ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ହେଲ୍ପ ଡେସ୍କଗୁଡ଼ିକ ସପ୍ତାହ ସାରା…
ହରିୟାଣା: ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହୋଇଛି ବୃହତ କୋଭିଡ୍ ହସ୍ପିଟାଲ । ପାନିପଥ ରିଫାଇନାରୀର ୫ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଳକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣା…
ଭୁବନେଶ୍ୱର: କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହେଲା କମିଟି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । DMETଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି…
ଭୁବନେଶ୍ୱର: ପୁଣି କରୋନା ଆରୋଗ୍ୟରେ ରେକର୍ଡ l କରୋନା ଆରୋଗ୍ୟରେ ୧୨ ହଜାର ଟପିଲା l ଆଜି ୧୨୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୫୧୪୫୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ…
ଭୁବନେଶ୍ୱର: ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଗତ ଥର ଅପେକ୍ଷା ଏଥର କଣ ପାଇଁ ଅଧିକ ମୁଣ୍ଡ ନେଉଛି ମହାମାରୀ ? ଏପ୍ରିଲରେ ରାଜ୍ୟରେ ୧୨୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’…
ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ହୃଦବୋଧ କରି କରୋନା କଷ୍ଟବେଳେ ମଣିଷଙ୍କ ସେବା କରିଚାଲିଛନ୍ତି ଅନେକ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ନାନା ଅନୁଷ୍ଠାନ । ସେମାନଙ୍କ ଭିତରୁ ଆଜି ଆମେ ଦୁଇ ଦମ୍ପତିଙ୍କ ସେବା…
ପୁରୀ: ବଢ଼ିଲା ଶ୍ରୀମନ୍ଦିର କଟକଣା । ପୁଣି କାଳିଆ ଦର୍ଶନଠାରୁ ଦୂରରେ ରହିବେ ଭକ୍ତ । ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଅବଧି ବୃଦ୍ଧି କରାଯାଇଛି…
ପିଜାର ସ୍ୱାଦ ନିଆରା ହୋଇଥିବାରୁ ଅନେକ ଲୋକ ପିଜାକୁ ବହୁତ ପସନ୍ଦ କରନ୍ତ। କିନ୍ତୁ କରୋନା ଭାଇରସର ଦ୍ଵିତୀଯ ଲହର ହେତୁ ଲକଡାଉନରେ ବାହାର ଖାଦ୍ୟ ଖାଇବାକୁ ମଧ୍ୟ ଭୟ ଲାଗୁଛି। ଏଭଳି ପରିସ୍ଥିତିରେ ପିଜା ପସନ୍ଦ କରୁଥିବା ଲୋକ ରହିବେ…
ଭୁବନେଶ୍ୱର: ପୁଣି ରାଜଧାନୀରୁ ୧୩୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୩୫୩ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ପଟିଆ ଅଞ୍ଚଳରୁ ସର୍ବାଧିକ…
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ମୁଜାଗଡ଼ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ମିଶି କଲେ…
ସୌରମଣ୍ଡଳର ଅନେକ ରହସ୍ୟ ଆମ ପୃଥିବୀରେ ଲୁଚି ରହିଛି। ପୃଥିବୀର ଗଭୀରତାରୁ ଏପରି କିଛି ପ୍ରମାଣ ମିଳୁଛି ଯାହା ଏହି ପୃଥିବୀ ନିର୍ମାଣ ହେଉଥିବା ସମୟର ଘଟଣା ବିଷୟରେ ସୂଚନା ପ୍ରଦାନ କରୁଛି। ଏବେ ଆମ ବୈଜ୍ଞାନିକମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟଜନକ…
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବାର ଢେର୍ ପୂର୍ବରୁ ବିପଯର୍ୟୟ ଘଟାଇଛି ସାମୁଦ୍ରିକ ଝ଼ଡ଼ ତାଉତେ । କେରଳର ଥିରୁଅନନ୍ତପୁରମରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ…
ବଲାଙ୍ଗିର: ଏଣେ ତେଣେ ପଡ଼ି ରହିଛି ମୃତଦେହର ଅବଶେଷ। କିଛି ଦରପୋଡ଼ା ହୋଇ ପଡ଼ିଛି। ତପୁଣି କିଛିକୁ ଝୁଣି ଖାଉଛନ୍ତି କୁକୁର। ଏଦୃଶ୍ୟ ଯେତେ ହୃଦୟ ବିଦାରକ ସେତେ ଅମାନବୀୟ। ଏହେଉଛି ବଲାଙ୍ଗିର ବିଜାଖମନ ନିକଟ ଶ୍ମଶାନର ଚିତ୍ର। ଓଟିଭିରେ ଖବର…
ନୂଆଦିଲ୍ଲୀ: ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇସାରିଲାଣି ସାମୁଦ୍ରିକ ଝଡ଼ ତାଉତେ । ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଯାତାୟତ ମଧ୍ୟ ବନ୍ଦ…
ମାଲକାନଗିରି: ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା। ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ବଣ୍ଡା ଘାଟିରେ ୧୨ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢ଼ିଛି।…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ…
ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଦେଖାଦେଇଛି ଅଧିକ ପରିଚାଳନାଗତ ତ୍ରୁଟି। ରାଜ୍ୟ ସରକାର ଭୁବନେଶ୍ୱରକୁ ସାରା ଓଡ଼ିଶା ବୋଲି ଭାବୁଛନ୍ତି। ସେପଟେ ଜିଲ୍ଲା ସ୍ତରରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯସ୍ତ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା…
ଆସ ଆମେ ଖେଳିବା ଲୁଚକାଳି ଯଦି ତୁମେ ଲୁଚିଯାଅ ମୋ ହୃଦୟରେ ତେବେ ଖୋଜିବା ମୋ ପାଇଁ ନୁହେଁ ମୁସ୍କିଲ କିନ୍ତୁ, ତୁମେ ଯେବେ ଲୁଚିଯାଅ ନିଜ ମୁଖା ଭିତରେ ତେବେ ନିରର୍ଥକ ଆମ ଲୁଚକାଳି ଖେଳର କାହାଣୀ l …
ମୁମ୍ବାଇ : ବରିଷ୍ଠ ଅଭିନେତ୍ରୀ ତଥା ସର୍ବୋତ୍ତମ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନଙ୍କ ପିତା କେ.ଡି ଚନ୍ଦ୍ରନଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୁଧା ଚନ୍ଦ୍ରନଙ୍କ ପିତା ଦୀର୍ଘ ଦିନ ଧରି…
ମୁମ୍ବାଇ : ମନୋରଞ୍ଜନ ଜଗତ ସହିତ ଜଡିତ ମହିଳାମାନେ ଅନେକ ସମୟରେ ସେମାନଙ୍କର ପୋଷାକ, ଶରୀରର ଗଠନ ଓ ଚେହେରା ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ନଜିର ରହିଛି। ଅଭିନେତ୍ରୀ ତଥା ଗାୟକ ସୌନ୍ଦର୍ଯ୍ୟା ବାଲା ମଧ୍ୟ ସୋସିଆଲ ମିଡିଆରେ…
ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।
ଗୁରୁତର ନଥିବା କରୋନା ଆକ୍ରାନ୍ତଙ୍କୁ ହୋଟେଲରେ ଚିକିତ୍ସା କରାଇବା ଲାଗି ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ହସ୍ପିଟାଲଗୁଡ଼ିକରେ ବେଡ୍, ଭେଣ୍ଟିଲେଟର ଓ ଆଇସିୟୁର ଅଭାବ ଦେଖାଦେଉଛି।
ରାଉରକେଲା : ସଟଡାଉନ ନିୟମ ଭାଙ୍ଗି ବେପାର କରୁଥିବା ସମୟରେ ବ୍ୟବସାୟୀଙ୍କଠାରୁ ମାଛ ଓ ମଟନ ଜବତ ହୋଇଛି। ରାଉରକେଲା ମ୍ୟୁନିସପାଲ କର୍ପୋରେସନ ଓ ପୁଲିସର ମିଳିତ ଚଢ଼ଉ ବେଳେ ଡେଲି ମାର୍କେଟରୁ ପ୍ରାୟ ୬୦ କିଲୋ ମାଛ ଜବତ ହୋଇଥିବା…
ବିବାହରେ ଯୋଗଦେବା ପୂର୍ବରୁ କରି ନିଅନ୍ତୁ କରୋନା ଟେଷ୍ଟ। ଆଜି କିଛି ଏଭଳି ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।