• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Ratan Tata
ବୁଲା କୁକୁରକୁ ଘର ଯୋଗାଇ ଦେଲେ ରତନ ଟାଟା

ଦେଶବାସୀଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିଳ୍ପପତି ରତନ ଟାଟାଙ୍କ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ସେ ମଣିଷ ନୁହେଁ ବରଂ ଗୋଟିଏ କୁକୁରକୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି

  • Thursday, 17 June 2021
twitter
ଗାଜିଆବାଦ ଭିଡିଓ ମାମଲା : ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଗାଜିଆବାଦର ମୁସଲମାନ ବୃଦ୍ଧଙ୍କୁ ମାଡ଼ପିଟ୍ କରୁଥିବାର ଭାଇରାଲ୍ ଭିଡିଓକୁ ନେଇ ବିବାଦ ଜାରି ରହିଛି । ଏବେ ରାଜଧାନୀ ଦିଲ୍ଲୀରେ ଏହି ମାମଲାକୁ ନେଇ ବଲିଉଡ଼୍ ଅଭିନେତ୍ରୀ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ସମେତ…

  • Thursday, 17 June 2021
plus two exam
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବାହାରି ପାରୁନି ନିର୍ଯାସ

ଭୁବନେଶ୍ୱର: କରୋନା ମହାମାରୀର ପ୍ରକୋପକୁ ଦେଖି  CBSE ଓ  CISCE ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ…

corona positive
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁ ସଂଖ୍ୟା ୨,୩୩୦

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ…

puri
ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ପାଇଥିବା ଏହି ଗାଁର ଶିଳ୍ପୀଙ୍କ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ…

  • Thursday, 17 June 2021
pregnancy_corona
ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ ଦ୍ୱିତୀୟ ଲହରୀ, ସେମାନଙ୍କ ପାଇଁ ଟିକାକରଣ ଜରୁରୀ

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ । କରୋନାର ଦ୍ୱିତୀୟ ଲହରୀ ଗର୍ଭବତୀ ମହିଳା ଓ ନିକଟରେ ମା’ ହୋଇଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ଗମ୍ଭୀର ଲକ୍ଷଣ ଥିବା ମାମଲା ଓ ମୃତ୍ୟୁ…

  • Thursday, 17 June 2021
aiims
ଏମ୍ସର ୯ମ ମହଲାରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରେ ବୁଧବାର ରାତିରେ ନିଆଁ ଲାଗି ଯାଇଛି। ଖବର ବ୍ୟାପିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଫାୟାର ବ୍ରିଗେଡର ୨୨ଟି ଗାଡି ପହଞ୍ଚି…

  • Thursday, 17 June 2021
ବ୍ରେକିଂ ନ୍ୟୁଜ୍‌: ୧୭ ଜୁନ୍‌

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ, ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି। ଆସନ୍ତା ୨୧ରୁ ଜୁଲାଇ ୨ ଯାଏ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ, ସକାଳ…

  • Thursday, 17 June 2021
corona testing
୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୪୩୮ଜଣ ପଜିଟିଭ୍‌…

12th exam
୩୦-୩୦-୪୦ ଫର୍ମୂଲାରେ ମୂଲ୍ୟାୟନ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍‌ଇ) ତା‘ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ବାତିଲ କରିଦେଇଛି। ତେବେ ପରୀକ୍ଷା ନ ଦେଇ କିପରି ପିଲାମାନେ ପାସ୍‌ କରିବେ ସେ ନେଇ…

modi
ଷ୍ଟାର୍ଟଅପ୍ ପାଇଁ ଭାରତରେ ରହିଛି ଉତ୍ତମ ପରିବେଶ : ଦେଶରେ ନିବେଶ କରିବାକୁ ବିଶ୍ୱକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଭାରତରେ ଷ୍ଟାର୍ଟ-ଅପ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଅଛି । ତେଣୁ ଏଠାକୁ ଆସି ନିବେଶ କରିବାକୁ ବିଶ୍ୱକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇଭାଟେକ୍ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ…

  • Thursday, 17 June 2021
lockdown
ଆଜିଠୁ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ

ଭୁବନେଶ୍ୱର: ପ୍ରାୟ ଦେଢ଼ ମାସର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ। ତେବେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି…

Mukul-Roy
ବଙ୍ଗ ବିଜେପିକୁ ଗ୍ରହଣ : ମୁକୁଲ ରୟଙ୍କ ଯୋଗାଯୋଗରେ ଅଛନ୍ତି ୨୫ ବିଧାୟକ, ୨ ସାଂସଦ

କୋଲକାତା : ପଶ୍ଚିମବଙ୍ଗ ବିଜେପିରେ ବଡ଼ ସଙ୍କଟ ସମ୍ଭାବନା । ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦଳରେ ଗ୍ରହଣ ଲାଗିଯାଇଛି । ବଙ୍ଗ ବିଜେପିର ଟାଣୁଆ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକକୁ…

  • Thursday, 17 June 2021
2 dg
କରୋନାର ସମସ୍ତ ଭାରିଏଣ୍ଟ ବିରୋଧରେ ପ୍ରଭାବଶାଳୀ DRDOର 2-DG ଔଷଧ

ନୂଆଦିଲ୍ଲୀ : କରୋନାର ସମସ୍ତ ଭାରିଏଣ୍ଟକୁ ଚକମା ଦେବ ୨ ଔଷଧ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ଦ୍ୱାରା ପ୍ରସ୍ତୁତ ଔଷଧ 2-DG କରୋନାଭାଇରସ୍ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି।…

  • Thursday, 17 June 2021
Ecmo
ECMO ମେସିନ୍‌ ଲାଗିଲା ପରେ ତାକୁ ଚଳାଇବାକୁ ଲୋକ ଅଛନ୍ତି ତ?

କୋଭିଡରେ ରୋଗୀ ଗୁରୁତର ହେବା ପରେ ଏବେ ଚର୍ଚ୍ଚାରେ ECMO ମେସିନ୍। ଆମ ରାଜ୍ୟରେ ଏହି ସୁବିଧା ପର୍ଯ୍ୟାପ୍ତ ନଥିବାରୁ ଏୟାରଲିଫ୍ଟିଂ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ

Minor Girl Death
୫ ଦିନ ପୂର୍ବରୁ ନିଖୋଜ ହୋଇଥିଲା, ଆଜି ମୃତଦେହ ମିଳିଲା

ଶେଷରେ ବେବିକୁ ବି ମାରିଦେଲେ। ନୟାଗଡ଼ ଜିଳ୍ଲା ବାଣିଗୋଛାଳ ଥାନା ଧୁନ୍ଦୁଗାଡ଼ଇା ଗାଁର ନିଖୋଜ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି।

  • Wednesday, 16 June 2021
Swapna Foundation
ରଜରେ ଗରିବଙ୍କୁ ପୋଷାକ ବାଣ୍ଟିଲା ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ

କରୋନା କଟକଣା ଭିତରେ ରୋଜଗାର ହରାଇ ବସିଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୂଲ ମଜୁରୀ ଲାଗୁଥିବା ଅନେକ ବ୍ୟକ୍ତି ଓ ଉଠା ଦୋକାନୀ। ଫେରି କରି ବଞ୍ଚୁଥିବା ବ୍ୟକ୍ତିମାନେ ବି ନାହିଁନଥିବା ହଇରାଣ ହେଉଛନ୍ତି

  • Wednesday, 16 June 2021
Ayush
ରୋଗରେ ପଡ଼ିଛି ଆୟୂଷ, ସାହାଯ୍ୟ ଅପେକ୍ଷାରେ ବାପା ଓ ମାଆ

ବୟସ ଯେତିକି , ଦୁଃଖ ତା'ର ପାଞ୍ଚଗୁଣା । ଦୁନିଆଁ କୁ ଭଲଭାବରେ ଦେଖିନି , ହେଲେ  କଡଲେଉଟାଣି କଷ୍ଟ , ତା'ର  ନିତିଦିନିଆ ।  ଘର କୋଣର ବିଛଣା ତାର ଏକ ମାତ୍ର ଠିକଣା । ସେଇଠି ଜୀବନ , ସେଇଠି ଯନ୍ତ୍ରଣା । ସେ ଜାଣିନି , ନିଜ ଜୁଳୁଜୁଳୁ ଚାହାଣି , ଆଉ କାହାକୁ ଜଳାଇ ମାରୁଛି

  • Wednesday, 16 June 2021
Banapur
ପାଖରେ ଟଙ୍କା ନାହିଁ, ଭେଣ୍ଡିଆ ପୁଅକୁ ଭଲ କରିବୁ କେମିତି?

ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ୨ନମ୍ବର ଓ୍ୱାର୍ଡର ଦାଶରଥୀପୁରର ଏକ ଭଙ୍ଗାଟିଣ ଘରେ ରହୁଛନ୍ତି ଜଗନ୍ନାଥ। ଘରର ଏକମାତ୍ର ପୁଅ ୨୨ ବର୍ଷୀୟ ଜଗନ୍ନାଥ ସ୍ୱାଇଁ ଏବେ ରୋଗ ଶଯ୍ୟାରେ ପଡ଼ିଛନ୍ତି

  • Wednesday, 16 June 2021
Rosan
"ମୋ ସ୍ୱପ୍ନ ମରିଯିବା ଆଗରୁ ମୋତେ ଟିକେ ସାହାଯ୍ୟ କରନ୍ତୁ"

ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ। କାରଣ ଗୋଟିଏ ବୋଲି ପୁଅ ଦୁରାରୋଗ କ୍ଲିଭାଲ କୋରଡମା ଯାହାକି ଏକ ପ୍ରକାରର ବ୍ରେନ କ୍ୟାନସରରେ ପୀଡିତ ଅଛନ୍ତି

  • Wednesday, 16 June 2021
gold
ହଲମାର୍କ ସୁନା ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଆଜିଠାରୁ ସୁନା ଅଳଙ୍କାର ପାଇଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପ୍ରଥମେ ଏହି ନିୟମକୁ ଦେଶର ୨୫୬ ଜିଲ୍ଲାରେ…

Punjab Teacher
ନାକେଦମ୍‌ ହେଲେଣି ପଞ୍ଜାବ ସରକାର, ୧୩ ହଜାର ଅସ୍ଥାୟୀ ଶିକ୍ଷକଙ୍କ ଆନ୍ଦୋଳନ ମୁଣ୍ଡ ବିନ୍ଧାର କାରଣ

ମୋହାଲି: ନାକେଦମ୍‌ ହେଲେଣି ପଞ୍ଜାବ ସରକାର । କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା…

  • Wednesday, 16 June 2021
Rajyavardhan Rathore
ଗେହଲଟ୍ ସରକାରକୁ ବିଜେପି ସାଂସଦ ରାଜ୍ୟବର୍ଦ୍ଧନଙ୍କ ଟାର୍ଗେଟ୍‌, କହିଲେ ଅଢ଼େଇ ବର୍ଷରେ କିଛି କାମ ହୋଇନି

ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରଙ୍କ ନୀତିକୁ ନେଇ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ତୀବ୍ର ସମାଲୋଚନା । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟବର୍ଦ୍ଧନ…

bjd-bjp
ଖଣି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଖଣି ଲିଜ ଅବଧି ବୃଦ୍ଧି ପ୍ରସଙ୍ଗରେ ବଡ ଧରଣର କିକ୍ ବ୍ୟାକ୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧୭ ଲୁହାପଥର ଖଣିର ଲିଜ ଅବଧି ସାରିଯାଇଥିବା ଖଣିକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି

  • Wednesday, 16 June 2021