନ୍ତି ଭାରତର ସବୁଠୁ…

  • Friday, 04 June 2021
Mustard OIL
କମିଲା ସୋରିଷ ତେଲ ଦର, ଡିସେମ୍ବର ସୁଦ୍ଧା ହେବ ସମ୍ପୂର୍ଣ୍ଣ ସ୍ୱାଭାବିକ

ନୂଆଦିଲ୍ଲୀ: ତୈଳ ଦର ସ୍ୱାଭାବିକ ହେବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ଭଲ କଥା ହେଉଛି ଦର ଏବେଠୁ ହ୍ରାସ ପାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ହୋଲସେଲ ବଜାରରେ ସୋରିଷ ତେଲର…

Snake Rescued
କୁନି ଛୁଆ ଆଗରେ ଅହିରାଜ ସାପ, ରେଲିଂ ଭାଙ୍ଗି ପୁଅକୁ ଉଦ୍ଧାର କଲେ ମାତା-ପିତା

ମୟୂରଭଞ୍ଜ: ସାପ ଭୟରେ ଘରର ରେଲିଂ ଭାଙ୍ଗିଲେ ଦମ୍ପତି । ଘର ଭିତରେ ସାପ ଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ନିଜର ଛୁଆକୁ ବଞ୍ଚାଇବା ଲାଗି ଗୋଇଠା, ବିଧା ମାରି ଝରକା ରେଲିଂ ଭାଙ୍ଗିଦେଲେ । ଆଉ ମାଆ ପୁଅ ଝରକା ବାଟେ…

Bijaya sahoo
ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ…

Congress-flag-l-pti-1
ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ

  • Friday, 04 June 2021
delta
ଦ୍ୱିତୀୟ ଲହରୀର ତୀବ୍ର ସଂକ୍ରମଣ ପାଇଁ ଡେଲଟା ଭାରିଏଣ୍ଟ୍ ଦାୟୀ : ଅଧ୍ୟୟନ

ଦେଶ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ବିରୋଧରେ ଲଢ଼େଇ ଜାରି ରଖିଛି । ତେବେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି…

  • Friday, 04 June 2021
CBI 1
ସିବିଆଇରେ ଲାଗୁ ହେବ ଡ୍ରେସକୋଡ : ଜିନ୍ସ, ଟିସାର୍ଟ,ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା

ନୂଆଦିଲ୍ଲୀ: ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । ଜିନ୍ସ୍, ଟିସାର୍ଟ, ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ।…

  • Friday, 04 June 2021
comedian
‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌, ତା’ପରେ...

ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ, ହେଲେ ଏହି ସଉକ୍‌ ଦିନେ ସେମାନଙ୍କୁ ମରଣ ମୁହଁକୁ…

  • Friday, 04 June 2021
cricket-player
ଇଂଲଣ୍ଡରେ ପହଞ୍ଚି କ୍ୱାରେଣ୍ଟିନରେ ରହିଲେ ଟିମ୍‌ ଇଣ୍ଡିଆ ପୁରୁଷ ଓ ମହିଳା ଦଳ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ସାଉଥମ୍ପଟନ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ।  ପୁରୁଷ ଟିମ୍ ସହ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ଉଭୟ ଦଳକୁ ସାଉଥମ୍ପଟନ୍‌ର ଆଜେସ ବୋଲ୍ ଷ୍ଟାଡିୟମ୍ ପରିସରରେ…

  • Friday, 04 June 2021
bijaya mohapatra
ଜୁନ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ-ବିଜୟ ମହାପାତ୍ର

ଭୁବନେଶ୍ୱର:  ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି।  ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି।  କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।…

  • Friday, 04 June 2021
covid
ଦେଶରେ ୩ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା

ନୁଆଦିଲ୍ଲୀ: ଦେଶ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ…

vaccination
୧୮ରୁ ୪୪ ବର୍ଷ ବର୍ଗ ଓ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକାକରଣ ନେଇ BMC କଲା ଏମିତି ଘୋଷଣା

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ…

  • Friday, 04 June 2021
plus two exam cancelled
ଯୁକ୍ତ ଦୁଇ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ CBSE ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯବା ପରେ CISCE ପକ୍ଷରୁ ମଧ୍ୟ ଦ୍ୱାଦଶ ପରୀକ୍ଷା ବାତିଲ…

  • Friday, 04 June 2021
Black-Fungus-Madras-Courier-14
ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ୮ ମୃତ, ୩୦ ଜଣଙ୍କର ଆଖି ବାହାର କରାଗଲା

ବାରାଣାସୀ : ଉତ୍ତର ପ୍ରଦେଶର ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଗତକାଲି ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ବିଏଚୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ରୋଗୀମାନଙ୍କୁ ପୋଷ୍ଟ…

doctor
କରୋନା କାଳରେ ସାମୁହିକ ଇସ୍ତଫା ଦେଲା ୩୦୦୦ ଜୁନିୟର ଡାକ୍ତର

ଭୋପାଳ : କରୋନା ଓ ବ୍ଲାକ୍ ଫଙ୍ଗସ୍ ସଙ୍କଟ କାଳରେ ୩୦୦୦ ଡାକ୍ତର ଏକକାଳୀନ ସାମୁହିକ ଇସ୍ତଫା ଦେଇଛନ୍ତି । ତିନି ଦିନର ଧର୍ମଘଟ ପରେ ଦାବି ପୂରଣ ନହେବାରୁ କାମ କରିବାକୁ ମନା କରିଦେଇଛନ୍ତି ଡାକ୍ତର । ତେବେ ମାମଲା…

bhubaneswar-vaccination
ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା…

  • Friday, 04 June 2021
covid patient missing
କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ, ୧୬ ଦିନ ହେଲାଣି ମିଳୁନି ପତ୍ତା

ପାରାଦୀପ: କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ। ୧୬ ଦିନ ବିତିଲାଣି, ହେଲେ ମିଳୁନି କୌଣସି ଖୋଜ୍ ଖବର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ପରିବାର ଲୋକେ ମେଡିକାଲରୁ ଥାନା, ଫାଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମାତ୍ର…

  • Friday, 04 June 2021
money
ମହିଳା ଭିକାରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଶ୍ରୀନଗର: ଆପଣ କେବେ ଭାବି ପାରିବେ ଜଣେ ଭିକାରୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା। ଜମ୍ମୁ-କାଶ୍ମୀରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମାଟି କୁଡ଼ିଆ ଘରେ ରହୁଥିବା ଜଣେ ବୃଦ୍ଧା ଭିକାରୀଙ୍କ ଘରୁ ୨ ଲକ୍ଷ ୬୦ ହଜାର…

  • Friday, 04 June 2021