ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ…
ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ…
ଭୁବନେଶ୍ୱର : ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା । ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା କୋଭିଡ ଯୁଦ୍ଧରେ ନିୟୋଜିତ…
ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା…
କୋଲକାତା: ଆଜି ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଫୋକସରେ ରହିଛି ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି…
ଦିସପୁର : କରୋନା ସଙ୍କଟ ମଧ୍ୟରେ ଆଜି ଘୋଷଣା ହେବ ଆସାମ ନିର୍ବାଚନ ଫଳାଫଳ । ପାଞ୍ଚ ବର୍ଷ ଧରି ସତ୍ତାରେ ଥିବା ଭାରତୀୟ ଜନତା ପାର୍ଟି ନିଜର ତାଜ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିଥିବା ବେଳେ ଶାସନ ଗାଦି…
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର…
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୧୪ ଜଣ ଅଦୃଶ୍ୟ ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ରାୟଗଡ଼ା…
ମୁମ୍ବାଇ : ସୁନା ଝିଅ ଶ୍ରଦ୍ଧା । ବାପାଙ୍କ ବ୍ୟବସାୟକୁ ବଢ଼ାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମହାରାଷ୍ଟ୍ରର ଝିଅ । ଦିନ ରାତି କଠିନ ପରିଶ୍ରମ କରି ପାଠପଢ଼ା ସହ ଘରର ଅଚଳାବସ୍ଥା ଦୂର କରିବାରେ ଆଜି…
ଯାଜପୁର: ବିବାହ ପରେ ପାଠ ପଢ଼ିବା ପାଇଁ ବାପ ଘରକୁ ଯାଉଥିଲା ବୋହୂ। କିଛିଦିନ ସବୁକିଛି ଠିକଠାକ ଚାଲିଥିବାବେଳେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ଆଉ ସବୁ ଦିନ ପାଇଁ ବାପ ଘରେ ରହିଗଲା ବୋହୂ। ପୁଣି ଥରେ ଝିଅର…
ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କିଛିଦିନ ହେବ ଲଗାତାର ଭାବେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା…
ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ଇଭିଏମ୍ ଖୋଲିବ, ଆଉ ଜଣାପଡ଼ିବ କାହାକୁ ପଡ଼ିଛି କେତେ ଭୋଟ୍ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆଜି ବିଧାନସଭା ନିର୍ବାଚନ ଭୋଟ ଗଣତି । ତେବେ ଫୋକସରେ…
ଭୁବନେଶ୍ୱର : ଭୟ ବଢ଼ାଉଛି ସଂକ୍ରମଣ । ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ…
କଣ ଏହି କୋଭିଡ୍-୧୯ ଭୂତାଣୁ, କେଉଁଠୁ ଆସିଲା, କିଭଳି ବ୍ୟାପିଲା, କଣ ଏହାର ଚିକିତ୍ସା, ଏଥିରୁ କିଭଳି ମୁକ୍ତି ପାଇବ ମଣିଷ ସମାଜ? ସଂକ୍ରମଣ ବ୍ୟାପିବାକୁ ଦେଢ ବର୍ଷ ହୋଇଯାଇଥିଲେ ବି କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ରୂପ ବଦଳାଇବା…
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମେ ୩ରୁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି।
ଝଡ଼ ପରି ମାଡ଼ି ଚାଲିଥିବା ମହାମାରୀ, ମହାବିପଦ ଆଣିଛି। ରାଜଧାନୀ ସମେତ ସଂଲଗ୍ନ ଖୋର୍ଦ୍ଧା ଏବଂ ଜଟଣୀରେ ଉଦବେଗଜନକ ହାରରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା। ଗତ ସପ୍ତାହକ ଭିତରେ ୧୯ ଜଣଙ୍କ ଜୀବନ ନେଇଛି ଏହି ଅଦୃଶ୍ୟ ଭୂତାଣୁ।
ଏପ୍ରିଲ ୧ରେ ଦୈନିକ ସଂକ୍ରମଣ ୩୯୪ ଥିବା ବେଳେ ଏପ୍ରିଲ୍ ୩୦ରେ ୮, ୬୮୧ ଥିଲା। ପୁରା ମାସରେ ୧ ଲକ୍ଷରୁ ଅଧିକ କେଶ୍ ହେଲାଣି। ଆଉ ମେ ପସିବା ମାତ୍ରେ ଦୈନିକ ସଂକ୍ରମଣ ସଂଖ୍ୟା ପାର୍ କରିଛି ୧୦ ହଜାର।
ଭୁବନେଶ୍ୱର: ଆସନ୍ତାକାଲି କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର। କୋଭିଡ୍ ପରିଚାଳନା ନେଇ ରାଜ୍ୟ ସରକାର କରିବେ ବଡ଼ ଘୋଷଣା। ଆସନ୍ତାକାଲି ଦିନ ୧୦ଟାରେ ବଡ଼ ଘୋଷଣା କରିବା ନେଇ ସୂଚନା ମିଳିଛି। ତେବେ କରୋନା ବଢୁଥିବାକୁ କିଛି…
ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍। ଆଉ ସମସ୍ତଙ୍କ ଫୋନରେ ଫେସବୁକ୍, ଟ୍ଵିଟର, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ ଭଳି ଆପ୍। ସେ ଭାବର ଆଦାନ ପ୍ରଦାନ ହେଉ କି ଅର୍ଥର ସମସ୍ତେ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। ତେବେ ଇଣ୍ଟରନେଟର ଏହି ଯୁଗରେ ଅନଲାଇନ୍…
ଭୁବନେଶ୍ୱର: ଅସହ୍ୟ ଗରମରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା ? ୪୧.୩ ଡିଗ୍ରୀ…
ନୂଆଦିଲ୍ଲୀ: ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ରେଜଲ୍ଟ। CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କଲା CBSE। ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ…
ଭବିଷ୍ୟତରେ, ମହାକାଶରେ ଏପରି ଉପଗ୍ରହ ରହିବ, ଯାହା ଏରୋସ୍କୋପ୍ ଟେକ୍ନୋଲୋଜି ବ୍ୟବହାର କରି ଅତି କମ୍ କକ୍ଷପଥରେ ରହିପାରିବ, ଯାହା ବହୁତ ଲାଭଦାୟକ ହେବ। ଯେତେବେଳେ ଉପଗ୍ରହ ଏହାର କକ୍ଷପଥରେ ପହଞ୍ଚେ, ସେତେବେଳେ ବି ଏହାକୁ ପୃଥିବୀର ବାୟୁମଣ୍ଡଳ ସହିତ ମୁକାବିଲା…
ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ଭୋଟ ଗଣତି ହେବାକୁ ଯାଉଛି। ତେବେ ଫୋକସ ରହିଛି ପଶ୍ଚିମବଙ୍ଗର ଫଳାଫଳ ଉପରେ।