• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Jollywood artist
ମାଂସ କାଟୁଛନ୍ତି ଯାତ୍ରା କଳାକାର

କରୋନା ସଜେଇ ଦେଇଛି ଜଣେ ଯାତ୍ରା କଳାକାରଙ୍କୁ ମାଂସ ବେପାରୀ । ଜୀବନ ଜୀବିକା ପାଇଁ କୁକୁଡ଼ା ଦୋକାନ ଦେଇ ମାଂସ କାଟୁଛନ୍ତି ଯାତ୍ରା କଳାକାର

  • Sunday, 27 June 2021
Lok Seva Bhavan
ପ୍ରେମଚନ୍ଦ୍ର ଚୌଧୁରୀ ହେଲେ WODCର ସିଇଓ

ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରାଯାଇଛି। ସେପଟେ ମାଲକାନଗିରିର ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ…

  • Sunday, 27 June 2021
Kamakhyanagar
ଚାଲିଗଲେ ବାପା-ମାଆ: ଅନାଥ ହୋଇଗଲେ ୪ ପିଲା

ବିଚିତ୍ର ସୃଷ୍ଟିର ସ୍ରଷ୍ଟାଙ୍କ ବିଚିତ୍ର ଲୀଳା । ଜୀବନ ରୂପକ ନୌକାରେ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ମଙ୍ଗ ଧରିବାରେ ହାରିଗଲେ ମଙ୍ଗରାଜ । ଆଉ ବାକି ରହିଥିବା ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଥିଲେ ଶଶି । ହେଲେ ବିଧିର ବିଧାନ କେ-କରିବ ଆନ

  • Sunday, 27 June 2021
Corona Testing
ରାଜ୍ୟରେ ୨୪ ଘଣ୍ଟାରେ ୩୫୭୮ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଛି, ସୁସ୍ଥତା ହାର ମଧ୍ୟ ବଢୁଛି। ଆଜି ରାଜ୍ୟରେ ମୋଟ୍‌ ୩୫୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

  • Sunday, 27 June 2021
delta-plus
ଅଷ୍ଟପ୍ରହରୀ ବୈଠକରେ ଯୋଗ ଦେଇଥିଲେ 'ଡେଲଟା ପ୍ଲସ୍ ଆକ୍ରାନ୍ତ'

ଭୁବନେଶ୍ୱର: ଚାଲିଛି ସ୍ୱାବ୍ ନମୁନା ସଂଗ୍ରହ। ଧାଡ଼ିରେ ଛିଡ଼ା ହୋଇଥିବା ପୁରୁଷ ଓ ମହିଳାଙ୍କର କରାଯାଉଛି RTPCR ଟେଷ୍ଟ। ଏ ଦୃଶ୍ୟ ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ ବସାଲଇ ଗାଁର। ଏହି ଗାଁରୁ ହିଁ ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ଭେରିଆଣ୍ଟ…

  • Sunday, 27 June 2021
vaccine
ଜୁଲାଇରେ କିଶୋର ଓ କିଶୋରୀଙ୍କୁ ମିଳିବ ଟିକା?

ଆସନ୍ତା ଜୁଲାଇ ମାସରୁ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା। କିଶୋର ଓ କିଶୋରୀଙ୍କ ଉପରେ ଟିକାର ପରୀକ୍ଷଣ ସରିଛି, ଆଉ କେବେ ଟିକା ଦିଆଯିବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କୋଭିଡ୍ ୱାର୍କିଂ ଗ୍ରୁପ୍‌ର ଅଧ୍ୟକ୍ଷ ଡା ଏନ୍‌କେ ଅରୋଡ଼ା।

  • Sunday, 27 June 2021
flight landing
ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା ବିମାନ, ତଳକୁ ଡେଇଁ ପଡ଼ିଲେ ଯାତ୍ରୀ...ଆଉ ତା' ପରେ ହେଲା କଣ?

ଚଳନ୍ତା ବିମାନରୁ ତଳକୁ ଡେଇଁ ପଡ଼ିଲେ ଯାତ୍ରୀ। ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ଆମେରକା ଲସ୍‌ ଏଞ୍ଜେଲସ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ପୋଲିସ ଗିରଫ କରିଛି ପରେ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି

  • Sunday, 27 June 2021
landslide
ମାଟି ଅତଡ଼ା ଧସିବାରୁ ଚାଲିଗଲା ୨ ଜୀବନ

ବ୍ରହ୍ମପୁର: ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ…

  • Sunday, 27 June 2021
ଶୁଣିଲାନି ସରକାର : ଗ୍ରାମବାସୀ ନିର୍ମାଣ କଲେ ନଦୀରେ ବନ୍ଧ

ଗୁଆହାଟୀ : ପାଞ୍ଚଟି ଗାଁର ଲୋକମାନେ ନଦୀର କ୍ଷୟ ହେତୁ ସେମାନଙ୍କ ଜମିରେ ପଡୁଥିବା ପ୍ରଭାବକୁ ରୋକିବା ପାଇଁ ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ। ସରକାର କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ନିଜେ ଅଣ୍ଟା ଭିଡିଛନ୍ତି। ନଦୀ ଜଳକୁ ସେମାନଙ୍କ…

  • Sunday, 27 June 2021
Untitled-1
ହାତରେ ଖାଇଲେ କାହିଁକି ଖାଦ୍ୟର ସ୍ୱାଦ ବଢିଯାଏ?

ଯେତେବେଳେ ଖାଦ୍ୟ ବିଷୟରେ କଥା ପଡେ ସେତେବେଳେ ବିଶ୍ୱର ଅନେକ ଦେଶର ସର୍ବୋତ୍ତମ ଖାଦ୍ୟ ସହିତ, ଭାରତୀୟ ଖାଦ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଏ। ସ୍ୱତନ୍ତ୍ର ମସଲା ସହିତ ରନ୍ଧା ହୋଇଥିବା ଭାରତୀୟ ଖାଦ୍ୟ ଖାଇବାର ଉପାୟ ମଧ୍ୟ ବିଶ୍ୱର ଅନ୍ୟମାନଙ୍କଠାରୁ…

  • Sunday, 27 June 2021
Tempreture
ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର, ଏଠି ନିଆଁ ବର୍ଷୁଛି

ଜଳୁଛି କୁଏତ। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ କୁଏତରେ ହେଉଥିବା ନେଇ ଜଣାପଡ଼ିଛି। ପାଖାପାଖି 54ଡିଗ୍ରୀ ରହିଛି ସେଠାକାର ତାପମାତ୍ରା। ଯାହାକୁ ନେଇ ଏବେ ଚିନ୍ତାରେ କୁଏତବାସୀ

  • Sunday, 27 June 2021
ପଢ଼ିବାର କୌଣସି ବୟସ ନଥାଏ : ୫୭ ବର୍ଷ ବୟସରେ ମାଟ୍ରିକ ପାସ କଲେ ଆଶା ଦିଦି

ଭଦ୍ରକ( ପାର୍ଥ ସାରଥୀ ନାୟକ) : ପଢ଼ିବାର କୌଣସି ବୟସ ନଥାଏ ।  ପ୍ରବଳ ଇଛା ଶକ୍ତି ସାମ୍ନାରେ ସଫଳତା ଅବସ୍ୟାମ୍ଭାବୀ ।  ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆଶା ଦିଦି । ୫୭ ବର୍ଷ ବୟସରେ ଲୋକଙ୍କୁ ସେବା ଯୋଗାଇବା…

  • Sunday, 27 June 2021
flight
ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ଲାଗିଲା ପ୍ରତିବନ୍ଧକ, 21 ଜୁଲାଇ ପର୍ଯ୍ୟନ୍ତ ଏହି ଦେଶକୁ ଉଡ଼ିବ ନାହିଁ ପ୍ଲେନ୍

ଦେଶରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ଅନେକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ, ଜୁଲାଇ 21 ପର୍ଯ୍ୟନ୍ତ ଭାରତ-ୟୁଏଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏନେଇ ବିଧିବଦ୍ଧ ଭାବରେ ୟୁଏଇ ସରକାର ସୂଚନା ଜାରି କରିଛନ୍ତି

  • Sunday, 27 June 2021
Untitled-1
ବନ୍ୟାରୁ ରକ୍ଷା କରୁଛି ଭାସମାନ ଘର

ବର୍ତ୍ତମାନ ମୌସୁମୀ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା କରାଉଛି। ଏହାର ଆରମ୍ଭ ହେବା ସହିତ ବିହାରର ଅନେକ ଜିଲ୍ଲା ବନ୍ୟା ପରିସ୍ଥିତିରେ ଅଛନ୍ତି। ଏପରିକି ପାଣିପାଗ ବିଭାଗକୁ ଆସନ୍ତା ୭୨ ଘଣ୍ଟା ପାଇଁ ଏକ ସତର୍କ ସୂଚନା ଜାରି କରିବାକୁ…

  • Sunday, 27 June 2021
ରାଜ୍ୟର ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ

: ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି। ତେବେ ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ। ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ।

  • Sunday, 27 June 2021
commissioner-police
ଲକଡାଉନ୍ ଶେଷ ହେବା ପୂର୍ବରୁ ସଚେତନତା ରାଲି କଲା କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସର ସଚେତନତା ରାଲି। କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ ଆଜି ପୋଲିସ ଏକ ସଚେତନତା ରାଲି କରିଛି

  • Sunday, 27 June 2021
lord jagannath
ମରାମତି ହେବ ଶ୍ରୀଜିଉଙ୍କ ଅଳଙ୍କାର, ରଥଯାତ୍ରା ପୂର୍ବରୁ କାମ ସାରିବାକୁ ନିର୍ଦେଶ

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା…

President
ଗାଁରେ ପହଞ୍ଚିବା ପରେ ଜନ୍ମମାଟିକୁ ମୁଣ୍ଡରେ ଲଗାଇଲେ ରାଷ୍ଟ୍ରପତି, ଭାଇରାଲ୍ ହେଲା ଫଟୋ

ଉତ୍ତରପ୍ରଦେଶର ଦେହତ ଜିଲ୍ଲାର ପରାଉଙ୍ଖ୍ ନିକଟରେ ହେଲିପ୍ୟାଡରେ ଅବତରଣ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଜନ୍ମ ମାଟିକୁ ଛୁଇଁ ପ୍ରଣାମ କରିଛନ୍ତି।

  • Sunday, 27 June 2021
rajnatha singh
ରାଜନାଥ ସିଂହ: ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌ ପ୍ରତିଶ୍ରୁତି ପୁରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯାଇ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ପୂର୍ବତନ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମୋଦି ସରକାରଙ୍କ ପକ୍ଷରୁ ୱାନ୍‌ ରାଙ୍କ୍ ୱାନ୍‌ ପେନସନ ଯୋଜନା ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବତନ…

bjd party office
ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ମହାସଚିବ ଓ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ,…

  • Sunday, 27 June 2021
collage
ପୂର୍ବତନ କୁଳପତିଙ୍କୁ ନୃଶଂସ ହତ୍ୟା : ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସରଙ୍କୁ ନୃଶଂସ ହତ୍ୟା ଲଇକେରା ଥାନା ସରଗିଗୁଡ଼ା ଘରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ଝାରସୁଗୁଡ଼ା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ଝାରସୁଗୁଡ଼ା : ପୂର୍ବତନ କୁଳପତିଙ୍କୁ ହତ୍ୟା…

  • Sunday, 27 June 2021
corona vaccine
କରୋନା ଭ୍ୟାକ୍ସିନର ଚମତ୍କାର ! ଏକ ଘଣ୍ଟା ମଧ୍ୟରେ ପକ୍ଷାଘାତ ରୋଗ ଠିକ୍ ହୋଇଥିବା ଦାବି କଲେ ଯୁବକ

ରାଜଗଡ଼ : କରୋନା ଟିକା ଭଲ କରିଦେଲା ପକ୍ଷାଘାତ ରୋଗ ? କରୋନା ଭ୍ୟାକ୍ସିନକୁ ନେଇ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଖବର ବ୍ୟାପୁଥିବା ବେଳେ ମଧ୍ୟପ୍ରଦେଶରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଭ୍ୟାକ୍ସିନ ନେବା ପରେ ପକ୍ଷାଘାତ ରୋଗ…

  • Sunday, 27 June 2021
pond
ପୋଖରୀ ଖୋଳା ନାଁରେ ଘୋଟାଲା, ସସ୍‌ପେଣ୍ଡ୍‌ ହେଲେ ଫରେଷ୍ଟର

ପୋଖରୀ ଖୋଳା ନାଁରେ ଘୋଟାଲା ଦୁର୍ନୀତି ଅଭିଯୋଗ ଆସିବା ପରେ ନିଲମ୍ବିତ ହେଲେ ଫରେଷ୍ଟର ଦୁର୍ନୀତିରେ ଜଡିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଘଟଣାର ତଦନ୍ତ ପାଇଁ ଡିଏଫଓ ନିର୍ଦ୍ଦେଶ ଦେଇଥିଲେ ନବରଙ୍ଗପୁର: ମହଙ୍ଗା ପଡିଲା ଦୁର୍ନୀତି। ଅଭିଯୋଗ ଆସିବା…

  • Sunday, 27 June 2021
sbi
ସୁଯୋଗ ଦେଉଛି SBI, CSP ଖୋଲି କରିପାରିବେ ଭଲ ରୋଜଗାର ! ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ…

village
ମୌଳିକ ସୁବିଧାରୁ ବଂଚିତ ବଡିପଦର ଗ୍ରାମବାସୀ : ଗାଁକୁ ରାସ୍ତା ନାହିଁ, ଦୂଷିତ ଚୁଆ ପାଣି ପିଉଛନ୍ତି ଲୋକେ

ବାଲିଗୁଡା(ଅଜିତ୍ ନାୟକ) : ଗ୍ରାମାଂଚଳର ଉନ୍ନତି ପାଇଁ ସରକାର ଅନେକ ଯୋଜନା ତିଆରି କରୁଛନ୍ତି । ହେଲେ ସେ ସବୁ ଯୋଜନା ଲୋକଙ୍କ ନିକଟରେ ପହଂଚି ପାରୁନି । ମୌଳିକ ସୁବିଧାରୁ ବଂଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକଠାରୁ ମାତ୍ର ତିନି…

  • Sunday, 27 June 2021