• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଖସିଲା କରୋନା ଗ୍ରାଫ; ଚିହ୍ନଟ ହେଲେ ୫୫୦, ଆଖି ବୁଜିଲେ ୧୨

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ତଳକୁ ଖସିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ କେସ ୩୧୭ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ରହିଛି ୨୩୩ । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୧୨ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନଗୁଳରେ ସର୍ବାଧିକ ୫୩ […]

  • Wednesday, 30 June 2021
ବିଧାନସଭା ନିକଟରେ କିରାସିନି ଢାଳି ମା’, ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବିଧାନସଭା ପଛପଟ ଇଡକଲ ରାସ୍ତାରେ କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ। ସୂଚନାଥାଉ କି, ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାରେ ନ୍ୟାୟ ନ ପାଇ ମା’ ଓ […]

  • Wednesday, 30 June 2021
7am-bada-osa
ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ

କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର  ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥର ଭକ୍ତ ବଡ ଓଷାରେ ବାବାଙ୍କୁ ଦର୍ଶନ ତ କରିପାରିବେନି । ତା ସହ ଏହି ଦୁର୍ଲଭ ବେଶ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। […]

  • Wednesday, 30 June 2021
soumya
ପରୀ ହତ୍ୟା ମାମଲାରେ ‘ୟୁ’ ଟର୍ଣ୍ଣ ନେଲେ ସୌମ୍ୟ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୟୁ ଟର୍ଣ୍ଣ । ପରୀ ମୃତ୍ୟୁ ଘଟଣାକୁ ଏକ ଛୋଟ ଅଘଟଣ ବୋଲି ଗତକାଲି କହିବା ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ସୌମ୍ୟ । ସେ କହିଛନ୍ତି ତାଙ୍କ କଥାକୁ କଦର୍ଥ କରାଯାଇ ରାଜନୀତିକରଣ କରାଯାଉଛି । ସେ ଏଭଳି କହିନାହାନ୍ତି ବୋଲି ଆଜି କହିଛନ୍ତି ।ନୟାଗଡ଼ର ୫ ବର୍ଷୀୟ ଝିଅ ପରୀ ମୃତ୍ୟୁ ଏକ ଛୋଟ ଘଟଣା ଥିଲା । କିନ୍ତୁ ପରେ ତାହା ବିରାଟ ରୂପ […]

  • Wednesday, 30 June 2021
Capture
‘ମୋ ପୁଅକୁ ୧୦ରୁ ୧୨ ଜଣ ମାରି ଫୋପାଡ଼ି ଦେଲେ, ମୋର ସବୁ ସରିଗଲା’

ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ଇଞ୍ଜିନିୟର ଅମୃତ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭା ନିକଟରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାଙ୍କ ମା’ ଓ ଭାଇ। ତେବେ ଏହି ସମୟରେ ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା। ଅମୃତଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ମା’ ଓ ଭାଇ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।  ଅମୃତଙ୍କ ମା’ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ପୁଅକୁ ହତ୍ୟା କରି ଜଗତସିଂହପୁର […]

  • Wednesday, 30 June 2021
ମିଳିଲା ୧୦ କିଲୋ ସୁନା

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଲୁଟ୍ ମାମଲାରେ ୧୦ କିଲୋ ସୁନା ଜବତ ହେଲାଣି। କମିଶନରେଟ୍ ପୋଲିସ୍‌ର ଏକ ତଦନ୍ତକାରୀ ଟିମ୍ ପୁରା ମାମଲା ଯାଞ୍ଚ କରୁଛନ୍ତି। ଖାଲି କଟକ ନୁହେଁ ମୁମ୍ବାଇ ହେଡ୍ ଅଫିସ୍ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି। ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ୍ କମିଶନର ସୁଂଧାଶୁ ଷଡ଼ଙ୍ଗୀ ସନ୍ଦେହ କରିଛନ୍ତି। ଏବେ ଯାଏ ୧୦ ଜଣଙ୍କୁ ଗିରଫ କରାଯାଇଛି। ଲାଲା […]

  • Wednesday, 30 June 2021
chnadrasurjya
ବେଶ ଓଲାଗି ପରେ ସେବାୟତଙ୍କ ଘରକୁ ଗଲା ମହାପ୍ରଭୁଙ୍କ ସୂର୍ଯ୍ୟଚନ୍ଦ୍ର !

ପୁରୀ: ସେବାୟତଙ୍କ ଘରକୁ ଗଲା ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ, ଚନ୍ଦ୍ର। ବେଶ ଓଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ବିଡମ୍ବନା, ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଆଜି ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି। ଗାରଦରୁ ଏହି ବେଶ ଉପକରଣ ନେଇ […]

  • Wednesday, 30 June 2021
pari
ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ସରକାର

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT(ସ୍ପେଶିଆଲ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌) ଗଠନ କଲେ ରାଜ୍ୟ ସରକାର। ଏହି ଟିମ୍‌ରେ SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ତା ସହିତ ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା ସାମିଲଙ୍କ ସମେତ ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି। ପରୀ ହତ୍ୟା ଘଟଣାର SIT […]

  • Wednesday, 30 June 2021
sabmbit-patra
ଦିଲ୍ଲୀ ଯିବ ପରୀ ନ୍ୟାୟ ଲଢ଼େଇ; ସମ୍ବିତ ପାତ୍ର

ଭୁବନେଶ୍ୱର: ଦିଲ୍ଲୀ ଯିବ ପରୀ ଲଢ଼େଇ। ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦେବା ପାଇଁ ଜାରି ରହିଥିବା ଲଢ଼େଇ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ସମଗ୍ର ମାମଲାରେ ବାବୁଲି ନାମକ ଗୁଣ୍ଡାର ନାମ ନିଆଯାଉଛି, କିନ୍ତୁ ମନ୍ତ୍ରୀ ଅରୁଣ ସାହୁ ତାକୁ ରକ୍ଷା କରୁଛନ୍ତି ବୋଲି ସମ୍ବିତ ଟ୍ୱିଟ୍ କରି କହିଛନ୍ତି। ଅରୁଣ ସାହୁଙ୍କ […]

  • Wednesday, 30 June 2021
Xh1XmAZw
IFS ଅଭୟକାନ୍ତ ପାଠକ ମାମଲାରେ ୨୦ ଜଣିଆ SIT ଟିମ୍ ଗଠିତ

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ କଲା ପରେ ଏବେ ତଦନ୍ତ ପରିସରକୁ ବଢ଼ାଇଛି ଭିଜିଲାନ୍ସ। ଖାଲି ପାଠକ ନୁହେଁ ପାଠକ ଫ୍ୟାମେଲି ଏବଂ କୋ୍କୁ ଧରିବାକୁ ପ୍ରସ୍ତୁତ ହୋଇଛି ରୂପରେଖ। ଏଥିପାଇଁ ୨୦ ଜଣିଆ SIT ଟିମ୍ ଗଠିନ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବଗଠିତ ଏହି SIT ଟିମ୍‌ର ପ୍ରଥମ ବୈଠକ ମଧ୍ୟ ହୋଇଛି।  ତଦନ୍ତ କେମିତି ଓ କିପରି ଭାବେ ହେବ ସେ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ […]

  • Wednesday, 30 June 2021
-xcL7kjx
୭୫% ଷ୍ଟାଫ୍‌ଙ୍କୁ ନେଇ ଚାଲିବ ଅଫିସ୍‌; ପ୍ରତି ଶନିବାର ବନ୍ଦ

ଭୁବନେଶ୍ୱର: କରୋନା କଟକଣାକୁ ଆଖି ଆଗରେ ରଖି ଡିସେମ୍ବର ମାସ ପାଇଁ ଅଫିସ୍ ଗାଇଡଲାଇନ ସ୍ଥିର କଲା ଜିଏ ବିଭାଗ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ବିଭାଗୀୟ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ। ଭୁବନେଶ୍ୱର ଓ କଟକରେ ଥିବା ସବୁ ବିଭାଗୀୟ ଓ ଅଧସ୍ତନ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତା ସହିତ ଜରୁରୀ ସେବା ପ୍ରଦାନକାରୀ ଅଫିସ୍ ପାଇଁ ମଧ୍ୟ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି। ନୂଆ […]

  • Wednesday, 30 June 2021
r-praksh
ଅମୃତ ମୃତ୍ୟୁ ଘଟଣାକୁ ଦୁର୍ଘଟଣାଜନିତ କହିଲେ ଏସ୍‌ପି

ଭୁବନେଶ୍ୱର: ବିଧାନସଭା ନିକଟରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସ୍‌ପି  ଆର୍‌. ପ୍ରକାଶ। ସୁଲୋଚନାଙ୍କ ପୁଅ ଅମୃତର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଏସ୍‌ପି କହିଛନ୍ତି। ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅମୃତ ଓ ତାଙ୍କ ସାଙ୍ଗକୁ ଉଦ୍ଧାର କରାଯାଇଥିଲା। ମଣିଜଙ୍ଗା ମେଡିକାଲରେ ଅମୃତକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗାଡ଼ି ପଛରେ ବସିଥିବା ଅରୁଣ ଗୁରୁତର ଆହତ ହୋଇ SCB ଯାଇଥିଲେ। […]

  • Wednesday, 30 June 2021
bus
ଓଭରଲୋଡ଼ିଂ ପାଇଁ ବସ୍‌କୁ ୧୦ ହଜାର ଫାଇନ୍‌

ଭଦ୍ରକ: ଓଭରଲୋଡ଼ିଂ ଯୋଗୁଁ ବସ୍‌ ଉପରେ ପଡ଼ିଲା ୧୦ ହଜାର ଟଙ୍କାର ଜୋରିମାନା। ଭଦ୍ରକ ରାଜଘାଟ ଛକ ନିକଟରେ ନିର୍ଦ୍ଧାରିତ ସିଟ୍‌ ସଂଖ୍ୟାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବସକୁ ପୋଲିସ ଅଟକାଇଥିବା ବେଳେ ଆରଟିଓ ବସକୁ ଫାଇନ ଲଗାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଅଞ୍ଚଳରୁ ବସଟି ଭଦ୍ରକ ଆସୁଥିଲା। ବାଇପାସ ରାଜଘାଟ ଛକ ନିକଟରେ ବସଟି ଓଭରଲୋଡିଂ କରି ଯାଉଥିବା ସମୟରେ ପୋଲିସ ଗାଡ଼ିକୁ ଅଟକାଇଥିଲା। ପରେ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ […]

  • Wednesday, 30 June 2021
navjot-rahul-
ପଞ୍ଜାବ କଂଗ୍ରେସରେ ଛିଣ୍ଡୁନି ବିବାଦ, ଖୁବ୍‌ଶୀଘ୍ର ସିଦ୍ଧୁଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ…

odisha
ଆନ୍ଧ୍ର ପରେ ଏବେ ଛତିଶଗଡ଼ର ଓଡ଼ିଶାରେ ଅନୁପ୍ରବେଶ

ଉମରକୋଟ: ଧାନ ଚାଲାଣ ରୋକିବା ବାହାନାରେ ଛତିଶଗଡ଼ ଓଡ଼ିଶାରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ବର୍ତ୍ତି ଖପରାଡିହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଛତିଶଗଡ଼ ସରକାର ଗମ୍ଭାରୀଗୁଡା ପଂଚାୟତ ଅନ୍ତର୍ଗତ ଖପରାଡିହି ଗ୍ରାମ ଭିତରେ ଏକ ଫାଟକ ର୍ନିମାଣ କରିବା ସହ ସେଠାରେ କେତେଜଣ ଅଧିକାରୀଙ୍କୁ ଅବସ୍ଥାପିତ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଅଂଚଳ ଦେଇ ଯାଇଥିବା ତେଲ ନଦୀରେ ଛତିଶଗଡ଼ ସରକାର ବେନିୟମ ଭାବେ ବ୍ୟାରେଜ ର୍ନିମାଣ […]

  • Wednesday, 30 June 2021
price hike
ବାଧିଲାଣି ଦରବୃଦ୍ଧି; ଆଳୁ ୨ ମାସରେ ଦୁଇଗୁଣା, ଖାଇବା ତେଲର ମୂଲ୍ୟ ଦେଢ଼ଗୁଣା ବଢ଼ିଛି

ଭୁବନେଶ୍ୱର: ଖାଉଟିଙ୍କୁ ବାଧିଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚାଦର। ଆଳୁ ୨ ମାସରେ ଡବଲ୍ ତ ଖାଇବା ତେଲ ଏହା ଭିତରେ ଦେଢ଼ଗୁଣା ମହଙ୍ଗା ହୋଇଛି। ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି। ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ୨ ମାସ ତଳେ ଆଳୁ କେଜି ୧୫ରୁ ୨୦, ପିଆଜ ୨୫ରୁ ୩୦ ଥିଲା। ଆଉ ଏବେ ଆଳୁ […]

  • Wednesday, 30 June 2021
aparajita
ପରୀ ହତ୍ୟା ଘଟଣାକୁ କଡ଼ା ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ’ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିବା ସହିତ କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବନି ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା। ପରୀ ହତ୍ୟାଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଅପରାଜିତା କହିଛନ୍ତି। ତା ସହିତ ଓଡ଼ିଶାରେ ସୁରକ୍ଷା ଓ ରାଜ୍ୟ […]

  • Wednesday, 30 June 2021
coronavirus
ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି

ଭୁବନେଶ୍ୱର:୨୪ ଘଣ୍ଟାରେ ରାଜ୍ୟରେ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦, କଟକ ୭୦, ମୟୂରଭଞ୍ଜ ୫୬,ଜଗତସିଂହପୁର ୫୧, ନୂଆପଡ଼ା ୪୯, ଅନଗୁଳ ୪୩, କେନ୍ଦ୍ରାପଡ଼ା ୩୨, ବଲଙ୍ଗିର ୨୯, ପୁରୀ ୨୭, କୋରାପୁଟରୁ […]

  • Wednesday, 30 June 2021
ରିମାଣ୍ଡରେ ସୁନା ଚୋରି ଘଟଣାର ମାଷ୍ଟରମାଇଣ୍ଡ

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ ସୁନା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟଙ୍କୁ ଡିସେମ୍ବର ୨ ତାରିଖ ଯାଏ ପୋଲିସ୍‌ ରିମାଣ୍ଡରେ ନେଇଛି। ଅମ୍ରିତଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୋଲିସ୍‌ ରିମାଣ୍ଡରେ ନେଇଛି। ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୧୧ରେ ପହଁଞ୍ଚିଛି। ଗିରଫଙ୍କ ମଧ୍ୟରେ ୨ଜଣ ସୁନା ବ୍ୟବସାୟୀ ଅଛନ୍ତି। ଜଣେ ହେଲେ ମଙ୍ଗଳାବାଗ ଅଞ୍ଚଳର ସରୋଜ କୁମାର ପୃଷ୍ଟି ଓ ଅନ୍ୟ ଜଣେ ଆଲାମଚାନ୍ଦ ବଜାର […]

  • Wednesday, 30 June 2021
planet
୪ଶହ ବର୍ଷ ପରେ ଘଟିବ ଏହି ବିରଳ ଘଟଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ୪ଶହ ବର୍ଷ ପରେ ବୃହସ୍ପତି ଓ ଶନିର ମହାମିଳନ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୧ ତାରିଖରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଖୁବ୍‌ ନିକଟତର ହେବେ। ଏହା ଏକ ବିରଳ ଘଟଣା। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ମହାମିଳନ ସମୟରେ ଉଭୟ ଗ୍ରହ ଅତି ନିକଟତର ହେବେ। ଏହି ସମୟରେ ଧୀର ଗତିଶୀଳ ଶନି ଗ୍ରହକୁ ବୃହସ୍ପତି ଅତିକ୍ରମ କରିବ। ଏବେ ଗ୍ରହ ଦୁଇଟି ସୂର୍ଯ୍ୟାସ୍ତ ପରେ […]

  • Wednesday, 30 June 2021
ରାତି ୩ଟାରେ ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହେଲା ଗଜଭୋଗ

ଆଠଗଡ଼: ବଡ଼ ଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା। ରାତି ୧ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ଏବଂ ଘର୍ଷଣ ଆଦି ନୀତିକାନ୍ତି ସମ୍ପନ୍ନ ହେବାପରେ ରାତି ୩ଟାରେ ବାବା ଧବଳେଶ୍ୱରଙ୍କ ଠାରେ ଗଜଭୋଗ ଲାଗି ହୋଇଥିଲା। କରୋନା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ ଗଜଭୋଗ ବିତରଣ ବନ୍ଦ ରହିଛି। ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି। […]

  • Wednesday, 30 June 2021
ବିଜେଡିରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଏନେଇ ପ୍ରେସ୍ ରିଲିଜ ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ନିଲମ୍ବିତ IFS ଅଧିକାରୀ ଅଭୟ ପାଠକଙ୍କ ପୁଅଙ୍କର ବାହାଘର ଠିକ୍ ହୋଇଥିଲା। ଆୟ ବହିର୍ଭୂତ […]

  • Wednesday, 30 June 2021
ଓଡ଼ିଶାରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୩୪ରେ ପହଞ୍ଚିଛି। ଚିହ୍ନଟ ୫୧୮ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨୨୧ ରହିଛି। ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଓ ଖୋର୍ଦ୍ଧାରୁ […]

  • Wednesday, 30 June 2021
ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର: ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ପରେ କମିଶନରେଟ୍ ପୋଲିସ୍‌ ଟ୍ରାଫିକରେ ପରିବର୍ତ୍ତନ ଆଣିଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି। ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ […]

  • Wednesday, 30 June 2021
‘ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି’

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ଦୋଷ ଘୋଡ଼ାଇବା ପାଇଁ ନବୀନ ବାବୁ ଏଭଳି ପଦକ୍ଷେପ ନେଲେ। ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଆହୁରି ଅନେକ ସଙ୍ଗୀନ ଅପରାଧିକ ମାମଲା ଅଛି। ଏହାକୁ ଚାପି ଦେବା ପାଇଁ ନବୀନ ବାବୁ, ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ […]

  • Wednesday, 30 June 2021