• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

suicide
ମା’ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ ହୋଇପାରିଲାନି : ଫାଶୀ ଲଗାଇ ଆତ୍ମହତ୍ୟା କଲା ପୁଅ

ଜସିଡ଼ିହି : ମହମାରୀ ଭୟ ଭିତରେ ଆରପାରିକୁ ଚାଲିଗଲା ମା’ । ଏତେ ବଡ଼ ଦୁନିଆରେ ବେସାହାରା ହୋଇଗଲା ପୁଅ । ସବୁଦିନ ପାଇଁ ପର ହୋଇଗଲା ମା’ ଡାକ ।  ମା’ର ମୃତ୍ୟୁ ପରେ ଯୁବକ ପୂରାପୁରି ଭାଙ୍ଗିପଡ଼ିଥିଲେ ।…

  • Sunday, 27 June 2021
modi-6
ଟିକା ନେବାକୁ ପଞ୍ଚଘୁଞ୍ଚା ଦିଅନ୍ତୁ ନାହିଁ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ପିଏମ୍‌ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ୭୮ତମ ସଂସ୍କରଣ । ମନ୍‌ କି ବାତ୍‌ରେ ଟିକାକରଣ ଠାରୁ ଆରମ୍ଭ କରି…

gym
ଆସନ୍ତାକାଲିଠୁ ରାଜଧାନୀରେ ଖୋଲିବ ଜିମ୍‌ ଓ ଯୋଗ ସଂସ୍ଥା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର କଟକଣା ଧୀରେ ଧୀରେ କୋହଳ କରୁଛନ୍ତି। ଏବେ ଦିଲ୍ଲୀରେ ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହୋଇପାରିବେ। ଏହାସହ Banquet ହଲ୍‌, ମ୍ୟାରେଜ୍‌…

  • Sunday, 27 June 2021
Apana-eka
ଅସହ୍ୟ ହେଉଛି ଯନ୍ତ୍ରଣା : ଦୁଇ ଦୁଇଟି ଅପରେସନ ପରେ ଉଠିବସି ପାରୁ ନାହାନ୍ତି ହେମନ୍ତ

ପୁରୀ : ଦୁନିଆକୁ ଭଲକରି ଦେଖିବାପୂର୍ବରୁ ହେମନ୍ତ ପଙ୍ଗୁ ପାଲଟିଗଲେ । ଚାରିକାନ୍ଥ ଭିତରେ ବନ୍ଦ ହୋଇ ଚିନ୍ତା କରୁଛନ୍ତି ସତରେ କ’ଣ ସେ ଜୀବନ ଯୁଦ୍ଧରେ ହାରିଯିବେ । ନା ପୁଣି ଦୁନିଆକୁ ଭଲକରି ଉପଭୋଗ କରିବ ।  ଏମିତି ଅନେକ…

  • Sunday, 27 June 2021
delta plus
ହରିୟାଣାରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଏଣ୍ଟ୍ରି : ଫରିଦାବାଦରେ ପ୍ରଥମ ରୋଗୀ ଚିହ୍ନଟ

ଫରିଦାବାଦ : ହରିୟାଣାରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ଏଣ୍ଟ୍ରି । ଫରିଦାବାଦ ଜିଲ୍ଲାରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇନ୍ତି । ଜଣେ ଯୁବକଙ୍କ ନମୁନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ନିଶ୍ଚିତ ହୋଇଛି । ଫଳରେ ଆଲର୍ଟରେ…

  • Sunday, 27 June 2021
molestation
ରୋଡ୍ ରୋମିଓକୁ ପାନେ : ବଡ଼ ଭଉଣୀକୁ କମେଣ୍ଟ୍ ମାରିବା ପରେ ଗୋଡେ‌ଇ ଗୋଡେଇ ଛେଚିଲା ସାନ ଭଉଣୀ

ଔରଙ୍ଗାବାଦ : ଭାଇ ନୁହେଁ, ବଡ଼ ଭଉଣୀର ମାନ ରଖିଲା ସାନ ଭଉଣୀ । ରୋଡ୍ ରୋମିଓକୁ ସାବାଡ କଲେ ଯୁବତୀ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ କମେଂଟ୍ ମାରିବା ମହଙ୍ଗା ପଡିଛି  । ବଡ଼ ଭଉଣୀକୁ କମେଣ୍ଟ୍ ମାରିବା ପରେ…

  • Sunday, 27 June 2021
jammu
ପୁଣି ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନ ? ଜମ୍ମୁର ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ ଆଶଙ୍କା

ଶ୍ରୀନଗର : ପୁଣି ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନ ? ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରୟାସ । ଜମ୍ମୁ ବିମାନବନ୍ଦରର ଏୟାରଫୋର୍ସ ଷ୍ଟେସନରେ ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ । ଏୟାରଫୋର୍ସ ଷ୍ଟେସନରେ ଗୋଟିଏ…

  • Sunday, 27 June 2021
Liquor Shops
ସଟ୍‌ଡାଉନ୍‌ରେ ଅଧା ସଟର ଟାଣି ଚାଲିଛି ମଦ ବେପାର

ପଟ୍ଟାମୁଣ୍ଡାଇ: ନିୟମ ମାନୁ ନାହାନ୍ତି ସରକାରୀ ମଦ ଦୋକାନୀ। କରୋନା କଟକଣା ପାଇଁ ସରକାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ପଟ୍ଟାମୁଣ୍ଡାଇରେ ଦିନ ୧ଟା ପରେ…

  • Sunday, 27 June 2021
corona
ଦେଶରେ ପୁଣି ୫୦ ହଜାର ଟପିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ୧୨୫୮ ଲୋକଙ୍କ ମୃତ୍ୟୁ

  ଆଜି ଦେଶରେ ୫୦ ହଜାର ୪୦ ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୨ ଲକ୍ଷ ୩୩ ହଜାର ୧୮୩ ଦେଶରେ ଆଜି ୧୨୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୫…

  • Sunday, 27 June 2021
Kids Vaccine
ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା, ଜାଏଡସ୍ କାଡିଲା ପ୍ରସ୍ତୁତ କରୁଛି ଭ୍ୟାକସିନ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା…

corona-testing
୯ ଲକ୍ଷ ଟପିଲା ଓଡ଼ିଶାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

  • Sunday, 27 June 2021
jammu
ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ପରିସରରେ ବିସ୍ଫୋରଣ

ଶ୍ରୀନଗର: ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମିନିଟ୍‌ ବ୍ୟବଧାନରେ ୨ଟି ବିସ୍ଫୋରଣ ହୋଇଥିଲା। ପ୍ରଥମ ବିସ୍ଫୋରଣଟି ଗୋଟିଏ ଘର…

  • Sunday, 27 June 2021
rain
୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଜି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଆଉ କିଛି ଜିଲ୍ଲାରେ ପ୍ରବଳ ‍ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…

  • Sunday, 27 June 2021
seat
ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ..

ଭୁବନେଶ୍ୱର: ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ ? ଭଲ କଲେଜରେ ସିଟ୍ ମିଳିବ ତ ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ ? ଏବେ ଏମିତି ଅନେକ…

odisha police
୩୯ କ୍ରୀଡ଼ାବିତ୍‌ଙ୍କୁ ପୋଲିସ୍‌ରେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍‌ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୩୯ ଜଣଙ୍କ ମଧ୍ୟରୁ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ। ଏହାପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୬…

  • Saturday, 26 June 2021
delta-plus
ତଳ ଉପର ଦୋଳି ଖେଳୁଛି ରାଜ୍ୟର ଦୈନିକ ସଂକ୍ରମଣ

ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ…

  • Saturday, 26 June 2021
chandini-10th
ଦାନ ମାଝୀଙ୍କ ଛାତି ଆଜି କୁଣ୍ଢେମୋଟ, ଖୁସିରେ ଆତ୍ମବିଭୋର.. ଝିଅ ମାଟ୍ରିକ୍‌ ପାସ୍‌ କରିଛି..

କଳାହାଣ୍ଡି: ଦାନଙ୍କ ଛାତି ଆଜି କୁଣ୍ଢେମୋଟ । ଖୁସିରେ ଆତ୍ମବିଭୋର ଆଉ ଭାବବିହ୍ୱଳ । କାହିଁକି ବା ନହେବେ । ଝିଅ ଯେତେବେଳେ ତାଙ୍କର ମାଟ୍ରିକ୍ ପାସ୍ କରିଛି । ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି ତାଙ୍କ…

face-cream
ଫେସ୍ କ୍ରିମ୍ ଲଗାଇବା ପରେ ବିକୃତ ହୋଇଗଲା ମହିଳାଙ୍କ ମୁହଁ

ସୁବର୍ଣ୍ଣପୁର: ନିଜ ମୁହଁକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ ! ମହିଳାମାନେ ସୁନ୍ଦର ଦେଖାଯିବା ଅନେକ ମେକ୍‌ଅପ ଶୈଳୀକୁ ଆପଣାଉଛନ୍ତି। କିନ୍ତୁ ମେକ୍‌ଅପ୍‌ ସମୟରେ ସତର୍କ ରହିବା ନିହାତି ଜରୁରୀ। ନହେଲେ ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦରତାର…

  • Saturday, 26 June 2021
Tiaka-ctc
ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଅଧିକାରୀଙ୍କ ଅକଲଗୁଡ଼ୁମ୍‌..

ଭୁବନେଶ୍ୱର: ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ…

home-guard
ପୁଣି ଅପରାଧୀ ସାଜିଲା ଖାକି ପୋଷାକ, ଚାକିରି ଦେବା ନାଁରେ ଠକିଲା..

ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ…

Elephant
ଏଠି ବଳଦକୁ ସଜ କରି ରେସିଂ କରାଯାଏ, ଆଉ ହାତୀକୁ ସୁଇମିଂ ପୁଲରେ ଗାଧୁଆଯାଏ

ଚାଷୀ ଆଉ ବଳଦ ମଧ୍ୟରେ ସମ୍ପର୍କ ବେଶ ନିବିଡ । ସେଥିପାଇଁ ତ କର୍ଣ୍ଣାଟକର କୁଲବର୍ଗୀ ଅଂଚଳରେ କାରା ହୁନିମେ ପର୍ବ ପାଇଁ ପ୍ରତିବର୍ଷ ବଳଦମାନଙ୍କୁ ଆକର୍ଷଣୀୟ ରଂଗରେ ସଜାଯାଇଥାଏ । ଏହି ଦିନ ବାଜା ବଜାଇ ନାଚଗୀତ କରିବା ସହ…

pm-modi-virtual-meet
ୟୁପି ନିର୍ବାଚନରେ ଅଯୋଧ୍ୟା ଫୋକସ୍‌ରେ, ପ୍ରଧାନମନ୍ତ୍ରୀ ନିଜେ କଲେ ସମୀକ୍ଷା..

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏବେ ଫୋକସ୍‌ରେ ରହିଛି ଅଯୋଧ୍ୟା । ଏହି ପବିତ୍ର ସହରରର ବିକାଶ କାର୍ଯ୍ୟ ନେଇ ଆଜି ନିଜେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

sdpo
ବାପା-ମା’ଙ୍କ ସହ ମିଶି ସ୍ୱାମୀଙ୍କୁ ମାରିଥିଲା, ଧରାପଡ଼ିଲା

ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ…

  • Saturday, 26 June 2021
Amit Shah
୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ…

3
ଅଜୟ ଦେବଗନ୍ କରିବେ ‘ନାନ୍ଧୀ’ର ହିନ୍ଦୀ ରିମେକ୍

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ଓ ନିର୍ମାତା ଦିଲ ରାଜୁ ତେଲୁଗୁ ଚଳଚ୍ଚିତ୍ର ‘ନାନ୍ଧୀ’କୁ ହିନ୍ଦୀରେ କରିବାକୁ ଘୋଷଣା କରିଛନ୍ତି। ଅପରାଧ ଏବଂ ଆଇନ ଆଧାରିତ ଏହି ଫିଲ୍ମକୁ ଅଜୟ ଏବଂ ରାଜୁ ଅଧିକାରକୁ ନେଇଛନ୍ତି। ୨୦୨୧ରେ ଆସିଥିବା ଏହି ଚଳଚ୍ଚିତ୍ରଟି…

  • Saturday, 26 June 2021