• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

‘ଏ ବର୍ଷ ହୋଇପାରେ ହାଡ଼ଭଙ୍ଗା ଶୀତ’

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ଲା- ନିନା ସ୍ଥିତି ଯୋଗୁ ଭାରତରେ ହିମପ୍ରବାହ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମର ୱେବିନାରରେ ଭାରତୀୟ ପାଣିପାଗ ବିଭାଗର(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପ୍ରବଳ ଶୀତ ଯୋଗୁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥାନ୍ତି। ଲା-ନିନାର ସ୍ଥିତି ଅନୁଯାୟୀ ଦେଶରେ ଶୀତର ପ୍ରଭାବ କିପରି ରହିବ ତାହା ଜଣାପଡ଼ିଥାଏ। ଦେଶରେ ଶୀତର […]

  • Friday, 02 July 2021
film hall
୭ ମାସ ପରେ ଖୋଲିଲା ସିନେମା ହଲ, ଯିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ

ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି। ଏନେଇ ବିଶେଷ ଭାବେ କୋଭିଡ କଟକଣା  ପାଳନ ନେଇ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ସକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ […]

  • Friday, 02 July 2021
gold
କମିଲା ସୁନା ଦର, ଦୀପାବଳିରେ କେମିତି ରହିବ ଦର, ଜାଣନ୍ତୁ...

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନା,ରୂପା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦିଲ୍ଲୀର Bullion Marketରେ ସୁନା ଦର ୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Bullion Marketରେ ପ୍ରାରମ୍ଭରୁ ଆଜି ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୦୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦରରେ ମଧ୍ୟ ହ୍ରାସ ଘଟି ପ୍ରତି କିଲୋକୁ ୬୦,୫୭୩ […]

  • Friday, 02 July 2021
1
ଜନ୍ମ ହେଉ ହେଉ ଡାକ୍ତରଙ୍କ ମାସ୍କ ଟାଣି ଧରିଲା ନବଜାତ ଶିଶୁ

ନୂଆଦିଲ୍ଲୀ: ଏକ ନବଜାତ ଶିଶୁର କାରନାମାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନବଜାତ ଶିଶୁଟି ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ ହଟାଇବାକୁ ଚେଷ୍ଟା କରୁଛି। ଶିଶୁର ଏକ ପୁରୁଣା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଏଇର ଜଣେ ଡାକ୍ତର ସମୀର ଚେଇବଙ୍କ ଦ୍ୱାରା ଏହି ଫଟୋ ଇନ୍‌ଷ୍ଟାରେ ସେୟାର କରାଯାଇଥିଲା। ଫଟୋରେ ଦେଖିବାକୁ ମିଳିଛି, ନବଜାତ ଶିଶୁଟି ତାଙ୍କ ମୁହଁରୁ ମାସ୍କକୁ ଟାଣି ଧରିଛି। ମାସ୍କକୁ ତଳକୁ ତଳକୁ ଭିଡୁଛି। […]

  • Friday, 02 July 2021
wine
ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧୪ ଓ ୧୫ ତାରିଖ ରାତିରେ ମଧ୍ୟପ୍ରଦେଶର ମନ୍ଦିରମାଳିନୀ ସହର ଉଜ୍ଜେନରେ ଏଭଳି ଘଟଣା ଘଟିଛି। ମଦମୃତ୍ୟୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଘଟଣାର ତଦନ୍ତ କରିବ। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଯାଯାବର। ସେମାନଙ୍କର ପରିବାର ସଦସ୍ୟ ନାହାଁନ୍ତି ଓ ସେମାନେ ପ୍ରାୟତ […]

  • Friday, 02 July 2021
bibekl-obroyt
ଡ୍ରଗ୍ସ ଯାଞ୍ଚ ମାମଲା; ବଲିଉଡ୍‌ ଷ୍ଟାର୍ ବିବେକ ଓବ‌ରୟଙ୍କ ଘର ସର୍ଚ୍ଚ କଲା ପୋଲିସ

ମୁମ୍ବାଇ: ସାଣ୍ଡାଲଉଡ୍ ଡ୍ରଗ୍ସ ଯାଞ୍ଚ ମାମଲାରେ ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଘର ସର୍ଚ୍ଚ କରିଛି ବେଙ୍ଗାଲୁରୁ ପୋଲିସ। ଆଜି ବିବେକଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ପୋଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜୀବରାଜ ଅଲ୍‌ଭାଙ୍କ ପୁଅ ଅଦିତ୍ୟ ଅଲଭାଙ୍କ ଘରେ ରେଡ୍ କରିଥିଲା। କିନ୍ତୁ ଆଦିତ୍ୟ ଫେରାର୍ ଅଛନ୍ତି। ଆଦିତ୍ୟ ଅଲ୍‌ଭା ବିବେକଙ୍କର ଶାଳକ ହୋଇଥିବାରୁ ସେ ବିବେକଙ୍କ ଘରେ ଲୁଚି ରହିଥିବା ସନ୍ଦେହ କରି […]

  • Friday, 02 July 2021
chirag-paswan
ବାପାଙ୍କୁ ଅପମାନିତ କରିଥିଲେ ନୀତୀଶ କୁମାର” ଚିରାଗ ପାଶ‌ୱାନ

ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକ ଜନଶକ୍ତି ପାର୍ଟିଂ ଅଧ୍ୟକ୍ଷ ଚିରାଗ ପାଶୱାନ। ନୀତୀଶ ତାଙ୍କ ବାପାଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ଚିରାଗ। ପିଟିଆକୁ ଦେଇଥିବା ଏକ ସକ୍ଷାତକାର ଏଭଳି ଅଭିଯୋଗ ଆଣିଛନ୍ତି ଚିରାଗ। ସେ କହିଛନ୍ତି “ ନିକଟରେ ନୀତୀଶ ମୋ ବାପାଙ୍କୁ ପରିହାସ କରି କହିଥିଲେ ଯେ ସେ ଜେଡିୟୁ ସହଯୋଗ ବିନା ରାଜ୍ୟସଭାକୁ ନିର୍ବାଚିତ ହୋଇପାରି ନଥାନ୍ତେ। କାରଣ ଆମ ପାଖରେ ସେତେବେଳେ ଦୁଇଜଣ ବିଧାୟକ […]

  • Friday, 02 July 2021
ranbeer-singh
ବଲିଉଡ୍‌ ଷ୍ଟାର୍‌ ରଣବୀର ସିଂହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡ୍‌ ଅଭିନେତା ରଣବୀର ସିହଂଙ୍କ ଗାଡ଼ି। ଷ୍ଟୁଡିଓରୁ ଡବିଂ ସାରି ଫେରୁଥିବା ବେଳେ ରଣବୀରଙ୍କ ଗାଡ଼ି ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଜଣେ ବାଇକ୍ ଆରୋହୀ ରଣବୀରଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଥିଲେ। କାର୍‌ରେ ଧକ୍କା ଲାଗିବା ପରେ ରଣବୀର ଗାଡ଼ିରୁ ଓହ୍ଲାଇ ଗାଡ଼ିର ସ୍ଥିତି ପରଖି ଥିବାର ଦେଖାଯାଇଥିଲା। ସୌଭାଗ୍ୟବସତଃ ଏହା ଏକ ଛୋଟ ଦୁର୍ଘଟଣା ଥିବାରୁ କାହାର ବି ବିଶେଷ କିଛି କ୍ଷତି ହୋଇନଥିଲା। ଗାଡ଼ିର […]

  • Friday, 02 July 2021
narvabe
ଶୀତ ପୂର୍ବରୁ ଭାରତକୁ ଆତଙ୍କବାଦୀ ପଠାଇବାକୁ ଉଦ୍ୟମ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତକୁ ଆତଙ୍କବାଦୀ ପଠାଇବାକୁ ଜୋର୍‌ଦାର ଉଦ୍ୟମ କରୁଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ପାକିସ୍ତାନ ଆତଙ୍କାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାବାକୁ ଯୋଜନା କରୁଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭଣେ ସୂଚନା ଦେଇଛନ୍ତି। କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭୁଣ୍ଡରୁ କରୁଛି। ଏଥିସହ ଏହି ଉଦ୍ୟମର ଜୋରଦାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ନରଭଣେ କହିଛନ୍ତି, ପାକିସ୍ତାନ ତା’ର ପ୍ରକୃତିରେ କୌଣସି ସୁଧାର ଆଣିନାହିଁ। […]

  • Friday, 02 July 2021
eourp
ୟୁରୋପରେ ଫେରିଲା କି କରୋନା ସଂକ୍ରମଣ ?

ନୂଆଦିଲ୍ଲୀ: ୟୁରୋପରେ ପୁଣି କରୋନା ଆତଙ୍କ ଦେଖା ଦେଇଛି। ସବୁଠୁ ଅଧିକ ପ୍ରଭାବିତ ଆମେରିକା, ଭାରତ ଓ ବ୍ରାଜିଲ୍ ଭଳି ଦେଶରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ୟୁରୋପରେ ଦୈନିକ ତାଠାରୁ ଅଧିକ ନୂଆ ସଂକ୍ରମିତ ହେଉଛନ୍ତି। ବ୍ରିଟେନରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ଖରା ଯାଇ ଶୀତ ଆସିବା ପରେ ସଂକ୍ରମଣ ପୁଣି ଉଗ୍ର ରୂପ ଧାରଣ କରିଛି। ଫଳରେ ପୁଣି ଲକ୍‌ଡାଉନ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ବଢୁଥିବା ସଂକ୍ରମଣକୁ […]

  • Friday, 02 July 2021
t
ମହଙ୍ଗା ପଡ଼ିଲା କୁମ୍ଭୀର ସହ ଗାଧୋଇବା

ନୂଆଦିଲ୍ଲୀ: ଆପଣ ଦେଖିଥିବେ ସାଧାରଣତଃ ଲୋକମାନେ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥାନ୍ତି। ବେଳେ ବେଳେ ଡଲ୍‌ଫିନ୍‌ ଭଳି ସାମୁଦ୍ରିକ ଜୀବ ସହ ମଧ୍ୟ ଗାଧୋଇଥାନ୍ତି। କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ। କାରଣ କୁମ୍ଭୀର ଗୋଟେ ହିଂସ୍ର ପ୍ରାଣୀ। କୁହାଯାଏ କୁମ୍ଭୀର ମୁହଁରୁ ଶୀକାର ଛଡ଼ାଇବା ସହଜ କଥା ନୁହେଁ। ତା ସହ ଗାଧୋଇବା ପାଇଁ ଲୁହାର ସୁଟ୍ ଦରକାର। ଏବେ ଏମିତି ଏକ ଭିଡିଓ ସାମ୍ନାକୁ […]

  • Friday, 02 July 2021
anup sai
ଜାମିନରେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ

ରାଇଗଡ଼/ବ୍ରଜରାଜନଗର: ଜାମିନରେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ ରାଇଗଡ଼ର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବ୍ରଜରାଜନଗରର ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟା ମାମଲାରେ ଅଭିଯୁକ୍ତ ହେଉଛନ୍ତି ଅନୁପ। ଏହି ମାମଲାରେ ଗତ ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଗୁରୁତର ସ୍ୱାସ୍ଥାବସ୍ଥା ଯୋଗୁ ୨ […]

  • Friday, 02 July 2021