• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

rahul-gandhi
ଜୁନ୍‌ ୨୬ରେ କଂଗ୍ରେସକୁ ମିଳିବ ନୂଆ ସଭାପତି: ଏଥର ରାହୁଲ ନା ଆଉ କିଏ?

କିଏ ହେବ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷ? କାହା କାନ୍ଧରେ ଭାର ଥୋଇବେ ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ?

  • Monday, 10 May 2021
youth violates corona lockdown
ଲକ୍‌ଡାଉନ୍‌ରେ ବାହାରେ ବୁଲୁଥିଲେ; ଧରିଲା ପୋଲିସ୍‌, କାନ ଧରି ଉଠ୍‌ବସ୍‌ ସହ କଲେ ଏମିତି କାମ...

ଭୋପାଳ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି। କଟକଣାକୁ ପାଳନ କରିବା ପାଇଁ ସରକାର ଲୋକଙ୍କୁ ଅପିଲ୍‌ କରୁଛନ୍ତି। ହେଲେ କିଛି ଅମାନିଆ କଟକଣାକୁ ନମାନି ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ…

  • Monday, 10 May 2021
coronavirus
ଗୋଟିଏ ମେଡ଼ିକାଲରେ ୮୦ ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ସାରା ଦେଶରେ ଭୟଙ୍କର ହେଉଛି ମହାମାରୀ। ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ମେଡିକାଲର ଷ୍ଟାଫ୍‌ର କର୍ମଚାରୀଙ୍କୁ ନିଜ ପଞ୍ଝାକୁ ନେଲାଣି କରୋନା।

  • Monday, 10 May 2021
corona
ବଡ଼ ବିଶ୍ୱବିଦ୍ୟାଳୟରେ ନୂଆ ଭାରିଏଣ୍ଟ ଭୟ, ୨୦ ଦିନରେ ୨୬ ପ୍ରଫେସର ମୃତ

ଆଲିଗଡ଼ : ଭାରତରେ କରୋନା କହର ଜାରି ରହିଥିବା ବେଳେ ଲଗାତାର ନୂଆ ନୂଆ ଭାରିଏଣ୍ଟ୍ ସାମ୍ନାକୁ ଆସୁଛି । ଏବେ ଆଲିଗଡ଼ ମୁସଲିମ ୟୁନିଭରସିଟିରେ କୋଭିଡ ୧୯ର ନୂଆ ଭାରିଏଣ୍ଟକୁୁ ନେଇ ଚିନ୍ତା ବଢ଼ିଯାଇଛି । ଏଥିପାଇଁ ୟୁନିଭରସିଟିର ଭାଇସ୍…

  • Monday, 10 May 2021
sushil kumar
ରେସଲର୍ ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ୍‌, ଲୁକ୍‌ ଆଉଟ୍‌ ସର୍କୁଲାର୍‌ ଜାରି

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍‌ ଲୁକ୍‌ ଆଉଟ୍‌ ସର୍କୁଲାର୍‌ ଜାରି କରିଛି। ଜଣେ ୨୩ ବର୍ଷୀୟ ପୂର୍ବତନ ଜୁନିଅର୍‌ ନ୍ୟାସ୍‌ନାଲ୍‌ ଚାମ୍ପିଅନ୍‌ଙ୍କ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ନାଁ ସାମ୍ନାକୁ ଆସିଛି। ଏହାପରେ…

  • Monday, 10 May 2021
china corona
କରୋନା ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ୨୦୧୫ରୁ ଯୋଜନା କରୁିଥିଲା ଚୀନ

ବେଜିଂ: ଚୀନର ଲ୍ୟାବରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଛି । ଏପରି ଅଭିଯୋଗକୁ ନେଇ ଅନେକ ଦିନରୁୁ ଚାଇନା ସମସ୍ତଙ୍କ ଟାର୍ଗେଟରେ ଅଛି । ଏବେ ଚାଇନା ବିରୋଧରେ ଆସିଛି ଆଉ ଏକ ଗୁରୁତର ଅଭିଯୋଗ । କରୋନା ଭାଇରସ…

  • Monday, 10 May 2021
gajiabad
ଅଦୃଶ୍ୟ ଭାଇରସ୍ ପାଇଁ ଆଇସିୟୁରେ ସ୍ୱାମୀସ୍ତ୍ରୀ : ହସ୍ପିଟାଲ ବେଡରେ ୨୧ ତମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି

ଗାଜିଆବାଦ : ମନୋବଳ ବଢାଇବ ସକାରାତ୍ମକ ମହୋଲ । କୋଭିଡ ହସ୍ପିଟାଲର ଆଇସିୟୁ ବେଡ ଚାରିପଟେ ଲାଗିଥିଲା ବେଲୁନ୍‌, ସାମ୍ନାରେ ଥିଲା ବିରାଟ କେକ୍ । ସଂକ୍ରମଣର କଷ୍ଟକୁ ଭୁଲି ୨୧ ତମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି ।…

  • Monday, 10 May 2021
udala sub jail
ଉଦଳା ସବ୍‌ଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ

ଉଦଳା ସବ୍‌ଜେଲରେ ପଶିଲା କରୋନା ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ଗତକାଲି ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା କରୋନାରେ ଆକ୍ରାନ୍ତ କଏଦୀମାଙ୍କୁ ଆଇସୋଲେସନରେ ରଖାଯାଇଛି ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍‌ଜେଲରେ ପଶିଲା…

  • Monday, 10 May 2021
1
ନୋରାଙ୍କ ଦମଦାର ପ୍ରଦର୍ଶନରେ ଚମକିଲା 'ଡ୍ୟାନ୍ସ ଦିୱାନେ-୩'

ନୂଆଦିଲ୍ଲୀ: ବଲିଉଡ୍ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତଙ୍କୁ ‘ଡ୍ୟାନ୍ସ ଦିୱାନେ-୩’ର ଗତ କିଛି ଏପିସୋଡରେ ଦେଖିବାକୁ ମିଳୁ ନାହିଁ, କିନ୍ତୁ ଶୋ’ର ପ୍ରତିଯୋଗୀମାନେ ଦର୍ଶକଙ୍କୁ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ଆକର୍ଷିତ କରି ରଖିଛନ୍ତି। ଏହି ଶୋ’ରେ ବଲିଉଡର ଡ୍ୟାନ୍ସିଂ କୁଇନ…

  • Monday, 10 May 2021
hemant
ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ  ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି…

  • Monday, 10 May 2021
petroldisel
୨ ଦିନ ସ୍ଥିର ରହିବା ପରେ ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: କିଛିଦିନ ଧରି ତୈଳ ଦରସ୍ଥିର ଥିବାବେଳେ ସୋମବାର ଅର୍ଥାତ୍‌ ମେ’ ୧୦ ତାରିଖ ଦିନ ତୈଳ ଦର ବୃଦ୍ଧି ପାଇଛି । ୨ ଦିନ ଧରି ପେଟ୍ରୋଲ ଡିଜେଲ ଦରରେ କୌଣସି ବୃଦ୍ଧି ଘଟି ନ ଥିଲା । ହେଲେ…

  • Monday, 10 May 2021
People Violate COVID Protocols
ଟିକା ପାଇଁ କେଉଁଠି କଟକଣାକୁ ଫୁ‘ ତ, ଆଉ କେଉଁଠି ଧାରଣା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା। ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ୍‌ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ୱିତ କରାଯାଇଛି। କେଉଁଠି ଟିକା ନ ମିଳିବାରୁ ବରିଷ୍ଠ ନାଗରିକମାନେ ରାସ୍ତା ଉପରେ ଧାରଣାରେ ବସି…

  • Monday, 10 May 2021
corona aid
କରୋନା ମୁକାବିଲା ପାଇଁ ବିଦେଶରୁ ଛୁଟିଲା ସହାୟତାର ସୁଅ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଥରି ଉଠିଛି ସାରା ଭାରତ । ଏହି ସମୟରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ କେତେ ଦୁର୍ବଳ ତାହା ସାମ୍ନାକୁ ଆସିଛି । କେଉଁଠି ଅକ୍ସିଜେନ ସିଲିଣ୍ଡର ମିଳୁନି ତ କେଉଁଠି ହସ୍ପିଟାଲରେ ବେଡ଼ ମିଳୁନି…

  • Monday, 10 May 2021
500
ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ମିଳିବ ୫୦୦୦ ଟଙ୍କା

ଚଣ୍ଡୀଗଡ଼ : ଗରିବ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ଖଜାନା ଖୋଲିଦେଲେ ସରକାର । ଟଙ୍କା ଅଭାବରୁ ଯେପରି କୌଣସି ଗରିବ ବ୍ୟକ୍ତିର ଚିକିତ୍ସାରେ ସମସ୍ୟା ହେବନି, ସେଥିପାଇଁ ବିଶେଷ କାର୍ଯ୍ୟ ଯୋଜନା ଅନୁସାରେ ହରିୟାଣା ସରକାର ସହାୟତା ରାଶି ଘୋଷଣା…

  • Monday, 10 May 2021
delhi hospital
ଗୋଟିଏ ହସ୍ପିଟାଲ୍‌ରେ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ, ଆଖି ବୁଜିଲେ ଜଣେ ସିନିୟର ସର୍ଜନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲ୍‌ରୁ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍‌ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର…

  • Monday, 10 May 2021
corona updates
୪ ଦିନ ପରେ କରୋନାରୁ ମିଳିଲା ସାମାନ୍ୟ ଆଶ୍ଵସ୍ତି: ୪ ଲକ୍ଷରୁ କମିଲା ଦୈନିକ ସଂକ୍ରମଣ

୪ ଦିନ ପରେ ସାମାନ୍ୟ କମିଲା ସଂକ୍ରମଣ ଦିନକରେ ଚିହ୍ନଟ ହେଲେ ୩, ୬୬, ୩୧୭ ରୋଗୀ ଆଖି ବୁଜିଲେ ୩,୭୪୭ରୋଗୀ ସୁସ୍ଥ ହେଲେ ୩, ୫୩,୫୮୦ ଜଣ ନୂଆଦିଲ୍ଲୀ: ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର…

  • Monday, 10 May 2021
himant biswa sharma
ପ୍ରଥମେ ଓକିଲାତି ପରେ ରାଜନୀତି : ଆସାମର ନୂଆ ମୁଖ୍ୟମନ୍ତ୍ରୀଙ୍କ ପୂରା ରାଜନୈତିକ ଜୀବନୀ

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୀତି କରି ଆସିଛନ୍ତି । ୧୯୯୧-୯୨ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରୁଥିବାବେଳେ ଆସାମର କଟନ କଲେଜ ୟୁନିଅନର ସାଧାରଣ ସଂପାଦକ ଭାବେ ବିଜୟୀ ହୋଇଥିଲେ । ପରେ…

  • Monday, 10 May 2021
black fungus
ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଚିହ୍ନଟ, କରୋନା ରୋଗୀଙ୍କଠାରେ ଚିହ୍ନଟ ପରେ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌(Black Fungus) ରୋଗ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖା ଦେଉଛି ବ୍ଲାକ୍‌…

  • Monday, 10 May 2021
firing
ଗର୍ଲଫ୍ରେଣ୍ଡର ଜନ୍ମଦିନ ପାର୍ଟିରେ ଆଖିବୁଜା ଗୁଳିିଚାଳନା, ନିଜକୁ ଗୁଳିମାରି ଆତ୍ମହତ୍ୟା କଲା ପ୍ରେମୀ

ୱାଶିଂଟନ : ନାଚଗୀତର ଆସର ଥିଲା, ଜନ୍ମଦିନ ପାର୍ଟିରେ ମସଗୁଲ ଥିଲେ ଲୋକେ । ଆଉ ଏତିକି ବେଳେ ହତିଆର ଧରି ପଶିଆସିଥିଲେ ଯୁବକ । ଆଉ କିଛି ମୁହୂର୍ତ୍ତ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଆମେରିକାର କୋଲୋରାଡୋରେ…

  • Monday, 10 May 2021