• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

q-3
ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି। ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ ନିକଟରେ […]

  • Saturday, 10 July 2021
RASID copy
ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ବାକିରେ ବିଳାସପୂର୍ଣ୍ଣ କାର୍‌ କିଣି ବୁଲୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ ଟଙ୍କା ଶୁଝି ପାରୁନାହାନ୍ତି। ଆଉ ଏଥିପାଇଁ ପାକିସ୍ତାନ ପାର୍ଲାମେଣ୍ଟରେ ଆଜି ହଟହଟା ହୋଇଛନ୍ତି। ଏହି କାର୍‌ ଜାପାନରୁ ରପ୍ତାନୀ କରିଥିଲେ ଶେଖ ରସିଦ୍‌।  ଜାପାନର ବ୍ୟବସାୟୀ ନୁର ଖାନ୍‌ଙ୍କଠାରୁ ୨୨ ଲକ୍ଷ ଟଙ୍କାର ଏହି କାର କିଣିଥିଲେ।  ଏପରିକି ନୁର୍‌ ଖାନ ଜାହାଜରେ ଏହି କାରକୁ ପାକିସ୍ତାନ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ। ହେଲେ କାର କିଣିବା ପରେ […]

  • Saturday, 10 July 2021
1234567890-
ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଡେରାଡୁନ୍‌: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନା ଆଦାୟକୁ ନେଇ ହାହାକାର ସୃଷ୍ଟି ହୋଇଛି। ତେବେ ଟ୍ରାଫିକ୍‌ ପୁଲିସ୍‌ ଗୋଟିଏ ବଳଦ ଗାଡ଼ି ନାଁରେ ନୂଆ ମଟୋର ଭେଇକିଲ ଆକ୍ଟ ଅନୁଯାୟୀ ୧୦୦୦ ଟଙ୍କାର ଚାଲାଣ କାଟିବା, ଏବେ ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍‌ରେ ଘଟିଥିବା ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଟ୍ରାଫିକ ପୁଲିସ୍‌ ପକ୍ଷରୁ ଉକ୍ତ ବଳଦ ଗାଡ଼ିର ମାଲିକଙ୍କୁ ଜୋରିମାନା ଅର୍ଥ ଫେରସ୍ତ କରାଯାଇଛି। ରିୟାଜ ହାସନ ନାମକ […]

  • Saturday, 10 July 2021
farooq
ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ନେଇ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ଅନେକ ନେତା ଗୃହବନ୍ଦୀ ରହିଛନ୍ତି। ତେବେ କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଏମଡିଏମକେର ନେତା ଭାଇକୋ ମାମଲା ଦାୟର କରିଥିଲେ। ଯାହାର ଜବାବ ଆଜି କେନ୍ଦ୍ର ରଖିଛି। କେନ୍ଦ୍ର ସରକାର କହିଛନ୍ତି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ସାଧାରଣ ସୁରକ୍ଷା ବା ପବ୍ଲିକ ସେଫଟି ଆଇନ୍ ଆଧାରରେ ଅଟକ ରଖାଯାଇଛି। ଏହି […]

  • Saturday, 10 July 2021
joy panda
କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ତୁମାକୁରୁ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଛନ୍ତି।  ସେଠାରେ ଅୟୋଜିତ ଏକ ସଭାରେ ଶ୍ରୀ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ତା ପୂର୍ବରୁ ସେ ତୁମାକୁର ସିଦ୍ଧଗଙ୍ଗା ମଠକୁ ଯାଇଛନ୍ତି।  ସେଠାରେ ସେ ସିଦ୍ଧଲିଙ୍ଗ ମହା ସ୍ୱାମୀଜୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ଦିବଂଗତ ଶିବକୁମାର  ସ୍ୱାମୀଜୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  […]

  • Saturday, 10 July 2021
23345
ପରଲୋକରେ ସଞ୍ଜୀବ ଦତ୍ତା

ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍‌ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏବେ କାନାଡ଼ା ଥିବା ଫିଲ୍ମ ନିର୍ମାତା ନାଗେଶ କୁକୁନୁର ପ୍ରଥମେ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ସେ କହିଥିଲେ, କିଛି ଦିନ ତଳେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। କିନ୍ତୁ […]

  • Saturday, 10 July 2021
1234
ଛାତ୍ରୀଙ୍କ ୟୁନିଫର୍ମର ଲମ୍ବ ମାପିଲେ, ତା ପରେ ଭିତରକୁ ଛାଡ଼ିଲେ

ହାଇଦ୍ରାବାଦ୍‌: ସାଧାରଣତଃ ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟ। ୟୁନିଫର୍ମ ନ ପିନ୍ଧିଲେ, ସ୍କୁଲ ଭିତରକୁ ଯିବା ଲାଗି ସେମାନଙ୍କୁ ଅନେକ ସମୟରେ ଅନୁମତି ମିଳି ନ ଥାଏ। ହେଲେ କଲେଜ ଭିତରକୁ ଯିବା ପାଇଁ ନିର୍ଦ୍ଦିଷ୍ଟ ମାପର ୟୁନିଫର୍ମ ପିନ୍ଧିବା ବାଧ୍ୟ ଏକଥା ଜାଣିଥିଲେ କି ? ହାଇଦ୍ରାବଦ୍‌ରେ ଏପରି ଘଟଣା ଘଟିଛି ଏକ ନାମୀଦାମି ମହିଳା କଲେଜରେ। ସେଣ୍ଟ ଫ୍ରାନ୍‌ସିସ୍‌ ଗର୍ଲସ କଲେଜରେ  (St. Francis Girls College) ଡ୍ରେସ୍‌ କୋର୍ଡକୁ […]

  • Saturday, 10 July 2021
ୈହେଂଜନ
ଗିରଫ ହୋଇପାରନ୍ତି ପୂର୍ବତନ ପୁଲିସ କମିଶନର ରାଜୀବ କୁମାର!

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିଛି। ଶାରଦା ଚିଟ୍‌ଫଣ୍ଡ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିବା ପାଇଁ ଆଜି ବାଟ ଫିଟିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରି ତାଙ୍କୁ ସିବିଆଇ ନୋଟିସ୍‌ ଅନୁଯାୟୀ ଜେରାର […]

  • Saturday, 10 July 2021
murmu
କେବିସିର ଗୋଟିଏ ପ୍ରଶ୍ନ ଯାହାର ଉତ୍ତର ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର:ସାଧାରଣ ଜ୍ଞାନର ଗୋଟିଏ ପ୍ରଶ୍ନ ଚନ୍ଦ୍ରାଣୀ ମୁର୍ମୁ। ୨୦୧୯ ଲୋକସଭାର ସର୍ବ କନିଷ୍ଠ ସାଂସଦ କିଏ ? ଏହି ପ୍ରଶ୍ନର ଉତ୍ତର କେନ୍ଦୁଝର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଖାଲି ସାଧାରଣ ଜ୍ଞାନର ଉତ୍ତରଟିଏ ହୋଇ ରହି ନାହାନ୍ତି ଚନ୍ଦ୍ରାଣୀ, ତାଙ୍କର ନାଁ କହି କେବିସି ( କୌନ ବନେଗା କରୋଡପତି)ର ଜଣେ ମହିଳା ପ୍ରତିଯୋଗୀ ୬ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି। ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀ ୨୦୧୭ରେ […]

  • Saturday, 10 July 2021
imran-khan-1562565364
ସାଧାରଣ ଜ୍ଞାନରେ ବି ଇମ୍ରାନ ଫେଲ୍‌ !

ଇସ୍‌ଲାମାବାଦ: କଶ୍ମୀରକୁ ନେଇ ପାକିସ୍ତାନ ୱାଜିର-ଏ-ଆଜମ ଏବେ କେତେ ବିଚଳିତ ହୋଇ ପଡ଼ିଛନ୍ତି, ତାହା ପୁଣିଥରେ ସାମ୍ନାକୁ ଆସିଛି। ମୋଦି-୨ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ କେବଳ ସ୍ୱପ୍ନରେ ସବୁ କିଛି କଳ୍ପନା କରିବାରେ ଲାଗିଛି। ପାକିସ୍ତାନ ଦେଖୁଥିବା କୌଣସି ବି ସ୍ୱପ୍ନ ଯେ ତୃଣମୂଳସ୍ତରରେ ବାସ୍ତବ ରୂପ ନେଉ ନାହିଁ, ସେକଥା ମାନିବାକୁ ଇମ୍ରାନ୍‌ ଖାନ୍‌ ପ୍ରସ୍ତୁତ ନୁହନ୍ତି। କଶ୍ମୀରର ଭୌଗଳିକ […]

  • Saturday, 10 July 2021
erd-1
ସୋଶାଲ ମିଡିଆରେ ଲିଙ୍କ ହୋଇପାରେ ଆଧାର

ନୂଆଦିଲ୍ଲୀ: ବିଭନ୍ନ ସୋଶାଲ ମିଡିଆ ବିଶେଷ କରି ଫେସବୁକ୍‌ରେ ଆଧାର କାର୍ଡ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୪ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ୨୪ ତାରିଖରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଜି ରୁଲିଂ ଦେଇଛନ୍ତି। […]

  • Saturday, 10 July 2021
pak-1
ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଦରବାରରେ ଲୋକହସା ହୋଇଥିବା ପାକିସ୍ତାନ ଏବେ ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ପରିସ୍ଥିତି ଯାହା ହେଲାଣି କୌଣସି ବି ମୁହୂର୍ତ୍ତରେ ଭାରତ ସହ ଆକସ୍ମିକ ଯୁଦ୍ଧ ହୋଇପାରେ। ଗୋଟିଏ ବିବାଦର ପରିଣାମ କେତେ ଭୟଙ୍କର ହୋଇପାରେ, ସେକଥା ଭାରତ ଓ ପାକିସ୍ତାନ […]

  • Saturday, 10 July 2021
iddli
୧ ଟଙ୍କାରେ ଇଡ୍‌ଲି ବିକ୍ରି କରୁଥିବା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍‌ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍‌ଲି ସମ୍ବର ପ୍ଲେଟ୍‌କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍‌ ଦାମ୍‌ରେ ସେ ଇଡ୍‌ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ। କେବଳ ସାଧାରଣ ଲୋକ ନୁହନ୍ତି, ବୃଦ୍ଧାଙ୍କ ପ୍ରଶଂସା ଖୋଦ୍‌ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ତଥା ପ୍ରସିଦ୍ଧ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା କରିଥିଲେ ଓ  ସହାୟତାର ହାତ […]

  • Saturday, 10 July 2021
65432
ଗଣେଶ ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡ଼ି ୧୧ ମୃତ

ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡଙ୍ଗା ଆଉ  ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି  ମୃତଦେହ ବାହାର କରିବା ସହ ୫  ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଅଛନ୍ତି। ଏଭଳି ଦୁଃଖଦ ଘଟଣା ଆଜି […]

  • Saturday, 10 July 2021
12345
ନୂଆ ଟ୍ରାଫିକ୍‌ ନିୟମ: ଟ୍ରକ୍‌ ଡ୍ରାଇଭରଙ୍କୁ ୨ ଲକ୍ଷ ୫ ଶହ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍‌। ହଜାରେ, ୫ ହଜାର ନୁହେଁ ଏକାଥରକେ କଟିଛି  ୨ ଲକ୍ଷ ଟଙ୍କାର ଚାଲାଣ। ରାଜଧାନୀ ଦିଲ୍ଲୀର ମୁକର୍ବା ଚୌକରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୨ ଲକ୍ଷ ୫ ଶହ ଟଙ୍କାର ଚାଲାଣ କଟାଯାଇଛି। ଓଭର ଲୋଡିଂ ଏବଂ ଅନ୍ୟ ନିୟମ ଉଲ୍ଲଂଘନ ପାଇଁ ଏହି ଜରିମାନା ହୋଇଛି। ହେଲେ ଡ୍ରାଇଭର ଜଣକ ଏହି ଜରିମାନା ରାଶି ଡିପୋଜିଟ କରି ନ ଥିବା […]

  • Saturday, 10 July 2021
frog
ବିବାହର ୨ ମାସ ପରେ ବେଙ୍ଗ ଦମ୍ପତିଙ୍କ ବିଚ୍ଛେଦ!

ଭୋପାଲ: ଠିକ୍‌ ସମୟରେ ବର୍ଷା ନ ହେଲେ ଭାରତୀୟମାନଙ୍କର ଚିନ୍ତା ବଢିଯାଏ। କାରଣ ଚାଷୀଟିଏ ଚାଷ କରିବ ବୋଲି ବର୍ଷାକୁ ଚାହିଁ ବସିଥାଏ। ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେଲେ ବିଭିନ୍ନ ପୂଜାପୂଜି କରିବାର ପରମ୍ପରା ଏଠାରେ ରହିଛି। ବିଶେଷକରି ବର୍ଷା ପାଇଁ ବେଙ୍ଗବେଙ୍ଗୁଲି ବାହାଘର ଭାରତର ଅଧିକାଂଶ ପ୍ରାନ୍ତରରେ ଦେଖିବାକୁ ମିଳିଥାଏ। ହେଲେ ବର୍ଷା ବନ୍ଦ କରିବା ପାଇଁ   ବେଙ୍ଗ ବେଙ୍ଗୁଲିଙ୍କ ବିବାହ ବିଚ୍ଛେଦ କରାଯିବା ବୋଧହୁଏ କେହି ଶୁଣି ନ ଥିବେ। ଏପରି ଏକ […]

  • Saturday, 10 July 2021
wedf
କୁଳଭୂଷଣ ମାମଲାରେ ରାଗ ଶୁଝାଇଲା ପାକିସ୍ତାନ, କହିଲା ଦ୍ୱିତୀୟ କନସୁଲାର ଆକ୍ସେସ୍‌ ମିଳିବନି

ଇସ୍‌ଲାମାବାଦ୍‌: କଶ୍ମୀର ପ୍ରସଙ୍ଗରେ ପରାଜୟ ସ୍ୱୀକାର କରିଥିବା ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାକୁ ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଇମ୍ରାନ୍‌ ସରକାରଙ୍କୁ ଶକ୍ତ ଚାପୁଡ଼ା ମାରିବା ପରେ ଏବେ ଏହାର ରାଗ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଶୁଝାଇବାକୁ ଚେଷ୍ଟା ଆରମ୍ଭ କରିଛି। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଛାଟ ପରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ୍‌ ଯୋଗାଇ ଦେଇଥିବା ପାକିସ୍ତାନ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। କୁଳଭୂଷଣଙ୍କୁ କୌଣସି ପ୍ରକାରର ଦ୍ୱିତୀୟ […]

  • Saturday, 10 July 2021
09865
ସୀମାରୁ ୩ ଆତଙ୍କୀ ଗିରଫ, ୬ ଏକେ-୪୭ ଜବତ

ନୂଆଦିଲ୍ଲୀ: ହିଂସାକାଣ୍ଡ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ଏମାନଙ୍କ ପାଖରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଜମ୍ମୁ-ପଠାନକୋଟ୍‌ ଜାତୀୟ ରାଜପଥରେ ଚେକିଂ ଚାଲିଥିଲା। ଏହି ସମୟରେ କଶ୍ମୀରରୁ ପଞ୍ଜାବର ବାମୟାଲ ଯାଉଥିବା ଏକ ଟ୍ରକ୍‌କୁ […]

  • Saturday, 10 July 2021
1234567
ବିକ୍ରମ ସହ ଯୋଗାଯୋଗ ପାଇଁ ନାସାର ଉଦ୍ୟମ, ପଠାଇଲା ‘ହ୍ୟାଲୋ’ ବାର୍ତ୍ତା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁନି। ଏହା ମଧ୍ୟରେ ଥିବା ରୋଭର ପ୍ରଜ୍ଞାନର ଆୟୁଷ ସରି ସରି ଆସୁଥିବାବେଳେ ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି। ଇସ୍ରୋ ପରେ ଏବେ ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ ପରେ ଅଚଳ ହୋଇ ପଡ଼ିଥିବା ବିକ୍ରମ ପାଖକୁ ନାସା ‘ହ୍ୟାଲୋ’ ମେସେଜ ପଠାଇଥିବା ଜଣାପଡ଼ିଛି। କାଳେ ନାସା […]

  • Saturday, 10 July 2021
Capture
ପାକିସ୍ତାନ ସ୍ୱୀକାର କଲା-କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଭାରତକୁ ବିଶ୍ୱାସ କରେ, ଆମକୁ ନୁହେଁ

ଇସ୍‌ଲାମାବାଦ: ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍‌ ଖାନ୍‌ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା, ସେଥିରେ କୌଣସି ବି ଅନ୍ତର୍ଜାତୀୟ ରାଷ୍ଟ୍ର ଏକମତ ହୋଇପାରି ନାହାନ୍ତି। ବିଶ୍ୱ […]

  • Saturday, 10 July 2021
jaya
ଜୟଲଳିତାଙ୍କ ସମାଧି ପରିସରରେ ପୁଅର ବିବାହ ଆୟୋଜନ କଲେ AIADMK ନେତା

ଚେନ୍ନାଇ: ମୃତ୍ୟୁ ପରେ ବି ତାମିଲନାଡୁ ପୂର୍ବତନ ସ୍ୱଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଲୋକପ୍ରିୟତା କମି ନାହିଁ। ଏହାର ପ୍ରମାଣ ଅଳ୍ପଦିନ ତଳେ ଏଠାରେ ଘଟିଯାଇଥିବା ଏକ ଘଟଣାରୁ ଜଣାପଡ଼ିଛି। ଘଟଣାଟି ହେଲେ-ଜୟଲଳିତାଙ୍କ ଦଳ ଏଆଇଏଡିଏମ୍‌କେର ଜଣେ ନେତା ନିକଟରେ ତାଙ୍କର ଝିଅର ବାହାଘର କରୁଥିଲେ। ନେତାଙ୍କ ଝିଅ ବାହାଘର କିଛି ନୂଆ କଥା ନୁହେଁ। ତେବେ ଏହି ବାହାଘର ଏଥିପାଇଁ ଚର୍ଚ୍ଚାକୁ ଆସିଥିଲା ଯେ, ବାହାଘର ମେରିନା ବିଚ୍‌ରେ ଥିବା ଜୟଲଳିତାଙ୍କ ସମାଧି ପରିସରରେ ଆୟୋଜନ କରାଯାଇଥିଲା। […]

  • Saturday, 10 July 2021
chinmayananda
ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ଗୁମର ଖୋଲିଲା ଏସଆଇଟି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ ବେଳେ ଅନେକ ଗୁମର ଖୋଲିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଲ’ କଲେଜର ଛାତ୍ରୀ ଏସଆଇଟି ତଦନ୍ତ ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଯାହାକି ତାଙ୍କର ଯୌନ କେଳେଙ୍କାରୀର ଚିତ୍ର ପଦାକୁ ଆଣିଛି। ପୀଡ଼ିତା ଛାତ୍ରୀ ଏସଆଇଟି ତଦନ୍ତ ବେଳେ କହିଛନ୍ତି ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ […]

  • Saturday, 10 July 2021
sasu-maa
ଶାଶୂଙ୍କୁ କାନ୍ଧ ଦେଇ ଶ୍ମଶାନକୁ ନେଲେ ୪ ବୋହୂ

ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍‌ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ ଏସବୁ ପ୍ରତ୍ୟେକ ଘରର କହାଣୀ ନୁହେଁ। କିନ୍ତୁ ସାଧାରଣ ଜୀବନରେ ମଧ୍ୟ କେଉଁଠି ଶାଶୁ ଅବହେଳା ହେଉଛି ତ କେଉଁଠି ବୋହୂ ନିର୍ଯ୍ୟାତନା ପାଉଥିବାର ଖବର ମିଳେ। […]

  • Saturday, 10 July 2021
Capture
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଲସ୍କର-ଇ-ତୋଇବା ଆତଙ୍କୀ ନିହତ

ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ ତଳେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ୨ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଗୁଳି ମାରିଥିବା ଆତଙ୍କବାଦୀ […]

  • Saturday, 10 July 2021
GOLD-MAN
୧୦ ମିନିଟରେ ୩୮ କୋଟି ଟଙ୍କା ଠକେଇ !

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଆମେରିକାର ପୁଞ୍ଜି ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ୩୮ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀର ଉପସଭାପତି ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଅନ୍ ଲାଇନ୍ ଟ୍ରାଞ୍ଜାକସନ ଜରିଆରେ ହଙ୍ଗକଙ୍ଗର ଏକ ବ୍ୟାଙ୍କକୁ ପଇସା ପଠାଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଏବେ ଠକେଇ ହୋଇଥିବା ସମସ୍ତ ଟଙ୍କା ଗୋଲ୍ଡମ୍ୟାନ ସାକ୍ସକୁ ଫେରାଇ ଦିଆଯାଇଛି। ଅଶ୍ୱିନୀ ଅନଲାଇନ ଗେମ୍ ଖେଳି ୫୦ ଲକ୍ଷ ଟଙ୍କା କରଜ କରିଥିଲେ। […]

  • Saturday, 10 July 2021