• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

OTV-portal-jagannath
ଜଗନ୍ନାଥଙ୍କୁ ନେଇ ରାଜନୀତି ହେବନି କ’ଣ ପାଇଁ ?

କିଛି ଦିନ ହେବ ଗୋଟିଏ କଥା ମନକୁ ଆସୁଛି। ଖବରଟିଏ ପ୍ରସ୍ତୁତ କଲାବେଳେ ଆମେ ଯତ୍ନବାନ୍ ହୋଇ ଏହାକୁ ଲେଖୁ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହାକୁ ପ୍ରକାଶ କରିବା ବେଳେ ବାରମ୍ବାର ତର୍ଜମା କରୁ। ଏହି ଲେଖାଲେଖି, ଦେଖାଦେଖି ଭିତରେ ଗୋଟିଏ ଶବ୍ଦ…

jagannath
ଦୋଳିରୁ ପଡ଼ି ହାତ ଭାଙ୍ଗିଲେ ବଡ଼ ଠାକୁର

୧୪୮୨ ଶକାବ୍ଦ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳ। ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି। ଦୋଳି ପ୍ରସ୍ତୁତ ହୋଇ ରହିଥାଏ, ତା ବଡ଼…

Dola_Jatra
ସହରୀ ସଭ୍ୟତାର ଅନ୍ଧଗଳିରେ କୁଆଡ଼େ ଗଲା ଜମାଣ ରାତିର ମଉଜ କଥା ?

ଅମ୍ବରୀଶ ମଂଗରାଜ ଆଇନଜୀବୀ ମୁଣ୍ଡମୁହାଣ, ଯାଆଁଳା   ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ରେ ଶୀତେଇ ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ…

TOO-Dhaniya-3
ଓଡ଼ିଆ ଘରର ନୂଆପ୍ରକାର ଆମିଷ ରାନ୍ଧଣା- ଧନିଆପତ୍ର ଶୁଖାମାଂସ

ଧନିଆପତ୍ର ଶୁଖା ମାଂସ। ତାହା ପୁଣି ଡ୍ରାଏ ଡ୍ରାଏ। ଆହାଃ… ଶୁଣିବା ପରଠୁ ଭୋକରେ ପେଟ ଆଉଟ ପାଉଟୁ ହେଲାଣି। ତେବେ ଡେରି କାହିଁକି କରିବା ଆସନ୍ତୁ ନିଜେ ରାନ୍ଧି ଖାଇବାର ମଜା ନେବା। ତଳ ଭିଡିଓରେ କ୍ଲିକ୍ କରି ଦେଖନ୍ତୁ…

nabarangpur
ପେଟ ପାଇଁ ମୂଲ ଲାଗୁଛନ୍ତି ସ୍ୱର୍ଣ୍ଣବିଜେତା ଆଥଲେଟ୍

ନବରଙ୍ଗପୁର: ଯେଉଁ ହାତରେ ସେ ଭାର ଉଠେଇ ସ୍ୱର୍ଣ୍ଣପଦକ ଜିତିଥିଲେ, ସେଇ ହାତ ଏବେ ଧରିଛି କୋଡ଼ିକୋଦାଳ।  ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଏବେ ଦୁର୍ଦ୍ଦିଦରେ । ପେଟ ପୋଷିବାକୁ ସେ ଏବେ ପାଲଟି ଯାଇଛନ୍ତି ଦିନମଜୁରିଆ। ସରକାର କୋଟି କୋଟି ଟଙ୍କା…

sumit
ହାର୍ ମାନିଲା ସବୁ ପ୍ରତିବନ୍ଧକ : ପାନ ଦୋକାନୀଙ୍କ ପୁଅ ଆଇଆଇଏସଟିରେ ପାଠ ପଢିଲେ

ରେଢ଼ାଖୋଲ: ଅଭାବ କଣ ବାପା ଜଣାଇନାହାନ୍ତି, କିନ୍ତୁ ତାଙ୍କ କଷ୍ଟ ମୁଁ ଦେଖିଛି। ଏମିତି କହିଛନ୍ତି ସଫଳତା ପାଇଥିବା ପୁଅ। ବାପା ପୁଅର ପାଠପଢା ପାଇଁ ଜମିବାଡି ବିକି ଦେଇଥିଲେ। ପୁଅ ଆଇଆଇଏସଟିରେ ସିଟ୍ ପାଇ ବାପାମାଆଙ୍କୁ ଖୁସି କରିଦେଇଛନ୍ତି।

deepika-3JPG-
ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

ଭୋପାଳ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଯୋଜନା କାର୍ଡ ! ଖାଲି ଦୀପିକା ନୁହେଁ, ଆହୁରି ଅନେକ ଅଭିନେତ୍ରୀଙ୍କ ନାମରେ ରହିଛି ମନରେଗା କାର୍ଡ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କିନ୍ତୁ କଥାଟା ସତ। ତେବେ ଏହା ପଛରେ ଏକ ବଡ କେଳେଙ୍କାରୀ ରହିଛି। ମନରେଗା ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରିବା ପାଇଁ ନୀରିହ ଗ୍ରାମବାସୀଙ୍କୁ ଠିକ ଅଭିନେତ୍ରୀଙ୍କ ନାମରେ ଏପରି କାର୍ଡ କରିଛନ୍ତି  ପଞ୍ଚାୟତ ସଚିବ ତଥା ନିଯୁକ୍ତି ସହାୟକ […]

Story-ko
କରୋନାରେ କରୁଣାର ଅପମୃତ୍ୟୁ

ସକାଳୁ ସକାଳୁ ପେଟ ଚାଖଣ୍ଡକ ପାଇଁ ରାସ୍ତାକଡରେ ଅଖାପାଲ ପକାଇ ପରିବା ଦୋକାନ ଖୋଲି ଗରାଖ ଇଶ୍ୱରଙ୍କୁ ଅନିଶା କରୁଥାନ୍ତି ବୁଢା ପରିବା ଦୋକାନୀ ଜଣକ। ଅଖାପାଲରେ ଆଳୁ ପିଆଜ ସହ ଦଣ୍ଡି,ବଟକରା ସଜେଇ ରଖିଥାନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା…

asaranti
କଳ୍ପନା-ବାସ୍ତବତାର କୋହରାଗ : ରକ୍ଷକ ନାୟକଙ୍କ "ଅସରନ୍ତି ଅନ୍ତାକ୍ଷରୀ"

କବିତା ହେଉଛି କବିର ଆତ୍ମଦର୍ପଣ । ଆତ୍ମମଗ୍ନତା ଓ ବିଚ୍ଛୁରଣର ଶାବ୍ଦିକ ରୂପ । ସ୍ପନ୍ଦନ ଭୂମିରେ କବି ଶବ୍ଦ, ସୀମା, କାଳ ଓ ବ୍ୟକ୍ତି ସବୁକୁ ଡେଇଁଯାଏ । ସେଇଠୁ ଆରମ୍ଭ ହୁଏ ଅସୀମତାର ସୀମା ଏବଂ କବିର ସ୍ୱପ୍ନ…

Short Span Bridging System
ସୀମାରେ ବଢ଼ିବ ଭାରତୀୟ ସେନାର ଶକ୍ତି, ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍‌ ବ୍ରିଜିଂ ସିଷ୍ଟମ

ନୂଆଦିଲ୍ଲୀ: ସ୍ଥଳସେନାରେ ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବ୍ରିଜିଂ ସିଷ୍ଟମ ଦ୍ୱାରା ସୁରକ୍ଷାବାହିନୀକୁ ଦୁର୍ଗମ ଅଞ୍ଚଳରେ ନଦୀ, ନାଳ ପାର୍ କରିବାରେ ସହଜ ହେବ । ୧୦ ମିଟର…

breast-cancer
ସ୍ତନ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଆଧୁନିକ ଯୁଗରେ ସ୍ତ୍ରୀଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ତେବେ ଏଥିପାଇଁ  ଭୟ କରିବାର କିଛି ନାହିଁ। କାରଣ ପ୍ରାଥମିକ ସ୍ତରରେ ଏହା ଜଣାପଡ଼ିଗଲେ ଜଣେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। କାହିଁକି ହୁଏ ସ୍ତନ୍ୟ କର୍କଟ…

baby
ଶିଶୁଙ୍କ ମାଲିସ୍‌ ପାଇଁ ସବୁଠାରୁ ଭଲ ଏହି ତେଲ

ଭୁବନେଶ୍ୱର:ଆମେ ଦେଖିଛେ, ନବଜାତ ଶିଶୁଙ୍କ ଶରୀରରେ ତେଲମାଲିସ କରାଯାଏ। ଘରର ବୟସ୍କ ମହିଳାମାନେ ଶିଶୁଙ୍କ ତେଲ ମାଲିସକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ତେଲ ଘଷିଲେ ହାଡ଼ ମଜଭୁତ ହେବା ସହ ତ୍ୱଚା ଚିକ୍କଣ ହୋଇଥାଏ ବୋଲି ବିଶ୍ୱାସ କରିଥାନ୍ତି ।ହେଲେ  ଆଜିକାଲି…

woman health
୩୦ ବର୍ଷ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ମାଡ଼ିଆସେ ବିପଦ

୩୦ ବର୍ଷ  ମହିଳାମାନଙ୍କ ସୁସ୍ଥ ଜୀବନ ପାଇଁ ଏକ ଲକ୍ଷ୍ମଣ ରେଖା। ଏହି ଗାର ଡେଇଁଲେ ଅର୍ଥାତ୍‌ ୩୦ ବର୍ଷ ଡେଇଁଲେ  ମାଡ଼ି ଆସେ ସ୍ୱାସ୍ଥ୍ୟ ପ୍ରତି ବିପଦ। ସାଧାରଣତଃ ଦେଖାଯାଇଥାଏ, ଏହି ବୟସ ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର…

newborn
କେମିତି ନେବେ ନବଜାତକର ଯତ୍ନ

ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁ ସୁରକ୍ଷିତ ହେଲେ ଏ ଦେଶ ତଥା ଦୁନିଆ ସୁରକ୍ଷିତ ରହେ। ଯେମିତି ଚାରାଟିଏ ପୋତିଲେ, ତାକୁ ରୋପଣ କରିବା ବେଳୁ ତାର ଯତ୍ନ ନିଆଯାଇଥାଏ, ସେମିତି ଏକ ଶିଶୁଟିଏ ବଢ଼ିବା ପାଇଁ ଛୋଟ ବେଳୁ…

eye
ଆଖି ତଳେ କଳା ଦାଗ ରହିଛି କି? ଘରୋଇ ଉପାୟରେ ଦାଗ ଦୂର କରନ୍ତୁ

ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଶରୀରରେ ପୋଷକ…

soumitra chattarji
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ। ତାଙ୍କର ନେଗେଟିଭ ରିପୋର୍ଟ ଆସିଛି। ଅଭିନେତା ସୌମିତ୍ର ଚାଟାର୍ଜୀ ଏବେ କରୋନା ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।  ଗତ ୫ ତାରିଖ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୬ ତାରିଖ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଏବେ […]