ବ୍ରହ୍ମପୁର: ମାଆ ଓ ଝିଅର ମୃୃତଦେହକୁ ଛୁଇଁଲେନି ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ କଲେ ଶବସତ୍କାର । ଗଂଜାମ ଜିଲ୍ଲା ଆସିକା ଅଂଚଳରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାନଖେମୁଣ୍ଡି…
ଭୁବନେଶ୍ଵର: ମହାମାରୀର ମଉକା ଦେଖି ମାତିଛନ୍ତି ମୁନାଫାଖୋର୍। କରୋନା କଷ୍ଟବେଳେ ଚଳାଇଛନ୍ତି ବେଧଡ଼କ କଳାବଜାରୀ। ଅକ୍ସିଜେନ୍ ସିଲିଣ୍ଡରଠୁ ଆମ୍ବୁଲାନ୍ସ ଯାଏଁ, ସେବା ନାଁରେ ଚଳାଇଛନ୍ତି ଶୋଷଣର ଗୋଲକଧନ୍ଧା। ଭୁବନେଶ୍ୱର ପ୍ରଶାନ୍ତି ବିହାରର ରତିକାନ୍ତ ନାୟକ। କମ୍ ବେତନ ପାଉଥିବା ଏକ ଛୋଟମୋଟ ଘରୋଇ…
ମହାମାରୀ ସହ ଲଢ଼ି ଲଢ଼ି ସ୍ଥିତି ଟିକିଏ ସୁଧୁରିଛି କି ନାହିଁ, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଘୋଟି ଆସିଲାଣି ବାତ୍ୟା ବିପଦ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ ଭୟଙ୍କର ରୂପ ନେଇ କୋଙ୍କଣ ତଟ ନିକଟ…
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୦୨୪୫୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି।…
ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା। ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପୁରୀ ପୋଲିସ ଏଥିଲାଗି କଡ଼ା ପଦକ୍ଷେପ ନେଇଛି। ୧୪୪ ଧାରା…
ନୂଆଦିଲ୍ଲୀ: ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା…
ନୂଆଦିଲ୍ଲୀ : କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି ଘଟଣା। ବ୍ୟବଧାନ ବୃଦ୍ଧି ବିଜ୍ଞାନସମ୍ମତ ବୋଲି କହିଲେ ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍। ବୈଜ୍ଞାନିକମାନଙ୍କ ସୁପାରିସକୁ ନେଇ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ତେବେ ଟିକା ଅଭାବ…
ବାସ୍ତୁଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘର ଭିତରେ ଶୁଭ ଆଣୁଥିବା ବେଳେ କିଛି ଜିନିଷ ହେତୁ ଘରେ ନକାରାତ୍ମକ ଶକ୍ତି ବଢି ପାରିବାରିକ କଳହ, ଋଣ ବୃଦ୍ଧି, ଆର୍ଥିକ ସଙ୍କଟ ଇତ୍ୟାଦି ସାମ୍ନା କରିବାକୁ ପଡେ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।
ଆସିକା (ମନୋଜ ମୁନୀ): ମହାମାରୀର ଭୟ ଏତେ ଯେ, ଶବ ଦେଖିଲେ ନିଜ ସମ୍ପର୍କୀୟ ବି ୨ କୋଷ ଦୂରକୁ ଘୁଞ୍ଚିଯାଉଛନ୍ତି । କରୋନା ସନ୍ଦେହରେ ଗାଁ ଲୋକେ ମା ଓ ଝିଅଙ୍କ କଲେନି ଶବସତ୍କାର । ଏପରିକି ମୃତଦେହ ଉଠାଇବାକୁ…
ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି…
ଚୀନ୍ ଅଭିଯାନର ଜ୍ୟୁରୋଗ୍ ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିବାବେଳେ ତିନି ମାସ ପୂର୍ବେ ଆମେରିକୀୟ ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଏହାକୁ ଚୀନ୍ର ଏକ ବଡ଼ ସଫଳତା ବୋଲି ବୁଝିବା ଜରୁରୀ ଅଟେ।
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦…
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…
କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ…
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସଂଗୀନ ହେଉଥିବାବେଳେ ସୁରକ୍ଷିତ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ,…
ଭୁବନେଶ୍ୱର: ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି…
ଭୁବନେଶ୍ଵର : ରାଜ୍ୟର ୧୯ଟି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଅନୁରୋଧ। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ୧୫ଟି ଜିଲ୍ଲାରେ ୧୯ଟି ପ୍ଲାଣ୍ଟ ସ୍ଥାପନ କରିବା ନେଇ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର।…
କୋଲକାତା : ନିର୍ବାଚନ ପରବର୍ତ୍ତି ହିଂସାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନନ୍ଦିଗ୍ରାମକୁ ଯାଇ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। କଣ ହୋଇଥିଲା ? କାହିଁକି ହିଂସାକାଣ୍ଡ ହେଲା ? ଏଥିରେ…
ଭୁବନେଶ୍ଵର : ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରୁଥିବା ବେଳେ ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି। ଦୈତ ନଗରୀରେ ନିୟୋଜିତ ୨୧୦ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। କମିଶନରେଟ୍ ପୁଲିସର ୨୧୦ରୁ…
ମୁମ୍ବାଇ: ଅନ୍ଲାଇନ୍ରେ ଅର୍ଡର କଲେ ମାଉଥ୍ୱାଶ୍, ହେଲେ ଆସିଲା ସ୍ମାର୍ଟଫୋନ୍। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି। ମୁମ୍ବାଇର ଲୋକେଶ ଡାଗା ନାମକ ଜଣେ ବ୍ୟକ୍ତି ଅନ୍ଲାଇନ୍ ଶପିଂ…
କପିଲ ଶର୍ମା ଶୋ’ର ଭୂରୀ ବା ମଞ୍ଜୁ ତଥା ସୁମୋନା ଚକ୍ରବର୍ତ୍ତୀ ନିଜର ଚମତ୍କାର କଳା ପ୍ରଦର୍ଶନ ନେଇ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। କପିଲଙ୍କ ଶୋ’ରେ ସେ ଲୋକଙ୍କୁ ବହୁତ ହସାନ୍ତି। କିନ୍ତୁ ପୂର୍ବ କିଛି ଦିନ ଧରି ସେ…
କୋଲକାତା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଏନେଇ ନର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ୧୬ ମେରୁ ୩୦ ମେ ପର୍ଯ୍ୟନ୍ତ ଲକଡାଉନରେ…