• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BeFunky-collage
ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ।…

  • Monday, 17 May 2021
Prisoner
ଜେଲରେ କରୋନା ଭୟ ! ସ୍ପେସାଲ ପାରୋଲରେ ୩ ମାସ ପାଇଁ ବାହାରିଲେ ୧୨୬ କଏଦୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପେଶିଆଲ୍ ପାରୋଲରେ ଜେଲରୁ ବାହାରିଲେ ଓଡ଼ିଶାର ୧୨୬ କଏଦୀ । ଏମାନଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଛି ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ପରେ…

  • Monday, 17 May 2021
taukte
ତାଉତେ ତାଣ୍ଡବ ! ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ; ସମୁଦ୍ର ମଝିରୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍

କର୍ଣ୍ଣାଟକ: ନିଶ୍ଚିତ ମୃତ୍ୟୁ  ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ…

  • Monday, 17 May 2021
cure2
ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ୧୧ ହଜାର ଟପିଲା

ଭୁବନେଶ୍ଵର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧ ହଜାର ୮୨୧ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

  • Monday, 17 May 2021
naveen patnaik
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଗାଁ କଲ୍ୟାଣ ସମିତି କରିବ କରୋନା ନିୟନ୍ତ୍ରଣ, ଆଶାକର୍ମୀଙ୍କୁ ମିଳିବ ଦଶ ହଜାର ଟଙ୍କା

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ…

  • Monday, 17 May 2021
Dongria-Kondh-Niyamgiri-Hills
ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା…

  • Monday, 17 May 2021
Sputnik-V-2
ଖୁସି ଖବର, ଦୂର ହେବ ଟିକାକରଣ ସମସ୍ୟା ! ଡ. ରେଡ୍ଡୀ ଲ୍ୟାବ୍ ସହ ଶିଳ୍ପା ମେଡିକେୟାର ମଧ୍ୟ ପ୍ରସ୍ତୁତ କରିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର…

  • Monday, 17 May 2021
similipal
ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା ମହାମାରୀ

ବାରିପଦା (ମାନିକ୍ ଲାଲ୍ ପାଣି): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା କରୋନା। ପ୍ରଥମ ଲହରରେ ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁ ରେ ବୁଲୁଛି…

  • Monday, 17 May 2021
ଜାଇଫଳର ଔଷଧୀୟ ଗୁଣ; ବୃଦ୍ଧିକରେ ଇମ୍ୟୁନିଟି

କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ଲୋକଙ୍କୁ ନିଜ ଅଧୀନକୁ ନେଇଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଇଛି। ଏହା ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ, ସାବୁନ୍ ଓ ହ୍ୟାଣ୍ଡୱାସରେ…

  • Monday, 17 May 2021
Mamata Banerjee
ଦିଦିଙ୍କ ଧମକ ! କହିଲେ- ‘ଦମ୍ ଅଛି ତ ମତେ ଗିରଫ କର’

କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ…

  • Monday, 17 May 2021
ତାଉତେକୁ ନେଇ ଚିନ୍ତା ପ୍ରକଟ କଲେ ସୋନୁ ସୁଦ୍

ମୁମ୍ବାଇ: କରୋନା କାଳରେ ଆର୍ଥିକ ଦୁର୍ବଳତା ତଥା ଦୁଃଖୀ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରୁଥିବା ସୋନୁ ସୁଦ ବର୍ତ୍ତମାନ ଲୋକଙ୍କ ପାଇଁ ‌‌ଈଶ୍ଵର ବନିଯାଇଛନ୍ତି। ସୋନୁ ସୁଦ କୋଭିଡରେ ପୀଡିତ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଶଯ୍ୟା, ଅମ୍ଳଜାନ ଓ ଔଷଧର…

tauktae
ଳ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲାଣି ତାଉତେ ! ୧୮୫ କିମି ସ୍ପିଡରେ ବହିବ ପବନ, ଉଡ଼ିବ ଛପର

ନୂଆଦିଲ୍ଲୀ: ଖୁବଶୀଘ୍ର ଲ୍ୟାଣ୍ଡଫଲ୍ କରିବ ତାଉତେ । ଆଉ ଲ୍ୟାଣ୍ଡଫଲ୍ ପୂର୍ବରୁ ଉପକୂଳରେ ତାଣ୍ଡବ ରଚିଲାଣି ବାତ୍ୟା ତାଉତେ । ସୋମବାର ରାତିରେ ଗୁଜରାଟ ଉପକୂଳ ଛୁଇଁବ ଏହି ବାତ୍ୟା । ଏଥିପାଇଁ ଏବେଠୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପଶିଲାଣି ଛନକା…

  • Monday, 17 May 2021
Untitled-1
ମିସ୍ ୟୁନିଭର୍ସ ଟାଇଟଲ୍ ବିଜୟିନୀ ଏଣ୍ଡ୍ରିୟା

ମୁମ୍ବାଇ: ମେକ୍ସିକୋର ବିୟୁଟି କୁ‍ଇନ୍ ଏଣ୍ଡ୍ରିୟା ମେଜା ମିସ୍ ୟୁନିଭର୍ସ ୨୦୨୦ ଟାଇଟଲ୍ ଜିତିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ଟୁଞ୍ଜୀ ଏଣ୍ଡ୍ରିୟା ମେଜାଙ୍କୁ ମିସ୍ ୟୁନିଭର୍ସ ୨୦୨୦ ଭାବରେ ମୁକୁଟ ପିନ୍ଧେଇଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ୍ ହୋଟେଲରେ ଏହି…

  • Monday, 17 May 2021
ambulance
ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର: ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେଲା ଦର । ପ୍ରତ୍ୟେକ ବର୍ଗର ଅମ୍ବୁଲାନ୍ସ ପାଇଁ ସରକାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ…

  • Monday, 17 May 2021
corona
"ଆମେ ନିୟମ ରଜାଙ୍କୁ ପୂଜା କରୁଛୁ, ଆମର କିଛି ହେବ ନାହିଁ"

ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି

  • Monday, 17 May 2021
elephant
ହାତୀ ଆକ୍ରମଣରେ ଚାଷୀ ମୃତ

ତେଲକୋଇ(ଚିନ୍ମୟ କୁମାର ସାହୁ) : ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଶିରିଆବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ଯାଉଥିଲା ବେଳେ ଅଚାନକ୍ ହାତୀ…

  • Monday, 17 May 2021
ଆସୁଛି PUBGର ନୂଆ ସଂସ୍କରଣ : ୧୮ରୁ ପଞ୍ଜୀକରଣ

ଦକ୍ଷିଣ କୋରିଆଭିତ୍ତିକ ଭିଡିଓ ଗେମ୍ ଡେଭଲପର୍ କ୍ରାଫ୍ଟନ୍ ଘୋଷଣା କରିଛନ୍ତି ଯେ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆର ପ୍ରି-ପଞ୍ଜୀକରଣ ମେ ୧୮ ରୁ ଆରମ୍ଭ ହେବ। ତେବେ ଏହି ପ୍ରି-ରେଜିଷ୍ଟ୍ରେସନ୍ ମେ ୧୮ରେ କେବଳ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଲାଇଭ୍ ହେବ।

  • Monday, 17 May 2021
train
ପାଞ୍ଚ ଶହ ଟଙ୍କା ପାଇଁ ଚଳନ୍ତା ଟ୍ରେନରୁ ଧକ୍କା ଦେଲେ ଟିଟିଇ : ଘଟଣାସ୍ଥଳରେ ଶ୍ରମିକଙ୍କ ଜୀବନ ଚାଲିଗଲା

ତରବରିଆ ଭାବେ ବିନା ଟିକେଟରେ ଯାତ୍ରା କରୁଥିଲେ ବସନ୍ତ ଟିକେଟ ନଥିବାରୁ ଠେଲି ଦେଲେ ଟିଟିଇ  ଜୀବନର ମୂଲ୍ୟ ଠାରୁ କ’ଣ ୫୦୦ ଟଙ୍କା ବଡ଼ ଲକ୍ଷ୍ନୌ : ସଂକ୍ରମଣର ଭୟାବହତା ଭିତରେ ହଜିଯାଉଛି ମାନବିକତା । ପାଞ୍ଚ ଶହ ଟଙ୍କା…

  • Monday, 17 May 2021
cremetion
ନିଆଁ ଲାଗିବା ପୂର୍ବରୁ ଜୁଇରେ ଉଠି ବସିଲେ କରୋନା ଆକ୍ରାନ୍ତ ମହିଳା

ପୁଣେ: କରୋନା ମହାମାରୀର କରାଳ ଗ୍ରାସରେ ହଜି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅନିଶ୍ଚିତ ହୋଇପଡ଼ିଛି ଭବିଷ୍ୟତ। କରୋନା ସାମ୍ନାରେ ଯେମିତି ଅସହାୟ ଏଠି ମଣିଷ। ଲାଗୁଛି, ଯେମିତି ବର୍ତ୍ତିବାର ବାଟ ନାହିଁ।  ଶିଶୁଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠି ସମସ୍ତଙ୍କୁ…

  • Monday, 17 May 2021
cyclone
ଉତ୍ପାତ ହେଲାଣି ତାଉତେ: ସ୍ଥଳଭାଗ ଛୁଇଁବା ପୂର୍ବରୁ ନେଲାଣି ୪ ଜଣଙ୍କ ଜୀବନ

ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ତାଉତେ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ତାଉତେ ଆଜି ରାତିରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡଫଲ କରିବ।

  • Monday, 17 May 2021
child
ଶିଶୁଙ୍କ ପାଇଁ ବିପଦ ସାଜିଲାଣି କରୋନା; ଉତ୍ତରାଖଣ୍ଡରେ ୧୦ ଦିନରେ ୧୦୦୦ ସଂକ୍ରମିତ

ଡେରାଡୁନ୍‌: ଦେଶରେ କରୋନା ସଂକ୍ରମଣ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଦୈନିକ କରୋନା ମୃତ୍ୟୁ ଯଦିଓ ୪ ହଜାର ଉପରେ ରହିଛି ତେବେ ଆଜି ଦୀର୍ଘଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ କରୋନାକୁ…

  • Monday, 17 May 2021
online
ବିଦେଶରେ ବିବାହ, ଅନଲାଇନରେ ଆଶୀର୍ବାଦ

ଚିକାଗୋରେ ବିବାହ କଲେ ଶାହାଜାହାନପୁର ଯୁବକ  ଅନଲାଇନରେ ନବବିବାହିତଙ୍କୁ ଆଶୀର୍ବାଦ ଦେଲେ ପରିବାର ଲୋକ ସଂକ୍ରମଣର ଭୟ ଭିତରେ ସୁହୂର ଚିକାଗୋ ସହରରେ ହେଲା ବିବାହ, ଅନଲାଇନରେ ଯୋଡ଼ି ହେଲେ ପରିବାର ଲୋକ । ଉତ୍ତରପ୍ରଦେଶର ଶାହାଜାହାନପୁର ସ୍ଥିତ ରୋସନଗଞ୍ଜ ନିବାସୀ…

  • Monday, 17 May 2021
basanta panda
"ଗାଁ ମୁହାଁ ମହାମାରୀ: ସ୍ୱାସ୍ଥ୍ୟ ସେବା ବି ଗ୍ରାମାଭିମୁଖି ହେଉ"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଲକଡାଉନ୍‌ ପରେ ବି କମିବାରେ ନା ନେଉନାହିଁ ମହାମାରୀ। ଆଉ ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି।

2DG
ବଜାରକୁ ଆସିଲା ଆଣ୍ଟି କୋଭିଡ୍ ଔଷଧ 2DG : ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ମେଡିସିନ 2DG ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଉତ୍ସବରେ 2DG ହେଲା ଶୁଭାରମ୍ଭ; ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ମେଡିସନ ନୂଆଦିଲ୍ଲୀ : ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ…

  • Monday, 17 May 2021