ଭୁବନେଶ୍ୱର : କୋଭିଡ ସ୍ଥିତିକୁ ନେଇ ଆଜି ମଧ୍ୟ ଜାରି ରହିବ ଲକଡାଉନ କଟକଣା । ସକାଳ ୬ରୁ ଦିନ ୧୨ ଭିତରେ ଜରୁରୀ ସାମଗ୍ରୀ କିଣାକୁ ଅନୁମତି ରହିଛି । ଅନ୍ୟପଟେ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ…
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ ଜଣଙ୍କର ଜୀବନ ନେଲା ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…
ନୂଆଦିଲ୍ଲୀ : ଭାରତରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନାର ନୂଆ ଭାରିଏଣ୍ଟ ବିଶ୍ୱର ସବୁଠାରୁ ସଂକ୍ରାମକ ମ୍ୟୁଟେସନ୍ ହୋଇପାରେ । ବେଲଜିୟମନର ୟୁନିଭରସିଟି ଅଫ୍ ଲ୍ୟୁବେନର ଜଣାଶୁଣା ବାୟାଲୋଜିଷ୍ଟ ଟମ୍ ବେସଲିୟର୍ସ ଏପରି ଦାବି କରିଛନ୍ତି । ୟୁକେ ଭାରିଏଣ୍ଟକୁ ବାକି…
ନୂଆଦିଲ୍ଲୀ-ପୁଣି ଅକ୍ସିଜେନ ଅଭାବ ଯୋଗୁ ଚାଲିଗଲା ୧୧ ଜୀବନ । ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ଛଟପଟ ହୋଇ ଆଖି ବୁଜିଦେଲେ ୧୧ କରୋନା ରୋଗୀ । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ…
ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ । ୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍…
ଭୁବନେଶ୍ୱର କରୋନାଠୁ ଜୀବନ ବଞ୍ଚାଇବାକୁ ସରକାର ଆପଣାଇଛନ୍ତି ଲକଡାଉନ୍, ସ଼ଟଡାଉନ୍ ଷ୍ଟ୍ରାଟେଜି, ହେଲେ ଦୀର୍ଘ କଟକଣା ଯୋଗୁଁ ଉଛନ୍ନ ହେଲାଣି ନିମ୍ନ ମଧ୍ୟବିତ୍ତଙ୍କ ସଂସାର। ସାଧାରଣ ଦୈନନ୍ଦିନ ବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ବେପାର ବନ୍ଦ ହୋଇଯିଥିବାରୁ ସେମାନେ ଆଗକୁ…
କାରାଗାରକୁ କରୋନା ଭୟ। ଜେଲର ଚାରିକାନ୍ଥ ଭିତରକୁ ଧସେଇ ପଶିଲାଣି କରୋନା ଭୂତାଣୁ। ସଂକ୍ରମଣର ଶିକାର ହେଲେଣି ଅନ୍ତେବାସୀ ଓ କର୍ମଚାରୀ। ସେଥିପାଇଁ କଏଦୀଙ୍କ ଲାଗି କଡା କଟକଣା। ଆଜୀବନ ସଜା କାଟୁଥିବା କଏଦୀ କୋଭିଡ କଟକଣା ଭିତରେ କରୁଛନ୍ତି ଶ୍ରମ
କରୋନା ବିରୋଧୀ ମହାଯୁଦ୍ଧରେ ସବୁଠାରୁ ବଡ଼ ଅସ୍ତ୍ର ହୋଇଥିବା ଟିକାକରଣ ଅଭିଯାନ ଏବେ ପାଲଟିଛି ମୁଣ୍ଡବ୍ୟଥାର କାରଣ। ଖାସ୍ କରି ପରିଚାଳନାଗତ ତ୍ରୁଟି ବଢ଼ାଇଛି ଚିନ୍ତା
କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ- ବ୍ଲାକ୍ ଫଙ୍ଗସ୍। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍ସନ୍, ଏବେ ଗୁଜୁରାଟ ସମେତ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି
ଗୌହାଟି: ତାଙ୍କ ସ୍ୱପ୍ନ ସତ ହେଲା । ଆସାମର ୧୫ତମ ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମା ଶପଥ ପାଠ ପରେ ଏହି କଥା କହିଛନ୍ତି ତାଙ୍କ ପତ୍ନୀ ରିଙ୍କି ଭୂୟା ଶର୍ମା । ଆସାମ ରାଜନୀତିର ନେତୃତ୍ୱ ପରିବର୍ତ୍ତନ ପରେ…
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଥିବା ସୂଚନା ମିଳିଛି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି।…
ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର। ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡରା। ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର।
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ହୋଇଛିା ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ଟ୍ୱିଟ ଯୋଗେ…
କରୋନା ଲକଡାଉନ୍ କାରଣରୁ ଦୀର୍ଘ ସମୟ ଧରି ଘରେ ରହୁଥିବା ପିଲାମାନେ ନିଜକୁ ମନୋରଞ୍ଜନ କରିବା ପାଇଁ ଅଧିକ ସମୟ କମ୍ପ୍ୟୁଟର କିମ୍ବା ମୋବାଇଲରେ ଦେଉଛନ୍ତି। ତେବେ ଏହି ସମୟରେ ଆପଣ ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ କିଛି ବିଶେଷ ଚଳଚ୍ଚିତ୍ର…
ନୂଆଦିଲ୍ଲୀ-୨୭ ବର୍ଷର ବୈବାହିକ ଜୀବନରେ ଫାଟ ଦେଖା ଦେବା ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ମାଇକ୍ରୋସପ୍ଟ କୋ-ଫାଉଣ୍ଡର ବିଲ୍୍ ଗେଟସ୍୍ ଓ ପତ୍ନୀ ମେଲିଣ୍ଡା ଗେଟସ୍ । ଗେଟ୍ସ ଦମ୍ପତିଙ୍କର ଏହି ବିଚ୍ଛେଦକୁ ନେଇ ମିଡିଆରେ ବେଶ ଚର୍ଚ୍ଚା…
ନୂଆଦିଲ୍ଲୀ: ହସ୍ପିଟାଲର ଅବହେଳା ଯୋଗୁଁ ରାହୁଲଙ୍କ ଜୀବନ ଚାଲିଗଲା । ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତା ତଥା ୟୁଟ୍ୟୁବ ଷ୍ଟାର ରାହୁଲ ଭୋରାଙ୍କ ପତ୍ନୀ । ରାହୁଲ କରୋନାରେ ଆକ୍ରାନ୍ତ ହେବା ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ…
କରୋନା ମହାମାରୀରେ ସ୍ଥିତିରେ କୋଭିଡ ନିୟମର ଉଲ୍ଲଂଘନ ହୋଇଛି। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି କଳସ ଯାତ୍ରାରେ। ଗଂଜାମ ଜିଲ୍ଲା ଆସିକା ଅଂଚଳର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ଚାଲିଛି କଳସ ଯାତ୍ରା
ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଟୀକାଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।
ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ। ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି।
ବୈଜ୍ଞାନିକମାନେ ମାନବ ମସ୍ତିଷ୍କକୁ ଦୁନିଆର ସବୁଠାରୁ ରହସ୍ୟମୟ ଜିନିଷ ଭାବରେ ବିବେଚନା କରନ୍ତି। ଏହାର କାର୍ଯ୍ୟ କରିବାର ପଦ୍ଧତି ଶତାବ୍ଦୀ ଧରି ଅନୁସନ୍ଧାନ କରାଯାଇଆସୁଛି। ବୈଜ୍ଞାନିକମାନେ ମଧ୍ୟ ଏହି ମସ୍ତିଷ୍କର ବିବର୍ତ୍ତନକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ମାନବ ମସ୍ତିଷ୍କ ବିକାଶର କ୍ରମକୁ…
କରୋନା ପରେ ଡ଼ରାଇଲାଣି ବ୍ଲାକ ଫଙ୍ଗସ୍। ତେବେ ଏହି ରୋଗ କେମିତି ନବ୍ୟାପିବ ବା କେମିତି ଆପଣମାନେ ସାବଧାନ ରହିବେ ସେନେଇ ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର। ସେ କହିଛନ୍ତି ଯେ, ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ ଅଟେ