• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

233545
ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ, ଉପହାର ଦେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପ୍ୟାୟିତ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି ହାତବୁଣା ରେଶମ ପ୍ରତିକୃତି। ଏଥିରେ ଜିନପିଙ୍ଗଙ୍କ ମୁହଁର ଛବି ରହିଛି। କୋଏମ୍ବାଟୋର ଜିଲ୍ଲା ଅନ୍ତର୍ଗତ ସିରୁମୁଗାଇପୁଡ଼ୁରରେ ଥିବା ଶ୍ରୀରାମଲିଙ୍ଗା ସୌଦାମ୍ବିଗାଇ ହସ୍ତନ୍ତ ସମବାୟନ ସମବାୟ ସମିତି ଏହାକୁ […]

  • Saturday, 10 July 2021
43434345434343
ଜିନପିଙ୍ଗଙ୍କୁ ୬ ଫୁଟ ଉଚ୍ଚର ଦୀପ ଉପହାର ଦେଲେ ମୋଦି

ଚେନ୍ନାଇ: ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତରୁ ଅଜସ୍ର ଭଲ ପାଇବା ସହ କିଛି ସ୍ୱତନ୍ତ୍ର ଉପହାର ନେଇ ବେଜିଂ ଗସ୍ତ କରିବେ। ଆଜି ହାତବୁଣା ରେଶମ ପ୍ରତିକୃତି ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜିନପିଙ୍ଗଙ୍କୁ ଆଉ କିଛି ସ୍ୱତନ୍ତ୍ର ଗିଫ୍ଟ ଦେଇଥିଲେ। ଗତକାଲି ମୋଦି ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ। ଏହି ୬ ଫୁଟ ଉଚ୍ଚର ଆନ୍ନାମ ଲ୍ୟାମ୍ପଟି ସୁନା ରଙ୍ଗରେ ଝଳେଇ ହୋଇଛି। ଏହାବାଦ୍‌ […]

  • Saturday, 10 July 2021
132323
କମୁଛି ଗାଡ଼ି ବିକ୍ରି; ଅଫର ଦେଲେ ବି ଲୋକ ନେଉ ନାହାନ୍ତି

ଭୁବନେଶ୍ୱର: ମାନ୍ଦାବସ୍ଥାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିବାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ  ହୋଇଛି ଅଟୋମୋବାଇଲ ଶିଳ୍ପ। ଗତ ୧୧ମାସ ହେଲା ଗାଡି ବିକ୍ରି ଲଗାତର କମିବାରେ ଲାଗିଛି  । ଗତବର୍ଷ  ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ମାସରେ ୨୨. ୪୧ ପ୍ରତିଶତ ଗାଡି କମ୍‌ ବିକ୍ରି ହୋଇଛି।  ଗତବର୍ଷ ସେମ୍ବେର ମାସରେ ୨୫ ଲକ୍ଷ ୮୪ ହଜାର ୬୨ଟି ଗାଡି ବିକ୍ରି ହୋଇଥିବା ବେଳେ ଚଳିତ ସେମ୍ବେରରେ ୨୦ଲକ୍ଷ ୪ହଜାର ୯୩୨ଟି ଗାଡି […]

  • Saturday, 10 July 2021
4667889
ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ; ଭବ୍ୟ ସମ୍ବର୍ଦ୍ଧନା

ଚେନ୍ନାଇ: ଆଜିଠାରୁଦୁଇ ଦିନିଆ ଭାରତ ଗସ୍ତରେ ଆସି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିଛନ୍ତି।  ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନଔପଚାରିକ ଆଲୋଚନା କରିବେ। ସ୍ୱତନ୍ତ୍ର ବିମାନରେ ଜିନିପଙ୍ଗ ଆଜି ଚେନ୍ନାଇରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା। ସନ୍ଧ୍ୟା ବେଳେ ମୋଦି ଓ ଜିନପିଙ୍ଗ ମାଲାପୁରମର ଐତିହ୍ୟ ବୁଲି ଦେଖିବେ। ତେବେ ଦୁଇ ଦିନର ଅନଔପଚାରିକ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ମିଳିତ ଭାବେ ବିବୃତି ଜାରି କରିବେ […]

  • Saturday, 10 July 2021