• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

quit
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ଭୁବନେଶ୍ୱର: ବିଜେଡିର ମିଷ୍ଟର କ୍ଲିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ? କାଳ ହେଲା କି ନୂଆ ନୂଆ ସମୁଦି ବନିଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ବିରୋଧରେ ଉଠିଥିବା କୋଟି କୋଟିର ଦୁର୍ନୀତି ଅଭିଯୋଗ ? ନଜର ପକାନ୍ତୁ ଏହି ନିମନ୍ତ୍ରଣ କାର୍ଡ ଉପରେ। ଦିନ କେଇଟା ପରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ବିବାହ କରିଥାନ୍ତେ ଅଭୟଙ୍କ ପୁଅ ଆକାଶ। ତାପୂର୍ବରୁ କିନ୍ତୁ ଦୁର୍ନୀତି ଟଙ୍କା ଠୁଳ […]

  • Wednesday, 30 June 2021
Unlock
୧୬ ଯାଏଁ ଲକଡାଉନ୍‌ ବଢିଲା: ଜାଣନ୍ତୁ ନୂଆ ଗାଇଡ୍‌ଲାଇନ୍‌ରେ କି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍‌। କାଟେଗୋରୀ-Aରେ ଆଉ ୩ଟି ଜିଲ୍ଲା ସାମିଲ କରାଯାଇ ମୋଟ୍ ୨୦ଟି ଜିଲ୍ଲାରେ ନିୟମକୁ ଅଧିକ କୋହଳ କରାଯାଇଛି। ବଳକା ୧୦ ଜିଲ୍ଲାକୁ କାଟେଗୋରୀ Bରେ ରଖାଯାଇଛି

idle-manchurian
କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ଭେଜ୍‌ ମଞ୍ଚୁରିଆନ୍‌, କୋବି ମଞ୍ଚୁରିଆନ୍‌ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି? ସାଧାରଣତଃ ଇଡ୍‌ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍‌ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍‌ଲିର ଏକ ନୂଆ ଆଇଟମ୍‌ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରିବା […]

  • Wednesday, 30 June 2021
srimandir
ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଜିଉ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ। ଅବକାଶ ନୀତି ପରେ ପୁଷ୍ପାଳକ ସେବାୟତ ଶ୍ରୀଜିଉଙ୍କୁ ବେଶ କରିବେ। ଏହା ମହାପ୍ରଭୁଙ୍କ ସୁନାବେଶ ଅନୁରୂପ ବୋଲି ସେବାୟତଙ୍କ ସୂଚନା ଦେଇଛନ୍ତି। ଧର୍ମ ମାସ କାର୍ତ୍ତିକର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇବା ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। […]

  • Wednesday, 30 June 2021
moon
ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପଡୁଛି ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣ।  ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ ଏହି ଚନ୍ଦ୍ରଗ୍ରହଣ । ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଂଚଳରେ ଦେଖାଯିବ। ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି […]

  • Wednesday, 30 June 2021
Jagatsinghpur
ବାପା ମୁଲ ଲାଗୁଛନ୍ତି, ଝିଅ ଜିଲ୍ଲା ଟପ୍ପର

ବାପା ପର ଘରେ ମୂଲ ଲାଗନ୍ତି କିନ୍ତୁ ଝିଅ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଟପ୍ପର ହୋଇଛନ୍ତି। ଅନେକ ଅଭାବ ଓ ଅସୁବିଧା ମଧ୍ୟରେ ଝିଅ ମୋନାଲିସା ଯେଉଁ କଷ୍ଟ କରିଥିଲେ ତାହାର ଫଳ ଭଗବାନ ତାଙ୍କୁ ଦେଇଛନ୍ତି। କଥାରେ ଅଛି କଠିନ ପରିଶ୍ରମ ଏବଂ ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରିବ

  • Wednesday, 30 June 2021
paddy
ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ଭୁବନେଶ୍ୱର: ଖରିଫ ଧାନ କିଣାବିକା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଥିପାଇଁ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଏବଂ ତଦାରଖ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଓ ସମବାୟ ବିଭାଗର ୧୨ ଅଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।  ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟକୁ ସ୍ୱଚ୍ଛ , ସୁବ୍ୟବସ୍ଥିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏହି ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି […]

  • Wednesday, 30 June 2021
corona
ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।   ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୨୪୧ ଓ ଲୋକାଲ କେସ ୧୭୭ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ୪୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୫୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି। Corona Updates in Odisha […]

odisha-coronavirus
କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ହାର କମୁଛି। ଗତ କାଲି ୫ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୫। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଥିବାବେଳେ ୨ ଜଣ ଅଛନ୍ତି ନୂଆପଡ଼ା ଜିଲ୍ଲାର। ସୂଚନାଥାଉ କି, ଆଜି ମଧ୍ୟ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଆଜି […]

  • Wednesday, 30 June 2021
santosh-sing-saluja
ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

ଭୁବନେଶ୍ୱର: ପରି ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସରେ ଭିନ୍ନମତ ଦେଖାଦେଇଛି। ଏଥିପାଇଁ କଂଗ୍ରେସର ନିରବତାକୁ ନେଇ ଗତକାଲି ବିଜେପି ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା। ପରୀ ପ୍ରସଙ୍ଗରେ ଗୃହରେ ଚୁପ୍ ରହିବାର କାରଣ କହିଛନ୍ତି ସାଲୁଜା। ସେ କହିଛନ୍ତି, ଚୁପ୍‌ର କାରଣ ସିଏଲ୍‌ପି ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ। ସିଏଲ୍‌ପି ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ ବୋଲି ସାଲୁଜା କହିଛନ୍ତି। […]

  • Wednesday, 30 June 2021
sambit-patra
ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ? କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ? ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ ଅଭିଯୋଗ କରିଛନ୍ତି। ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବି […]

  • Wednesday, 30 June 2021
sura rautray
ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ। ପରୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ […]

  • Wednesday, 30 June 2021
narasingha-mishra
ପରୀ ହତ୍ୟା ପ୍ରସଙ୍ଗ: SIT ଗଠନକୁ କଂଗ୍ରେସର ଐତିହାସିକ ସଫଳତା ବୋଲି କହିଲେ ନରସିଂହ

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ SIT ଗଠନକୁ ଐତିହାସିକ ସଫଳତା ବୋଲି କହିଲେ ନରସିଂହ ମିଶ୍ର। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ ? ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି। ସିଏଲ୍‌ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବୋଲି ନରସିଂହ କହିଛନ୍ତି। ଏହା ପୂର୍ବରୁ ପରୀ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ […]

  • Wednesday, 30 June 2021
proposed
ନାବାଳିକାଙ୍କୁ ଟ୍ରେନ୍‌ରେ ଦେଖି ପ୍ରପୋଜ କଲେ ଯୁବକ, ଆଉ ତା' ପରେ

ରାଉଲକେଲା: ଟ୍ରେନରେ ନାବାଳିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗରେ ଜଣେ ଗିରଫ। ଗତ ୨୯ ତାରିଖରେ ମୁମ୍ବାଇ LTT ଏକ୍ସପ୍ରେସ୍‌ରେ ନାବାଳିକା ତାଙ୍କ ପରିବାର ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ସାଥୀ ଯାତ୍ରୀ ଜଣକ ଏପରି କରିଥିବା ଅଭିଯୋଗ ପରେ ରାଉରକେଲା ରେଳବାଇ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକା ଯାତ୍ରୀଙ୍କୁ ସଂପୃକ୍ତ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିବା ସହ ଅଶାଳୀନ ବ୍ୟବହାର କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ। ତେବେ ରୋଡ୍‌ ରୋମିଓ […]

  • Wednesday, 30 June 2021
bijoy-mohaptra
ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ, ସେ ଏହା ବୁଝିବା ଦରକାର: ବିଜୟ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କାର ହେବା ପରେ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏ ନେଇ ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ ମିଛ କହିନାହାନ୍ତି। ମୁଷ୍ଟିମେୟ ଅଫିସରଙ୍କ ଔଧତ୍ୟ ଓ ଅହଂକାର ବଢ଼ି ଯାଇଛି। ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ କାର୍ଯ୍ୟ ଅତ୍ୟନ୍ତ ଅମାନବିକ ବୋଲି ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଅଭୟ ପାଠକ କେତେ କାମ କରୁଥିଲେ, କେହି […]

  • Wednesday, 30 June 2021
shitya
ସାହିତ୍ୟ ଦର୍ପଣ ପୁରସ୍କାର ଘୋଷଣା

ଭୁବନେଶ୍ୱର: ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ସାହିତ୍ୟ ଦର୍ପଣ ପକ୍ଷରୁ ୨୦୨୧ ମସିହା ପାଇଁ ସାହିତ୍ୟ ଦର୍ପଣ ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ଏହି ପୁରସ୍କାର ମୋଟ ୬ ଜଣ କବି ଓ ପ୍ରାବନ୍ଧିକଙ୍କୁ ସମ୍ମାନିତ କରାଯିବ। ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ରଙ୍କ କବିତା ବର୍ଗରେ ସାହିତ୍ୟ ଦର୍ପଣ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ସ୍ୱରୂପ ନଗଦ ୫ ହଜାର ଟଙ୍କା, ଉପଢୌକନ ସହିତ ଫଳକ ପ୍ରଦାନ କରାଯିବ। ସେହିପରି ସାହିତ୍ୟ ଦର୍ପଣ ସ୍ୱତନ୍ତ୍ର କବିତା ସମ୍ମାନରେ […]

  • Wednesday, 30 June 2021
ncpcr
ପରୀ ହତ୍ୟା: ଜବାବ ତଲବ କଲେ NCPCR

ନୂଆଦିଲ୍ଲୀ: ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ NCPCR (ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ)। ନିଜ ତରଫରୁ ମାମଲା ରୁଜୁ କରି ନୋଟିସ କଲେ NCPCR। ଓଡ଼ିଶାଟିଭି ଡଟ୍ ଇନ୍ ଏବଂ ଓଟିଭି ଖବର ଆଧାରରେ ମାମଲା ରୁଜୁ ହୋଇଛି। उड़ीसा में ५ वर्षीय बच्ची के अपहरण के बाद हत्या की गयी, इस मामले में बच्ची के माता पिता […]

  • Wednesday, 30 June 2021
mrg
ଆସିଲା କରୋନା ଗାଇଡଲାଇନ୍: ଦେଶ ବାହାରକୁ ବିମାନ ଯାତ୍ରା ମନା

ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ଜାରି କରାଯାଇପାରିବ, ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ। ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା। ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା। ହଲ୍‌ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ […]

  • Wednesday, 30 June 2021
school
ଶିକ୍ଷାନୁଷ୍ଠାନ ଖୋଲିବା ନେଇ କ'ଣ ଆସିଲା ନିଷ୍ପତ୍ତି?

ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ […]

  • Wednesday, 30 June 2021
2
OCA ଆରମ୍ଭ କରିବ OCL ଟି-ଟ୍ୱେଣ୍ଟି

ଭୁବନେଶ୍ୱର: ଡିସେମ୍ବର ୧୪ରୁ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (OCL) ଟି-ଟ୍ୱେଣ୍ଟି ଆରମ୍ଭ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (OCA) ଯୋଜନା କରୁଛି। TCM ସହଯୋଗରେ OCA ଏହି କ୍ରିକେଟ୍‌ ଲିଗ୍‌ (OCL) ଆୟୋଜନ କରିବ। ୬ଟି ଟିମ୍‌ରେ ୮୪ ଜଣ ଖେଳାଳିଙ୍କୁ ନେଇ OCL ଟି-ଟ୍ୱେଣ୍ଟି ଖେଳାଯିବ। ଏଥିପାଇଁ ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଜଣ ଖେଳାଳିଙ୍କୁ ନେଇ ଟ୍ରାଏଲ୍ ମ୍ୟାଚ୍ ଆରମ୍ଭ କରାଯିବ। ଟ୍ରାଏଲ୍ ମ୍ୟାଚ୍ […]

  • Wednesday, 30 June 2021
bbsr
ଦିନେ ଥିଲେ ଶିକ୍ଷୟିତ୍ରୀ, ଆଜି ହୋଇଛନ୍ତି ଅଳିଆ ଉଠା କର୍ମଚାରୀ

କରୋନା ବଦଳାଇ ଦେଲା ଚାକିରୀ। ଯିଏ ଦିନରେ ଶିକ୍ଷୟିତ୍ରୀ ଥିଲେ ସେ ଏବେ ଅଳିଆ ଉଠା କର୍ମଚାରୀ ହେଲେ। କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଯାହାର ସ୍ୱପ୍ନ ଥିଲେ ସେ ଆଜି ନିଜ ଭବିଷ୍ୟତ ଚିନ୍ତାରେ। ରାଜଧାନୀ ଛାତି ଉପରେ ରହୁଥିବା ସ୍ମୃତି ରେଖା ବେହେରା ଏବେ ଶିକ୍ଷୟିତ୍ରୀରୁ ଅଳିଆ ଉଠା କର୍ମଚାରୀ ପାଲଟିଯାଇଛନ୍ତି

  • Wednesday, 30 June 2021
naveen
ନବୀନଙ୍କ ଗାଦି ଉପରେ କାହାର ଥିଲା ନଜର ?

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ବିଜେଡିରେ ଛନ୍‌କା ପାଓ୍ୱାର କରିଡର୍‌ରେ ଜୋରଦାର୍ ଚର୍ଚ୍ଚା। ପ୍ରକୃତରେ ୧୯ ନିର୍ବାଚନ ପରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ହୋଇଥିଲା କି ଷଡ଼ଯନ୍ତ୍ର? ଯଦି ହୋଇଥିଲା, କାହା ପ୍ରରୋଚନାରେ? ତାକୁ ନେଇ ପାଓ୍ୱର କରିଡର୍‌ରେ ଚର୍ଚ୍ଚା। ବିଧାନସଭାରେ ୧୪୭ରୁ ୧୧୩ ସିଟ୍ ବିଜେଡି ଦଖଲ କରିବା ସତ୍ତ୍ୱେ କିଏ ଏପରି ଦୁଃସାହସ କରିବାକୁ ଚେଷ୍ଟା କଲା? ପ୍ରଦୀପଙ୍କ କହିବା ଅନୁସାରେ ନୂଆ ସାଧାରଣ ସଂପାଦକ ଦାୟିତ୍ୱ ପାଇଥିବା […]

  • Wednesday, 30 June 2021
burnt
ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା

ସୋର: ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା। ଏଥିରେ ୨ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ପଞ୍ଚାୟତର କୁଡ଼େଇ ବିରିବଧା ଗାଁରେ ଏହି ଦୁର୍ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିନପାରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨ ଗୁରୁତରଙ୍କୁ ପ୍ରଥମେ ସୋର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା […]

  • Wednesday, 30 June 2021
mo bus
ରୁଟ୍ ନଂ ୨୯କୁ ଛାଡ଼ି ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆଜିଠାରୁ ସ୍ୱାଭାବିକ ହେବ ମୋ ବସ୍ ସେବା। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଚଳାଚଳ କରିବ। ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। କରୋନା କଟକଣା ଯୋଗୁ କିଛି ମାସ ଧରି ମୋ ବସ୍ ଚଳାଚଳ ବନ୍ଦ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ଏବେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଯାଇଥିବାରୁ କେବଳ […]

  • Wednesday, 30 June 2021
2
କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ କିଛି ଦିନ ତଳେ ମେଡିକାଲ୍ କଲେଜ ଖୋଲିବା […]

  • Wednesday, 30 June 2021