• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

f
କଂଗ୍ରେସ ନେତାଙ୍କ ଘରୁ ୫ କୋଟି ଟଙ୍କା ଜବତ

ବେଙ୍ଗାଲୁରୁ:  ବଢ଼ିଲା କଂଗ୍ରେସ ନେତା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି) ଡିପାର୍ଟମେଣ୍ଟ ରେଡ୍ କରି ପାଖାପାଖି ୫ କୋଟି ଟଙ୍କା ଜବତ କରିଛି। ଆଜି ସକାଳେ ଆଇଟି ଡିପାର୍ଟମେଣ୍ଟ ଏହି ସୂଚନା ଦେଇଛି। ବେଙ୍ଗାଲୁରୁ ଏବଂ ଟୁମକୁରୁର ୨୫ଟି ସ୍ଥାନରେ ଆଇଟି ଡିପାର୍ଟମେଣ୍ଟ ରେଡ୍ କରି ଏହି ସବୁ ଟଙ୍କା ଜବତ କରିଛି। ଆଜି ସକାଳୁ ମଧ୍ୟ ବିଭିନ୍ନ […]

  • Saturday, 10 July 2021
accidnet
ରାସ୍ତା କଡ଼ରେ ଶୋଇଥିଲେ; ଚଢ଼ିଗଲା ବସ୍, ଚାଲିଗଲା ୭ ଜୀବନ

ବୁଲନ୍ଦସହର: ଗଙ୍ଗାରେ ବୁଡ଼ ପକାଇବା ପାଇଁ ଆସି ରାସ୍ତା କଡ଼ରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ବସ୍। ଅକାଳରେ ଚାଲିଗଲା ୭ ଜୀବନ। ଆଜି ସକାଳେ ଉତ୍ତର ପ୍ରଦେଶର ବୁଲନ୍ଦସହରର ଗଙ୍ଗାଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ ଛୋଟ ଛୁଆ ଅଛନ୍ତି। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସର ବାସିନ୍ଦା। ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ନରଉର ଘାଟକୁ ଆସିଥିଲେ। ଘରକୁ ଫେରିବା ପୂର୍ବରୁ […]

  • Saturday, 10 July 2021
eeeee
ଏବେ ଏହି ଜିଓ ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ୯ ତାରିଖ ଦିନ ଜିଓ ଏହି ଘୋଷଣା କରିଥିଲା। ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍ କରି ଏହି ପ୍ରଶ୍ନର ଜବାବ ଦେଇଛି। ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ୍‌ ରିଚାର୍ଜ କରିଛନ୍ତି, ସେମାନେ ଏହି […]

  • Saturday, 10 July 2021
6754356
ପଞ୍ଜାବରେ ଉଡ଼ୁଛି ପାକିସ୍ତାନୀ ଡ୍ରୋନ୍

ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଛି। ହେଲେ ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ରୋନଟି ପୁଣି ଥରେ ପାକିସ୍ତାନ ପଟକୁ ଫେରିଯାଇଛି। ଉଭୟ ପଞ୍ଜାବ ପୁଲିସ୍ ଏବଂ ସେନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଏହା […]

  • Saturday, 10 July 2021
34455677898909
ବିପର୍ଯ୍ୟୟ ଏଡାଇବା ପାଇଁ ଆତ୍ମସମୀକ୍ଷା ଦରକାର: ସିନ୍ଧିଆ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ସିଦଙ୍କ ପରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପରିଚାଳନାଗତ ତ୍ରୁଟିକୁ  ନେଇ ମୁହଁ ଖୋଲିଛନ୍ତି ।  ବିପର୍ଯ୍ୟୟକୁ ଏଡ଼ାଇବାକୁ ହେଲେ କଂଗ୍ରେସକୁ ଏବେ ଜରୁରୀ ଆତ୍ମସମୀକ୍ଷା କରିବାକୁ ପଡିବ।   ଦଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବା ସହ ଏଥିରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ । ସେପଟେ ଜାତୀୟ ନିର୍ବାଚନରେ ପରାଜୟ ପରେ ଦଳୀୟ ନେତୃବୃନ୍ଦ ନିୟମିତ ବ୍ୟବଧାନରେ ରାଜ୍ୟରେ ସମୀକ୍ଷା କରୁଛନ୍ତି । ଏହାର […]

  • Saturday, 10 July 2021
maoist blast
ମହାରାଷ୍ଟ୍ରରେ ମାଓବାଦୀଙ୍କ ବର୍ବରକାଣ୍ଡ; ୧୫ଜଣ ସୁରକ୍ଷାକର୍ମୀ ସହିଦ, ଜଣେ ଡ୍ରାଇଭର ମୃତ

ଗଡ଼ଚିରୋଲି: ମହ।ର।ଷ୍ଟ୍ରର ଗଡ଼ଚିରୋଲିରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀମ।ନେ ଘଟ।ଇଥିବ। ଏକ ବଡ଼ ଧରଣର ବିସ୍ଫୋରଣରେ ୧୫ ଜଣ ସୁରକ୍ଷ।କର୍ମୀ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ ସୀମ।ବର୍ତ୍ତୀ ଏହି ମାଓପ୍ରବଣ ଅଞ୍ଚଳରେ ଆଇଇଡି ଯୋଗେ ଏଭଳି ଘଟଣ। ଘଟିଥିବ। ଜଣ।ପଡ଼ିଛି।  କମାଣ୍ଡୋ ମାନେ ମାଓ ଅପରେସନ୍‌ରେ ଯାଇଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ।  ପୂର୍ବରୁ ମାଓବାଦୀମାନେ ଆଜି ସକାଳେ ଗଡଚିରୋଲି  ଜିଲ୍ଲାରେ ୨୫ଟି ଗାଡ଼ିରେ  ନିଆଁ ଲଗାଇ ଦେଇଥିଲୋ ମାଓ ଅପରେସନକୁ […]

  • Saturday, 10 July 2021
4343409879
ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ। ଲିଥିୟମ୍‌ ଆୟନ୍‌ ବ୍ୟାଟେରି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଲିଥିଅମ୍‌ ବ୍ୟାଟେରି ଆମ […]

  • Saturday, 10 July 2021
2121212
ଅଫିସ୍ ଭାଙ୍ଗିଲା ନିୟମ, ଜୋରିମାନା ଦେଲେ ଜିଲ୍ଲାପାଳ

ଔରଙ୍ଗବାଦ:  ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ।  ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ମିଳିଥିଲା। ନିଜ କାର୍ଯ୍ୟାଳୟ  ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ଜିଲ୍ଲାପାଳ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । କେଉଁ ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ସେ ବାବଦରେ ସୂଚନା ଦେବାକୁ ଜିଲ୍ଲପାଳ ଗତକାଲି […]

  • Saturday, 10 July 2021