• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

crane
କ୍ରେନ୍‌ ତଳେ ଚାପି ହୋଇ ଚାଲିଗଲା ୧୦ ଜୀବନ

ବିଶାଖାପଟନମ: ବିଶାଖାପଟନମ୍‌ ସ୍ଥିତ ହିନ୍ଦୁସ୍ତାନ ଶିପ୍‌ୟାଡରେ ଏକ ବିରାଟ କ୍ରେନ ଖସି ପଡ଼ି ୧୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ରେନ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶର ବିଶାଖପଟନମ୍‌ ଠାରେ ଥିବା ହିନ୍ଦୁସ୍ତାନ ଶିପ୍‌ୟାଡରେ ଆଜି ଲୋଡ୍‌ ଟେଷ୍ଟିଂ କାମ ଚାଲିଥିଲା ହଠାତ୍‌ କ୍ରେନଟି ଖସି ପଡ଼ିଲା। କ୍ରେନ୍‌ ତଳେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ।  ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ […]

  • Monday, 05 July 2021
riya
୧୫ କୋଟି ଟଙ୍କା ଗାଏବ ମାମଲାରେ ରିୟାଙ୍କ ନାଁ ମାମଲା ରୁଜୁ କଲା ଇଡି

ମୁମ୍ବାଇ: ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ନେଇ ରିୟାଙ୍କ ନାଁରେ ମାମଲା ରୁଜୁ କରିଛି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ।  ରିୟାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କ ଆକାଉଣ୍ଟରୁ କେତେ ଟଙ୍କା ଗାଏବ ହୋଇଛି ସେ ନେଇ ଯାଞ୍ଚ କରିଛି ଇଡି।  ଏହାପରେ ବାନ୍ଦ୍ରା କୋଟାକ୍ ବ୍ୟାଙ୍କକୁ ଯାଇ ତଦନ୍ତ କରିପାରେ ଇଡି।  […]

  • Monday, 05 July 2021
amar-singh
ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମରଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡ଼ିଯାଇଛି। ଏକ ସମୟରେ ଉତ୍ତର ପ୍ରଦେଶର ଅନ୍ୟତମ ହେଭିୱେଟ୍ ନେତା ଭାବେ ଅମର ସିଂ ସମାଜବାଦୀ ପାର୍ଟିର ମୁଖ୍ୟ […]

  • Monday, 05 July 2021
dog
ପ୍ରଥମଥର କରୋନା ନେଲା କୁକୁର ଜୀବନ

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି। ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ ‘ଜର୍ମାନ୍ ଶେଫର୍ଡ’ ପ୍ରଜାତିର ଏକ କୁକୁରର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ଯୋଗୁ କୌଣସି କୁକୁରର ମୃତ୍ୟୁ ହେବା ସାରା ଦୁନିଆରେ […]

  • Monday, 05 July 2021
RAM-MANDIR
ଅଯୋଧ୍ୟାରେ ପହଞ୍ଚିଲା ଜଳ ଓ ମାଟି

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା। ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗଳି କନ୍ଦି ସବୁଠି ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେଭଳି ଭାବରେ ସହରକୁ ଚିତ୍ରିତ କରାଯାଉଛି। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ଆସି ଅଯୋଧ୍ୟାରେ ପହଞ୍ଚିଛି। ଦିନକ ପରେ ଭୂମି ପୂଜନ ଉତ୍ସବ […]

  • Monday, 05 July 2021
mrtyer
ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ବାଲାକୋଟ୍ ସେକ୍ଟରରେ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଶୁକ୍ରବାର ରାତିରେ ପାକିସ୍ତାନ ଯବାନ ଗୁଳି ଚଳାଇବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଜାମ୍ମୁ ଆର୍‌ମି ବେସ୍ ମୁଖପାତ୍ର ଲ୍ୟୁଟନାଣ୍ଟ କଲୋନେଲ୍ ଦେବେନ୍ଦର ଆନନ୍ଦ ସୂଚନା ଦେଇଛନ୍ତି। ସହିଦ ଯବାନ ହେଲେ ହିମାଚଳ ପ୍ରଦେଶ ହାମିରପୁରର ୨୪ ବର୍ଷୀୟ ସିପୋଏ ରୋହିନ କୁମାର। ଦେବେନ୍ଦରଙ୍କ ସୂଚନା ଅନୁସାରେ, ପାକିସ୍ତାନର ଗୁଳି ଚାଳନାରେ ରୋହିନ୍‌ […]

  • Monday, 05 July 2021
punjab
ପଞ୍ଜାବ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି; ୧୩ କର୍ମଚାରୀ ନିଲମ୍ବିତ

ଚଣ୍ଡିଗଡ଼: ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ତର୍ନତାରନ ଜିଲ୍ଲାରୁ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଏହି ବିଭୀଷିକାର ତନାଘନା ଜାରି ରହିଥିବା ବେଳେ ରାଜ୍ୟର ୭ ଅବକାରୀ ଅଧିକାରୀ, ୨ DSP ଓ ୪ SHOଙ୍କୁ ନିଲମ୍ବିତ କରାଯାଇଛି। ଦୋଷୀଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେପଟେ କାରଣ ଅନେକ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ସେମାନେ ପୋଲିସକୁ ନଜଣାଇ […]

  • Monday, 05 July 2021
government-to-distribute-free-5-kg-foodgrain-to-poor-in-may-june
ଓଡ଼ିଶାର ୩ କୋଟି ୨୪ ଲକ୍ଷ ଲୋକଙ୍କୁ ମିଳିବ, ୫ କେଜି ଚାଉଳ-ଗହମ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟ । କୋଭିଡ୍‌ ମହାମାରୀ ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା…

virat kohli
ବିରାଟ କୋହଲି ଓ ତମନ୍ନାଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ

ଚେନ୍ନାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ଅନ୍‌ଲାଇନ୍‌ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମାଦ୍ରାସ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଛି। ଆଇନଜୀବୀ ତଥା ସାମାଜିକ କର୍ମୀ ଏ ପି ସୂର୍ଯ୍ୟପ୍ରକାଶମ୍‌ ଏହି ପିଟିସନ୍‌ ଦାଖଲ କରିଛନ୍ତି। କୋହଲି ଓ ତମନ୍ନାଙ୍କ ଭଳି ବଡ଼ ବଡ଼ ସେଲେବ୍ରିଟିମାନଙ୍କ ମାଧ୍ୟମରେ କମ୍ପାନୀ ଗୁଡ଼ିକ ଜୁଆ ଖେଳ ଚଳାଇଛନ୍ତି ଏବଂ ସେମାନେ ମଧ୍ୟ ଏଭଳି […]

  • Monday, 05 July 2021
ଲୋକଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଫିଙ୍ଗି ଦେଉଥିଲେ ଆୟୁର୍ବେଦିକ ଡାକ୍ତର

ନୂଆଦିଲ୍ଲୀ: ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଆୟୁର୍ବେଦିକ ଡାକ୍ତର ଦେବେନ୍ଦ୍ର ଶର୍ମାଙ୍କୁ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ଗିରଫ କରିଛି। ବାପ୍ରୋଲା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ବିଶେଷ କରି ସେ ଟ୍ରକ୍ ଡାଇଭରଙ୍କୁ ଟାର୍ଗେଟ କରି ସେମାନଙ୍କୁ ହତ୍ୟା କରୁଥିଲେ ଓ ହତ୍ୟା ପରେ ମୃତଦେହକୁ କୁମ୍ଭୀର ମୁହଁକୁ ଫିଙ୍ଗି ଦେଉଥିଲେ। ପ୍ରକୃତରେ ସେ କେତଜଣଙ୍କୁ ହତ୍ୟା କରିଛନ୍ତି, ସେନେଇ ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ୧୦୦ରୁ ଅଧିକ ହତ୍ୟା ମାମଲାରେ ତାଙ୍କର ସମ୍ପୃକ୍ତି ଥାଇପାରେ […]

  • Monday, 05 July 2021
accident
ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଫ୍ୟାଶନ୍‌ ଡିଜାଇନର୍‌

ନୂଆଦିଲ୍ଲୀ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଫ୍ୟାଶନ୍‌ ଡିଜାଇନର୍‌। ଶୁକ୍ରବାର ରାତିରେ ‌ଦକ୍ଷିଣ ଦିଲ୍ଲୀ ଲାଜ୍‌ପତ୍ ନଗରର‌ ଅମର କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରରେ ଏକ BMW କାର୍ ଚଢ଼ି ଯିବା ଫଳରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣା ଘଟାଇଥିବା କାର୍‌ରେ ଜଣେ ୨୯ ବର୍ଷୀୟ ଫ୍ୟାଶନ୍‌ ଡିଜାଇନର୍‌ ଥିଲେ। ଦୁର୍ଘଟଣା ପରେ […]

  • Monday, 05 July 2021
lipu-leksh
ଲିପୁଲେଖ ପାସ୍ ପାଖରେ ସେନା ଠୁଳ କରୁଛି ଚୀନ; ଭାରତ ବି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ପାଖରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ତାର ସୈନ୍ୟ ମୁତୟନକୁ ଆହୁରି ବୃଦ୍ଧି କରିଛି। ଏଲ୍ଏସି ପାଖରେ ଅଧିକ ଗୋଟିଏ ବାଟାଲିଅନ ପିଏଲ୍ଏ ଯବାନ ମୁତୟନ ହୋଇଛନ୍ତି। ଲଦାଖ ବାହାରେ ଏଲ୍ଏସି ପାଖରେ ଗତ ସପ୍ତାହ ମଧ୍ୟରେ ଚୀନ୍ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଥିବା ସୂତ୍ରରୁ ଜଣାପଡ଼ିଛି। ମେ ମାସରେ ଲଦାଖରେ ଚୀନ୍ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରେ ଜୁନ୍ ୧୫ରେ ଉଗ୍ରରୂପ ଧାରଣ କରିଥିଲା। […]

  • Monday, 05 July 2021