• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cloudy
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’; ଆସନ୍ତାକାଲି କରିପାରେ ଲ୍ୟାଣ୍ଡଫଲ୍‌

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଗୁଜରାଟରୁ ୪୨୦ କି.ମି. ଦୂରରେ ଅଛି। ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ବାୟୁ’ ଜୁନ୍‌ ୧୩ ତାରିଖ ସକାଳେ ପୋରବନ୍ଦର ଏବଂ ମହୁୱା ମଝିରେ କୌଣସି […]

  • Sunday, 11 July 2021
jhal muri
‘ଝାଲମୁଢ଼ି’ ପ୍ରେମରେ ବିଦେଶୀ

ଲଣ୍ଡନ: ଏବେ ବିଶ୍ୱକପ୍‌ ପାଇଁ ଚର୍ଚ୍ଚାରେ ଥିବା ଲଣ୍ଡନରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ‘ଝାଲମୁଢ଼ି’। ତା’ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ ଷ୍ଟାଡିଅମ୍‌ ବାହାରେ। ପସରାର ଶୈଳୀ ସମ୍ପୂର୍ଣ୍ଣ ଭାରତୀୟ। ବିଭିନ୍ନ ଡବାରେ ଭଳିକି ଭଳି ମୁଡ଼ୁମୁଡ଼ିଆ ଖାଦ୍ୟ ଦ୍ରବ୍ୟ। ଆଉ ଏସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି। ଯେମିତି ଆପଣ ଆପଣଙ୍କ ସାହିରେ ବା ଛକରେ ବିକ୍ରିହୁଏ ଠିକ୍‌ ସେମିତି, କିନ୍ତୁ ଫରକ ହେଉଛି ଏ ବ୍ୟକ୍ତି […]

  • Sunday, 11 July 2021
bus accident
ନେପାଳରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା; ୨ ଓଡ଼ିଆ ମୃତ

କାଠମାଣ୍ଡୁ/ଭୁବନେଶ୍ୱର: ନେପାଳରେ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳର ରାଜଧାନୀ କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ଦୁର୍ଘଟଣାରେ ଏହି ୨ ଓଡ଼ିଆ  ପ୍ରାଣ ହରାଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଓ ଅରଗୁଳ ଯମୁନା ଗାଁର ବିଜୟ କୁମାର ଜେନା। ଦୁର୍ଘଟଣାରେ ଅନ୍ୟ ୩ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।  ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା। ସେମାନଙ୍କୁ ବିରଜଙ୍ଗ ହସ୍ପିଟାଲରେ […]

  • Sunday, 11 July 2021
cm naveen patnaik
ମୋଦି-ନବୀନ ସାକ୍ଷାତ: ‘ଫୋନି’ ସହାୟତା ପାଇଁ ୫ହଜାର କୋଟି ମାଗିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ନେଇ ୫ ହଜାର କୋଟି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।  ଏହାସହ ବାତ୍ୟା ବିପନ୍ନଙ୍କ ପାଇଁ ୫ ଲକ୍ଷ ପକ୍କା ଘର ପ୍ରଦାନ […]

  • Sunday, 11 July 2021
mulayam
ହସ୍ପିଟାଲରେ ମୁଲାୟମ ସିଂହ ଯାଦବ

ଗୁରୁଗ୍ରାମ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଅସୁସ୍ଥ। ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି। ରବିବାର ଦିନ ମୁଲାୟମ ପ୍ରଥମେ ଦୁର୍ବଳ ଅନୁଭବ କରିବାରୁ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରି ବ୍ଲଡ୍ ସୁଗାର ଓ ରକ୍ତଚାପ ଅଧିକ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସୋମବାର ସକାଳେ ମୁଲାୟମ ସିଂ ଯାଦବ ଡାକ୍ତରଖାନାରୁ ଡିସଚାର୍ଜ […]

  • Sunday, 11 July 2021
naveen-modi
ଦିଲ୍ଲୀରେ ମୋଦି-ନବୀନ ଭେଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ସହ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ […]

  • Sunday, 11 July 2021
pm modi
ପାକିସ୍ତାନ ଆକାଶରେ ଉଡ଼ିବ ମୋଦିଙ୍କ ବିମାନ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ଆକାଶମାର୍ଗରେ ଉଡ଼ିବ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିଶ୍‌କେକ୍‌ରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ। ଏହି ବୈଠକରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ବିଶ୍‌କେକ୍‌ ଯିବା ପାଇଁ ଏବେ ଦୁଇଟି ରାସ୍ତା ରହିଛି। ଯେଉଁଥିରୁ ଦକ୍ଷିଣ ପାକିସ୍ତାନର କିର୍ଗିସ୍ଥାନ ଆକଶମାର୍ଗ ଅନ୍ୟତମ। ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ […]

  • Sunday, 11 July 2021
3 year old
ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଆଖି ବୁଜିଲା ୩ ବର୍ଷର ଶିଶୁ

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଗଲା ୩ ବର୍ଷର ଶିଶୁ ଫତେହବୀର ସିଂହ। ଯେଉଁ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା ପୁଣି ଠିକ୍ ଦୁଇ ବର୍ଷ ପରେ ସେଇ ଦିନ ସେ ସବୁ ଦିନ ପାଇଁ ଆଖି ବନ୍ଦ କରିଦେଲା। ଜୁନ୍‌ ୬ରେ ଘର ପାଖରେ ଖେଳୁଥିବା ବେଳେ ଫତେବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରକୁ ଖସି ପଡ଼ିଥିଲା। ଏନଡିଆରଏଫ୍ ଟିମ୍, […]

  • Sunday, 11 July 2021
rahul
ସରକାରୀ ବାସଭବନ ହରାଇ ପାରନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ସରକାରୀ ବାସଭବନ ହରାଇ ପାରନ୍ତି। ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍‌ରେ ଥିବା ଏହି ସରକାରୀ ବାସଭବନ ଏଥର ଆଉ ରାହୁଲଙ୍କୁ ମିଳିନପାରେ ବୋଲି ଜଣାପଡ଼ିଛି। ଲୋକସଭା ସଚିବାଳୟ ସାଂସଦଙ୍କ ପାଇଁ ଖାଲି ପଡ଼ିଥିବା ବଙ୍ଗଳାକୁ ନେଇ ଏକ ଲିଷ୍ଟ୍‌ ଜାରି କରିଛି। ଏହି ଲିଷ୍ଟ୍‌ରେ ରାହୁଲ ଗାନ୍ଧିଙ୍କ ୧୨ ତୁଗଲକ ଲେନ୍ ବଙ୍ଗଳା ମଧ୍ୟ ରହିଛି।  ଯାହାକୁ ନେଇ ବିବାଦ ଦେଖାଦେଇଛି।  ୨୦୦୪ରେ ଆମେଠି ଲୋକସଭା ଆସନ […]

  • Sunday, 11 July 2021
sushma
ଆନ୍ଧ୍ର ରାଜ୍ୟପାଳ ହେବେ ସୁଷମା ସ୍ୱରାଜ!

ନୂଆଦିଲ୍ଲୀ: ମୋଦି-୧ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କୁ ଖୁବ୍‌ଶୀଘ୍ର ମୋଦି-୨ ସରକାରରେ ନୂଆ ଦାୟିତ୍ୱ ମିଳିବ ବୋଲି ଶୁଣିବାକୁ ମିଳୁଛି। ମୋଦି-୨ ସରକାରରେ ଅସୁସ୍ଥତା କାରଣରୁ ନିର୍ବାଚନ ଲଢ଼ି ନଥିବା ସୁଷମାଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବ ବୋଲି ପାୱର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରି କି ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡା. ହର୍ଷବର୍ଦ୍ଧନ ଟ୍ୱିଟ୍‌ କରି ସୁଷମା ସ୍ୱରାଜ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ […]

  • Sunday, 11 July 2021
rain
ପୁଣି ଆସୁଛି ଆଉ ଏକ ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାଁ ‘ବାୟୁ’ ରହିଛି। ଆସନ୍ତା ୭୨ ଘଣ୍ଟାରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ। ଆସନ୍ତା ୧୩ ତାରିଖ ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି […]

  • Sunday, 11 July 2021