ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଦ ମୃତ୍ୟୁ ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲାଣି। ଏହି ଘଟଣାରେ ୨୧୫ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୫ ଜଣିଆ SIT କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ଅଞ୍ଚଳରେ ବିଷାକ୍ତ ମଦ ବ୍ୟବସାୟ ଚାଲିଛି ବୋଲି ଉତ୍ତରପ୍ରଦେଶ ଅବକାରୀ ମନ୍ତ୍ରୀ କହିଛନ୍ତି। ଶାହରନପୁର ଜିଲ୍ଲା ଉତ୍ତରାଖଣ୍ଡ ରାଜ୍ୟକୁ ଲାଗିଥିବାରୁ ସେମାନେ ସେଠାରେ ବିଷାକ୍ତ ମଦ ପିଇଥିବା ମନ୍ତ୍ରୀ […]
ଲକ୍ଷ୍ନୌ: ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି। AICC ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲକ୍ଷ୍ନୌରେ ପ୍ରିୟଙ୍କା ରୋଡ୍ ଶୋ’ କରିଛନ୍ତି। ଭାଇ ରାହୁଲ ଗାନ୍ଧି ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋଡ୍ ଶୋ’ ରେ ସାମିଲ ଅଛନ୍ତି। ଲକ୍ଷ୍ନୌ ବିମାନବନ୍ଦରରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ଅନୁଷ୍ଠିତ ହେଉଛି। ପ୍ରିୟଙ୍କାଙ୍କ ରୋଡ୍ ଶୋ’ କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ […]
ନୂଆଦିଲ୍ଲୀ : ଏଣିକି ଉପଭୋକ୍ତା ଯେଉଁ ଚାନେଲ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ଟାରିଫ୍ ନୀତି ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ। ଚାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ପଷ୍ଟତା ଆଣିବା ଲାଗି ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ୱାରା କେବୁଲ ଓ ଡିଟିଏଚ୍ ଅପରେଟରଙ୍କ ସହ ଉପଭୋକ୍ତା ବି ଉପକୃତ ହେବେ ବୋଲି ଟ୍ରାଇ ଯୁକ୍ତି ଦର୍ଶାଇଛି। କେବୁଲ ଅପରେଟର ଏହି ବ୍ୟବସ୍ଥାକୁ […]
ରାଉରକେଲା : ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପିକଙ୍କ ଘର ସୁନ୍ଦରଗଡ ଜିଲ୍ଲା ସବଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରମାଲ ସ୍ଥିତ ଚର୍ଚ୍ଚରେ ଆଜି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ୨୭ ବର୍ଷୀୟା ସୁନୀତା ଗତ କିଛି ବର୍ଷ ହେବ ଭାରତୀୟ […]
ମୁମ୍ବାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଟ୍ରେଲର ରିଲିଜ ପରେ, କଂଗ୍ରେସ ପାଇଁ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରିବାକୁ ମହାରାଷ୍ଟ୍ର ଯୁବ କଂଗ୍ରେସ ସଭାପତି ଫିଲ୍ମର ପ୍ରଯୋଜକଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଯେ, ଫିଲ୍ମର କିଛି ଦୃଶ୍ୟରେ ନିର୍ବାଚନ ପୂର୍ବରୁ ଦଳ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମ୍ମାନହାନୀ ପାଇଁ ଯୋଜନା କରାଯାଇଛି ବୋଲି ଯୁବ […]