ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରକୁ ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ବିଏମ୍ସି ପକ୍ଷରୁ ଆସିଛି ଚମକାଇ ଦେବା ଭଳି ଖବର। ବିଏମ୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେର ରିପୋର୍ଟ କହୁଛି ମୁମ୍ବାଇରେ ୫୧ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡ଼ି…
ଭୁବନେଶ୍ୱର: ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା UG,PG ପରୀକ୍ଷା କେମିତି ଏବଂ କେଉଁ ଢ଼ାଞ୍ଚାରେ ହେବ, ସେନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି। ଅନ୍ଲାଇନରେ ହେବାକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ…
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି…
ଟାଇପ ମେସିନ ଆଜି ବି ଭରଷା ଯୋଗ୍ୟ ରହିଛି । ଆଜି ଅତ୍ୟାଧୁନିକ କମ୍ପ୍ୟୁଟର ଯୁଗରେ ଭରଷା କମି ନାହିଁ ଲୋକଙ୍କର ଟାଇପ ମେସିନ ଉପରୁ । ଲୋକେ ଆଜି ବି ସେହି ଟାଇପ ମେସିନ ଉପରେ ନିର୍ଭର କରୁଛନ୍ତି
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସୋମବାର ଅନ୍ୟ ଏକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏହାର ନାମ ଅଗ୍ନି ପ୍ରାଇମ ମିସାଇଲ । ଅଗ୍ନି ପ୍ରାଇମ୍ କିମ୍ବା ଅଗ୍ନି କ୍ଷେପଣାସ୍ତ୍ର ହେଉଛି ଅଗ୍ନି ଶ୍ରେଣୀର ଏକ ନୂତନ…
ପାଣି ଭିତରେ ଝରଣା। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ଆଉ ଏ ଝରଣା ବୋହୁଛି ମହାସାଗରର ପାଣି ଭିତରେ
ଭୂମିଠାରୁ ୩୦୦୦ ଫୁଟ ତଳେ ଏକ ନିଆରା ଗାଁ। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା। ଗାଁର ପରିବେଶ ପ୍ରାୟ ସମସ୍ତଙ୍କୁ ପସନ୍ଦ।
ପବିତ୍ର ମନ୍ତ୍ରର ତାଳେତାଳେ ଭେଟ ହୁଅନ୍ତି ଅଜଣା ପକ୍ଷୀ ହଳେ, ସାଥିରେ ପହିଲି ପ୍ରେମର କଅଁଳ ଡେଣା ଯୋଡିଏ ! ସାଖିଥାଏ ସାତଦିପ , ଆଠକଳସ, ମାଟିବେଦୀ, ହୋମକୁଣ୍ଡ, ବାହାମୁକୁଟ, ହାତଗଣ୍ଠି ଦଶଦିଗପାଳ… ସାଖିଥାଏ ବ୍ରାହ୍ମଣର ହୋମମନ୍ତ୍ର ମଙ୍ଗଲମ ଭଗବାନ…
ଆମେ ଜାଣିଛେ ଯେ ସାପ ଓ ନେଉଳର ଶତ୍ରୁତା ବିଷୟରେ। ସେମାନଙ୍କ ମଧ୍ୟରେ ଲଢେଇ ମଧ୍ୟ ଅନେକ ଦେଖିଥିବେ। ଅନେକ ସମୟରେ ସାପ-ନେଉଳ ଯୁଦ୍ଧର ରୋମାଞ୍ଚକର ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଆପଣ କେବେ ଏଣ୍ଡୁଅ…
ଫୁଲବାଣୀ: ଶ୍ରମିକଙ୍କୁ ନେଇ କେରଳ ଯାଉଥିବା ବସ୍ କର୍ମଚାରୀଙ୍କୁ ସରପଞ୍ଚଙ୍କ ମାଡ଼ ଅଭିଯୋଗ। କନ୍ଧମାଳ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତରେ ଘଟିଛି ଏହି ଘଟଣା। ସରପଞ୍ଚ ରାଜକିଶୋର ପ୍ରଧାନ ବସ୍ କର୍ମଚାରୀଙ୍କୁ ମା଼ଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ…
ତେଜିବାରେ ଲାଗିଛି କଂଗ୍ରେସର କନ୍ଦଳ। ଜଣଙ୍କ ପରେ ଜଣେ ଛାମୁଆ ନେତା ଦଳକୁ ବାଏ ବାଏ କରୁଛନ୍ତି। ଆଉ ଏହାରି ମଧ୍ୟରେ କଂଗ୍ରେସ ମହାସଚିବଙ୍କର ଜଣେ ଖାସ୍ ଲୋକ କଂଗ୍ରେସ ଛାଡ଼ିଥିବା ଜଣାପଡ଼ିଛି
ଭୁବନେଶ୍ୱର: ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫…
ଓଟିଭିର ମହାପ୍ରଭାଵ। ଆଜି ଯାଜପୁର ଜିଲ୍ଲା ନଗଡାରେ ଆରମ୍ଭ ହୋଇଛି କୋଭିଡ଼ ଟିକାକରଣ। କିଛିଦିନ ତଳେ ଆମେ ନଗଡାରେ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଚେତନତା ଏବଂ ମାସ୍କ, ଟୀକାକରଣ ଉପରେ ଗ୍ରାଉଣ୍ଡ ରିପୋର୍ଟ ପ୍ରକାଶ କରିଥିଲୁ
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ।…
ସଂଘର୍ଷ କଲେ, ସଫଳ ହେଲେ। ବାପା ଜଣେ ରିକ୍ସା ଚାଳକ, ମାଆ ଅଛନ୍ତି ଷ୍ଟାଫ୍ ନର୍ସ କିନ୍ତୁ ନିଜ ପରିଶ୍ରମ ବଳରେ ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ
ଭଞ୍ଜନଗର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ବିନା ପରୀକ୍ଷାରେ ଶନିବାର ଦିନ ମାଟ୍ରିକ ଫଳାଫଳ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ। ହେଲେ ଫଳାଫଳକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ…
ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି।କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ…
କୋଭିଡ୍ ଟିକାକରଣରେ ଆମେରିକାକୁ ଟପିଲା ଭାରତ ଭାରତରେ ବର୍ତ୍ତମାନ ସୁଦ୍ଧା ୩୨ କୋଟି ୩୬ ଲକ୍ଷ ଡୋଜ୍ ଟିକାକରଣ ଆମେରିକାରେ ହୋଇଛି ୩୨ କୋଟି ୩୩ ଲକ୍ଷ ଡୋଜ୍ ଟିକାକରଣ ଗତ ଜୁନ ୨୧ରୁ ଭାରତରେ ମିଶନ ମୋଡରେ ଚାଲିଛି…
ଲକ୍ଷ୍ନୌ : ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଇ ବିଏସପି ଲଢ଼ିବନି ଜିଲ୍ଲା ପଞ୍ଚାୟତ ନିର୍ବାଚନ । ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏପରି ବଡ଼ ଘୋଷଣା କରିଛନ୍ତି । ଜିଲ୍ଲା ପଞ୍ଚାୟତ ନିର୍ବାଚନ ନଲଢ଼ିବା…
ଭୁବନେଶ୍ୱର: ଜୁନ୍ ସରିବାକୁ ଆଉ ୨ ଦିନ ବାକି। ଜୁନ୍ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି…
କୋରାପୁଟ (ସୂଯ୍ୟନାରାୟଣ ପଣ୍ଡା ): ମଧୁମେହକୁ କଣ୍ଟ୍ରୋଲ କରୁଛି ପଣସ ଅଟା। ଏପରି କିଛି ତଥ୍ୟ କେରଳର ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି। କିପରି ଏହି ଅଟାକୁ ବ୍ୟବହାର କରି ମଧୁମେହ ଭଳି ରୋଗକୁ କଣ୍ଟ୍ରୋଲ କରିହେବ ସେ ନେଇ…
ଜମ୍ମୁ : ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ରଚୁଛନ୍ତି ଶତ୍ରୁ । ମହାମାରୀ ଭୟ ଭିତରେ ଟାର୍ଗେଟରେ ଭାରତ । ଶନିବାର ବିଳମ୍ବିତ ରାତିରେ ଜମ୍ମୁର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର ସକାଳେ ସେନା ଶିବିର ଉପରେ ଡ୍ରୋନ୍ ଭଳି ଜିନିଷ…
ଭୁବନେଶ୍ୱର: ଲକ୍ଷେ ନୁହେଁ କି ୨ ଲକ୍ଷ। ଏକାଥରକେ ଠକିଥିଲେ ୧୦ କୋଟି ଟଙ୍କାର ଜିଏସଟି । ଏମିତି ଜଣେ ହାଇ ପ୍ରୋଫାଇଲ ଠକେଇର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣା ଆଉ କେଉଁଠି ନୁହେଁ, ଘଟିଛି ରାଜଧାନୀ ଛାତିରେ। ଏତେ ପରିମାଣର…
ସାରଣ : କଳିଯୁଗରେ ବିବାହ ଉତ୍ସବରେ ସ୍ଵୟମ୍ବରର ଆୟୋଜନ । ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ଵୟମ୍ବର କାହାଣୀ ଶୁଣିଥିଲେ। କିନ୍ତୁ କଳିଯୁଗରେ ବି ଏହି ଘଟଣାର ପୁନରାବୃତ୍ତି ହୋଇଛି । ବିହାରର ସାରଣ ଜିଲ୍ଲାରେ ରାମାୟଣ କାଳ ପରି ସ୍ଵୟମ୍ବର…
ଭୁବନେଶ୍ୱର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ପାସ ହାର ରେକର୍ଡ କରିଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାସ କରିଥିବା ଛାତ୍ରଛାତ୍ରୀ କିପରି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇବେ…