• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bhagya rekha
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ଆଜି ୨୦୧୯ ମସିହା, ଡିସେମ୍ବର ମାସ ୭ ତାରିଖ,  ଶନିବାର, ମାର୍ଗଶୀର ମାସ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

mandap
ଭୁବନେଶ୍ୱରରେ ସିଲ୍ ହେବ ୨୯ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ବେଆଇନ ନିର୍ମାଣ ଯୋଗୁ ଭୁବନେଶ୍ୱରରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ।  ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏହି ସବୁ ମଣ୍ଡପ ଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ୍‌, ଆବର୍ଜନା ପରିଚାଳନା ବ୍ୟବସ୍ଥା ନ ଥିବା ସୂଚନା ମିଳିଛି। ଏଥିସହ ମଣ୍ଡପ ସିଲ୍ ପାଇଁ ଏକ ଯୁଗ୍ନ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

police
ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର: ପୁଲିସ୍‌ ଉପରେ ପୁଷ୍ପ ବର୍ଷା, ରାକ୍ଷୀ ବାନ୍ଧିଲେ ମହିଳା

ହାଇଦ୍ରାବାଦ: ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲୋକ ଏହାକୁ ନାପସନ୍ଦ କରୁଥିବା ବେଳେ ଅଧିକାଂଶ ଏହାକୁ ସମର୍ଥନ କରିଛନ୍ତି। ଗତକାଲି ରାତି ପ୍ରାୟ ୩ଟାରେ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ମହିଳା ଡାକ୍ତରଙ୍କୁ ପୋଡ଼ି ମାରି ଦେଇଥିଲେ […]