• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-2
ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ଇସ୍‌ଲାମାବାଦ୍: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ-ଏକଥା ସ୍ୱୀକାର କରିଛନ୍ତି ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କାଶ୍ମିରୀରେ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌  ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ  ହିରୋ ବୋଲି କହିଛନ୍ତି। ସେତିକି ନୁହେଁ, ସେ ଓସାମା ବିନ୍‌ ଲାଡେନ୍‌, ଆୟମାନ୍‌ ଅଲ୍‌ ଜୱାହିରି, ଜଲ୍ଲାଉଦ୍ଦିନ୍‌ ହକାନି ଏବଂ ଅନ୍ୟମାନଙ୍କୁ ମଧ୍ୟ ‘ପାକିସ୍ତାନର ହିରୋ’ କହିବାକୁ ପଛାଇ ନାହାନ୍ତି। ବୁଧବାର ପାକିସ୍ତାନର ଜଣେ […]

  • Sunday, 11 July 2021
1221
ରାୟଗଡ଼ା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ

ରାୟଗଡ଼ା: ରାୟଗଡ଼ା ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ । SOG ଏବଂ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହି କ୍ୟାମ୍ପକୁ ଠାବ କରଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସୁରକ୍ଷା କର୍ମଚାରୀମାନେ ସେଠାରୁ ଏକ ଲ୍ୟାଣ୍ଡମାଇନକୁ ଜବତ କରିବା ସହ ତାହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏଥି ସହିତ  ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା,ପାଣି ବୋତଲ ଓ ୧୦ଟି ପଲିଥିନ […]

  • Sunday, 11 July 2021
233233
କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ ମଧ୍ୟ କହି ନଥିବାରୁ ସେ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା। ଆଜି କୋର୍ଟ ଏହି କ୍ଷମାକୁ ଗ୍ରହଣ କରିବା ସହ ମାମଲା ବନ୍ଦ କରିଦେଇଛନ୍ତି। […]

  • Sunday, 11 July 2021
1234567890
ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ବର୍ତ୍ତମାନର ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ଅବସରରେ ଏହି ପିଟିସନ୍‌ସବୁର ଶୁଣାଣି କରିବାର ଥିଲା। […]

  • Sunday, 11 July 2021
-0987654
ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ  ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା ଜୁନିୟର ବାସ୍କେଟବଲ ଖେଳାଳିଙ୍କୁ ସୀତାମଣି ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ […]

  • Sunday, 11 July 2021
bsf_constable_refuses_rs_11_lakh_dowry_at_wedding
୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ […]

  • Sunday, 11 July 2021
457890
ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ଇସଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍‌(ଆଇସିଜେ)ର ଛାଟ ପରେ ଏବେ ପାକିସ୍ତାନ ଅକଳରେ ପଡ଼ିଯାଇଛି। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାକୁ ଏକପାଖିଆ ଭାବେ ସାମାରିକ କୋର୍ଟରେ ବିଚାରକରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ପାକିସ୍ତାନ ଏବେ ନିଜର ନିଷ୍ପତ୍ତି ବଦଳାଇଛି। କୁଳଭୂଷଣ ଏବେ ସିଭିଲିଆନ୍‌ କୋର୍ଟରେ ନିଜ ନିର୍ଦ୍ଦୋଷର ପ୍ରମାଣ ଦେବାକୁ ଆବେଦନ କରିପାରିବେ ବୋଲି ପାକିସ୍ତାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥପାଇଁ ପାକିସ୍ତାନ ସରକାର ନିଜ ଦେଶର ଆର୍ମି ଆଇନ୍‌ରେ […]

  • Sunday, 11 July 2021
12222
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ । ଏ ସମ୍ପର୍କିତ ଏକ ମାମଲାର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି। ସୂଚନାକୁ ଅଟକାଇ ବିଚାର ବିଭାଗୀୟ ସ୍ୱାଧୀନତାକୁ ରକ୍ଷା କରାଯାଇପାରିବ ନାହିଁ।  ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ ଜନସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଦାଏର […]

  • Sunday, 11 July 2021
112346
ମହାରାଷ୍ଟ୍ର ରାଜନୀତି; ମୁଖ୍ୟମନ୍ତ୍ରୀ ଚୌକିରେ ୫୦-୫୦ ବସିବେ କଂଗ୍ରେସ-ଶିବସେନା !

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିର ଅଡୁଆ ସୂତା ଧୀରେ ଧୀରେ ଖୋଲିବାରେ ଲାଗିଛି। ବୁଝାମଣା ଭିତରେ ତିନି ଦଳ ମୁଖ୍ୟମନ୍ତ୍ରୀ (ଶିବସେନା-ଏନସିପି-କଂଗ୍ରେସ) ସରକାର ଗଠନ ପାଇଁ ଚିନ୍ତା କରୁଛନ୍ତି।  ରାଜ୍ୟରେ ଶିବସେନା ଏବଂ ଏନସିପି ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ଆସନ କଂଗ୍ରେସ ପାଖରେ ରହିବ ବୋଲି ଚର୍ଚ୍ଚା ହେଉଛି।  ଶିବସେନା ୫୬ଟି, ଏନସିପି ୫୪ଟି ଆସନ ଜିତିଥିବାରୁ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ କଂଗ୍ରେସ ୪୪ଟି […]

  • Sunday, 11 July 2021
12334
ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଉପନିର୍ବାଚନ ଲଢ଼ିପାରିବେ-ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଠାରେ ଅଯୋଗ୍ୟ ଘୋଷିତ ହୋଇଥିବା ଜନତା ଦଳ ସେକ୍ୟୁଲାର (ଜେଡିଏସ) ଏବଂ କଂଗ୍ରେସର ୧୭ ବିଧାୟକ ଉପନିର୍ବାଚନ ଲଢ଼ିପାରିବେ ବୋଲି ଆଜି ସୁପ୍ରିମକୋର୍ଟ    ଅନୁମତି ଦେଇଛନ୍ତି। କର୍ଣ୍ଣାଟକର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ତେବେ ଦୀର୍ଘ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବା […]

  • Sunday, 11 July 2021
111
ଏୟାରଷ୍ଟ୍ରାଇକ୍‌; କୁଖ୍ୟାତ ଆତଙ୍କବାଦୀ ଅବୁ ଅଲ ଅତା ନିହତ

ଜେରୁଜଲମ: ଇସ୍ରାଏଲ ପକ୍ଷରୁ ଗତକାଲି ହୋଇଥିବା ଏୟାରଷ୍ଟ୍ରାଇକରେ ଗାଜାରେ ଥିବା ଇସଲାମିକ ଜିହାଦର କମାଣ୍ଡର ନିହତ ହୋଇଛି। ନିହତ ଆତଙ୍କବାଦୀର ନାମ ଅବୁ ଅଲ ଅତା । ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। ଅବୁର ମୃତ୍ୟୁ ପରେ ଗାଜା ମଧ୍ୟ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ଟି ମିସାଇଲ ମାଡ଼ କରିଛି। ଏ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସେସ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।  ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଅବୁ ଅଲ ଅତା […]

  • Sunday, 11 July 2021
odia_pua_boita_bandan_India_Gate__1_
ଦିଲ୍ଲୀରେ ବୋଇତ ବନ୍ଦାଇଲେ ସାଧବ ବୋହୂ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୀତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ […]

  • Sunday, 11 July 2021
download
ପର ଭାବି ଦୁର୍ଘଟଣାସ୍ଥଳରୁ ପଳାଇଲେ, ହେଲେ ସେମାନେ ଥିଲେ ନିଜ ପରିବାରର

ଗ୍ରେଟରନୋଏଡା: ମଣିଷର ସ୍ୱାର୍ଥପରତା ବେଳେବେଳେ ତାକୁ ଏମିତି ଶକ୍ତ ଧକ୍କା ଦିଏ ! ଦୁର୍ଘଟଣାରେ ପଡିଥିବା ଲୋକଙ୍କୁ ‘କେହି ଜଣେ’ ହୋଇଥିବେ ଭାବି ସାହାଯ୍ୟ କଲେନି, ହେଲେ ସେ ଥିଲେ ତାଙ୍କ ପରିବାରର ସଦସ୍ୟ। ଆଉ ତାଙ୍କର ଏଇ ସାମାନ୍ୟ ସ୍ୱାର୍ଥପର ଭାବ ଯୋଗୁ ସମସ୍ତଙ୍କର ଜୀବନ ଚାଲିଗଲା। ଘଟଣା ଘଟିଛି ଗ୍ରେଟର ନଏଡାରେ। କିଛି ଦିନ ତଳର କଥା । ଗ୍ରେଟର ନଏଡାର ମୋଇନ ମେବାତୀ ତାଙ୍କ ଡ୍ରାଇଭରକୁ ନେଇ ରାତିରେ ଯାଉଥିଲେ। ବାଟରେ ଦେଖିଲେ […]

  • Sunday, 11 July 2021
flamingo
ରାଜସ୍ଥାନ ସାମ୍ଭର ହ୍ରଦରେ ୧୫୦୦ ପକ୍ଷୀଙ୍କ ମୃତ୍ୟୁ

ସମ୍ଭର: ଦେଶର ସବୁଠାରୁ ବୃହତ୍‌ ଲବଣ ହ୍ରଦ କୁହାଯାଉଥିବା ରାଜସ୍ଥାନର ଜୟପୁର ନିକଟବର୍ତ୍ତୀ ସାମ୍ଭର ହ୍ରଦରେ ପକ୍ଷୀ ମଡ଼କ ଦେଖାଦେଇଛି। ୧୦ଟି ପ୍ରଜାତିର ହଜାର ହଜାର ପକ୍ଷୀ ହଠାତ୍‌ ମରି ପଡ଼ିବା ସ୍ଥାନୀୟ ଲୋକ ଏବଂ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। କର୍ତ୍ତୃପକ୍ଷ ଜଳ ପ୍ରଦୂଷଣ ବା ବିଷାକ୍ତ ହୋଇଥିବାକୁ ଏକ କାରଣ ଭାବେ ଦର୍ଶାଉଛନ୍ତି। ସେମାନେ କହୁଛନ୍ତି ଏଠାକାର ପାଣି ପିଇ ଏହି ମଡ଼କ ହୋଇଛି। କିନ୍ତୁ ଟେଷ୍ଟ ରିପୋର୍ଟରୁ ସେଭଳି କିଛି ଜଣାପଡ଼ିନାହିଁ। ସରକାରୀ […]

  • Sunday, 11 July 2021
123456789
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ କ୍ୟାବିନେଟର ସୁପାରିଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ ବିଧାନସଭା ନିର୍ବଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ରହିଛି। ବିଜେପି ଓ ଶିବସେନା ସରକାର ଗଢ଼ିପାରିନଥିବା ବେଳେ ଏବେ ଏନସିପିକୁ ସରକାର ଗଢ଼ିବା […]

  • Sunday, 11 July 2021
1111111
୨ ଟ୍ରେନ୍‌ ମୁହାଁମୁହିଁ ଧକ୍କା ; ଚାଲିଗଲା ୧୨ ଜୀବନ

ଢାକା: ଏକ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଟ୍ରାକ ବଦଳ କରୁଥିବାବେଳେ ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରେନ। ଚାଲିଗଲା ୧୨ ଜୀବନ। ଘଟଣା ଘଟିଛି ବାଂଲାଦେଶରେ।  ଟ୍ରେନ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ବାଂଲାଦେଶର ରାଜଧାନୀ ଢାକାର ପୂର୍ବରେ ଥିବା ବ୍ରାହ୍ମନବରିଆ ଜିଲ୍ଲାର ମୋନଡୋଭାଗ ରେଲଓ୍ୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ […]

  • Sunday, 11 July 2021
7655432
ଭାରତୀୟ ଶ୍ରଦ୍ଧାଳୁଙ୍କୁ ଦେଖି ଖୁସି ହେଲେ ସଦ୍ଦାମ୍‌ ହୁସେନ୍‌

କରତାରପୁର ସାହିବ:ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର ସାହିବ କରିଡର ନଭେମ୍ବର ୯ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି। ଶିଖ୍‌ ସଂପ୍ରଦାୟ ପାଇଁ ଏହି କରିଡର ବେଶ ମହତ୍ୱ ରଖେ।  ଏହି କରିଡର ଭାରତୀ ପଞ୍ଜାବ ଗୁରୁଦାସପୁରର ଡେରାବାବା ନାନକ ଏବଂ ପାକିସ୍ତାନ ପଞ୍ଚାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଗୁରୁ ନାନକ ଦେବ ତାଙ୍କର ଶେଷ ସମୟ ଏହି କରତାରପୁରରେ ହିଁ କଟାଇଥିଲେ। ଗୁରୁ ନାନକଙ୍କର ୫୫୦ ତମ  ଜନ୍ମୋତ୍ସବ ଅବସରରେ ଭାରତ ପକ୍ଷରୁ ଅନେକ ଶ୍ରଦ୍ଧାଳୁ […]

  • Sunday, 11 July 2021
234567
ଗାଁରେ କୋଠା ଘର ପାଇଁ ଏଣିକି ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର : ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ  ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି ନେବାକୁ […]

  • Sunday, 11 July 2021
1234
ଦୁର୍ଘଟଣାଜନିତ କ୍ଷତିପୂରଣ ମାଗିଥିଲେ ୧ ଲକ୍ଷ ଟଙ୍କା, ମିଳିଲା ୧ କୋଟି ୩୫ ଲକ୍ଷ

ମୁମ୍ବଇ:ଦୁର୍ଘଟଣାରେ ଶାରୀରିକ ଅକ୍ଷମ ହେବା କିମ୍ବା କାହାର ଜୀବନ ହରାଇବା ପରିବାର ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତଥାପି ଲୋକେ କ୍ଷତିପୂରଣ ଦାବି କରିଥାନ୍ତି ଆଉ ନ ମିଳିଲେ ରାସ୍ତା ଅବରୋଧ, ଆନ୍ଦୋଳନ କରିଥାନ୍ତି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ  ମାଗିଥିଲେ ମାତ୍ର ଏକ ଲକ୍ଷ ଟଙ୍କା । ହେଲେ ତାଙ୍କୁ ମିଳିଥିଲା ୧ କୋଟି ୩୫ ଲକ୍ଷ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା କିନ୍ତୁ […]

  • Sunday, 11 July 2021
mmmmm
ବିଜେପି ହାତ ଛାଡ଼ିବା ଶିବସେନାର ଭୁଲ ନିଷ୍ପତ୍ତି ଥିଲା କି ?

ଗୁମ୍ବାଇ:ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆସନ ପାଇଁ ବିଜେପି ସହ ୩୦ ବର୍ଷର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ କାଟି ଦେଇଛି ଶିବସେନା। ଅନ୍ୟପକ୍ଷେ ଏନ୍‌ସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବା ପାଇଁ ଶିବସେନା ଦେଖିଥିବା ସ୍ୱପ୍ନ ଏବେ ମଉଳିବାରେ ଲାଗିଛି। ତେବେ ବିଜେପିର ହାତ ଛାଡ଼ି ଶିବସେନା ଯେ ସଙ୍କଟରେ ଫସି ଯାଇଛି ଏକଥା ସତ। ଏନ୍‌ସିପି ମୁଖ୍ୟ ଶରତ ପାୱାରଙ୍କ ସହ ବୈଠକ ଏବଂ ସୋନିଆ ଗାନ୍ଧୀଙ୍କ ସହ ଫୋନ୍‌ […]

  • Sunday, 11 July 2021
nitu
୭୮ ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକକୁ ରିସାଇକ୍ଲ କରିବ ରିଲାଏନ୍ସ

ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ବାହାରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ । ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି  “ରିସାଇକ୍ଲ ୪ ଲାଇଫ’ ଅଭିଯାନ। ଏହି ଅଭିଯାନରେ ସ୍ୱଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ ଅଧିକ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଛନ୍ତି। ତିନି ଲକ୍ଷରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପାର୍ଟନର ଏବଂ ଜିଓ ଓ ରିଲାଏନ୍ସ ରିଟେଲ ଭଳି […]

  • Sunday, 11 July 2021
latamangeshkar1
ଡାକ୍ତରଖାନାରେ କଣ୍ଠଶିଳ୍ପୀ ଲତା

ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଲତା ମଙ୍ଗେସକର୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ୯୦ ବଷୟ ବୟସ୍କା କୋକିଳ କଣ୍ଠୀ ଲତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ରାତି  ୨ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏବେ ସେ ଘରକୁ ଫେରିଆସିଥିବା ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି।   […]

  • Sunday, 11 July 2021