• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-1
ବଦଳିଲା ଶିକ୍ଷାନୀତି; ଅଧାରୁ ପାଠ ଛାଡ଼ିଲେ ବି ମିଳିବ ସାର୍ଟିଫିକେଟ୍

ନୂଆଦିଲ୍ଲୀ: ଦେଶରେ ବଦଳିଲା ଶିକ୍ଷାନୀତି। ବ୍ୟାଙ୍କ ପାସ୍ ବୁକ୍ ଭଳି ଉଚ୍ଚ ଶିକ୍ଷା ପାଇଁ ବି କ୍ରେଡିଟ୍ କୋର୍ସ ବ୍ୟବସ୍ଥା ରହିବ। ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କୋର୍ସ କ୍ରେଡିଟ ବ୍ୟବସ୍ଥା ରଖିବାକୁ କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଆଜି ଏନେଇ ଏକ ସାମ୍ବିଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ। ନୂଆ ନୀତି ଅନୁସାରେ, ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ମିଳିବ। ଯଦି କୌଣସି […]

  • Monday, 05 July 2021
salman
ରାମ ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବକୁ ସବୁ ନେତାଙ୍କୁ ଡକାଯିବା ଦରକାର: ସଲମାନ ଖୁର୍ସିଦ୍

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନକୁ ସବୁ ବଡ଼ ବଡ଼ ଦଳର ନେତାଙ୍କୁ ଡକାଯିବା ଦରକାର। ସମସ୍ତେ ଭୂମି ପୂଜନରେ ସାମିଲ୍ ହେବା କଥା ବୋଲି କହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ୍। ଏହାର ଠିକ୍ ପରେ ସଲ୍‌ମାନଙ୍କର ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି AMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଏହି ଘଟଣାରେ ପ୍ରକୃତରେ ଯାହାଙ୍କୁ କ୍ରେଡିଟ୍ ଦେବା କଥା ତାଙ୍କୁ କ୍ରେଡିଟ୍ ଦିଆଯାଉ। ତାଲା‌ […]

  • Monday, 05 July 2021
ankita
ବିହାର ପୁଲିସକୁ ଅଙ୍କିତା କହିଲେ, ସୁଶାନ୍ତଙ୍କୁ ନିର୍ଯାତନା ଦେଉଥିଲେ ରିୟା

ମୁମ୍ବାଇ: ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ରିୟା ସବୁବେଳେ ତାଙ୍କୁ ନାନା ହଇରାଣ କରୁଥିଲେ। ତେଣୁ ସୁଶାନ୍ତ ରିୟାଙ୍କ ସହିତ ବ୍ରେକ୍‌ଅପ୍ କରିବାକୁ ଚାହୁଁଥିଲେ। ଆଜି ବିହାର ପୁଲିସ୍‌ର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ଏନେଇ ଅଙ୍କିତା କହିଛନ୍ତି, ସେ ଯେତେବେଳେ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରୁଥିଲେ, ସେତେବେଳେ ସୁଶାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରିଥିଲେ। ଏହି ସମୟରେ ଦୁହେଁ ଦୀର୍ଘ […]

  • Monday, 05 July 2021
aditya das death
ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ପୋଲିସ୍‌ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଗତ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍‌ପେନ୍ସ ଜାରି ରହିଛି। ପଢ଼ନ୍ତୁ: ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଆଉ ୨ ଟ୍ରେନ୍‌ ଡ୍ରାଇଭରଙ୍କୁ […]

  • Monday, 05 July 2021
doctor
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଡାକ୍ତର ଖାଇଲେ ୫୦ ଲକ୍ଷ ଟଙ୍କାର ଖାଦ୍ୟ

ନୂଆଦିଲ୍ଲୀ:କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌  ଭିତରେ ସମସ୍ତେ ସମସ୍ୟା ଦେଇ ଗତି କରୁଛନ୍ତି। ଲକ୍‌ ଡାଉନ ଯୋଗୁ ଅନେକ ବ୍ୟବସାୟ କ୍ଷତିରେ ଚାଲିଛି। ତା ମଧ୍ୟରୁ ହୋଟେଲ ବ୍ୟବସାୟ ଗୋଟିଏ। ହୋଟେଲ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଏପରି ସ୍ଥିତିରେ ଉତ୍ତର ପ୍ରଦେଶ ଅଲିଗଡ କ୍ୱାରେଣ୍ଟିନ ସେଣ୍ଟରେ ରହିଥିଲେ ୮୪ ଡାକ୍ତର । ଏମାନଙ୍କ ଖାଇବା ଦାୟିତ୍ୱ ନେଇଥିବା ହୋଟେଲ ମାଲିକ ୫୦ ଲକ୍ଷର ବିଲ୍‌ ଦେଇଛନ୍ତି। ବିଲ୍‌ ଦେଖିବା ପରେ ରାଜ୍ୟ ଚିକିତ୍ସା ବିଭାଗ ମୁଖ୍ୟ ସଚିବ […]

  • Monday, 05 July 2021
it return
ପୁଣି ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଏବେ ଆୟକର ଦାତାମାନେ ଆଇଟି ରିଟର୍ଣ୍ଣ ସେପ୍ଟେମ୍ବର ୩୦ ସୁଦ୍ଧା ଦେଇ ପାରିବେ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct Taxes ) ରିଟର୍ଣ୍ଣର ଶେଷ ତାରିଖ ଘୁଞ୍ଚାଇ ଦିଆଯାଇଛି। ସୂଚନାଥାଉ କି, ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ଜୁଲାଇ ୩୧ ତାରିଖ […]

  • Monday, 05 July 2021
Untitled-1
ସୁଶାନ୍ତ ମୃତ୍ୟୁ ମାମଲା: CBIକୁ ଦେବାକୁ ମନା କଲା 'ମହା' ସରକାର

ମୁମ୍ବାଇ: ସୁଶାନ୍ତ ମୃତ୍ୟୁକୁ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି। କେବେ ଖୋଲିବ ଏହି ଚର୍ଚ୍ଚିତ ଘଟଣାର ଗୁମର, ତା ଉପରେ ସାରା ଦେଶବାସୀଙ୍କ ନଜର। କିନ୍ତୁ ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ତଦନ୍ତକୁ ନେଇ ଉଠିଛି ଅନେକ ପ୍ରଶ୍ନ। ସୁଶାନ୍ତ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ର ସରକାରର ନିରବତା ଅନେକ ରହସ୍ୟକୁ ପଦାରେ ପକାଇଛି। ସୁଶାନ୍ତଙ୍କ ମୃତ୍ୟୁ ଏହା ହତ୍ୟା ନା ଆତ୍ମହତ୍ୟା? ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ? […]

  • Monday, 05 July 2021
myt
ସୀମାରେ ଗୁଳିମାଡ଼, ୩ ଯବାନ ସହିଦ

ମିଆଁମାର: ଉଗ୍ରବାଦୀ ଆକ୍ରମଣରେ ୩ ଯବାନ ସହିଦ, ୪ ଜଣ ଗୁରୁତର। ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ-୪ର ୩ ଯବାନ ସହିଦ ହୋଇଛନ୍ତି। ୪ ଗୁରତର ଭାବେ ଆହତ ହୋଇଛନ୍ତି। The terrorists first carried out an IED blast and then fired at the troops. Reinforcements have been rushed to the area which is 100 km from Imphal: Sources https://t.co/WgGVnZM8FQ — ANI (@ANI) July […]

  • Monday, 05 July 2021
diesel
ଶସ୍ତା ହେଲା ଡିଜେଲ୍, କମିଲା ଭାଟ୍‌

ନୂଆଦିଲ୍ଲୀ: ଶସ୍ତା ହେଲା ଡିଜେଲ୍, କମିଲା ଭାଟ୍‌। ଦିଲ୍ଲୀ ସରକାର ଡିଜେଲ୍‌ ଉପରୁ ମୋଟା ଅଙ୍କର ଭାଟ୍ କାଟିଛନ୍ତି। ଡିଜେଲ ଉପରୁ ଭାଟ୍ ୩୦%ରୁ ୧୬.୭୫%କୁ ହ୍ରାସ କରାଯାଇଛି। ଏ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଭାଟ୍ କମିବା ପରେ ଡିଜେଲ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଛି। ଫଳରେ ଦିଲ୍ଲୀରେ ଡିଜେଲ୍‌ ଦର ୮୨ ଟଙ୍କାରୁ ଖସି ୭୩ଟଙ୍କା ୬୪ ପଇସା ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ […]

  • Monday, 05 July 2021
supreme
ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା

ମୁମ୍ବାଇ: ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା। ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟରେ କ୍ୟାଭେଟ ପିଟିସନ କଲେ ସୁଶାନ୍ତଙ୍କ ବାପା କେ.କେ ସିଂହ। ରିଆ ଚକ୍ରବର୍ତ୍ତୀଙ୍କ ପିଟିସନକୁ ଚାଲେଞ୍ଜ କରି କ୍ୟାଭେଟ କଲେ ସୁଶାନ୍ତଙ୍କ ବାପା। ସୁଶାନ୍ତଙ୍କୁ ରିଆ ହିଁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପାଟନା ପୋଲିସରେ ରିଆଙ୍କ ନାଁରେ ଏତଲା କରିଛନ୍ତି ସୁଶାନ୍ତଙ୍କ ବାପା। ସୁଶାନ୍ତଙ୍କ ବାପା ଥାନାରେ ଏତଲା କରିବା ପରେ […]

  • Monday, 05 July 2021
Corona
ଆସନ୍ତା ମାସରେ ଆସିପାରେ କରୋନାର ତୃତୀୟ ଲହର

ଦେଶରେ ଆସନ୍ତା ମାସରେ ହିଁ ଦେଖାଦେଇପାରେ କରୋନା ତୃତୀୟ ଲହର। ବର୍ତ୍ତମାନ ସମୟରେ ଦ୍ୱିତୀୟ ଲହରରୁ ମୁକ୍ତି ମିଳିନଥିବା ସମୟରେ ପୁଣି ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ତେବେ ଏମିତି ଚାଚଂଲ୍ୟକର ରିପୋର୍ଟ ଦେଇଛି ଏସବିଆଇ।

  • Monday, 05 July 2021
deadbody
ଭୀମଟାଙ୍ଗିରେ ମହିଳାଙ୍କୁ ହତ୍ୟା ଘଟଣା, ମୃତଦେହ ପାଖରେ ପଡ଼ିଥିବା ଯୁବକ ହିଁ ହତ୍ୟାକାରୀ: ଡିସିପି

ଭୁବନେଶ୍ୱର: ଭୀମଟାଙ୍ଗିରେ ମହିଳାଙ୍କୁ ହାଣି ବୀଭତ୍ସ ହତ୍ୟା ଘଟଣା । ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ମିଳିଲା ହାତଲେଖା ଚିଠି । ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ଚିଠି ଲେଖିଥିବା ସୂଚନା । ଗୁରୁତର ଯୁବକ ଜଗନ୍ନାଥ ପ୍ରଧାନ ହିଁ…