• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

gdp
ଭାରତୀୟ ଅର୍ଥବ୍ୟବସ୍ଥାରେ ଆସିବ କି ସୁଧାର ? ଜାଣନ୍ତୁ କ’ଣ କହିଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଆହୁରି ବର୍ଷେ ଯାଏ ରହିପାରେ କରୋନାର ପ୍ରଭାବ। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ ବୋଲି ଆକଳନ କରିଛି RBI। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ମାଇନସ୍‌ ୭.୫% ରହିବାର ଆକଳନ କରାଯାଇଛି। ତେବେ ଟିକେ ଆଶ୍ୱସ୍ତିର କଥା ହେଲା, ଅବସ୍ଥା ଧୀରେ ଧୀରେ ସୁଧୁରୁଛି ଏବଂ ଅର୍ଥନୀତି ଟ୍ରାକ୍‌କୁ ଫେରୁଛି। ପୂର୍ବରୁ ଆକଳନ […]

3
ନୌସେନା ଦିବସରେ ଚୀନ୍‌ର ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ୧୯୭୧ ଯୁଦ୍ଧ- ଅପରେସନ ଟ୍ରାଇଡେଣ୍ଟରେ ସାମିଲ ହୋଇ ନୌସେନା ଆଜିର ଦିନରେ ପାକିସ୍ତାନର ୪ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବା ସହ ଶତାଧିକ ପାକିସ୍ତାନୀ ସୈନ୍ୟଙ୍କୁ ମାରିଥିଲା। ଏହା ଭିତରେ ଶକ୍ତିଶାଳୀ ପିଏନ୍ଏସ୍ ଖାଇବର ମଧ୍ୟ ଥିଲା। ନୌସେନା ଦିବସ ଓ ନୌସେନା ସପ୍ତାହରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ। […]

5
ଗୀତାଞ୍ଜଳି ହେଲେ ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର

ନୂଆଦିଲ୍ଲୀ: ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି। ଆମେରିକା ବାସିନ୍ଦା-ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ ତାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଏହି ଟାଇଟଲ୍‌ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଦୂଷିତ ପାନୀୟ ଜଳଠାରୁ ଆରମ୍ଭ କରି ଓପିଓଏଡ୍ ନିଶା ଏବଂ ସାଇବର ବୁଲିଂ ଭଳି ସମସ୍ୟାର ମୁକାବିଲା ପାଇଁ ସେ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ୧୫ ବର୍ଷୀୟ ଗୀତାଞ୍ଜଳି ଆମେରିକା କୋଲରଡୋରେ ବାସ କରନ୍ତି। ପ୍ରଥମ କିଡ୍ ଅଫ୍ […]

coronavirus-2
କରେ।ନା ଟିକା ବଂଟନ ପ୍ରକ୍ରିୟା : ରାଜ୍ୟରେ ଟାସ୍କଫେ।ର୍ସ ଗଠନ ପ୍ରକ୍ରିୟା ଶେଷ ବେ।ଲି ସୂଚନା ଦେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର

ସାରା  ଦେଶରେ କରେ।ନା ଟିକାକୁ ନେଇ ଅନିଶ୍ଚିତତା  ଲାଗି ରହିଛି । ତେବେ କରେ।ନା ଟିକା ଆସିବା ପୂର୍ବରୁ ନିଜ ନିଜ  ରାଜ୍ୟକୁ ଟିକା ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଜେ।ରଦାର ଦାବି କରାଯାଇଛି

10
ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଗୋଟିଏ ଏଜେନ୍ସି ପ୍ରକାଶ କରିଛି। ଏଣ୍ଡିଆ ଟୁଡେର ଖବର ମୁତାବକ ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି […]

8
ଜହ୍ନ ରାଇଜରୁ ଧୂଳି କିଣିବ ନାସା

ନୂଆଦିଲ୍ଲୀ: ଜହ୍ନ ରାଇଜରୁ ମାଟି ଆଣିବ ନାସା। ଚନ୍ଦ୍ର ପୃଷ୍ଠରୁ ଡଷ୍ଟ ଏବଂ ସାମ୍ପଲ୍‌ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନ୍ୟାସ୍‌ନାଲ୍‌ ଏରୋନେଟିକ୍‌ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବା ନାସା। ଏ ନେଇ ଗୁରୁବାର  ନାସା ପକ୍ଷରୁ ୪ଟି କମ୍ପାନୀ ସହିତ ଚୁକ୍ତି କରାଯାଇଛି। ଚୁକ୍ତି ଅନୁସାରେ କମ୍ପାନୀଗୁଡ଼ିକ ଚନ୍ଦ୍ର ମିଶନ୍‌ରେ ଯାଇ ଚନ୍ଦ୍ର ପୃଷ୍ଠରୁ ଧୂଳି ସହ କିଛି ସାମ୍ପଲ ସଂଗ୍ରହ କରିବେ, ଏବଂ ଏହି ସାମ୍ପଲ୍‌କୁ ନାସାକୁ ହସ୍ତାନ୍ତର କରିବେ।  ଏହି ଚୁକ୍ତିରେ […]

MP EDUCATION MINISTER
ଫି' ଦେଇପାରୁନାହଁ ତ ମରିଯାଅ: କାହିଁକି ଏମିତି କହିଲେ ଶିକ୍ଷାମନ୍ତ୍ରୀ?

କରୋନା ପାଇଁ ଦେଶର ସମସ୍ତଙ୍କ ବଜେଟ୍‌ ବିଗିଡ଼ିଯାଇଛି। କିନ୍ତୁ ପିଲାଙ୍କ ସ୍କୁଲ ଫି'କୁ ନେଇ ଏବେ ଚିନ୍ତାରେ ଅଭିଭାବକ ଅଛନ୍ତି। ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

pm-modi
ଖୁବଶୀଘ୍ର ଦେଶରେ ମିଳିବ କରୋନା ଟିକା  । ଜାଣନ୍ତୁ ପ୍ରଥମେ ଟିକା ମିଳିବ କାହାକୁ ?

ଖୁବଶୀଘ୍ର ଆସିବ କରୋନା ଟିକା । ଟିକା ଲାଗି ଆଉ ବେଶିଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଦେଶବାସୀ ଟିକାକୁ ନେଇ ଚିନ୍ତିତ ଥିବା ବେଳେ ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

anil kapoor
କରୋନା ପଜିଟିଭ୍ ହେଲେ ବରୁଣ ଓ ନିତୁ; ସୁସ୍ଥ ହେବା ଯାଏ ଫିଲ୍ମ ସୁଟିଂ ବନ୍ଦ

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବଲିଉଡ ଅଭିନେତା ବରୁଣ ଧାୱନ ଓ ଅଭିନେତ୍ରୀ ନିତୁ କାପୁରଙ୍କ କରୋନା ରିପୋର୍ଟ ପଡିଟିଭ ଆସିଥିବା ସମୟରେ ଅନୀଲ କାପୁର ଓ ନୀତିୁ କାପୁରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।

corona-vaccine
ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ଦ୍ୱିତୀୟରେ ୨ କୋଟି ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବ୍ୟବହାରକୁ ଅନୁମିତ ମିଳିଲେ ପ୍ରଥମ ପର୍ଯ୍ୟାୟରେ କୋଟିଏ ପାଖାପାଖି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ପିଟିଆଇ ଖବର ପ୍ରକାଶ କରିଛି। ଏହାପରେ ଦୁଇ କୋଟି ଫ୍ରଣ୍ଟଲାଇନ୍ ୱାର୍କରର୍ସ (ପୋଲିସ, ସିକ୍ୟୁରିଟି ପର୍ସୋନେଲ୍‌, ମ୍ୟନିସିପାଲ୍‌ଲିଟି କର୍ମଚାରୀଙ୍କ ସମେତ ଅନ୍ୟ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ)ଙ୍କୁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି। ସେହିପରି ତୃତୀୟ ପର୍ଯ୍ୟାୟରେ ୨୭ କୋଟି ବରିଷ୍ଠ ନାଗରିକଙ୍କୁ […]