• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

modi
ଷ୍ଟାର୍ଟଅପ୍ ପାଇଁ ଭାରତରେ ରହିଛି ଉତ୍ତମ ପରିବେଶ : ଦେଶରେ ନିବେଶ କରିବାକୁ ବିଶ୍ୱକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଭାରତରେ ଷ୍ଟାର୍ଟ-ଅପ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଅଛି । ତେଣୁ ଏଠାକୁ ଆସି ନିବେଶ କରିବାକୁ ବିଶ୍ୱକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇଭାଟେକ୍ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ…

  • Thursday, 17 June 2021
lockdown
ଆଜିଠୁ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ

ଭୁବନେଶ୍ୱର: ପ୍ରାୟ ଦେଢ଼ ମାସର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ। ତେବେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି…

Mukul-Roy
ବଙ୍ଗ ବିଜେପିକୁ ଗ୍ରହଣ : ମୁକୁଲ ରୟଙ୍କ ଯୋଗାଯୋଗରେ ଅଛନ୍ତି ୨୫ ବିଧାୟକ, ୨ ସାଂସଦ

କୋଲକାତା : ପଶ୍ଚିମବଙ୍ଗ ବିଜେପିରେ ବଡ଼ ସଙ୍କଟ ସମ୍ଭାବନା । ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦଳରେ ଗ୍ରହଣ ଲାଗିଯାଇଛି । ବଙ୍ଗ ବିଜେପିର ଟାଣୁଆ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକକୁ…

  • Thursday, 17 June 2021
2 dg
କରୋନାର ସମସ୍ତ ଭାରିଏଣ୍ଟ ବିରୋଧରେ ପ୍ରଭାବଶାଳୀ DRDOର 2-DG ଔଷଧ

ନୂଆଦିଲ୍ଲୀ : କରୋନାର ସମସ୍ତ ଭାରିଏଣ୍ଟକୁ ଚକମା ଦେବ ୨ ଔଷଧ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ଦ୍ୱାରା ପ୍ରସ୍ତୁତ ଔଷଧ 2-DG କରୋନାଭାଇରସ୍ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି।…

  • Thursday, 17 June 2021
Ecmo
ECMO ମେସିନ୍‌ ଲାଗିଲା ପରେ ତାକୁ ଚଳାଇବାକୁ ଲୋକ ଅଛନ୍ତି ତ?

କୋଭିଡରେ ରୋଗୀ ଗୁରୁତର ହେବା ପରେ ଏବେ ଚର୍ଚ୍ଚାରେ ECMO ମେସିନ୍। ଆମ ରାଜ୍ୟରେ ଏହି ସୁବିଧା ପର୍ଯ୍ୟାପ୍ତ ନଥିବାରୁ ଏୟାରଲିଫ୍ଟିଂ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ

Minor Girl Death
୫ ଦିନ ପୂର୍ବରୁ ନିଖୋଜ ହୋଇଥିଲା, ଆଜି ମୃତଦେହ ମିଳିଲା

ଶେଷରେ ବେବିକୁ ବି ମାରିଦେଲେ। ନୟାଗଡ଼ ଜିଳ୍ଲା ବାଣିଗୋଛାଳ ଥାନା ଧୁନ୍ଦୁଗାଡ଼ଇା ଗାଁର ନିଖୋଜ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି।

  • Wednesday, 16 June 2021
Swapna Foundation
ରଜରେ ଗରିବଙ୍କୁ ପୋଷାକ ବାଣ୍ଟିଲା ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ

କରୋନା କଟକଣା ଭିତରେ ରୋଜଗାର ହରାଇ ବସିଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୂଲ ମଜୁରୀ ଲାଗୁଥିବା ଅନେକ ବ୍ୟକ୍ତି ଓ ଉଠା ଦୋକାନୀ। ଫେରି କରି ବଞ୍ଚୁଥିବା ବ୍ୟକ୍ତିମାନେ ବି ନାହିଁନଥିବା ହଇରାଣ ହେଉଛନ୍ତି

  • Wednesday, 16 June 2021
Ayush
ରୋଗରେ ପଡ଼ିଛି ଆୟୂଷ, ସାହାଯ୍ୟ ଅପେକ୍ଷାରେ ବାପା ଓ ମାଆ

ବୟସ ଯେତିକି , ଦୁଃଖ ତା'ର ପାଞ୍ଚଗୁଣା । ଦୁନିଆଁ କୁ ଭଲଭାବରେ ଦେଖିନି , ହେଲେ  କଡଲେଉଟାଣି କଷ୍ଟ , ତା'ର  ନିତିଦିନିଆ ।  ଘର କୋଣର ବିଛଣା ତାର ଏକ ମାତ୍ର ଠିକଣା । ସେଇଠି ଜୀବନ , ସେଇଠି ଯନ୍ତ୍ରଣା । ସେ ଜାଣିନି , ନିଜ ଜୁଳୁଜୁଳୁ ଚାହାଣି , ଆଉ କାହାକୁ ଜଳାଇ ମାରୁଛି

  • Wednesday, 16 June 2021
Banapur
ପାଖରେ ଟଙ୍କା ନାହିଁ, ଭେଣ୍ଡିଆ ପୁଅକୁ ଭଲ କରିବୁ କେମିତି?

ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ୨ନମ୍ବର ଓ୍ୱାର୍ଡର ଦାଶରଥୀପୁରର ଏକ ଭଙ୍ଗାଟିଣ ଘରେ ରହୁଛନ୍ତି ଜଗନ୍ନାଥ। ଘରର ଏକମାତ୍ର ପୁଅ ୨୨ ବର୍ଷୀୟ ଜଗନ୍ନାଥ ସ୍ୱାଇଁ ଏବେ ରୋଗ ଶଯ୍ୟାରେ ପଡ଼ିଛନ୍ତି

  • Wednesday, 16 June 2021
Rosan
"ମୋ ସ୍ୱପ୍ନ ମରିଯିବା ଆଗରୁ ମୋତେ ଟିକେ ସାହାଯ୍ୟ କରନ୍ତୁ"

ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ। କାରଣ ଗୋଟିଏ ବୋଲି ପୁଅ ଦୁରାରୋଗ କ୍ଲିଭାଲ କୋରଡମା ଯାହାକି ଏକ ପ୍ରକାରର ବ୍ରେନ କ୍ୟାନସରରେ ପୀଡିତ ଅଛନ୍ତି

  • Wednesday, 16 June 2021
gold
ହଲମାର୍କ ସୁନା ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଆଜିଠାରୁ ସୁନା ଅଳଙ୍କାର ପାଇଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପ୍ରଥମେ ଏହି ନିୟମକୁ ଦେଶର ୨୫୬ ଜିଲ୍ଲାରେ…

Punjab Teacher
ନାକେଦମ୍‌ ହେଲେଣି ପଞ୍ଜାବ ସରକାର, ୧୩ ହଜାର ଅସ୍ଥାୟୀ ଶିକ୍ଷକଙ୍କ ଆନ୍ଦୋଳନ ମୁଣ୍ଡ ବିନ୍ଧାର କାରଣ

ମୋହାଲି: ନାକେଦମ୍‌ ହେଲେଣି ପଞ୍ଜାବ ସରକାର । କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା…

  • Wednesday, 16 June 2021
Rajyavardhan Rathore
ଗେହଲଟ୍ ସରକାରକୁ ବିଜେପି ସାଂସଦ ରାଜ୍ୟବର୍ଦ୍ଧନଙ୍କ ଟାର୍ଗେଟ୍‌, କହିଲେ ଅଢ଼େଇ ବର୍ଷରେ କିଛି କାମ ହୋଇନି

ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରଙ୍କ ନୀତିକୁ ନେଇ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ତୀବ୍ର ସମାଲୋଚନା । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟବର୍ଦ୍ଧନ…

bjd-bjp
ଖଣି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଖଣି ଲିଜ ଅବଧି ବୃଦ୍ଧି ପ୍ରସଙ୍ଗରେ ବଡ ଧରଣର କିକ୍ ବ୍ୟାକ୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧୭ ଲୁହାପଥର ଖଣିର ଲିଜ ଅବଧି ସାରିଯାଇଥିବା ଖଣିକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି

  • Wednesday, 16 June 2021
Vaction
ଟିକା ନେବା ପରେ ଟିକାକେନ୍ଦ୍ରରେ କେତେ ସମୟ ବସିବା ଆବଶ୍ୟକତା?

ତେଣୁ ଯଦି ଟିକା କେନ୍ଦ୍ରରେ ଏହା ଦେଖାଦେଲା, ଏହାର ଉପଚାର ହୋଇପାରିବ। ବିଳମ୍ବ ହେଲେ ଅବସ୍ଥା ଗୁରୁତର ହୋଇପାରେ। ହେଲେ ରାଜ୍ୟରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଟିକା ନେବାକୁ ଲୋକେ ଅମଙ୍ଗ

  • Wednesday, 16 June 2021
arvind-kejriwal
କୋଭିଡ୍‌ ମୁକାବିଲା ପାଇଁ ୫ ହଜାର ଯୁବକ-ଯୁବତୀଙ୍କୁ ଦିଆଯିବ ସ୍ୱାସ୍ଥ୍ୟ ସହାୟକ ଟ୍ରେନିଂ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…

New-luckdown
ଲକଡାଉନ୍‌ ନିୟମ କୋହଳ: ଜାଣନ୍ତୁ କେଉଁ ଜିଲ୍ଲାରେ କଣ ଖୋଲିବ ଓ କଣ ବନ୍ଦ ରହିବ?

ପ୍ରାୟ ଦେଢ଼ମାସର ସଂପୂର୍ଣ୍ଣ ଲକଡାଉନ୍ ପରେ ସାରା ରାଜ୍ୟରେ କାଲିଠାରୁ ଆଂଶିକ ଲକଡାଉନ୍‌ ଲାଗୁ ହେବ। ଏହା ଜୁଲାଇ ୧ ସକାଳ ଯାଏଁ ବଳବତ୍ତର ରହିବ।

  • Wednesday, 16 June 2021
narendra modi
କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୮ ତାରିଖ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ…

maoists
ମାଓବାଦୀ ପରିଚୟ ଦେଲେ, ଲୁଟ୍‌ କଲେ

ଦାରିଙ୍ଗବାଡ଼ି: ମାଓବାଦୀ ପରିଚୟ ଦେଇ ଲୁଟ୍। ୪ ଜଣ ଡକାୟତକୁ ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ୨ଟି ମୋବାଇଲ, ଖଣ୍ଡା, ଛୁରୀ, ଆଉ ଲୁଟ ହୋଇଥିବା ସୁନା ସମେତ ୧୦ହଜାର ଟଙ୍କା ଜବତ ହୋଇଛି।…

  • Wednesday, 16 June 2021
Farmer
ଚାଷୀ ତାତିଲେ, ସମବାୟ ସମିତିରେ ତାଲା ପକାଇଲେ

କେବଳ ସେତିକି ନୁହେଁ, ବର୍ଷାରେ ଭିଜି ଧାନ୍ ସବୁ ଗଜା ହୋଇଗଲାଣି। ଫଳରେ ଚାଷୀ ସେବା ସମବାୟ ସମିତି ସମ୍ପାଦକ ଓ ସହ ସମ୍ପାଦକଙ୍କୁ ତାଲା ପକାଇ ଅଫିସ୍ ଭିତରେ ରଖିଛନ୍ତି।

  • Wednesday, 16 June 2021
snana-purnima
ବିନା ଭକ୍ତରେ ଏଥର ବି ଅନୁଷ୍ଠିତ ହେବ ସ୍ନାନ ଯାତ୍ରା

ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି

  • Wednesday, 16 June 2021
ପୃଥିବୀର ଏହି ମରୁଭୂମିରେ ରହୁଛନ୍ତି କି ଏଲିଏନ୍!

ମେକ୍ସିକୋର ଚିହୁଆହୁଆ ମରୁଭୂମି ନିକଟକୁ ଯିବା ମାତ୍ରେ ସମସ୍ତ ଇଲେକ୍ଟ୍ରୋନିକ୍ ଜିନିଷ ହଠାତ୍ କାମ ବନ୍ଦ କରିଦିଏ। ଏହି ମରୁଭୂମିରେ ରେଡିଓ ଫ୍ରିକ୍ୱେନ୍ସି କାହିଁକି ଅକାମି ହୋଇଯାଏ ତାହାର ଅନୁସନ୍ଧାନ ଏପର୍ଯ୍ୟନ୍ତ ହୋ‍ଇପାରିନି। ୧୯୭୦ ମସିହାରେ ଏହି ସ୍ଥାନ ବିଷୟରେ ପ୍ରଥମ…

  • Wednesday, 16 June 2021
ecmo
ଗୁରୁତର କୋଭିଡ ରୋଗୀଙ୍କ ପାଇଁ କେତେ ଆବଶ୍ୟକ ଏକ୍‌ମୋ ମେସିନ ?

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେସିନ। ହେଲେ ରାଜ୍ୟରେ ଏକ୍‌ମୋ ଚିକିତ୍ସା ସୁବିଧା ନାହିଁ। ଫଳରେ ଅନେକ ଗୁରୁତର କୋଭିଡ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିଫ୍ଟିଂ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି। ଏପରିକି ଅନେକ…

Kamakyanagar
ଦିନେ ଅଧ୍ୟାପକ ଥିଲେ, ଏବେ ଇସ୍ରୋରେ ଚାକିରି କରିବେ ଓଡ଼ିଆ ପୁଅ

ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ସହ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି ଉଦ୍ୟମୀ ଛାତ୍ର ପବିତ୍ର ମୋହନ। ନାଁ ଯେମିତି ପବିତ୍ର, ତାଙ୍କ ଜୀବନର କର୍ମମୟ ପଥ ସେମିତି ପବିତ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଜୀବନ

  • Wednesday, 16 June 2021