• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 13 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ । More
  • Satyendu Shekher Mishra
  • 1 year ago

ପୁଣି ଅର୍ଚ୍ଚନାକୁ ରିମାଣ୍ଡରେ ନେଲା ED, ଜଗବନ୍ଧୁ ବି ରିମାଣ୍ଡରେ; ଏଥର ସାମ୍ନା-ସାମ୍ନି ଜେରା

ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ । More
  • Satyendu Shekher Mishra
  • 1 year ago

ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ ସତ୍ୟପାଠ ! ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ କରୁଥିବା ଓକିଲଙ୍କୁ ଲାଗିଲା ଝଟ୍‌କା

ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ । More
  • Manoranjan Behera
  • 1 year ago

ଟଙ୍କା ଲୋଭ ବାୟା କରିଛି ! ଲୋକଙ୍କ ଜୀବନକୁ ତ୍ୱଚ୍ଛ ଭାବୁଛନ୍ତି ମେଡିସିନ୍‌ ମାଫିଆ

ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । More
  • Manoranjan Behera
  • 1 year ago

ସ୍ୱାମୀଙ୍କ ସାମ୍ବାଦିକତା ପତ୍ନୀଙ୍କୁ ସଜ୍ଜା; ମରିବାକୁ ଅନୁମତି ମାଗିଲେ ଦିବ୍ୟାଙ୍ଗ ଦମ୍ପତି

ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି । More
  • Prangyan Parimita
  • 1 year ago

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି । More
  • Chandan Shishu
  • 1 year ago

ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଆଖିକୁ ଦିଶୁନି ରାସ୍ତା

ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ।  More
  • Chandan Shishu
  • 1 year ago

ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ।  More
  • Satyendu Shekher Mishra
  • 1 year ago

ବଡ଼ ପଦକ୍ଷେପ ! ଓକିଲଙ୍କ ଲାଇସେନ୍ସ ବାତିଲ, ଦେଢ଼ ବର୍ଷ ଯାଏ କରିପାରିବେନି ଓକିଲାତି

ଆଜି ଠାରୁ ତତ୍‌କାଳ ସସ୍‌ପେଣ୍ତ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି । More
  • Manoranjan Behera
  • 1 year ago

ଯାଇଥିଲେ ବିବାହ ଭୋଜିକୁ, ଫେରିବା ବାଟରେ ପାଲଟିଗଲେ ଶବ

ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ । More
  • Satyendu Shekher Mishra
  • 1 year ago

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ । More
  • Manoranjan Behera
  • 1 year ago

କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ..କିଭଳି ଫଶୁଥିଲେ ବଡ଼ ବଡ଼ିଆ? ଗୁମର ଖୋଲିଲା ଶ୍ରଦ୍ଧାଞ୍ଜଳି..

ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍‌ର କଳା ଧନ୍ଦାର ପୁରା ପୋଲ । More
  • Satyendu Shekher Mishra
  • 1 year ago

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହକି ତାରକା ବିରେନ୍ଦ୍ର ଲାକ୍ରା, ଜାଣନ୍ତୁ ପୁରା କାହାଣୀ

ଇନ୍‌ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । More