• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

mokim
ସରଗରମ ହେଲାଣି କଟକ ରାଜନୀତି

କଟକ (ଦେବାଶିଷ ମହାନ୍ତି ) : କିଏ ଲୋକଙ୍କ ସହ ଚାହା ପିଇ ଭୋଟ ମାଗୁଛି ତ ପୁଣି କିଏ ଲୋକଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛି। କଟକ ସହର ଗଳି କନ୍ଦିରେ ଏବେ ଦେଖିବାକୁ ମିଳୁଛି ଏଭଳି ରାଜନୈତିକ ଉଷ୍ମତା। ବିଭିନ୍ନ ଦଳର ନେତା ନିଜ ନିଜ ଶୈଳୀରେ ଆରମ୍ଭ କରିଛନ୍ତି ପ୍ରଚାର। ହାତରେ ଆଉ ଅଳ୍ପ ଦିନ ଥିବାରୁ ଲୋକଙ୍କ ମନକୁ ଜିତିବା ପାଇଁ କେତେ କଣ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ବାରବାଟୀ-କଟକ ନିର୍ବାଚନ […]

  • Friday, 16 July 2021
kharbela2
ବୌଦ୍ଧରେ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପ୍ରଚାର

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ହରଭଙ୍ଗା ବ୍ଲକ୍‌ର ନରସିଂହପୁର ହାଟପଦା ପଡ଼ିଆରେ ପଥପ୍ରାନ୍ତ ସଭା କରିବା ସହ ଘରକୁ ଘର ଯାଇ ପ୍ରଚାର କରିଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ ଖାରବେଳ ସ୍ୱାଇଁଙ୍କ ସହ ବୌଦ୍ଧ ବିଧାନସଭା ଲାଗି ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଓ ଶତାଧିକ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ। କନ୍ଧମାଳ ଓ ବୌଦ୍ଧ […]

  • Friday, 16 July 2021
police-congress
କଂଗ୍ରେସ କର୍ମୀ-ପୁଲିସ ମୁହାଁମୁହିଁ

ଆନନ୍ଦପୁର( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରାରେ କଂଗ୍ରେସ ଶୋଭାଯାତ୍ରା ବେଳେ ଉତ୍ତେଜନା। କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସୈଲଂଗ ଛକରୁ ଘସିପୁରା ଥାନା ଅଭିମୁଖେ ଯାଉଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀ ଗତ ୫ ତାରିଖ ରାତିରେ ଘସିପୁରା ଥାନାରେ ଗଣ୍ଡଗୋଳ ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କ ଗିରଫର ପ୍ରତିବାଦରେ କଂଗ୍ରେସ ଏହି ରାଲି କରୁଥିଲା। ତେବେ ବିନା ଅନୁମତିରେ […]

  • Friday, 16 July 2021
dama rout
ଆଶଙ୍କାକୁ ସତ ପ୍ରମାଣିତ କଲେ ନବୀନ : ଦାମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଟ୍ ଥିବା ନେଇ ଗତକାଲି ସୋଶାଲ ମିଡିଆରେ ଜାରି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଲୋକେ ଯାହା ଆଶଙ୍କା କରୁଥିଲେ, ତାକୁ ଏହି ଭିଡ଼ିଓ ମାଧ୍ୟମରେ ନବୀନ ସତ ବୋଲି ପ୍ରମାଣିତ କରିଛନ୍ତି। ପିଏମ୍‌ଜିରେ ଏକ ଷ୍ଟେଜ୍ କରାଯାଇ ମୋ ସହ ନବୀନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ଓଡ଼ିଆରେ ଆଲୋଚନା କରନ୍ତୁ […]

  • Friday, 16 July 2021
sura
ମୁଖ୍ୟମନ୍ତ୍ରୀଙ୍କ ଫିଟ୍ ଭିଡିଓକୁ ନେଇ ନବୀନଙ୍କୁ ସୁରଙ୍କ ଚ୍ୟାଲେଞ୍ଜ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଫିଟ୍‌ ଅଛନ୍ତି। ଏଣିକି ୨୦୧୯ ଯୁଦ୍ଧକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନିଜ ତୁଣ୍ଡରେ ନିଜେ କହିଛନ୍ତି। କଥାଟିର ବାସ୍ତବତାକୁ ନେଇ ସନ୍ଦେହ ଥିଲେ ମଧ୍ୟ ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଆମେ ଏହି କଥା କହୁଛୁ। ସବୁ ବେଳେ ଫିନ୍‌ ଫିନ୍‌ ଧଳା କୁର୍ତ୍ତା ପାଇଜାମାରେ ଦୃଶ୍ୟାୟିତ ହେଉଥିବା ଆମ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓରେ ବ୍ଲାକ ଟି’ ଶାର୍ଟରେ ଜଗିଙ୍ଗ୍‌ କରୁଥିବା ଦେଖିବାକୁ ମିଳିଛି। ଖାଲି ଜଗିଙ୍ଗ୍ ନୁହେଁ, ସେ ଓଡିଆ […]

  • Friday, 16 July 2021
ticket
ଭାଇରାଲ୍ ଭିଡିଓରେ ଟିକେଟ୍ ଗୁମର ଖୋଲିଲେ କର୍ମୀ

ଭୁବନେଶ୍ୱର : ଟିକେଟ୍‌ ବଣ୍ଟନ ପଛରେ ବଡ଼ ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ୍‌ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଭାଇରାଲ୍ ଭିଡ଼ିଓ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବହଳଦା ନିକଟରେ ବିଜେଡିର ଏକ କର୍ମୀ ସମ୍ମିଳନୀର ଏହି ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳିଛି, ଅନୈତିକ କାରବାର କରି ବିଜେଡିରେ କେମିତି ଦିଆଯାଉଛି […]

  • Friday, 16 July 2021
bjd-modi
ଆଜି ପୁଣି ବିଜେଡି ଓ କଂଗ୍ରେସକୁ ଘାଇଲା କଲେ ମୋଦି

ଭୁବନେଶ୍ୱର : ପ୍ରଚାର ଆଳରେ ଆଜି ବିଜେଡି ଓ କଂଗ୍ରେସକୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଓଡ଼ିଶାର ବିକାଶରେ ବିଜେଡି ରୋକ ଲଗାଇଛି। ୧୯ ବର୍ଷ ଧରି ଲୋକେ ବିଶ୍ୱାସ କରି ଆସିଥିବା ବିଜେଡି ସରକାର କିଛି କରିନଥିବାରୁ ଏହାକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି-“ବିଜେଡିର ନୀତି ନିୟମ ଠିକ୍ ଥିଲେ କୃଷକଙ୍କୁ ଦେଢ଼ ଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପ୍ରାୟ ୫୦ […]

  • Friday, 16 July 2021
kk
ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଅଡୁଆରେ

ଭୁବନେଶ୍ୱର : ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା ରହିଛି। ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ନିଜ ନାମାଙ୍କନ ପତ୍ରରେ ଚନ୍ଦ୍ରାଣୀ ବାପାଙ୍କ ନାଁ ରହିଛି ସଞ୍ଜୀବ ମୁର୍ମୁ। ତେବେ ଭୋଟର କାର୍ଡରେ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ସିହ୍ନା ରହିଛି। ସେହିପରି ଆଇଟିଇଆର୍‌ କଲେଜରେ ବି.ଟେକ ପଢିବା ବେଳେ ତାଙ୍କ ବାପାଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ସୋରେନ୍ ରହିଛି। […]

  • Friday, 16 July 2021
yogi
ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଟେଲିଫୋନ ଯୋଗେ ଭାଷଣ ଦେଲେ ଯୋଗୀ

ଭୁବନେଶ୍ୱର : ଏୟାରପୋର୍ଟରୁ ବିଜେପିର କନ୍ଧମାଳ ସାଧାରଣ ସଭାକୁ ସମ୍ବୋଧିତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭୁବନେଶ୍ୱର ଏୟାରପୋର୍ଟରୁ ଭାଷଣ ଦେଲେ ଯୋଗୀ ଆଦିତ୍ୟନାଥ। ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ସେ ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି। ଭୁବନେଶ୍ୱରରୁ ଯାଇନପାରି ଟେଲିଫୋନରେ ଭାଷଣ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଓ ବ୍ରହ୍ମପୁର ଯିବା କାର୍ଯ୍ୟକ୍ରମ ଥିଲା। ତେବେ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଅନୁମତି ପାଇନଥିଲା। […]

  • Friday, 16 July 2021
bibhu
ବାକି ଥିବା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର :  ବାକି ଥିବା ଗୋଟିଏ ଲୋକସଭା ଏବଂ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହେବେ ବିଭୁ ତରାଇ। ବିଭୁ ଦିନକ ତଳେ ବିଜେପିରେ ସାମିଲ ହୋଇଥିଲେ। ସେହିପରି ଗତକାଲି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ରବି ମଲ୍ଲିକ କାକଟପୁରରୁ ଦଳୀୟ ପ୍ରାର୍ଥୀ ହେବେ।  ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ସୁନାକର ବେହେରାକୁ ଟିକେଟ ଦେଇଛି ବିଜେପି। ଏଥିସହ ଓଡ଼ିଶାର ସମସ୍ତ ଲୋକସଭା ଓ […]

  • Friday, 16 July 2021
bjd
ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ, ପିଟାପିଟି

ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା) : ପୁଣି ପଦାରେ ପଡ଼ିଲା ବିଜେଡି କନ୍ଦଳ। ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ମୁଣ୍ଡାଳ ଛକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଖୋଲାଖୋଲି ମାରପିଟ୍ ହୋଇଛି। ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି ଆଜି ଏକ ରାଲିରେ ଯାଉଥିବା ବେଳେ ମୁଣ୍ଡାଳ ଛକରେ ଅମରେନ୍ଦ୍ର ଦାଶ ଗୋଷ୍ଠୀ ତାଙ୍କୁ ଅଟକାଇବା ସହ କଳା ପତାକା ଦେଖାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ […]

  • Friday, 16 July 2021
baijayanta2
ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି : ବୈଜୟନ୍ତ ପଣ୍ଡା

ପାଟକୁରା ( ମନୋଜ ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ଛତାହାଟରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ପ୍ରଚାରବେଳେ ବୈଜୟନ୍ତ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ଯେଉଁ ନୀତି ଆଦର୍ଶ ନେଇ ଗଠନ ହୋଇଥିଲା, ଦଳ ଏଥିରୁ ବିଚ୍ୟୁତ ହୋଇଛି ବୋଲି ବୈଜୟନ୍ତ କହିଛନ୍ତି। ବିଜେପି ସହଯୋଗରେ ଆରମ୍ଭ ହୋଇଥିବା ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି। ସରକାରୀ […]

  • Friday, 16 July 2021
bhudan murmu
ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶେଷରେ ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର। ଇସ୍ତଫା ପତ୍ର ଗ୍ରହଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୂଦାନ ମୁର୍ମୁଙ୍କ ଇସ୍ତଫା ଗୃହିତ ହୋଇନଥିବାରୁ ସେ ଅଡୁଆରେ ଥିଲେ। ସେ ମୟୂରଭଂଜ ଭାଲୁକି ମେଡିକାଲରେ ଡାକ୍ତର ଥିଲେ। ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ୨୦୧୮ଅକ୍ଟୋବର ୪ତାରିଖରୁ ସେ ସରକାରୀ ଚାକିରିରୁ ଇସ୍ତଫା […]

  • Friday, 16 July 2021
congress
ସମ୍ବଲପୁର କଂଗ୍ରେସରେ ବିଦ୍ରୋହ ; ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ସମ୍ବଲପୁର ( ସଞ୍ଜୟ ଜେନା ) : ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଜିଲ୍ଲା କଂଗ୍ରେସ କମିଟିରେ ଦେଖାଦେଇଛି ବିଦ୍ରୋହ। ସାଂସଦ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ପି.ସି.ସି ସଭାପତିଙ୍କୁ ସେମାନେ ଇସ୍ତଫା ପତ୍ର ଦେଇଛନ୍ତି। ଆଗକୁ ଆହୁରି ଅନେକ କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ […]

  • Friday, 16 July 2021
minakhi
ମୀନାକ୍ଷୀ ହେଲେ ଚମ୍ପୁଆର BJD ପ୍ରାର୍ଥୀ

କେନ୍ଦୁଝର (ପ୍ରଣୟ ପାଣି) : ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJD।  ମୀନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆରୁ BJD ଟିକେଟ୍ ଦେଇଛି। ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା। ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ବିଜେଡି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଦଳ ପକ୍ଷରୁ ଏବେ […]

  • Friday, 16 July 2021
Baijayant-Panda1
‘ମୁଁ ବ୍ୟବହାର କରିଥିବା ହେଲିକପ୍ଟର କମର୍ସିଆଲ ନୁହେଁ, ପ୍ରାଇଭେଟ୍ ’: ବୈଜୟନ୍ତ

ଭୁବନେଶ୍ୱର : ନିର୍ବାଚନ ପ୍ରଚାରରେ ହେଲିକପ୍ଟର ବ୍ୟବହାର ନେଇ ବିଜେଡି ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ଅତି ନୀଚସ୍ତରକୁ ଯାଇ ବିଜେଡି ଏଭଳି ଅଭିଯୋଗ ଆଣିଛି ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ। ପୂର୍ବରୁ ସମସ୍ତ ନିର୍ବାଚନ ବେଳେ ମୁଁ କମର୍ସିଆଲ ହେଲିକପ୍ଟର ନୁହେଁ, ଘରୋଇ ହେଲିକପ୍ଟର ବ୍ୟବହାର କରୁଥିଲି ବୋଲି ସେ ଲେଖିଛନ୍ତି। ମୁଁ ଟ୍ୟାକ୍ସି ନୁହେଁ ଏକ ପ୍ରାଇଭେଟ କାରରେ ନିର୍ବାଚନ ପ୍ରଚାର କରୁଛି। ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ […]

  • Friday, 16 July 2021
election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଶେଷ ଦିନରେ ଆଜି ବାକି ଥିବା ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ପୂର୍ବରୁ କଂଗ୍ରେସ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାଁ ଘୋଷଣା କରିଥିଲା। ତେବେ ଗତକାଲି ସେ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସୁଦ୍ଧା ମୋଟ ୨୧୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୬ଟି […]

  • Friday, 16 July 2021
raghu
ବିଜେପିର ଆଉ ୪ ବିଧାନସଭା ପ୍ରାର୍ଥୀ ଘୋଷଣା ,ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଟିକେଟ୍‌

ଭୁବନେଶ୍ୱର :  ବିଜେପି ଆଜି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଉତ୍ତର ଓଡ଼ିଶାର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ଟିକେଟ ମିଳିଛି। ଏଥର ବସ୍ତାରୁ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ଓ ରଘୁନାଥଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ। ଚମ୍ପୁଆରୁ ମୁରଲୀ ଶର୍ମା, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ ବିଜେପି ପ୍ରାର୍ଥୀ କରିଛି।    

  • Friday, 16 July 2021
adr
ନିର୍ବାଚନ ପୂର୍ବରୁ ପୋଲ୍ ଖୋଲିଲା ADR ସର୍ଭେ ରିପୋର୍ଟ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କେମିତି ଅଛି ଭୋଟରଙ୍କ ମୁଡ୍‌ ? କେଉଁ ପ୍ରସଙ୍ଗ ଏଥର ପ୍ରଭାବିତ କରିବ ଭୋଟରଙ୍କୁ? ଆଉ କେମିତି ଅଛି ସରକାରଙ୍କ ସଫଳତାର ଗ୍ରାଫ୍‌ ? ଏସବୁ ପ୍ରଶ୍ନକୁ ନେଇ ଭୋଟରଙ୍କ ମୁଡ୍‌ ପରଖିଥିଲା ଏଡିଆର। ପାନୀୟ ଜଳ ଯୋଗାଣରେ ୫ ନମ୍ବରରୁ ସରକାରଙ୍କୁ ଭୋଟର ଦେଇଛନ୍ତି ୨. ୩୦।  ନିଯୁକ୍ତି ସୁବିଧା କ୍ଷେତ୍ରରେ ମିଳିଛି ସେଇ ୨.୩୦। ଆଉ ଭଲ ରାସ୍ତା ଦେବାରେ ମିଳିଛି ୨. ୨୮ ନମ୍ବର। ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରରୁ […]

  • Friday, 16 July 2021
bibhu
କଂଗ୍ରେସ ଛାଡ଼ିଲେ ଦଳର ମୁଖପାତ୍ର ବିଭୂ ପ୍ରସାଦ ତରାଇ

ଭୁବନେଶ୍ୱର : କଂଗ୍ରେସ ଛାଡ଼ିଲେ ଦଳର ମୁଖପାତ୍ର ବିଭୂ ପ୍ରସାଦ ତରାଇ। ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବିଭୂ ତରାଇଙ୍କୁ ଲୋକସଭା ପରିବର୍ତ୍ତେ ତିର୍ତ୍ତୋଲ ବିଧାନସଭା ଆସନରେ ଟିକେଟ୍ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି। ଦଳ ଛାଡ଼ିବା ନେଇ ବିଭୂ ତରାଇ ଓଟିଭିକୁ ପ୍ରତିକ୍ରିୟା ରଖି କହିଛନ୍ତି,କଂଗ୍ରେସ ଓ ବିଜେଡି ମଧ୍ୟରେ ଗୁପ୍ତ ବୁଝାମଣା ରହିଛି। ବର୍ତ୍ତମାନ କଂଗ୍ରେସ ଦିଗହରା ଭାବେ ପ୍ରାର୍ଥୀ ଚୟନ କରୁଛି। ସବଳ ପ୍ରାର୍ଥୀଙ୍କ […]

  • Friday, 16 July 2021
kalahandi
କଳାହାଣ୍ଡିରେ ଏଥର କାଣ୍ଟେ କି ଟକ୍କର : ମୈଦାନରେ ତିନି ପ୍ରମୁଖ ଦଳର ହେଭିୱେଟ୍‌

ଭବାନୀପାଟଣା ( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ଏଥର କାଣ୍ଟେ କି ଟକ୍କର। ଏହି ଲୋକସଭା କ୍ଷେତ୍ରରେ ଏଥର ଫାଇଟ୍ ୩ ହେଭିୱେଟ୍ ବସନ୍ତ ପଣ୍ଡା, ଭକ୍ତ ଦାସ ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମଧ୍ୟରେ। ସପ୍ତାହେ ପରେ ଭୋଟ୍ ହେବାକୁ ଯାଉଥିବା କଳାହାଣ୍ଡିରେ ଏବେ ଗରମ ରହିଛି ରାଜନୈତିକ ବାତାବରଣ। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବାନୀପାଟଣାରେ ରାଲି କରି ପଦ୍ମର ପୂର୍ବ ଗୌରବ ଫେରାଇ ଆଣିବାକୁ ଦମ୍ ଲଗାଇଛନ୍ତି। ବିଜେପି ଟିକେଟ୍‌ରେ ପ୍ରଥମ ଥର ଲାଗି […]

  • Friday, 16 July 2021
yudhistira
ନିରଞ୍ଜନଙ୍କ ବିରୁଦ୍ଧରେ ଟିକେଟ ବିକ୍ରିର ଅଭିଯୋଗ ଆଣିଲେ ଯୁଧିଷ୍ଠିର

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ଟିକେଟ ବିକ୍ରିର ସଙ୍ଗୀନ ଅଭିଯୋଗ ଆଣି ବିଷ ଓଗାଳିଛନ୍ତି ପିପିଲିରେ ଦଳୀୟ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ। ପ୍ରାର୍ଥୀ କରାଯାଇଥିଲେ ବି ତାଙ୍କୁ ହରାଇବାକୁ ନିରଞ୍ଜନ ଷଡ଼ଯନ୍ତ୍ର କରୁଥିବା ସେ ନିଜ ସମର୍ଥକଙ୍କୁ କହୁଥିବା ଭିଡିଓ ଭାଇରାଲ ହୋଇଛି। ତାଙ୍କ ନାଁ ଘୋଷଣାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଟିକେଟ ଫେରାଇ ଦେବେ ବୋଲି କହିଛନ୍ତି। ତେବେ ଅନ୍ୟ ଦଳକୁ ଯିବେ ନାହିଁ କି ସ୍ୱାଧୀନ […]

  • Friday, 16 July 2021
bjd-p
ବିଜେଡି ଟିକେଟ୍‌କୁ ନେଇ ଚର୍ଚ୍ଚା: କଟିଲା ୪୩ ସିଟିଂ ଏମଏଲଏଙ୍କ ଟିକେଟ୍

ଭୁବନେଶ୍ୱର : ଶେଷ ହେଲା ଟିକେଟ କସରତ। ହେଲେ ପ୍ରାର୍ଥୀ ଚୟନ ବେଳେ ଗତ ୪ ନିର୍ବାଚନ ଅପେକ୍ଷା ଏଥର ଅଧିକ ଚାପରେ ଥିଲେ ଦଳର ସୁପ୍ରିମୋ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଠାରୁ ଆରମ୍ଭ କରି ୫ ଥରର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ, ବରିଷ୍ଠ ବିଧାୟକ ଦେବାଶିଷ ନାୟକ। ଘୋଷଣା ହୋଇଥିବା ୧୪୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ କଟିଲା ୪୩ ବିଧାୟକଙ୍କ ଟିକେଟ୍। ଠିକ୍ ସେଭଳି ନଗେନ୍ଦ୍ର ପ୍ରଧାନ, ପ୍ରସନ୍ନ ପାଟ୍ଟଶାଣୀ ଭଳି ସାଂସଦଙ୍କ ଟିକେଟ […]

  • Friday, 16 July 2021
anjali
ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌ ; ଅଞ୍ଜଳି ସୋରେନ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ

ଭୁବନେଶ୍ୱର : ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)। ମୟୂରଭଞ୍ଜ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଜେଏମ୍‌ଏମ୍‌ ସୁପ୍ରିମୋ ସିବୁ ସୋରେନ୍‌ଙ୍କ ଝିଅ ଅଞ୍ଜଳି ସୋରେନ ହୋଇଛନ୍ତି ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ। ସାରସକଣା ବିଧାନସଭାରୁ ମହେଶ ଚନ୍ଦ୍ର ହେମ୍ବ୍ରମ, ବାଙ୍ଗିରିପୋଷିରୁ ସୁନ୍ଦର ମୋହନ ସିଂହ, ମୋରଡ଼ାରୁ କଳିଙ୍ଗ କେଶରୀ ଜେନା, ବୀରମିତ୍ରପୁରରୁ ସେବିୟନ ଆଇନ୍ଦ ଓ ରାଇରଙ୍ଗପୁରରୁ ସୁନାରାମ ଟୁଡୁ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶାରେ କଂଗ୍ରେସ ସହ […]

  • Friday, 16 July 2021
niranjan-1
କଂଗ୍ରେସ ଘୋଷଣା କଲା ଗୋଟିଏ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ

ଭୁବନେଶ୍ୱର  : ସମ୍ବଲପୁର ଲୋକସଭା ଆସନ ସହ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍। ସମ୍ବଲପୁର ଲୋକସଭା ଆସନ ପାଇଁ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି। ସେହିପରି ଘୋଷଣା ହୋଇଥିବା ୯ ବିଧାନସଭା ସିଟ୍ ମଧ୍ୟରୁ ୩ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି। ବେଗୁନିଆରୁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ବଦଳରେ ପ୍ରଦୀପ ସାହୁଙ୍କୁ ଟିକଟ୍ ଦିଆଯାଇଛି। ସେହିପରି ସମ୍ବଲପୁର ବିଧାନସଭା […]

  • Friday, 16 July 2021