• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Modi
ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ସମୀକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ବାତ୍ୟାକୁ ନେଇ ଏରିଏଲ ସର୍ଭେ କରିବେ ମୋଦି।

global warming
WMOର ଚେତାବନୀ-ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀ ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ !

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇପାରେ । ଏପରି ତାପମାତ୍ରା ବୃଦ୍ଧି ହେଲେ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଦେଖିବାକୁ ମିଳିବ । ଏପରି ହେଲେ କେଉଁଠି ବନ୍ୟାର ଆଶଙ୍କା ଦେଖାଦେବ ତ…

  • Friday, 28 May 2021
pak actress
ନିଜ ଦେଶ ପ୍ରତି ଥଟ୍ଟାମଜା ସହି ପାରିଲେନି, ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ ଭାଙ୍ଗି ଦେଲେ ପାକ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ଇଜ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାର ଭୟାବହ ରୂପ ଦେଖିଲା ସାରା ଦୁନିଆ । ଇଜ୍ରାଏଲ ଯୁଦ୍ଧ ବିରତି ଘୋଷଣା କରିବା ପୂର୍ବରୁ ହମାମ୍‌ର ଚରମପନ୍ଥୀମାନେ ବୋମାବର୍ଷଣ କରି ଅନେକ କ୍ଷୟକ୍ଷତି କରିଥିଲେ । ଦୁଇଦେଶ ମଧ୍ୟରେ …

  • Friday, 28 May 2021
man died 1
ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଲେ ଏହି ବ୍ୟକ୍ତି, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ଜୟପୁର: କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ। ହଠାତ୍‌ ଭାଇର ମୃତ୍ୟୁ ଖବର କଥା ବିଶ୍ୱାସ କରିପାରିନଥିଲେ ନାନାଲାଲ୍‌। ହେଲେ ବିଧିର ବିଧାନ କିଛି ଅଲଗା ଥିଲା ଭାବି ଭାଇର ମୃତ୍ୟୁ ଖବରକୁ ସତ ବୋଲି ଭାବି ନେଇଥିଲେ ଓ…

  • Friday, 28 May 2021
t
‘ଭିତ୍ତିହୀନ ବୟାନ୍ ଦେବା ବନ୍ଦ କରି ଭାରତର ନିୟମ ମାନିବା ବାଧ୍ୟତାମୂଳକ’

ନୂଆଦିଲ୍ଲୀ : ସୋସିଆଲ ମିଡିଆ ନୂଆ ଗାଇଡଲାଇନକୁ ନେଇ ଟ୍ୱିଟର ଓ ସରକାର ମୁହାଁମୁହିଁ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଅଣିଥିବା ନୂଆ ନିୟମ ଗତକାଲି ଠାରୁ ଲାଗୁ ହୋଇଛି । କେନ୍ଦ୍ର ସରକାର…

  • Friday, 28 May 2021
cocktail
୮୪ ବର୍ଷିୟ ବୃଦ୍ଧଙ୍କୁ ଦିଆଗଲା ଆଣ୍ଟିବଡି କକଟେଲ୍ ଔଷଧ : ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ରୋଗୀ

ଚଣ୍ଡିଗଡ଼ : ଆଣ୍ଟିବଡି କକଟେଲ୍ ଔଷଧ ଗ୍ରହଣ କରି ହସ୍ପିଟାଲରୁ ଗୋଟିଏ ଦିନ ପରେ ଛୁଟି ମିଳିଗଲା । ହରିୟାଣାର ୮୪ ବର୍ଷିୟ ମୋହବତ ସିଂ ହେଉଛନ୍ତି ଦେଶର ପ୍ରଥମ ରୋଗୀ, ଯାହାଙ୍କ ଠାରେ ଆଣ୍ଟିବଡି କକଟେଲ ଔଷଧ ପ୍ରୟୋଗ କରାଯାଇଛି…

  • Friday, 28 May 2021
corona testing
ସୁନ୍ଦରଗଡ଼ରେ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୨୦୦ ତଳକୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ…

jeff
ଆମାଜନ ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍ : ଦାୟିତ୍ୱ ଗ୍ରହଣ କରିବେ ଆଣ୍ଡି ଜେସି

ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ ବେଜୋସ ଖୁବ ଶୀଘ୍ର ପଦରୁ ଇସ୍ତଫା ଦେବେ । ନିଜ ପଦ ଛାଡିବା ପାଇଁ ସେ ତାରିଖ ଘୋଷଣା କରି ସାରିଛନ୍ତି । ଜେଫ ବେଜୋସ୍ ଜୁଲାଇ ୫ରେ ଆମାଜନର ସିଇଓ…

  • Friday, 28 May 2021
river
ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ…

sushil kumar
ଗିରଫ ରେସଲର ସୁଶୀଲଙ୍କ ପାଇଁ ବଢିଲା ବିପଦ, ଭାଇରାଲ ହେଲା ଘଟଣା ସମୟର ଭିଡିଓ

ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ରେସଲର ସୁଶୀଲ କୁମାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସୁଛି । ଏବେ ସୁଶୀଲ ସାଗରଙ୍କୁ ମାରପିଟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ନିକଟରେ ଏହାର ଏକ…

mehul-1
ଏତେ ଶୀଘ୍ର ଭାରତ ଆସି ପାରିବେନି ମେହୁଲ ଚୋକସୀ, ବାଟ ଓଗାଳିବ ପ୍ରତ୍ୟର୍ପଣ ସନ୍ଧି

ନୂଆଦିଲ୍ଲୀ-ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଡୋମିନିକାରୁ ଗିରଫ କରାଯାଇଛି । ତାଙ୍କୁ ତୁରନ୍ତ ଭାରତ ପଠାଇ ଦେବାକୁ ଆଣ୍ଟିଗୁଆ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ୪୮ ଘଣ୍ଟା ଭିତରେ ମେହୁଲ ଚୋକସୀ ଭାରତ ଆସି ପାରନ୍ତି ବୋଲି କୁହାଯାଉଥିଲା ।…

  • Friday, 28 May 2021
su
ହକିରେ ପିଟୁଥିଲେ ସୁଶୀଲ, ତଳେ ଲହୁଲୁହାଣ ହୋଇ ପଡ଼ିରହିଥିଲେ ସାଗର

ଦିଲ୍ଲୀ : ସାଗର ହତ୍ୟାକାଣ୍ଡର ଅଭିଯୁକ୍ତ ଅଲମ୍ପିକ୍ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ହାତରେ ହକି ଧର ସୁଶୀଲ କୁମାର ସାଗରକୁ ମାଡ଼ ମାରୁଥିବା ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ…

naveen
"ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କର"

ବାତ୍ୟା ୟାସ କ୍ଷୟକ୍ଷତିର ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କର। ସପ୍ତାହକ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର। ଆଜି ରାଜ୍ୟର ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Waterlogging
ଗାଁ କୁ ମାଡ଼ି ଆସିଲା ଜୁଆର ପାଣି

ଅଣଚାଷ ପବନ ସହ ତୁହାକୁ ତୁହା ବର୍ଷା, ଆଉ ତାସାଙ୍ଗକୁ ପୁଣି ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଉଠିଥିଲା ଉତ୍ତାଳ ଢେଉ, ଆଉ ବାତ୍ୟା ୟାସର ପ୍ରଭାବରେ ଜନବସତି ଆଡ଼କୁ ଧସେଇ ପଶିଥିଲା ଲୁଣି ପାଣିର ଜୁଆର। ଆଉ ତାର ଭୟଙ୍କର ପରିଣତି ଯିଏ ଦେଖିଛି ସିଏ ଜାଣିଛି

Cyclone-impact
ଆସିଲା, ଚାଲିଗଲା....ହେଲେ ସବୁ କିଛି ଛାରଖାର୍‌ କରିଦେଇଗଲା...

ବାତ୍ୟା ଚାଲିଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ପଦଚିହ୍ନ। ମାଟିରେ ମିଶିଯାଇଛି ଗରିବଙ୍କ ଚୁଲି-ଚାଳ । ଉଜୁଡ଼ି ଯାଇଛି ଚାଷ ବାସ । ବାଲେଶ୍ୱର ହେଉ କି ଭଦ୍ରକ, ୟାସର ତାଣ୍ଡବରେ ଛିନଛତ୍ର ଗ୍ରାମୀଣ ଇଲାକା

Balasore
ପିଲାଙ୍କ ବହି ଓଦା, ମୋ ପିଲା ପାଠ ପଢିବେ କେମିତି?

ବାତ୍ୟା ଆସିଲା ସବୁ କିଛି ଭସାଇ ନେଇଗଲା। ବେକେ ପାଣିରେ ମୁଁ ପହଁରି ପହଁରି ଗଲି। ଚାହୁଁ ଚାହୁଁ ଘରେ ପାଣି ପଶିଗଲା, ଆମେ କିଛି ବି ବଂଚାଇ ପାରିଲୁନାହିଁ। ସବୁ କିଛି ଭାସିଗଲା।

baijayant-Panda
କେନ୍ଦ୍ରାପଡା ଜିଲ୍ଲାର ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବୈଜୟନ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଆଜି ସକାଳେ କେନ୍ଦ୍ରାପଡ଼ାରେ ପହଞ୍ଚି ପ୍ରଥମେ ରାଜନଗର ବ୍ଲକ ଗସ୍ତ କରିଥିଲେ। ୟାସରେ କ୍ଷତିଗ୍ରସ୍ତ ହୋଇଥିବା…

antibody-cocktail
କରୋନା ଲଢେଇର ନୂଆ ଅସ୍ତ୍ର। ଆଣ୍ଟିବଡ଼ି କକଟେଲ୍, ଦିନକରେ ହେଉଛନ୍ତି ସୁସ୍ଥ !

ନୂଆଦିଲ୍ଲୀ: କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକଟେଲ୍। ଭାରତରେ ବି ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଯାଇଛି। ଖୁସି ଖବର ହେଉଛି ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ…

  • Thursday, 27 May 2021
rohit1
ଇଂଲଣ୍ଡ ଗସ୍ତ ପରେ, ବଦଳି ପାରନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରୋହିତ ଶର୍ମାଙ୍କୁ ଟି -୨୦ ଏବଂ ଦିନିକିଆ ଫର୍ମାଟର ଅଧିନାୟକ କରିବା ନେଇ ଚର୍ଚ୍ଚା ଚାଲିଛି । ଯଦିଓ ଏହା ଏପର୍ଯ୍ୟନ୍ତ ହୋଇନାହିଁ । ଏବେ ପୁଣି ଥରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି…

Heavy Rain
ଶିମିଳିପାଳରେ ତାଣ୍ଡବ କଲା ବର୍ଷା

ଏପଟେ ଉଜୁଡ଼ା ବାସ ଆଉ ସେପଟେ ବୁଢ଼ାବଳଙ୍ଗର ଉଛୁଳା ରୂପ। ଏଣେ ଜଙ୍ଗଲ ଭିତର ରାସ୍ତାର ଧ୍ୱସ୍ତ ବିଧ୍ୱସ୍ତ ଚିତ୍ର ତେଣେ ରାସ୍ତା ଉପରେ ଟଳି ପଡ଼ିଥିବା ବଡ଼ ବଡ଼ ଗଛ ହିଁ ବୟାନ କରୁଛି କେତେ ପ୍ରଭାବଶାଳୀ ଥିଲା ସାମୁଦ୍ରିକ ଝଡ଼ ୟାସର କୋପ

  • Thursday, 27 May 2021
mehul choksi
PNB ସ୍କାମ୍‌: ୪୮ ଘଣ୍ଟା ମଧ୍ୟରେ ଭାରତ ଆସିପାରନ୍ତି ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ (ପିଏନବି ସ୍କାମ) ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇସାରିଛି । ଏହା ଆମେ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ମେହୁଲ ଚୋକସିଙ୍କୁ…

Capture
କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା !

କ୍ୱାଲାଲାମପୁର: ମାଲେସିଆର ବୈଜ୍ଞାନିକମାନେ ଏକ ନୂତନ କରୋନା ଭାଇରସ୍ ଚିହ୍ନଟ କରିଛନ୍ତି । କୁହାଯାଉଛି ଯେ, ଏହି ନୂଆ ଭାଇରସ୍‌ କୁକୁର ମାନଙ୍କଠାରୁ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ବହୁ ବର୍ଷ ପୂର୍ବେ ଏହି ରୋଗରେ କିଛି ଲୋକ…

  • Thursday, 27 May 2021
sushil kumar
ସୁଶୀଲ କୁମାରଙ୍କ ଖୁଲାସା : କଲର ଧରିବାରୁ ସାଗର ଧନକରକୁ ମିଳିଲା ମୃତ୍ୟୁ

ନୂଆଦିଲ୍ଲୀ : ସାଗର ଧନକର ହତ୍ୟା ଘଟଣାରେ ଆଶ୍ଚର୍ଯ୍ୟକର ଖୁଲାସା। ପ୍ରତିଶୋଧର ନିଆଁରେ ଜଳିଗଲା ଜୀବନ । ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଏବେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି…