ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ବ୍ୟାଟିଂର ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଶୀର୍ଶ ୧୦ ଜଣଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ…
ଶୂନଶାନ୍ ସହର, ଖାଖାଁ ରାସ୍ତା। ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ୧୪ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ ଆଜି ଘରେ ରହିଛି ଓଡ଼ିଶା। କିଛି ଅମାନିଆ ଲକ୍ଡାଉନ୍ କଟକଣାକୁ ବେଖାତିର କରି ତଣ୍ଡ ବି ଗଣିଛନ୍ତି। ହେଲେ ତାଲାବନ୍ଦର ପ୍ରଥମ ଦିନରୁ ଆଳୁ-ପିଆଜର ଆକାଶଛୁଆଁ ଦର ଖାଉଟିଙ୍କ ଚିନ୍ତା ବଢ଼ାଇଛି।
ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସ୍କୁଲ ବି ବନ୍ଦ ରହିଛି
କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା।
ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏପ୍ରିଲ ମାସରେ, ଯେଉଁ ସହରରେ ପ୍ରତିଦିନ ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା ଏବେ ସେଠି ଅଢ଼େଇ ହଜାର ରହିଥିବା ଦେଖାଯାଇଛି
ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଭିଡ୍ ମେଡିକାଲର ବଢୁଛି କି ମନମାନି? ମେଡିକାଲର ନାଁରେ ତାଳଚେର ଯୁବକ ଆଣିଲେ ସଙ୍ଗୀନ ଅଭିଯୋଗ।ସୂଚନା ଅନୁସାରେ, ୩ଦିନ ଧରି ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପରିବାକ ଲୋକଙ୍କୁ ଦିଆଗଲା ନାହିଁ
ଆପଣ ନିଶ୍ଚୟ ଅନେକ ପ୍ରକାରର ଡାଲି ଖାଇଥିବେ। ସେଥିମଧ୍ୟରୁ ଚଣା ଡାଲିର ସ୍ୱାଦ ସବୁଠୁ ଅଲଗା। ଏନେଇ ଅନେକ ବିଶେଷ ଉତ୍ସବରେ, ଚଣା ଡାଲିର ହାଲୱା ଭଳି ଅନେକ ପ୍ରକାର ଡିସ୍ ତିଆରି ହୋଇଥାଏ। ତେବେ ଏଥର ଆପଣ ଏକ ଭିନ୍ନ…
ଜୟପୁର: ମହାମାରୀ କରୋନା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସଂକ୍ରମଣର ଭୟ ସୃଷ୍ଟି କରିଛି। ନିଜ ଲୋକ ବି ପର କରି ଦେଉଛନ୍ତି। ଏପରିକି ମୃତ୍ୟୁ ପରେ ପରିଜନ ମୃତଦେହ ପାଖ ମାଡୁ ନାହାନ୍ତି। ଶବକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି।…
ଦିଲ୍ଲୀ ହାଇକୋର୍ଟଙ୍କ ଅବମାନନା ନୋଟିସ ତଥା ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଯୋଗାଣ ଅଭାବରୁ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମାମଲାର ତୁରନ୍ତ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ
ହିନ୍ଦୁ ବିଶ୍ଵାସ ଅନୁଯାୟୀ, ବୈଶାଖ ମାସ ଶୁଭ ମାସ ମଧ୍ୟରୁ ଅନ୍ୟତମ। ଏହି ମାସକୁ ପୁରାଣରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ମାସରେ, ଭଗବାନ ବିଷ୍ଣୁଙ୍କୁ ପୂଜାକରିବା, ଦାନକରିବା ଏବଂ ପବିତ୍ର ନଦୀରେ ଗାଧୋଇବା ଦ୍ଵାରା ଭଗବାନଙ୍କ କୃପା ମିଳିଥାଏ ଏବଂ…
ଦେଶର ୫ ରାଜ୍ୟରେ କମୁଛି ଆକ୍ରାନ୍ତ ସଂଖ୍ୟା। କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ କରୋନା କମୁଥିବା ବେଳେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବା ମଧ୍ୟ ଜଣାପଡିଛି
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ କେନ୍ଦୁଝରରେ ଲକଡାଉନ କଡ଼ାକଡ଼ି କରାଯାଇଛି। ତେବେ ସହରରେ ସକାଳ ୬ଟାରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଥିଲା। ଏହାସହ ଅମାନିଆଙ୍କୁ ନିୟନ୍ତ୍ରଣ କରିବା
ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପାଖାପାଖି ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେକ୍ଟର ୫୬ରେ ଏହି ହସ୍ପିଟାଲ ରହିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଏପ୍ରିଲ ୩୦ ବିଳମ୍ବ…
ରକ୍ତଚାପର ହଠାତ୍ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହାକୁ ଉଚ୍ଚ ରକ୍ତଚାପ ମଧ୍ୟ କୁହାଯାଏ। ଉଚ୍ଚ ରକ୍ତଚାପରେ ହୃଦୟର ଧମନୀରେ ରକ୍ତ ପ୍ରବାହ ଅତି ଦ୍ରୁତ ହୋଇଯାଏ। ତଥାପି, ଉଚ୍ଚ ରକ୍ତଚାପର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ, ଯେଉଁଥିପାଇଁ…
ଚୀନ୍ ଅନ୍ତରୀକ୍ଷ କ୍ଷେତ୍ରରେ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି। ଦୁନିଆର ମହାକାଶ ଶକ୍ତିରେ ଯୋଗଦେବା ପାଇଁ ଚୀନ ଅଭିଳାଷ କାହାକୁ ଅଛପା ନାହିଁ। ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ନିକଟରେ ଏହାର ସ୍ପେସ୍ ଷ୍ଟେସନ୍ ତିଆନଙ୍ଗୋଗର…
ନୂଆଦିଲ୍ଲୀ-ଜଣେ ମହିଳା ଏକକାଳୀନ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାଏ । ବିଶେଷ କ୍ଷେତ୍ରରେ ଯମଜ ସନ୍ତାନ ଜନ୍ମ ଦେବାର ଦେଖା ଯାଇଛି । ୩ ବା ୪ ସନ୍ତାନ ଜନ୍ମ ଦେବା ଅତ୍ୟନ୍ତ ବିରଳ ଘଟଣା । ହେଲେ ଏକକାଳୀନ ଜଣେ…
ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଅନେକ କଟକଣା ଜାରି ହୋଇଛି। କମ ଲୋକଙ୍କୁ ନେଇ ବିବାହ କରିବା ପାଇଁ କଟକଣା…
ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ଦୀର୍ଘ ୪ ମାସ…
କାର୍ଲ ମାର୍କ୍ସ ୦୫ ମେ ୧୮୧୮ରେ ଜର୍ମାନର ଟ୍ରିଏର ସହରରେ ଜନ୍ମଗ୍ରହଣ କରିଥିଲେ, ଯାହା ପ୍ରୁସିଆରେ ଅବସ୍ଥିତ ଥିଲା। ସାଧାରଣତ, ତାଙ୍କ ନାମ ଆସିବା ମାତ୍ରେ ମନରେ ଜଣେ ଧୀର, ଗମ୍ଭୀର ଦାର୍ଶନିକ, ଲେଖକ ଓ ଚିନ୍ତକର ଭାବମୂର୍ତ୍ତି ଉତ୍ପନ୍ନ ହୁଏ।…
ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବ, ଅସହାୟ ପରିବାରକୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ଅଭିନେତା ସୋନୁ ସୁଦଙ୍କୁ ନେଇ ପୁଣି ଚର୍ଚ୍ଚା। ତାଙ୍କ ଯୋଗୁ ୨୨ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡ଼ିଛି। ସେ ଖାଲି ରିଲ…
ନୂଆଦିଲ୍ଲୀ : ସପ୍ତାହକୁ ୩ ଦିନ ଛୁଟି, ଚାରି ଦିନ କାମ । ଖାଦ୍ୟ ଅର୍ଡର ଏବଂ ବିତରଣ ପ୍ଲାଟଫର୍ମ ସ୍ୱିଗିର କର୍ମଚାରୀମାନେ ମେ ମାସରେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । ଏ ବିଷୟରେ ଏକ ମେଲ୍…
ରତଲାମ : ଜୀବନଟା ମିଥ୍ୟା ଏଠି ମୃତ୍ୟୁ ଏକା ସତ୍ୟ । କରୋନା ମହାମାରୀର କରାଳ ରୂପ ଭିତରେ ଥଳକୂଳ ପାଉନି ମଣିଷ ସମାଜ । ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଭାଇରସର ତାଣ୍ଡବ । ଟୋକା, ବୁଢ଼ା, ପିଲା କିଛି…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ବିନା ଦ୍ୱିଧାରେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ବ୍ୟକ୍ତ କରନ୍ତି। କିନ୍ତୁ, ଲାଗୁଛି ଯେ କଙ୍ଗନା ରଣୌତଙ୍କ ଏଭଳି ଦାୟିତ୍ଵହୀନ ମତ ବୋଧହୁଏ ଟ୍ୱିଟର ପସନ୍ଦ…
ନୂଆଦିଲ୍ଲୀ: ଦେଶରେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି…