• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1314151
ବିଦେଶରେ ପାକିସ୍ତାନ ବିରୋଧରେ ଏମିତି ବର୍ଷିଲେ ଭାରତର ମହିଳା ସାମ୍ୱାଦିକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର କମିଟି ଆଗରେ ବର୍ଷିଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ ସିଂହ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦକ୍ଷିଣ ଏସିଆରେ ମାନବ ଅଧିକାର’ ଶୀର୍ଷକ ଆଲୋଚନାରେ ଭାଗ ନେଇ ପାକିସ୍ତାନର ବ୍ୟାଣ୍ଡ ବଜାଇଛନ୍ତି ଆରତୀ ଟିକୋ। କଶ୍ମୀରରେ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱର ଗଣମାଧ୍ୟମ ଏବଂ ମାନବାଧିକାର କର୍ମୀ ଆଜିଯାଏ କାହିଁକି ପ୍ରସଙ୍ଗ କରିନାହାନ୍ତି ବୋଲି ପ୍ରଶ୍ନ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ପାକିସ୍ତାନର […]

  • Saturday, 10 July 2021
122333
୩ ଆତଙ୍କୀଙ୍କ ସହ ନିପାତ ହେଲା ଜାକିର ମୂଷାର ଉତ୍ତରାଧିକାରୀ

ଜମ୍ମୁ କାଶ୍ମୀର ପୁଲିସ ଓ ଯବାନଙ୍କ ବଡ଼ ସଫଳତା ଏନକାଉଣ୍ଟରରେ ତିନି ସ୍ଥାନୀୟ ଆତଙ୍କବାଦୀ ନିପାତ ଜାକିର ମୂଷାର ଉତ୍ତରାଧିକାରୀ ମଧ୍ୟ ନିହତ ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନା ଏବଂ ପୁଲିସକୁ ବଡ଼ ସଫଳତା ମିଳିଛି। କାରଣ ଗତକାଲି ଯବାନଙ୍କ ଗୁଳିରେ ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କଶ୍ମୀର ଯୁବକଙ୍କୁ ଆତଙ୍କବାଦରେ ସାମିଲ୍ ହେବାକୁ ପ୍ରବର୍ତ୍ତାଉଥିଲା। ଗତକାଲି ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ଯବାନଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ ୩ ଆତଙ୍କବାଦୀ। ଏହି ତିନି ଆତଙ୍କବାଦୀଙ୍କ […]

  • Saturday, 10 July 2021
224345566
ନେତାଙ୍କୁ ଜୋତାମାଳ ପିନ୍ଧାଇ, ଗଧ ପିଠିରେ ବସାଇ ବୁଲାଇଲେ

ଜୟପୁର: ମଙ୍ଗଳବାର ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇବା ସହ ମୁହଁ କଳା କରି କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି ଦଳର କର୍ମୀ। ଏହି ଦୁଇ ନେତା ଟିକେଟ୍‌ ବଣ୍ଟନରେ ଦୁର୍ନୀତି କରିଥିବା ଦର୍ଶାଇ କର୍ମୀମାନେ ଏପରି କରିଥିବା କୁହାଯାଉଛି। ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର ପୂର୍ବତନ ରାଜସ୍ଥାନ ସଭାପତି ସୀତାରାମଙ୍କ ମୁହଁ ଏଭଳି କଳା କରାଯାଇଛି। ସେମାନେ ରାମଜୀଙ୍କୁ ଗଧରେ ବସାଇ ସ୍ଥାନୀୟ ଏକ କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି। ସେଠାରେ ଥିବା ଜଣେ […]

  • Saturday, 10 July 2021
supreme court
ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି

ନୂଆଦିଲ୍ଲୀ: ଚଳିତ ମାସ ମେ ୧୩ ତାରିଖରୁ ଜୁନ ୩୦ ତାରିଖ ଯାଏ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ରହିବ। ତେବେ ମେ ୨୫ରୁ ୩୦ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଛୁଟିରେ ରହିବେ ବୋଲି ଜଣାପଡ଼ିଛି। ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ପୁଣି ଖୋଲିବ। ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ୩ଟି ପର୍ଯ୍ୟାୟରେ ବିଚାରପତି ମାନେ ଛୁଟିରେ ଯିବେ। ମେ ୧୩ରୁ ୨୮ ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ମେ ୨୯ରୁ […]

  • Saturday, 10 July 2021
1233
ଡାକ୍ତରଖାନାରେ ଭର୍ତ୍ତି ହେଲେ ରବର୍ଟ ଭଦ୍ରା

ନୋଏଡ଼ା: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଭୀଷଣ ପିଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୋଏଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବେ ନୋଏଡ଼ାରେ ଥିବା ମେଟ୍ରୋ ମଲଟିସ୍ପେଶାଲିଟି ହସ୍ପିଟାଲର ଅର୍ଥୋପେଡିକ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଗତାକାଲି ରାତିରେ ନିଜେ ପ୍ରିୟଙ୍କା ତାଙ୍କୁ ହସ୍ପିଟାଲ ଆଣିଥିଲେ। ରାତିତମାମ ସେ ହସ୍ପିଟାଲରେ ରହିବା ପରେ ସକାଳୁ ଘରକୁ ଯାଇଛନ୍ତି। ହେଲେ […]

  • Saturday, 10 July 2021
222222
ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଇଲା କୁକୁର

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକ୍ଲି ଆକ୍ଟ ଆସିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା। ଏ ସଂକ୍ରାନ୍ତ ଅନେକ ରୋଚକ ଖବର ଓ ଫଟୋ ଆମେ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ। ‍ଫଟୋରେ ଦେଖିବାକୁ ମିଳିଛି ଏକ କୁକୁର ବାଇକ୍‌ରେ ପଛପଟେ ବସିଛି ଏବଂ ସେ ବି ହେଲମେଟ ପିନ୍ଧିଛି। ମାଲିକ ମଧ୍ୟ […]

  • Saturday, 10 July 2021
11111
କଙ୍ଗାରୁକୁ ପାଣିରୁ ଉଦ୍ଧାର କଲା ପୁଲିସ, ଆଉ ତା ପରେ ....

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କାନବେରାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନଦୀରେ ଏକ କଙ୍ଗାରୁ ବୁଡ଼ି ଯାଉଥିବା ଦେଖି ଦୁଇ ଜଣ ପୁଲିସ କର୍ମଚାରୀ ବହୁ କଷ୍ଟରେ ତାକୁ ଉଦ୍ଧାର କଲେ। ହେଲେ ତା’ପରେ କଙ୍ଗାରୁ ଏମିତି କାମ କଲା…  ପାଣିରୁ କଙ୍ଗାରୁକୁ ଉଦ୍ଧାର କରିବାର ଦୃଶ୍ୟକୁ କେହିଜଣେ ମୋବାଇଲରେ ରେକର୍ଡିଂ କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି। ପୁଲିସ  କର୍ମୀମାନେ କଙ୍ଗାରୁକୁ ଥରେ ବହୁ କଷ୍ଟରେ ପାଣିରୁ ଉଦ୍ଧାର […]

  • Saturday, 10 July 2021
pm modi
ୟୁପିରେ ଭଲ ନାହିଁ ବିଜେପିର ସ୍ଥିତି! ବଦଳିପାରେ ମେଣ୍ଟ ଚିତ୍ର

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍‌ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍‌ […]

  • Saturday, 10 July 2021
supreme-court
ସମ୍ପୂର୍ଣ୍ଣ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆଉ ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ […]

  • Saturday, 10 July 2021
jeanbs
ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା

ଚେନ୍ନାଇ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳୁନି ଡ୍ରାଇଭିଂ ଲାଇସେନ୍ସ। ଦେଶର ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍‌ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ଯେଉଁ ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ […]

  • Saturday, 10 July 2021
jio
ଅସନ୍ତୁଷ୍ଟ ଗ୍ରାହକଙ୍କ ପାଇଁ ଜିଓର ଭେଟି: ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ […]

  • Saturday, 10 July 2021
2222222222222222222
ପୋଲିସ ଅଫିସର ହେଲେ କିନ୍ତୁ ଖୋଲିଗଲା ପୋଲ୍‌....

ଛତିଶଗଡ଼: ଛତିଶଗଡ଼ର ଜଣେ ଯୁବକଙ୍କର ସ୍ୱପ୍ନ ଥିଲା ପୁଲିସ ଅଫିସର ହେବେ । ଦିନ ପରେ ଦିନ ଗଡ଼ି ଚାଲିଲା, ହେଲେ ସେ ପୁଲିସ ଅଫିସର ହୋଇ ପାରିଲେ ନାହିଁ।  ହତାଶ ହେଲେ, କିନ୍ତୁ ଭାଙ୍ଗି ପଡ଼ିଲେ ନାହିଁ। ସ୍ୱପ୍ନ ପୂରଣ କରିବାକୁ ଉପାୟ ଖୋଜିଲେ ଆଉ ସଫଳ ହେଲେ ମଧ୍ୟ। ହେଲେ ସେ କ’ଣ ଜାଣିଥିଲେ ସ୍ୱପ୍ନ ତାଙ୍କ ପାଇଁ ଏମିତି ମହଙ୍ଗା ପଡ଼ିବ ବୋଲି। ଛତିଶଗଡ ପୋଲିସର କହିବା ଅନୁଯାୟୀ, ରାମେଶ୍ୱର ପଟେଲ ନାମକ […]

  • Saturday, 10 July 2021
1111111111111
ଭାରତକୁ ଡ଼ାକ ସେବା ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି। ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍ ଲଗାଇଛି। ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି। ପାକିସ୍ତାନର ଏହି ଏକତରଫା ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ସେହିପରି ପାକିସ୍ତାନର ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ […]

  • Saturday, 10 July 2021
parliamnthouse
ନଭେମ୍ବର ୧୮ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ଯାଏ ଚାଲିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ସଦନର ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଏକାଧିକ ବିଲ୍‌ ଆଗତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ମଧ୍ୟ […]

  • Saturday, 10 July 2021
11111111
ଜନ୍ମବେଳେ ମରି ଯାଇଥିବା ଶିଶୁ ୩୦ ବର୍ଷ ପରେ ଫେରିଲା ! ଆଶ୍ଚର୍ଯ୍ୟ ହେଲେ ମା’....

ନୂଆଦିଲ୍ଲୀ: ସନ୍ତାନକୁ  ହରାଇବା ଦୁଃଖଠାରୁ ବଡ ଦୁଃଖ ଗୋଟିଏ ମା’ ପାଇଁ ଆଉ କ’ଣ ଥାଇପାରେ ? କାରଣ ସନ୍ତନକୁ ଦୁନିଆକୁ ଆଣିବା ପାଇଁ ମା’ଟିଏ ଯେତେ କଷ୍ଟ ସହିଥାଏ, ବଡ଼ କରିବା ଯେତିକି ପରିଶ୍ରମ, ତ୍ୟାଗ କରିଥାଏ । ତେଣୁ ସେ ସନ୍ତାନର ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନ ଥାଏ। ହେଲେ ଏଠି ଆମେ କହିବୁ ଏମିତି ଜଣେ ମା’ର କଥା, ଯାହାଙ୍କ  ଜୀବନ କାହାଣୀ ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟଜନକ । ମା’ଟିଏ  […]

  • Saturday, 10 July 2021
111111
ପାର୍ସଲ ଉଠାଇବାବେଳେ ଭୟଙ୍କର ବିସ୍ଫୋରଣ

ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକାର ହୁବ୍ବାଲି ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ରେଳ ଷ୍ଟେସନରେ ଥିବା ଏକ ସନ୍ଦିଗ୍ଧ ପାର୍ସଲକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ତୁରନ୍ତ ରେଳବାଇ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀମାନେ ପହଞ୍ଚି ସ୍ଥିତି […]

  • Saturday, 10 July 2021
22222222
ଗଳାକାଟି ହିନ୍ଦୁ ମହାସଭା ନେତାଙ୍କୁ ହତ୍ୟା

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଆଜି ସକାଳେ ତାଙ୍କୁ ପ୍ରଥମେ ଗୁଳି  କରିବା ପରେ ଗଳାକାଟି ହତ୍ୟା କରିଛନ୍ତି। ଲକ୍ଷ୍ନୌର ଖୁର୍ସିଦ ଭାଗ ଠାରେ କମଲେଶଙ୍କ ନିଜ ଘରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଫିସରେ ହିଁ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତି ପ୍ରଥମେ ତାଙ୍କ ଅଫିସ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ତିୱାରୀଙ୍କ ସହ ମିଶି ସେଠାରେ ଚା’ ପିଇଥିଲେ। […]

  • Saturday, 10 July 2021
4554544554
ବାଘୁଣୀ ନୁର ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଜବରଦସ୍ତ ଲଢେଇ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରାଜସ୍ଥାନର ରନ୍ଥମ୍ୱୋର ନାଶନାଲ ପାର୍କର ଦୃଶ୍ୟ।  ଦୁଇଟି ବାଘ ଲଢୁଛନ୍ତି। ଏକଦମ୍‌ ଜୀ-ଜାନ୍‌ ଦେଇ ଲଢୁଛନ୍ତି। ହେଲେ କାହିଁକି ? ଭିଡିଓଟି ସୋଶାଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଦିନର ୨୪ ହଜାର ଭିଉ ସହ ଅନେକ କମେଣ୍ଟ ମଧ୍ୟ ମିଳିଲାଣି। ଭିଡିଓଟିକୁ ଆଇଏଫଏସ ପ୍ରବୀଣ କାସବାନ୍‌ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। କାସବନ୍‌ଙ୍କ କହିବା ଅନୁଯାୟୀ ଏହି ଦୁଇଟି ବାଘଙ୍କ ଲଢେଇ ଅତ୍ୟନ୍ତ ନୃଶଂସ ଲଢେଇ ଥିଲା। ନାଲପାଲ ପାର୍କରେ ଥିବା ଏହି ଦୁଇ […]

  • Saturday, 10 July 2021
11111
୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି […]

  • Saturday, 10 July 2021