ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୮ ଦିନ ପାଇଁ ଯଦି ଲୋକମାନେ କରୋନା ଗାଇଡ୍ଲାଇନ୍ସ ପାଳନ ନକରନ୍ତି ତା’ହେଲେ ମହାରାଷ୍ଟ୍ରରେ ପୁଣିଥରେ ଲକ୍ଡାଉନ୍ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ମହାରାଷ୍ଟ୍ର […]
ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍ ବସ୍ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍ ବସ୍ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍ ସଲମାନ୍ ଖାନ୍ ବିଗ୍ ବସ୍ ସିଜନ୍ ୧୪ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା କରିଥିଲେ। ଟ୍ରଫି ବ୍ୟତୀତ ରୁବିନାଙ୍କୁ ପୁରସ୍କାର ସ୍ୱରୂପ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ବିଗ୍ ବସ୍ର […]
ପୁଣି ବିବାଦରେ ବଲିଉଡ କ୍ୱିନ୍ କଙ୍ଗନା ରାଣାୱତ। ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଟି ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତପ୍ରକାଶ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି, ଏହାସହ ସମାଲୋଚନକଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାର ପରିଧୀରେ ଅଭିନେତ୍ରୀ । ଜାତିର ଜନକଙ୍କ, ପିତା ଏବଂ ପତି ହେବାର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଛନ୍ତି କଙ୍ଗନା । […]
ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି। ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି। ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି […]
ଭାରତୀୟ ଡାକ ସେବା କେରଳ ଛତିଶଗଡ ସର୍କଲରେ ଗ୍ରାମିନ ଡାକ ସେବକର ଅନେକ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥିବା ଇଚ୍ଛୁକ ବ୍ୟକ୍ତିମାନେ ଏପ୍ରିଲ୍ ୭, ୨୦୨୧ ରେ କିମ୍ବା ଏହା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ସେବା ନିଯୁକ୍ତି ୨୦୨୧ ଚାକିରି ପ୍ରୋଫାଇଲ୍: ଶାଖା ପୋଷ୍ଟମାଷ୍ଟର (ବିପିଏମ୍): ଶାଖା ପୋଷ୍ଟ ମାଷ୍ଟରଙ୍କ ଚାକିରି ପ୍ରୋଫାଇଲରେ ଶାଖା ପୋଷ୍ଟ ଅଫିସ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ […]
ପୁଣେ: ଶନିବାର ଦିନ ପୁଣେରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ଜିଲ୍ଲା ପ୍ରଶାସନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିଛି। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଆସନ୍ତା ୨୮ ତାରିଖ ଯାଏ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏନେଇ ପୁଣେ ଡିଭିଜନାଲ୍ କମିଶନର ସୂଚନା ଦେଇଛନ୍ତି। ଆସନ୍ତାକାଲିଠାରୁ […]
ଯେଉଁମାନେ ଉକ୍ତ ଆଇବିପିଏସ୍ CRP RRBs IX ଅଧିକାରୀ ସ୍କେଲର ପରୀକ୍ଷା ଦେଇଥିଲେ, ସେମାନେ IBPS ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) CRP RRBs IX ଅଧିକାରୀ ସ୍କେଲ୍ ପରୀକ୍ଷାର ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ଫଳାଫଳ ଘୋଷଣା କରିଛିhttps://www.bhaskar.com/ । ଆଇବିପିଏସ୍ ଆରଆରବି ଅଫିସର ସ୍କେଲ୍ ପରୀକ୍ଷା ଫଳାଫଳ କିପରି ଯାଞ୍ଚ କରିବେ ତାହା ଏଠାରେ ଅଛି: Ibps.in ରେ […]
ମୁମ୍ବାଇ: କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ବଲିଉଡ୍ ବେବୋ କରୀନା କପୁର ପୁଣିଥରେ ମା’ ହୋଇଛନ୍ତି। ଆଜି ସକାଳେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ପରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଉଭୟ କରୀନା ଓ ସୈଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୀନାଙ୍କ ଦ୍ୱିତୀୟ ସନ୍ତାନଙ୍କ ନାଁ କିଛି ରଖାଯାଇ ନାହିଁ। ହେଲେ କରୀନାଙ୍କ ଏହି ଦ୍ୱିତୀୟ […]
ନାଗପୁର: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ନାଗପୁର ପ୍ରତ୍ୟକ୍ଷ ନିଯୁକ୍ତି ଆଧାରରେ ବିଭିନ୍ନ ଅଧ୍ୟାପକ (ଗ୍ରୁପ୍ ଏ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। AIIMS, ନାଗପୁର ପାଇଁ ଅଧ୍ୟାପକ ପଦଗୁଡିକର ନିମ୍ନଲିଖିତ ବ୍ୟାକ୍ଲଗ୍ ଥିବା ଖାଲି ପଦବୀ ପାଇଁ ଭାରତୀୟ ନାଗରିକ ଅବା ନାଗରିକତା ଅଧିନିୟମ, ୧୯୫୫ର ଧାରା ୭A ଅନୁଯାୟୀ ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ (OCI) କାର୍ଡଧାରୀ ଭାବରେ ପଞ୍ଜୀକୃତ ହୋଇଥିବା ନାଗରିକ / ବ୍ୟକ୍ତି ଆବେଦନ […]
ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ ଆଗରେ ନିଜର ଦୁଃଖ ବଖାଣିଛନ୍ତି। ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଶାମଲି ଜିଲ୍ଲାର ୨୬ ବର୍ଷିୟ ଯୁବକ ଅଜିମ ମନସୁରୀ। ଉଚ୍ଚତା […]
ପ୍ରେମ ବିବାହ କରିଥିଲେ ବୋଲି ....ବାପା ପାଇଁ ବିଧବା ହେଲେ ଝିଅ
ଅହମଦାବାଦ: ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ । ଆଜି ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସାବରମତି ଆଶ୍ରମରୁ ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଉ ଏଥିପାଇଁ ସାବରମତି ଆଶ୍ରମରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅମୃତ ମହୋତ୍ସବ ସହ ଜଡିତ ଅନେକ ସାଂସ୍କୃତିକ ଏବଂ […]
ଡେରାଡୁନ୍ : ଉତ୍ତରାଖଣ୍ଡ ବିଜେପିରେ ଫାଟ । ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ରାଜନୀତି ଉଠୁଥିଲା ପଡ଼ୁଥିଲା । ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିଭେନ୍ଦ୍ର ସିଂ ରାୱତ । ଆଜି ଅପରାହ୍ଣ ୪ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଜ୍ୟଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି। ତ୍ରିବେନ୍ଦ୍ର ସିଂ ରାୱତଙ୍କ କ୍ୟାବିନେଟର […]
ୱାଶିଂଟନ୍: ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍ ଫଟୋ ପଠାଇଛି। ଏହାସହ ଲ୍ୟାଣ୍ଡିଂ ସାଇଟ୍ର ଫଟୋ ମଧ୍ୟ ପଠାଇଛି ରୋଭର। ଏହି ହାଇ ରିଜୋଲ୍ୟୁସନ୍ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି। ଏପରିକି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍ ସେଲଫି ମଧ୍ୟ ସେୟାର କରିଛି ରୋଭର। ମଙ୍ଗଳ ପୃଷ୍ଠ […]
ଲୁଧିଆନା : ଏକତରଫା ପ୍ରେମ ପାଇଁ ଜୀବନ ନେଲା ପାଗଳ ପ୍ରେମିକ। ପ୍ରେମରେ ଅସଫଳ ହେବାରୁ ମହିଳାଙ୍କ ଦୁଇ କୁନି ପୁଅକୁ ଗଳା କାଟି ହତ୍ୟା କଲା । ଇଏ କେଉଁ ପ୍ରକାର ପ୍ରେମ, ଯେଉଁଠି ଜଣେ ମଣିଷ ହତ୍ୟା କରିବାକୁ ବି ପଛାଏନି। ପ୍ରେମରେ ଦେବା ଥାଏ, ନଥାଏ ନେବା । ପ୍ରକୃତ ପ୍ରମର ପରିଭାଷା ବୁଝିଥିବା ମଣିଷ ଅନ୍ୟର କ୍ଷତି ପହଞ୍ଚାଇ ପାରେନା। ହେଲେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଶନିବାର ଦିନ ଏପରି ଏକ […]
ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ ବ୍ୟାଙ୍କ, ଇ-କମର୍ସ କଂପାନୀରୁ ଗ୍ରାହକମାନଙ୍କ ନିକଟକୁ ଆସୁନିି ଏସଏମଏସ ଟଙ୍କା ନେଣଦେଣ, କୋ ୱିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ସମସ୍ୟା ନୂତନ ଟ୍ରାଇ ଗାଇଡଲାଇନ୍ ପରଠାରୁ ଦେଖାଦେଇଛି ସମସ୍ୟା OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି। ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ […]