• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rohit
National Sports Awards 2020: ରୋହିତଙ୍କୁ ମିଳିଲା ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ

ନୂଆଦିଲ୍ଲୀ: ଜାତୀୟ ଖେଳ ଦିବସ ଅବସରରେ କ୍ରୀଡ଼ା ଜଗତରେ ଦେଶ ପାଇଁ ଗୌରବ ଆଣିଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ। ସବୁଠାରୁ ବଡ଼ କଥା ହେଲା ଦେଶରେ ପ୍ରଥମଥର ପାଇଁ ଖେଳାଳିମାନଙ୍କୁ ବିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏଥିପାଇଁ ଅନ୍‌ଲାଇନ୍‌ରେ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଖେଳାଳିମାନେ ବିଭିନ୍ନ ସ୍ଥାନରୁ ଏଥିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଆଜି ଖେଳାଳିମାନଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର, […]

  • Sunday, 04 July 2021
shah
ସୁସ୍ଥ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି। “ କରୋନାରୁ ସୁସ୍ଥ […]

  • Sunday, 04 July 2021
twitter
ଟ୍ୱିଟର ଇଣ୍ଡିଆ ଓ ଏମ୍‌ଡିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି।  ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍‌ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଆଦିତ୍ୟ ସିଂହ ଦେଶୱାଲ।…

  • Sunday, 04 July 2021
raina
କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ; ପିଉସା ମୃତ

ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଗଷ୍ଟ ୧୯ ତାରିଖରେ ପଠାନକୋଟ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପତ୍ତା […]

  • Sunday, 04 July 2021
rhea-chokribarty
ଆଜି ରିୟାଙ୍କୁ ଏହିସବୁ ପ୍ରଶ୍ନ ପଚାରୁଛି ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଏଥିପାଇଁ ଆଜି ସକାଳୁ ରିୟାଙ୍କୁ ନୋଟିସ କିରଥିଲା ସିବିଆଇ। ନୋଟିସ ପାଇବା ପରେ ରିୟା ଜେରା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଆଜି ରିୟାଙ୍କୁ ସୁଶାନ୍ତଙ୍କ ମାନସିକ ରୋଗ ସମ୍ପର୍କରେ ପଚାରାଯାଉଛି। ତା ସହିତ ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ଓ ଡ୍ରଗ୍ସ କାରବାର ସମ୍ପର୍କରେ ମଧ୍ୟ ପଚରାଉଚରା ଚାଲିଛି। ତେବେ […]

  • Sunday, 04 July 2021
tunel
ସୀମାରେ ସୁଡ଼ଙ୍ଗ ଠାବ କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍‌ଏଫ୍‌। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି। ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍‌ଏପ୍‌ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ […]

  • Sunday, 04 July 2021
unlock-4
Unlock 4 guidelines; କ’ଣ ଖୋଲିଲା କଣ ବନ୍ଦ ରହିଲା ଜାଣନ୍ତୁ

ନୂଆଦିଲ୍ଲୀ: ଅନଲକ୍‌-୪ ଗାଇଡ୍‌ଲାଇନ୍ (Unlock 4.0 Guideline) ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡ୍‌ ଲାଇନ୍‌ ଜାରି  ହୋଇଛି। ଏହି ଅନୁସାରେ, ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋ ଟ୍ରେନ୍‌ ଆରମ୍ଭ ହେବ। ମେଟ୍ରୋ ରେଳ ଚଳାଚଳ ପାଇଁ ଏସ୍ଓପି ଜାରି ହେବ। ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ସେହିଭଳି ମନୋରଂଜନ, ରାଜନୈତିକ ସମାବେଶକୁ ମଧ୍ୟ ଅନ୍‌ଲକ୍‌-୪ରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। […]

school
Unlock 4.0 Guideline: ଶିକ୍ଷାନୁଷ୍ଠାନ ବନ୍ଦ; ପାଠ ବୁଝିବାକୁ ସ୍କୁଲ୍ ଯାଇପାରିବେ ୯ରୁ ୧୨ ଶ୍ରେଣୀ ପିଲା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍ ଲାଇନ୍‌ (Unlock 4.0 Guideline) ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ରେ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନ ସହିତ ଶିକ୍ଷାଦାନ ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ରେ ନିୟମ କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ବନ୍ଦ ରହିବ। ସ୍କୁଲ୍ କଲେଜ୍ ବନ୍ଦ ରହିଲେ ମଧ୍ୟ ଅନଲାଇନ ଶିକ୍ଷାଦାନ ଜାରି ରହିବ। ତା ସହିତ ଅନ୍‌ଲାଇନ୍ ଶିକ୍ଷାଦାନକୁ ଅଧିକ […]

cured
ଦିନକରେ ୨୮୮୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୭୦୭୧୪ରେ ପହଞ୍ଚିଲା। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ରାୟଗଡ଼ାରୁ ସର୍ବାଧିକ ୪୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା- ୪୧୦, ଗଞ୍ଜାମ-୨୧୭, କଟକରୁ ୧୮୯, ବଲାଙ୍ଗିର-୧୭୩, କୋରାପୁଟ-୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡ଼-୧୩୮, ପୁରୀ-୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁର-୧୧୭, ମାଲକାନଗିରି-୮୧, ସୁନ୍ଦରଗଡ଼ରୁ ୭୮ ସୁସ୍ଥ ହୋଇଛନ୍ତି। […]

  • Sunday, 04 July 2021
plane crash
୯୨ ଜଣଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ହେଲା ଦୁର୍ଘଟଣାଗ୍ରସ୍ତ

କୋଟାବାଟୋ: ଦକ୍ଷିଣ ଫିଲିପାଇନ୍ସରେ ଏକ ମିଲିଟାରୀ ପ୍ଳେନ୍‌(ସେନା ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ସେନା ବିମାନ C-130 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ରବିବାର ଏହି ଘଟଣା ଘଟିଛି। ଏନେଇ ସଶସ୍ତ୍ର…

  • Sunday, 04 July 2021
terrorist
ସହିଦ ହେଲେ କିନ୍ତୁ ଆତଙ୍କବାଦୀଙ୍କୁ ଛାଡ଼ିଲେ ନାହିଁ

ଶ୍ରୀନଗର: ସହିଦ ହେଲେ କିନ୍ତୁ ଆତଙ୍କବାଦୀଙ୍କୁ ଛାଡ଼ିଲେ ନାହିଁ ଏଏସ୍‌ଆଇ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ଜଣେ ଏଏସ୍‌ଆଇ ସହିଦ ହୋଇଥିବା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଶ୍ରୀନଗରର ପାଟନା ଚୌକଠାର ଏହି ଏନ୍‌କାଉଣ୍ଟର ହୋଇଛି। ପଟନା ଚୌକଠାରେ ଥିବା ଏକ ପୁଲିସ ଓ ସିଆର୍‌ପିଏଫ୍‌ ଚେକ୍‌ପଏଣ୍ଟ ଉପରେ ଆତଙ୍କବାଦମାନେ ଆକ୍ରମଣ କରିଥିଲେ। ଏହାପରେ ପୋଲିସ ଓ ଯବାନ ମିଳିତ ଭାବେ ଆତଙ୍କବାଦୀଙ୍କ ଗୁଳିର ଯବାବ ଦେଇଥିଲେ […]

  • Sunday, 04 July 2021
pm-modi
ମନ୍‌ କି ବାତ୍‌ରେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ

ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୬୮ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହା ପୂର୍ବରୁ ଏହି ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବା ଅବଶ୍ୟକ ସେ ନେଇ ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ NaMo ଓ MyGov ଆପ୍‌ରେ ବ୍ୟବହାର କରି ମେସେଜ୍ ଲେଖି ପଠାଇବା କିମ୍ବା ୧୮୦୦-୧୧-୭୮୦୦କୁ […]

  • Sunday, 04 July 2021
coronavirus
ଆମେରିକାକୁ ଟପିଲା ଭାରତ; ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଲେ

ନୂଆଦିଲ୍ଲୀ: ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ୭୮,୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ବିଶ୍ୱର ପ୍ରଥମ। ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨, ୭୩୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଗାତର ତୃତୀୟ ଥର ପାଇଁ ଭାରତରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ […]

  • Sunday, 04 July 2021
seaplane
ଅକ୍ଟୋବର ୩୧ରେ ଗୁଜରାଟରେ ଆରମ୍ଭ ହେବ Seaplane‌ ସେବା

ଅହମଦାବାଦ: ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଗୁଜରାଟରେ ସିପ୍ଲେନ୍‌ ସେବା। ଅହମଦାବାଦ ସାବରମତୀ ରିଭର୍‌ଫ୍ରଣ୍ଟ୍‌ରୁ କେଭାଡ଼ିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଯାଏ ଏହି ସିପ୍ଲେନ୍‌‌ ଚଳାଚଳ କରିବ। ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର ୩୧ରେ ଏହି ସେବା ଆରମ୍ଭ ହେବ ବୋଲି ଗୁଜରାଟ ସରକାର ଘୋଷଣା କରିଛନ୍ତି। ଏ ନେଇ ଶନିବାର ଗାନ୍ଧିନଗରରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁଜରାଟରେ ୱାଟର୍‌ ଏରୋଡ୍ରୋମ୍ ଅପରେସନ୍‌‌ର […]

  • Sunday, 04 July 2021
toi
ଏଥର 'ମନ୍‌ କି ବାତ୍'‌ରେ ଖେଳନା ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ: ମନ୍‌ କି ବାତ୍‌ ର ୬୮ ତମ ସଂସ୍କରଣରେ ଆଜି ପୁଣିଥରେ ଆତ୍ମନିର୍ଭର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଖେଳଣା ସାମଗ୍ରୀ ଉତ୍ପାଦନ ବୃଦ୍ଧି ଉପରେ ଜୋର୍ ଦେଇଛନ୍ତି ମୋଦି। ଏଥିପାଇଁ ଦେଶର ଯୁବ ଉଦ୍ୟୋଗୀଙ୍କୁ ଭାରତ ପାଇଁ କମ୍ପ୍ୟୁଟର ଗେମ୍ସ ଉତ୍ପାଦନ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ତା ସହିତ ‘ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ’ ସାମିଲ୍ ହୋଇଥିବା ବିଭିନ୍ନ ଭାରତୀୟ ଆପ୍‌କୁ ପ୍ରଶଂସା କରିଛନ୍ତି ପିଏମ୍। ଏହା ଆତ୍ମନିର୍ଭର ଭାରତ ପାଇଁ […]

  • Sunday, 04 July 2021
delta varient
ଡେଲଟା ଭ୍ୟାରିଆଣ୍ଟକୁ ମାତ୍‌ ଦେଉଛି ଟିକା

ନୂଆଦିଲ୍ଲୀ: କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଡେଲ୍‌ଟା ଭାରିଏଣ୍ଟ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏହାର ପରିବର୍ତ୍ତିତ ଲକ୍ଷଣ ଚିନ୍ତା ବଢାଉଛି। ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଏକ ନୂଆ…

  • Sunday, 04 July 2021