• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ଆଜିର ଅନୁଚିନ୍ତା
ଆଜିର ଅନୁଚିନ୍ତା: ସମସ୍ତଙ୍କ ଜୀବନରେ ଦୁଃଖ ଆସେ, ହେଲେ ଦୁଃଖ ଚିରସ୍ଥାୟୀ ନୁହେଁ

(ଓମ୍‌ ପ୍ରକାଶ ସାହୁ) ଆପଣ ଭଗବାନଙ୍କୁ ଭୁଲ୍‌ ବୁଝୁଛନ୍ତି କି ? କାହିଁକି ? ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି? ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି। ନ ହେଲେ ସେ ଆପଣଙ୍କୁ ଜୀବନରୂପୀ ଏକ ଅଦେଖା ରତ୍ନ ଦେଇଛନ୍ତି କାହିଁକି? ଭଗବାନଙ୍କ ବ୍ୟତୀତ ଆପଣଙ୍କୁ ଏହି ଅମୂଲ୍ୟ ରତ୍ନ ଆଉ କେହି ଦେଇପାରିବେ ନାହିଁ। […]

daddy
ଶେଷ ଭିଡିଓ ବାର୍ତ୍ତାରେ ‘ବାଏ...ଡାଡି...ବାଏ’ କହି ଆଖି ବୁଜିଲେ ପୁଅ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ କରୋନା ଭାଇରସ ରୋଗୀଙ୍କ ଶେଷ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଦୁଃଖରେ ମ୍ରିୟମାଣ ହେଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣଙ୍କ ତାଙ୍କ ବାପାଙ୍କ ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଜଣାପଡୁଛି, ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦୁଃଖର ବିଷୟ ବ୍ୟକ୍ତିଙ୍କୁ ତିନି ଘଣ୍ଟା ଧରି ଅକ୍ସିଜେନ୍‌ ଦିଆଯାଇ ନଥିଲା। ଯାହାଫଳରେ ତାଙ୍କର […]

covid19
କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ଓ ତାଙ୍କ ପତ୍ନୀ

ପାଟନା: ବିହାରର ପଛୁଆ ବର୍ଗ ମନ୍ତ୍ରୀ ବିନୋଦ କୁମାର ସିଂ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଟିହାରର ଜିଲ୍ଲା କଲେକ୍ଟର ସୂଚନା ଦେଇ କହିଛନ୍ତି ଯେ ପତି-ପତ୍ନୀ ଦୁହେଁ ଏକ ଘରୋଇ ହୋଟଲରେ ଥିବା ଆଇସୋଲେସନ ୱାର୍ଡରେ ରହିଛନ୍ତି। ବିହାରର କଟିହାର ଜିଲ୍ଲାର ପ୍ରାଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ହେଉଛନ୍ତି ବିନୋଦ କୁମାର ସିଂ। ବିନୋଦଙ୍କ ସଂସ୍ପର୍ଶରେ ଅନ୍ୟ କେଉଁମାନେ ଆସିଛନ୍ତି ସେମାନଙ୍କର ଯାଞ୍ଚ କରାଯାଉଛି। ଯାହାଦ୍ୱାରା ସେମାନଙ୍କର ନମୁନା ମଧ୍ୟ […]

BMC-650x430
ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର: ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଛି। ଭାରତୀୟ ପାଣିପାଗ  ବିଭାଗର ସତର୍କତା ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖ ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ବିତ୍ପାତ ଯୋଗୁଁ  ସୃଷ୍ଟି ହେବାକୁ ଥିବା  ଅପାତ୍ତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଭୁବନେଶ୍ୱର  ମହାନଗର ନିଗମ(BMC)ର ସମସ୍ତ  ଅଧିକାରୀ/ କର୍ମଚାରୀ/କ୍ଷେତ୍ର କର୍ମଚାରୀ […]

parad2
୭୨ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ୭୨ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି। ଏନେଇ ଅାଜି ଦିଲ୍ଲୀର ରାଜପଥରେ ସ୍ୱାଧୀନତା ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ରେ ରିହାରସାଲ ହୋଇଛି। ଏଥିରେ ସ୍ଥଳ ସେନା, ବାୟୁସେନା ଓ ନୌସେନାର ଯବାନ ମାନେ ପରେଡ ପ୍ରଦର୍ଶନ କରିଥିଲେ। ଏଥିସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଓ ଏନସିସି କ୍ୟାଡେଟ ମାନେ ସାମିଲ ହୋଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରଜ୍ଞାପନ ମେଢ଼ ମଧ୍ୟ ଏଥିରେ ଶୋଭା ପାଇଥିଲା। ଦିଲ୍ଲୀର ବିଜୟ ଚୌକରୁ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ […]

rain
ଅାଜିଠୁ ୧୮ ଜିଲ୍ଲାରେ ଲଘୁଚାପ ବର୍ଷା

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭିଜିବ ରାଜ୍ୟର ୧୮ ଜିଲ୍ଲା। ଅାସନ୍ତା ଦୁଇ ଦିନ ଧରି ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷିବ ବର୍ଷା। ୯ଟି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂପୁର ଏବଂ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଅନୁଗୁଳ, କେନ୍ଦ୍ରାପଡ଼ା, […]

biriuyan
ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ଚେନ୍ନାଇ: ତାମିଲନାଡୁର ମାମଲାଲାପୁରମରେ ଜଣେ ମହିଳା ଚିକେନ୍‌ ବିରିୟାନୀ ଖାଇବାକୁ ନେଇ ଆତ୍ମହତ୍ୟା କରିଛନ୍ତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ମହିଳା ଜଣଙ୍କ ଚିକେନ୍‌ ବିରିୟାନୀ ଖାଇବା ପାଇଁ ତାଙ୍କ ସ୍ୱାମୀକୁ କହିଥିଲେ। କିନ୍ତୁ ସ୍ୱାମୀ ଚିକେନ୍‌ ବିରିୟାନୀ ନଆଣିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାଁ ସୌମ୍ୟା(୨୮)। ତାଙ୍କ ସ୍ୱାମୀଙ୍କ ନାଁ ମନୋହରନ୍‌(୩୨)। ପୋଲିସର କହିବା ଅନୁଯାୟୀ, ସୌମ୍ୟା ଓ ତାଙ୍କ ସ୍ୱାମୀ ମନୋହରନ ଦୁହେଁ ମୂର୍ତ୍ତି […]

son
ପିଲାମାନେ ବଡ ହେବା ପରେ ନିଜ ମା’ ସହିତ ରୁହନ୍ତି ନାହିଁ, ଏକଥା ଶୁଣି ପୁଅ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମା’ ଓ ପୁଅ ଟିଭି ଦେଖିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ମା’ ସହିତ ମିଶି କୁନି ପୁଅଟି ଫ୍ରୁଟି ପିଇ ଟିଭି ଦେଖୁଛି। ଟିଭି ଦେଖିବା ସମୟରେ କୁନି ପୁଅଟି ଟିଭିରୁ ଏଭଳି ଏକ ଦୃଶ୍ୟ ଦେଖିଛୁ। ପରେ କାନ୍ଦିବାକୁ ଲାଗୁଛି। ଏହି ଭିଡିଓକୁ @caitlinfladager ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓରେ  ଶିଶୁର […]

somanath1
ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ବହୁ ପ୍ରମୁଖ ବ୍ୟକ୍ତିଙ୍କ ଶୋକପ୍ରକାଶ

ନୂଆଦିଲ୍ଲୀ: ପୂର୍ବତନ ସିପିଏମ୍ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ବହୁ ପ୍ରମୁଖ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମନାଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପଶ୍ଚିମବଂଗ ତଥା ଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତ ଘଟିଛି ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋମନାଥଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସୋମନାଥ ଭାରତୀୟ ରାଜନୀତିର ଜଣେ ବଳିଷ୍ଠ ନେତୃତ୍ୱ ଥିଲେ ବୋଲି କହିଛନ୍ତି […]

kerala
କେରଳରେ ବନ୍ୟାର ତାଣ୍ଡବ; ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ୮୩୧୬ କୋଟିର କ୍ଷୟକ୍ଷତି

ଥିରୁବନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ସୁରକ୍ଷାକର୍ମୀଙ୍କ ସହ କୋଷ୍ଟଗାର୍ଡ ଓ ଏନ୍‌ଡିଆରଏଫ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ରାସ୍ତା ପୂରା ଧୋଇ ଯାଇଥିବାରୁ କେତେକ ଅଞ୍ଚଳ […]

sara
ଆଜି ସାରା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ହେଉଛି ସୈଫ୍ ଅଲ୍ଲୀ ଖାଁ ଓ ଅମୃତାସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ। ସେ ତାଙ୍କ ପରିବାର ସହ ଜନ୍ମ ଦିନ ମନାଇଛନ୍ତି। ତାଙ୍କର ଫିଲ୍ମ ରିଲିଜ୍ ନ ହେଉଣୁ ସୋଶାଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ସେନ୍ସେସନ୍‌ ପାଲଟିଛନ୍ତି ସାରା ଅଲ୍ଲୀ ଖାନ୍।  ସୁଶାନ୍ତ ସିଂ ରାଜପୁତଙ୍କ ସହ ସାରାଙ୍କ ଫିଲ୍ମ ‘କେଦାରନାଥ’ ନଭେମ୍ବର ୧୮ରେ ରିଲିଜ୍ ହେବ। ସେହିପରି ଡିସମ୍ବର ୨୮ରେ ରିଲିଜ୍ ହେବାକୁ ଯାଉଛି ତାଙ୍କର ଦ୍ୱିତୀୟ […]

somanath
ସୋମନାଥ ଚାଟାର୍ଜୀଙ୍କ ପରେଲାକ

କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍‌ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ପରେଲାକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇତିଲା। କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ସୋମନାଥଙ୍କୁ ଶନିବାରଠାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିଲେ ସୋମନାଥ। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ ମସିହାରେ ସେ ସିପିଏମ୍‌ରେ ଯୋଗ […]

england
ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ

ଲଣ୍ଡନ: ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ। ଏକ ଇନିଂସ ଓ ୧୫୯ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ। ମୋଟ ୫ଟିକିଆ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍‌ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍‌ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି। ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍‌ […]

buzet
ସେପ୍ଟେମ୍ବର ୪ରେ ଅାସିବ ରାଜ୍ୟ ଅତିରିକ୍ତ ବଜେଟ

ଭୁବନେଶ୍ୱର: କଣ ହେବ ଅତରିକ୍ତ ବଜେଟ୍‌ର ରୂପରେଖ? ମୌସୁମୀ ଅଧିବେଶର ପ୍ରଥମ ଦିନ, ଅର୍ଥାତ ସେମ୍ବର ୪ରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟ୍‌ରେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ୱ? ଘୋଷଣା ହୋଇଥିବା ନୂଆ ସ୍କିମ୍ ବାଦ୍ କେଉଁ ବିଭାଗକୁ ମିଳିବ କେତେ ଅର୍ଥ? ଏସବୁକୁ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫ଶହ କୋଟି, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ପାଇଁ ୨୨୦ କୋଟି, ଆଶାକର୍ମୀଙ୍କ ପାଇଁ […]

luckdown
ଏହି ରାଜ୍ୟରେ ଜୁଲାଇ ୫ରୁ ହେବ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦ୍ରୁତ ଗତିରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ସେଠାକାର ରାଜ୍ୟ ସରକାର ପ୍ରତି ରବିବାର ଦିନ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରୁପ୍ପାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ ତାରିଖରୁ ପ୍ରତି ରବିବାର ଲକ୍‌ଡାଉନ୍‌ କରାଯିବ। ପରବର୍ତ୍ତୀ ଅର୍ଡ଼ର ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଲକଡାଉନ୍ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ରେ ହେବାକୁ ଥିବା ଲକ୍‌ଡାଉନ୍‌ରେ ଦୋକାନ […]

leporsy
ହଜିଗଲା ମାନବିକତା, ପର କଲା ପରିବାର

କେନ୍ଦ୍ରାପଡ଼ା : ବିଲ ଗହୀର ମଝିରେ କୁଡିଅା ଘର। କିଛି ଅସଜଡା ନଡା ଅାଉ ଛିଣ୍ଡା ପଲିଥିନ୍‌କୁ ନେଇ ତିଅାରି ହୋଇଛି ଅସ୍ଥାୟୀ ଅାଶ୍ରୟସ୍ଥଳୀ। ଅାଉ ଏହାରି ଭିତରେ ରହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଅସହାୟ ସହଦେବ ସେଠୀ। ଦିନ ରାତି, ୨୪ ଘଣ୍ଟା ଏହାରି ଭିତରେ ଅତି ଦୁଃସ୍ଥ ଦୟନୀୟ ଅବସ୍ଥାରେ ବିତୁଛି ତାଙ୍କର ଜୀବନ। ସହଦେବଙ୍କ ଏ ଅସହାୟତା ପାଇଁ ଦାୟୀ କୁଷ୍ଠ ରୋଗ। ସେ କୁଷ୍ଠ ରୋଗରେ ପୀଡ଼ିତ […]

dhoni
କ୍ଷେତରେ ଚାଷ କରୁଛନ୍ତି ଧୋନି, ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍‌ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ଜଗତର ତାରକାମାନେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ‌ ଧୋନି ନିଆର କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ […]

shoppin
ଆସନ୍ତା ସପ୍ତାହରେ ଖୋଲିବ ମଲ୍‌, ଜାଣନ୍ତୁ କେଉଁଠି

ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍‌ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍‌ ପରଠାରୁ ଲକ୍‌ଡାଉନ୍‌ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍‌ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମଲ୍‌ଗୁଡିକ SOP(Standard Operating Procedures)ର ନିୟମଗୁଡିକୁ ଅନୁସରଣ କରି ସପିଂ ମଲ୍‌ଗୁଡିକ ଖୋଲିବେ। କିନ୍ତୁ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ। ଏହା ସହିତ ଏନ୍‌ସିଆର ଅଞ୍ଚଳ ଗୁରୁଗ୍ରାମର କଣ୍ଟେନମେଣ୍ଟ ଜୋନ୍‌ ପାଇଁ […]