କରୋନା ଭାଇରସ୍ ଦ୍ୱିତୀୟ ତରଙ୍ଗ ଯୋଗୁଁ ଲକଡାଉନ୍ ପୁଣି ଥରେ ଜାରି ରହିଛି। ଏଭଳି ପରିସ୍ଥିତିରେ ଘରେ ବସି ଅନେକ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ କମିଛି ଫଳରେ ସେମାନେ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଏହି ସମୟ ମଧ୍ୟ…
ନୂଆଦିଲ୍ଲୀ: କୋଭିଡ଼ ନୀତିରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ମେଡିକାଲରେ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ପଜିଟିଭ ରିପୋର୍ଟ ନଥିଲେ ବି କୋଭିଡ଼ ହସ୍ପିଟାଲରେ ଆଡମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ରୋଗୀଙ୍କୁ ଆଡମିଶନ କରାଯାଇପାରିବ। କୌଣସି ରୋଗୀଙ୍କୁ…
କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଏହାକୁ ICMR ବୈଜ୍ଞାନିକମାନେ ହିଁ ସ୍ଥିର କରିବେ କଟକରେ ଆଜି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ୫-୬ ଦିନ ମଧ୍ୟରେ ସଂକ୍ରମଣ ପିକ୍ ହେବ କଟକ: କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା…
ଗତ ଏକ ମାସ ମଧ୍ୟରେ, କୋଭିଡ୍ -୧୯ ର ଦ୍ୱିତୀୟ ତରଙ୍ଗ ଯୋଗୁଁ ଏହି ସଂକ୍ରମଣ ଭାରତରେ ଅତି ଦ୍ରୁତ ଗତିରେ ବ୍ୟାପିଛି। ଫଳରେ କୋଭିଡ ଯାଞ୍ଚ ନେଇ ପଡ଼ିବାରୁ ଲୋକଙ୍କୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ପାଇଁ ୫-୭ ଦିନ ଅପେକ୍ଷା…
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ ନିୟମକୁ…
ବାରିପଦା : ହାତୀ ଆକ୍ରମଣରେ ଆଈନାତୁଣୀ ମୃତ, ଆଉ ଜଣେ ଗୁରୁତର । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଅଂଚଳ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ । ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର କିଛି…
ମୁମ୍ବାଇ: ଯେତେବେଳେ ଟିଭି କଳାକାରମାନଙ୍କ କଥା ପଡେ ସତେବେଳେ ଏହି ତାଲିକାରେ ରଶ୍ମୀ ଦେଶାଇଙ୍କୁ ବାଦ ଦେଇ ହେବନି। ରଶ୍ମୀ ସେହି କଳାକାର ଯିଏ ‘ଉତରନ’ ସିରିଏଲ ମାଧ୍ୟମରେ ଘରେ ଘରେ ପରିଚିତ। ‘ବିଗ୍ ବସ୍ ୧୩’ ର ପ୍ରତିଯୋଗୀ ତଥା…
ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନ ମୂଲ୍ୟ ପରେ ଏବେ ତା’ ଉପରେ ଲାଗୁଥିବା ଟ୍ୟାକ୍ସକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ୟାକ୍ସିନ କିଣିଲେ ଲାଗୁଥିବା ଜିଏସଟି ହଟାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ…
ନୂଆଦିଲ୍ଲୀ: ଉପସାଗରୀୟ ଦେଶ ଗୁଡ଼ିକରୁ ଭାରତକୁ ଆସିବ ଲିକୁ୍ୟଇଡ୍ ମେଡ଼ିକାଲ୍ ଅକ୍ସିଜେନ। ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଏହି ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଭାରତକୁ ଆସିବ। ଇଣ୍ଡିଆନ ଅଏଲ ଏବଂ ଗେଲ୍ ଇଣ୍ଡିଆ ସହଯୋଗରେ ଏହି ଅକ୍ସିଜେନ୍ ଅଣାଯିବ…
ନୂଆଦିଲ୍ଲୀ: ଭାରତର ବିପତ୍ତି ସମୟରେ ସହାୟତାର ହାତ ବଢାଇଛି ଆମେରିକାର ବାଇଡେନ ପ୍ରଶାସନ । କରୋନା କବଳରେ ପଡି ଭାରତ ଅଣନିଃଶ୍ୱାସୀ ହେଉଥିବବେଳେ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ‘ଆମେ ଭାରତ ସହ ଅଛୁ’ ବୋଲି କହି ଆଶ୍ୱାସନା…
ମୁମ୍ବାଇ: କରୋନାର କରାଳ ସାରା ଦୁନିଆକୁ ଘେରି ରଖିଛି। ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଲହର ବଲିଉଡର ଅନେକ ସେଲିବ୍ରିଟିମାନଙ୍କୁ କବଲିତ କରିଛି। ବର୍ତ୍ତମାନ ବଲିଉଡର ପଙ୍ଗା ରାଣୀ ଅର୍ଥାତ୍ କଙ୍ଗନା ରଣୌତ ମଧ୍ୟ କୋଭିଡ୍ ପଜିଟିଭର ଶିକାର…
ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର କୋଭିଡ୍ ହସ୍ପିଟାଲରେ ଚରମ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି। ହସ୍ପିଟାଲ୍ର ଆଇସିୟୁ ଭିତରେ ଚିକିତ୍ସାଧିନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବାର ୮ ଘଣ୍ଟାରୁ ଅଧିକ ସମୟ ଯାଏ ଶବ ପଡ଼ି ରହିବା ନେଇ ଏକ…
ମୃତ୍ୟୁ ନୀରବ ଆଉ ନିଷ୍ଠୁର । ସୋନୁ ସୁଦଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଜୀବନ । କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଭାବୁକ ହେଲେ ଗରିବଙ୍କ ମସିହା । କରୋନାର ଭୟାନକ ମାହୋଲରେ ଅଭିନେତା ସୋନୁ ସୁଦ୍ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ…
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ଯେମିତି ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି । ଦେଶରେ ସଂକ୍ରମଣ ହାର ବଢିବା ସହ ମୃତୁ ହାର ମଧ୍ୟ ବଢି ଚାଲିଛି । ଆଜି ବି ୪ର୍ଥ ଦିନରେ ଦେଶରେ ସଂକ୍ରମଣ…
ଦ୍ବା, ଶ୍ବାସ
ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଗଛରେ ପିଟି ହୋଇ ବସ୍ଟି…
ଚେନ୍ନାଇ : ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକଡାଉନ୍ । କରୋନା ଚେନରେ ବ୍ରେକ୍ ଲଗାଇବା ଲାଗି ମେ ୧୦ରୁ ମେ ୨୪ ଯାଏ ତାମିଲନାଡୁରେ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁର ନୂତନ ଡିଏମକେ…
ନୂଆଦିଲ୍ଲୀ : କରୋନା ମହାମାରୀର କହର ସାରା ବିଶ୍ୱରେ ବଢ଼ିବାରେ ଲାଗିଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବେ ଚିନ୍ତାଜନକ ରହିଛି । ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ମଧ୍ୟ ଲଗାମ…