• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pak tv
ପାକ୍‌ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରଣ ମଝିରେ ହଠାତ୍‌ ଉଡ଼ିଲା ତ୍ରିରଙ୍ଗା

ଇସ୍‌ଲାମ୍‌ବାଦ: ପାକିସ୍ତାନର ପ୍ରମୁଖ ମିଡିଆ ହାଉସ୍‌ ଡନ୍‌ (Dawn News)ର ନିଉଜ୍‌ ଚ୍ୟାନେଲକୁ ରବିବାର ଅପରାହ୍ନରେ କେହି ହ୍ୟାକ କରି ନେଇଥିଲା। ମିଳିଥିବା ଖବର ଅନୁଯାୟୀ, ନ୍ୟୁଜ୍‌ ଚାନେଲ୍‌ରେ ପ୍ରସାରଣ ଜାରି ରହିଥିଲା। ହଠାତ୍‌ ପ୍ରସାରଣ ମଝିରେ ଏହା ବନ୍ଦ ହୋଇଗଲା। ଆଉ କିଛି ସମୟ ପରେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଲା। ଏହି ତିରଙ୍ଗା ସହ Happy Independence Day ଲେଖାଥିଲା। ଏହି ଘଟଣାର ପୁରା ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। […]

  • Monday, 05 July 2021
Tiger
ବାଇକ୍‌ରେ ଯାଉଥିବା ବେଳେ ଆକ୍ରମଣ କରିବାକୁ ଧାଇଁଆସିଲା ବାଘ,ଆଉ ତା'ପରେ ହେଲା କଣ?

ଘଞ୍ଚ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଦୁଇ ବନ କର୍ମଚାରୀଙ୍କ ଉପରକୁ ଡେଇଁ ପଡିଲା ବାଘ। ସୌଭାଗ୍ୟବଶତଃ ଉଭୟ ଅଫିସରଙ୍କର କୌଣସି କ୍ଷତି ହୋଇନାହିଁଁ।

  • Monday, 05 July 2021
nepal
ନେପାଳରେ ଭାରତୀୟ ଚ୍ୟାନେଲର ପୁନଃ ପ୍ରସାରଣ ପାଇଁ ମିଳିଲା ସହମତି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ ପକ୍ଷରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ପରେ ଓଲି  ସାମାନ୍ୟ ନରମିଥିବା ପରି ମନେ ହେଉଛି।  ରବିବାର ବିଳମ୍ବିତ ରାତିରେ ଗତ ମାସରୁ ନେପାଳରେ ନିଷିଦ୍ଧ ଭାରତୀୟ ସମ୍ବାଦ ଚ୍ୟାନେଲଗୁଡ଼ିକର ପୁନଃ ପ୍ରସାରଣକୁ ଅନୁମତି ମିଳିଛି। […]

  • Monday, 05 July 2021
food 12
ହୋଟେଲ୍‌ରେ ମିଳୁଛି ‘କୋଭିଡ୍‌ Curry’, ‘ମାସ୍କ Naan’

ଯୋଧପୁର: ‘କୋଭିଡ୍‌ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ‌ଅନ୍‌ଲକ୍‌-୩ରେ ହୋଟେଲ୍ ସବୁ ଖୋଲା ରହିଥିଲେ ମଧ୍ୟ, କେବଳ ପାର୍ସଲ ପାଇଁ ଅନୁମତି ରହିଛି। ଏସବୁ ଭିତରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍‌ ମାଲିକମାନେ ମଧ୍ୟ ନୂଆ ନୂଆ ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍‌,‌ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି […]

  • Monday, 05 July 2021
dogg
ଟିଭିରେ ଖେଳ ଦେଖିବା ସମୟରେ ଏମିତି ମଜ୍ଜି ଯାଇଥିଲା କୁକୁର, ଆଉ ତା’ପରେ...

ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ  ହିଁ ମଜ୍ଜି ରୁହନ୍ତି।  ଖେଳାଳିମାନେ ବ୍ୟାଟ୍‌କୁ ଧରି ବଲ୍‌କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି ସେମାନଙ୍କୁ ଚାହିଁଥାନ୍ତି।‌ ଠିକ୍‌ ସେତିକିବେଳେ ଯଦି ଖେଳାଳିଟି ଚଉକା କି ଛକା ଗୋଟେ ମାରି ଦିଏ, ତେବେ ଟିଭି ଦେଖୁଥିବା ଦର୍ଶକମାନେ ଖୁସିରେ ତାଳି ମାରିବା ସହ […]

  • Monday, 05 July 2021
snake
ଏମିତି ଟେକ୍‌ନିକ୍‌ରେ ନଡ଼ିଆ ଗଛରେ ଚଢିଲା ବିରାଟ ଅଜଗର

ନୂଆଦିଲ୍ଲୀ: ସମତଳ ଚଟାଣ ଉପରେ ବେଶ ସ୍ୱଚ୍ଛନ୍ଦରେ ଯାଇପାରେ ସାପ । ହେଲେ ଉପରକୁ ଉଠିବା ସାପ ପରି ସରୀସୃପଙ୍କ ପାଇଁ କଷ୍ଟ। କିନ୍ତୁ ଆମେ ସାପ ଗଛ ଚଢୁଥିବାର ଏମିତି ଦୃଶ୍ୟ ଦେଖାଇବୁ, ଯାହା ଦେଖାଇଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ସାପ ଏଠି ଏକ୍‌ଦମ ସତର୍କତାର ସହ ବିରାଟ ଏକ ଗଛ ଚଢୁଛି, ସତେ ଯେମିତି ମଣିଷ। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ଲମ୍ବା […]

  • Monday, 05 July 2021
jim
ଖୋଲିବ ଜିମ୍‌ ଓ ଯୋଗ କେନ୍ଦ୍ର, ଜାରି ହେଲା ଗାଇଡ୍‌ ଲାଇନ

ନୂଆଦିଲ୍ଲୀ: କୋହଳ ହେଉଛି କୋଭିଡ କଟକଣା। ଆସ୍ତେ ଆସ୍ତେ ଖୋଲାଯାଉଛି ଦୋକାନ, ବଜାର ମଲ୍‌। ଏପରିକି ଜିମ୍‌ ସେଣ୍ଟର ଖୋଲିବା ପାଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।  ଏ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡ ଲାଇନ୍। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ମିଳିଛି। ତେବେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। […]

  • Monday, 05 July 2021
photo susanta
ରାକ୍ଷୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କ ଫଟୋ ଶେୟାର କରି ଭଉଣୀ ଲେଖିଲେ...

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା କରିଥାନ୍ତି। ଏଭଳି ପବିତ୍ର ଉତ୍ସବରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କୁ ମନେ ପକାଇ ଏକ ଫଟୋକୁ ଶେୟାର କରିବା ସହିତ ଭାବପ୍ରବଣ ଭରା ଏକ […]

  • Monday, 05 July 2021
j-and-k
ଜାମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ!

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। […]

  • Monday, 05 July 2021
sushant
ସୁଶାନ୍ତଙ୍କ ବାପା ଦେଲେ ବିସ୍ଫୋରକ ବୟାନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ। ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା […]

  • Monday, 05 July 2021
amar-singh
ପଞ୍ଚଭୂତୀରେ ଲୀନ ହେଲେ ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ତାଙ୍କ ଅନ୍ତିମ ସଂସ୍କାରରେ କମ୍ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଭିନେତ୍ରୀ ଓ ବିଜେପତି ନେତ୍ରୀ ଜୟାପ୍ରଦା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର […]

  • Monday, 05 July 2021
amit-shah
ଅମିତ୍ ଶାହଙ୍କ ପାଇଁ ରୋଜା ରଖିବେ ଏହି ନେତା

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ୍ ଶାହଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ରବିବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଦେଶ ଏବେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ଗୁଫତାର ଅହମ୍ମଦ ଅମିତ୍ ଶାହଙ୍କ ସୁସ୍ଥ ହେବା ପାଇଁ ଏକ ବଡ଼ ତ୍ୟାଗ କରିବାକୁ ଘୋଷଣା କରିଛନ୍ତି। ବିଜେପିର ଏହି ନେତା ଏକ ଭିଡିଓ ଜାରି କରି କହିଛନ୍ତି ଯେ […]

  • Monday, 05 July 2021
ncert
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ନୂଆ ଏକାଡେମିକ କ୍ୟାଲେଣ୍ଡର୍

ନୂଆଦିଲ୍ଲୀ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଆସନ୍ତା ୮ ସପ୍ତାହ ଲାଗି ଏହି ଶିକ୍ଷା କ୍ୟାଲେଣ୍ଡରରେ ଅନଲାଇନ୍ ପାଠପଢ଼ା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବିସ୍ତୃତ ଗାଇଡଲାଇନ୍ ରହିଛି। ପିଲାଙ୍କୁ ଶିକ୍ଷା ପ୍ରଦାନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୈଷୟିକ ଜ୍ଞାନକୌଶଳ ଓ ସୋସିଆଲ ମିଡିଆର କିଭଳି ବ୍ୟବହାର କରିବେ, ସେ ନେଇ ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ NCERT ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। […]

  • Monday, 05 July 2021
afghan
ଜେଲ୍ ଭିତରେ ଆଖିବୁଜା ଗୁଳିମାଡ଼, ୨୯ ମୃତ

କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଜବରଦସ୍ତ ସଂଖର୍ଷ ହୋଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ୱରେ ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣରେ କଏଦୀଙ୍କ […]

  • Monday, 05 July 2021