ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶକୁ ଥରାଇ ଦେଇଛି। ଭାରତରେ କରୋନା ମାମଲା ବୃଦ୍ଧି ପାଉଥିବା ଆକଳନ ବର୍ତ୍ତମାନ ବିଶ୍ୱକୁ ଭୟଭୀତ କରିବାରେ ଲାଗିଛି। ଗତ ତିନି ଦିନ ଧରି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ…
ବାଲିଗୁଡ଼ା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ ଓ ସଟ୍ଡାଉନ୍ କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୋଲିସ୍ ମଧ୍ୟ ଆକ୍ସନ ନେଉଛି।…
ନୂଆଦିଲ୍ଲୀ:କରୋନାର ଦ୍ଵିତୀୟ ଲହର ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି । ଏତେ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି ଯେ, ଆମର ଚିକିତ୍ସା ବ୍ୟବସ୍ଥା ବି ଫେଲ ମାରିଛି । କେଉଁଠି ଡାକ୍ତରଖାନାରେ ବିଛଣା ମିଳୁନି ତ କେଉଁଠି ଅକ୍ସିଜେନ ନାହିଁ…
ଜୟପୁର : ‘ଆସନ୍ତାକାଲି ମୋ ଗର୍ଲଫ୍ରେଣ୍ଡର ବିବାହ । ମୁଖ୍ୟମନ୍ତ୍ରୀ ମହାଶୟ ତୁରନ୍ତ କଟକଣା କଡ଼ାକଡ଼ି କରିଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏବେ ବିବାହ ଉତ୍ସବ ଉପରେ ମଧ୍ୟ ରୋକ ଲଗାଇ ଦିଅନ୍ତୁ । ମେ ୪ ରାତିରେ କଟକଣା ଘୋଷଣା…
ବେଜିଂ: ସାରା ବିଶ୍ୱବାସୀ ଏବେ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ପୁଣି ଏକ ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା। ଚୀନ ଛାଡ଼ିଥିବା ରକେଟ୍କୁ ନେଇ ଏହି ବିପଦ ସୃଷ୍ଟି ହୋଇଥିଲା। ଏହି ରକେଟ୍ କଣ୍ଟ୍ରୋଲ ବାହାରେ ଥିଲା।…
ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ଭିତରେ ଭାରତକୁ ୧୦୦ ନିୟୁତ ୟୁରୋର ମେଡିକାଲ ସପ୍ଲାଇ ପଠାଇ ସହାୟତାର ହାତ ବଢାଇବାକୁ ଯାଉଛି ୟୁରୋପୀୟ ସଂଘ । ଆସନ୍ତା କିଛି ଦିନ ମଧ୍ୟରେ ଭାରତରେ ଏହି ସବୁ ସାମଗ୍ରୀ ପହଞ୍ଚିବ ।…
ଭାରତକୁ ସତର୍କ କରାଇଲା WHO । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ଵାମୀନାଥନ୍ ଭାରତରେ କରୋନା ବିପର୍ଯ୍ୟୟ ସମ୍ପର୍କରେ ବଡ଼ ବୟାନ୍ ଦେଇଛନ୍ତି । ଦେଶରେ ହଠାତ୍ କରୋନା ବିସ୍ଫୋରଣର କାରଣ ହେଉଛି ଏହାର ନୂତନ ନୂଆ…
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍ସିନ୍ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଭ୍ୟାକ୍ସିନେସନ୍ ଅର୍ଥାତ୍ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍ସିନ୍ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି…
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଗତକାଲି ତୁଳନାରେ ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା କମିଥିବା ବେଳେ ଭୟ କିନ୍ତୁ କମୁନି…
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ । ଆଜି ୧୦ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ…
ନୂଆଦିଲ୍ଲୀ: କରୋନା ମହାମାରୀ ଜାଲରେ ଏବେ ପୁରା ଦେଶ ଛନ୍ଦି ହୋଇରହିଛି । ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ସତେ ଯେମିତି ବାହାରେ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଛି । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ…
ନୂଆଦିଲ୍ଲୀ: କରୋନା ମାହାମରୀ ବିପକ୍ଷ ଲଢ଼େଇରେ ଅନେକ ଖେଳାଳିଙ୍କ ନାଁ ଆଗକୁ ଆସିଲାଣି । ସେହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ଆଇପିଏଲ ତଥା ଭାରତୀୟ କ୍ରିକେଟ ଦଳର ଚର୍ଚ୍ଚିତ ୱିକେଟ୍…
ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ସଟଡାଉନ୍ ସହ ଲକଡାଉନ୍ ଜାରି ରହିଛି। ହେଲେ ମାନୁଛି କିଏ ? ବେଫିକର୍ ହୋଇ ଭିଡ଼ କରୁଛନ୍ତି ଅମାନିଆ। ଅନାବଶ୍ୟକ ଭାବେ ଚାରିଆଡ଼େ ବୁଲୁଛନ୍ତି। କୌଣସି ପରିଚୟପତ୍ର କିମ୍ବା ଅନୁମତିପତ୍ର ନଥିବାରୁ ପୋଲିସ ହାବୁଡ଼ରେ…
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ମୃତ ପିତାଙ୍କ ଡାକ୍ତରୀ ଡିଗ୍ରୀ ଧରି ଲୋକଙ୍କୁ ଗତ ୨୦ ବର୍ଷ ହେବ ଚିକିତ୍ସା କରିଆସୁଛି । ସେ ଏକ ବିଲରେ ନିଜର ଡାକ୍ତରୀ…
ନୂଆଦିଲ୍ଲୀ: କରୋନାର ମହାପ୍ରଳୟ ଭିତରେ ଦେଶବାସୀଙ୍କୁ ଆଶ୍ୱସ୍ତି। ବଦଳିଲା କରୋନା ରୋଗୀଙ୍କ ପାଇଁ ମେଡିକାଲ ଆଡମିଶନ୍ ନୀତି। ଏଣିକି ରୋଗୀଙ୍କ ମେଡିକାଲ ପ୍ରବେଶ ପାଇଁ ଆଉ ଜରୁରୀ ନୁହେଁ। କୋଭିଡ୍ ପଜିଟିଭ ରିପୋର୍ଟ କରୋନାର ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ହାର…
ନିୟୁ ଜର୍ସି: ଚାରି ବର୍ଷର ପିଲାଟିଏ କାନ୍ଦୁଥିଲା ବାଲକୋନୀରେ ଛିଡା ହୋଇ । ପିଲାଟି କାହିଁକି କାନ୍ଦୁଛି ପ୍ରଥମେ କେହି ଜାଣି ପାରି ନଥିଲେ । ପରେ ଜଣେ ପଡୋଶୀ ତାଙ୍କ ଘରକୁ ଯାଇ ଯାହା ଦେଖିଲେ ତାଙ୍କର ହୋଶ ଉଡ଼ିଗଲା…
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୦୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ କେସ୍ ୧୫୪ ଥିବା ବେଳେ ଲୋକଲା କେସ୍ ୮୮୦ ରହିଛି। Update on…
ମିଠା ବା କାହାକୁ ପସନ୍ଦ ନୁହେଁ। ତେଣୁ ମିଠା ଖାଇବା ପାଇଁ ଆମେ କେତେବେଳେ ବାହରୁ ମଗେଇଥାଉ ତ ପୁଣି କେତେବେଳେ ଘରେ ହିଁ ବନେଇଥାଉ। ବର୍ତ୍ତମାନ ଲକଡାଉନ ଓ ସଟଡାଉନ କାରଣରୁ ଦୋକାନ ସବୁ ରହୁଛି। ମିଠା ପସନ୍ଦ ଥିବା…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବେ ସମାଜ ସେବାରେ ଲାଗିପଡ଼ିଛନ୍ତି । କରୋନା ବିରୋଧରେ ଲଢ଼େଇ ଏବଂ ଲୋକଙ୍କୁ ସହଯୋଗ କରିବା ପାଇଁ ସେ ଅର୍ଥ ଯୋଗାଡ଼ କରିବାରେ ଜୋରସୋର…
ଭୁବନେଶ୍ୱର: ମାଟ୍ରିକ୍ ଫଳ ପ୍ରକାଶ ପାଇଁ ମୂଲ୍ୟାୟନ ନିୟମାବଳୀକୁ ମାଧ୍ୟମିକ ଶିକ୍ଷା ପରିଷଦ ଅନୁମୋଦନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି…
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଟିମ୍ ଇଣ୍ଡିଆକୁ କ୍ୱାରେଣ୍ଟାଇନ୍ରେ ରହିବାକୁ ହେବ । ସେମାନେ କରୋନା ଆକ୍ରାନ୍ତ ଥାନ୍ତୁ କି ନଥାନ୍ତୁ । ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ । କରୋନା କାଳରେ କ୍ରିକେଟ୍ ଫେରିବା ପରେ ଟିମ୍ ଇଣ୍ଡିଆ…