• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପ୍ରସାରଣ ସମୟ-ପ୍ରତି ରବିବାର ରାତି ୧୦ଟା
ଦେଶରେ ଘଟୁଥିବା ରାଜନୈତିକ ଘଟଣାବଳୀକୁ ରଙ୍ଗମଞ୍ଚରେ ରୋଚକ ଢଙ୍ଗରେ ପରିବେଷଣ କରୁଥିବା କାର୍ଯ୍ୟକ୍ରମ ହେଉଛି, ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ, ଅଭିଜ୍ଞ ଓ ନବାଗତ ଅଭିନେତା ଅଭିନେତ୍ରୀମାନେ ରାଜନୈତିକ ଘଟଣାବଳୀକୁ ବ୍ୟଙ୍ଗ ରସ ମାଧ୍ୟମରେ ସର୍କସ ମଂଚରେ ପରିବେଷଣ କରିଥାନ୍ତି, ଯାହା ମନୋରଂଜନଧର୍ମୀ ହେବା ସହ ସୂଚନାଧର୍ମୀ ଏବଂ ସଚେତନଧର୍ମୀ ହୋଇଥାଏ । ଶାସକ ହୁଅନ୍ତୁ ବା ବିରୋଧୀ, ଅବା ସଧାରଣ ଜନତା, ସମସ୍ତଙ୍କ ଚରିତ୍ରକୁ ଏଥିରେ ଚିତ୍ରଣ କରାଯାଇ ନିରପେକ୍ଷ ଭାବେ ଭଲକାମ ଓ ଭୁଲର ତର୍ଜ୍ଜମା କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । Updates

THE GREAT ODISHA POLITICAL CIRCUS EP 616 JUNE 27 | ପିତୃ ଦିବସ ପାଳିଲା କରୋନା | ମାଷ୍ଟର କ୍ୟାଣ୍ଟିନ ଘୋଡ଼ା
THE GREAT ODISHA POLITICAL CIRCUS EP 616 JUNE 27 | ପିତୃ ଦିବସ ପାଳିଲା କରୋନା | ମାଷ୍ଟର କ୍ୟାଣ୍ଟିନ ଘୋଡ଼ା

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios