• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

isro
ଜିସାଟ୍-୩୦: ସୁଦୃଢ ହେବ ଏଟିଏମ, ଷ୍ଟକ୍‌ ଏକ୍ସଚେଞ୍ଜ, କମ୍ୟୁନିକେଶନ ସର୍ଭିସ୍‌

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଆଜି ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦କୁ ୟୁରୋପିଆନ୍ ହେଭି ରକେଟ୍ ଏରିୟନ୍-୫ଇସିଏ ଦ୍ୱାରା ଉତକ୍ଷେପଣ କରିଛି। ଜିସାଟ୍-୩୦ର ଓଜନ ପ୍ରାୟ ୩୫୭ କିଲୋଗ୍ରାମ୍ ରହିଛି। ଏହି ଜିସାଟ-୩୦କୁ ମିଶାଇ ମହାକାଶରେ ଜିସାଟ୍ ସିରିଜର ୧୪ ନମ୍ୱର ଉପଗ୍ରହ ରହିଛି। ଏହି ଉପଗ୍ରହ ଉତ୍‌କ୍ଷେପଣ ହେବା ପରେ ଦେଶରେ ଡିଟିଏଚ୍, ମୋବାଇଲ୍ ନେଟଓ୍ୱର୍କ, ଇଣ୍ଟରନେଟ୍ ସ୍ପୀଡ଼ ସୁଦୃଢ଼ ହେବ। ଏହା ସହିତ ପାଣିପାଗ ସୂଚନା ମଧ୍ୟ ଆଗୁଆ ମିଳିପାରିବ। […]

  • Monday, 12 July 2021
1
ବିନା ଅସ୍ତ୍ରୋପଚାରରେ ପ୍ରସବ ଚାହୁଁଛନ୍ତି ? ଜାଣନ୍ତୁ ଏଇ ୫ଟି ଟିପ୍ସ

ମା’ କୋଳରେ ନବଜାତ ଶିଶୁଟିଏ ଦେଖିଲେ ପ୍ରଥମ ପ୍ରଶ୍ନ ଆସିଥାଏ ସିଜରିଆନ ନା ନର୍ମାଲ ? କାରଣ ସିଜରିଆନ ଡେଲିଭରି ପାଇଁ ସମସ୍ତଙ୍କ ମନରେ ଥାଏ ଭୟ। ନର୍ମାଲ ଡେଲିଭରି ଯଦିଓ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ତେବେ ଅନେକ ସମୟରେ ପରିସ୍ଥିତିରେ ପଡି ସିଜରିଆନ କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସିଜରିଆନ ଡେଲିଭରିଠାରୁ ଦୂରେଇ ରହି ପାରିବା। ତେବେ ଅନେକ ସମୟରେ ଗର୍ଭାବସ୍ଥାରେ ମହିଳାଙ୍କ ଲାଇଫଷ୍ଟାଇଲ ପ୍ରସବ […]

  • Monday, 12 July 2021
cesu
ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଯାଇ ହଟହଟା ହେଲେ କର୍ମଚାରୀ

ଖୋର୍ଦ୍ଧା: ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରି ନ ଥିବା ଉପଭୋକ୍ତାଙ୍କ ଭାଗ୍ୟରେ ଆଜିଠୁ ଅନ୍ଧାର ଲେଖି ଦେଇଛି ସେସୁ। ବିଭିନ୍ନ ସ୍ଥାନରେ ଆଜିଠୁ କଟା ଯାଉଛି ବଦ୍ୟୁତ୍‌ ସଂଯୋଗ। ସେସୁର ଏପରି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର  ଉତ୍ତେଜନା ଦେଖାଦେଇଛି। କେତେକ ସ୍ଥାନରେ ଲାଇନ କାଟିବାକୁ ଯାଇ ବିଦ୍ୟୁତ କର୍ମଚାରୀ ନାକେଦମ୍‌ ହୋଇଥିବା ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ଗୁରୁଜଙ୍ଗରେ ଲାଇନ୍ କାଟିବାକୁ ଯାଇଥିଲେ ୫ ଜଣିଆ ସ୍କ୍ୱାଡ୍ । ଜଣେ ପାନ ଦୋକାନୀର […]

  • Monday, 12 July 2021
adhara
ଏନପିଆରରେ ପାସପୋର୍ଟ କିମ୍ବା ଆଧାର ନମ୍ବର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେଉଛି ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନପିଆର) । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।  ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଆଧାର, ଭୋଟର ପରିଚୟ ପତ୍ର, ପାସପୋର୍ଟ ନମ୍ବର ଓ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦେବା ବାଧ୍ୟତାମୂଳକ ହେବ। ଯଦି ଜଣଙ୍କ ପାଖରେ ସେ ପୂର୍ବରୁ ରହୁଥିବା ସ୍ଥାନରେ ଉପରୋକ୍ତ ଯେ କୌଣସି ଦସ୍ତାବିଜ୍‌ ରହିଥିବ, ଏନପିଆର ସମୟରେ ସେ ଏହାକୁ ଦେବାକୁ ବାଧ୍ୟ। […]

  • Monday, 12 July 2021
uganda
ମହିଳା ଭାବି ବାହାହେଲେ ଯାହାକୁ, ସେ ଥିଲେ....

କମ୍ପାଲା: ଅନେକ ସ୍ୱପ୍ନ ନେଇ ବାହା ହୋଇଥିବେ। ହେଲେ ବିବାହର ଅଳ୍ପକିଛି ଦିନ ପରେ ଜାଣିବାକୁ ପାଇବେ-ଯାହାକୁ ବାହା ହୋଇଛନ୍ତି ସେ ମହଳା ନୁହେଁ, ପୁରୁଷ  । କ’ଣ ହେବ ଜଣଙ୍କର ମାନସିକ ସ୍ଥିତି ? ଠିକ୍‌ ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଛନ୍ତି ଉଗାଣ୍ଡାର ଜଣେ ଇମାମ୍‌। ତାଙ୍କୁ ଏବେ ବଡ ଝଟକା ଲାଗିଛି। କାରଣ ଯେଉଁ ସ୍ୱପ୍ନ ନେଇ ସେ ବିବାହ କରିଥିଲେ ତାହା ଏବେ ଭାଙ୍ଗି ଚୁରମାର୍‌ ଯାଇଛି।  ବିବାହର ୨ ସପ୍ତାହ […]

  • Monday, 12 July 2021
dabindar
ଡିଏସ୍‌ପିଙ୍କ ବଡ଼ ଖୁଲାସା: ଆତଙ୍କୀ ଲିଙ୍କ୍‌ରେ ଅଛନ୍ତି ଆଉ ଜଣେ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ହିଜ୍‌ବୁଲ୍‌ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିଜ ଗାଡ଼ିରେ ବସାଇ ଗିରଫ ହୋଇଥିବା ଡିଏସପି ଦବିନ୍ଦର ସିଂହଙ୍କୁ ପୁଲିସ ଜେରା କରୁଛି। ଜେରାବେଳେ ଦବିନ୍ଦର ଏପରି କଥା କହିଛନ୍ତି ଯାହା ଶୁଣିବା ପରେ ବରିଷ୍ଠ ଅଧିକାରୀଙ୍କ ହୋସ୍‌ ଉଡି ଯାଇଛି। ଦବିନ୍ଦର ଅଭିଯୋଗ କରିଛନ୍ତି ଯେ, ପୁଲିସରେ ଥିବା ଅନ୍ୟଜଣେ ବରିଷ୍ଠ ଅଧିକାରୀ ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି। ତେବେ ଦବିନ୍ଦର ନିଜ ଭୁଲ୍‌ ପାଇଁ ଅନୁତାପ ମଧ୍ୟ କରିଛନ୍ତି। ଆତଙ୍କବାଦୀଙ୍କ ସାହାଯ୍ୟ କରି ସେ ବଡ […]

  • Monday, 12 July 2021
keherilaia
ଦିଲ୍ଲୀ ହଟ୍‌ ସିଟ୍‌ରୁ ପ୍ରାର୍ଥୀ ହେବେ କି ଶୀଲା-ସୁଷମାଙ୍କ ଝିଅ !

ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ। ୩ ରାଜନୈତିକ ଦଳ ବିଜେପି, କଂଗ୍ରେସ ଏବଂ ଆପ୍‌ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଏକ ବିଶେଷ ଦିନ। କାରଣ ଆଜି ବିଜେପି ପ୍ରାର୍ଥୀ ଚୟନ ପାଇଁ ବୈଠକ କରିବାକୁ ଯାଉଛି। କଂଗ୍ରେସ ଆଜି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିବାର ସମ୍ଭାବନା ରହିଛି। ଆଉ ଡେପୁଟି ସିଏମ ମନୀଷ ସିସୋଦିଆ ନାମାଙ୍କନ ପତ୍ର ଦାଖଲ କରିବେ। ଏହାବ୍ୟତୀତ […]

  • Monday, 12 July 2021
debindar
ଡିଏସପିଙ୍କ ସହ ଗିରଫ ଦୁଇ ଆତଙ୍କୀ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିଥାନ୍ତେ !

ନୂଆଦିଲ୍ଲୀ: ଆତଙ୍କୀ ଲିଙ୍କରେ ଗିରଫ ହେବା ପରେ ଜାମ୍ମୁ କାଶ୍ମୀରର ଡିଏସ୍‌ପି ଦବିନ୍ଦର ସିଂହଙ୍କ କଳା କାରନାମାର ଗୁମର ଧୀରେ ଧୀରେ ଖୋଲୁଛି ।  ଦବିନ୍ଦର ସହ ଗିରଫ ଆତଙ୍କବାଦୀ ନବିଦ ବାବୁକୁ ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଦବିନ୍ଦର ପୂର୍ବରୁ ଅନେକ ଥର ତାକୁ ସାହାଯ୍ୟ କରିଛି ବୋଲି ଖୁଲାସା କରିଛି ହିଜବୁଲ ଆତଙ୍କବାଦୀ ନବିଦ୍। ଜେରା ବେଳେ ଆହୁରି ଜଣାପଡିଛି ଯେ ଦବିନ୍ଦର କେବଳ ଦିଲ୍ଲୀରେ ଆତଙ୍କୀ ହମଲା ନୁହେଁ, ହିଜବୁଲ […]

  • Monday, 12 July 2021
tanya
ଆର୍ମି ପରେଡ୍‌ର ନେତୃତ୍ୱ ନେଲେ ତାନ୍ୟା

ନୂଆଦିଲ୍ଲୀ: ପ୍ରତିବର୍ଷ ପାଳନ ହୁଏ ସେନା ଦିବସ। ହେଲେ ଆଜିର ଏଇ ୭୨ ତମ ସେନା ଦିବସ ଅନ୍ୟଦିନଠାରୁ ସ୍ୱତନ୍ତ୍ର। ସ୍ୱତନ୍ତ୍ର ଏଥିପାଇଁ ଯେ, ଏଥର ସେନାଦିବସରେ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ସମ୍ମାନ। ଏଥର ଆର୍ମି ପରେଡକୁ ଲିଡ୍‌ କରିଛନ୍ତି ଜଣେ ମହିଳା କ୍ୟାପ୍ଟେନ୍‌ ତାନ୍ୟା ଶେରଗିଲ। ତାନ୍ୟା ଏଥିପାଇଁ ସ୍ୱତନ୍ତ୍ର ଯେ, ତାଙ୍କ ପରିବାରର ୪ର୍ଥ ପୀଢି ଭାବେ ତାନ୍ୟା ସେନାବାହିନୀରେ ଯୋଗ ଦେଇ ଦେଶ ସେବା କରୁଛନ୍ତି। ସେନା ଦିବସରେ ବୁଧବାର  ଜଣେ ମହିଳା […]

  • Monday, 12 July 2021
nir
ଆଉ କିଛି ଦିନ ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ

ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିପାରେ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ୨୨ ଜାନୁୟାରୀ ସକାଳେ ଫାଶୀ ଦିଆଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଫାଶୀ ସମୟ ଗଡ଼ିପାରେ। ଦିଲ୍ଲୀ ହାଇକୋର୍ଟରେ ଶୁଣାଣିବେଳେ କ୍ଷମା ଆବେଦନ ଖାରଜ ହେବା ପରେ ୧୪ ଦିନ ସମୟ ମିଳେ ବୋଲି ସରକାର ଓକିଲ କହିଛନ୍ତି। ଦୋଷୀ ମୁକେଶ କ୍ୟୁରେଟିଭ ପିଟିଶନ ଦାଖଲ ହେବା ପରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ସରକାରୀ […]

  • Monday, 12 July 2021
aaaaaaa
୨୩ ଥର ଜେଲ୍‌ ନିୟମ ଭାଙ୍ଗିଛନ୍ତି ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଜଣ ଅପରାଧୀଙ୍କୁ ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ଜାନୁଆରୀ ୨୨ ତାରିଖ ସକାଳେ ମିଳିବ ଫାଶୀ।  ତିହାର ଜେଲ୍‌ରେ ଏବେ ମୃତ୍ୟୁ ଅପେକ୍ଷାରେ ଦିନ କାଟୁଛନ୍ତି  ଅକ୍ଷୟ ଠାକୁର ସିଂହ, ମୁକେଶ, ପବନ ଗୁପ୍ତା ଏବଂ ବିନୟ କୁମାର। ୨୦୧୨ରେ ଏମାନେ ଜଣେ ପାରା ମେଡିକାଲ ଛାତ୍ରୀଙ୍କ ସହ ଅତି ନୃଶଂସ ଭାବେ ଗରବଳାତ୍କାର କରିବା ସହ ହତ୍ୟା କରିଥିଲେ। ଦିଲ୍ଲୀ କୋର୍ଟ ଏମାନଙ୍କ ବିରୋଧରେ […]

  • Monday, 12 July 2021
internet
ଜମ୍ମୁରେ ଆରମ୍ଭ ହେଲେ ଇଣ୍ଟରନେଟ ସେବା

ଶ୍ରୀନଗର: ଦୀର୍ଘ ୫ମାସ ପରେ କାରଗିଲରେ ଆରମ୍ଭ ହୋଇଛି ଟୁଜି ଓ ବ୍ରଡବ୍ୟାଣ୍ଡ ସେବା। ଆଜି ଜମ୍ମୁ, ଶାମ୍ବା, କଠୁଆ, ଉଦ୍ଧମପୁର ଓ ରିୟାସି ଅଞ୍ଚଳରେ ଟୁଜି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି ।  ତେବେ ସୋଶାଲ ମିଡିଆ ବ୍ୟବହାର ଉପରେ ଏବେ ବି କଟକଣା ରହିଛି। ସରକାରୀ ୱେବ୍‌ସାଇଟ୍, ଜରୁରୀ ସେବା ଏବଂ ଇ ବ୍ୟାଙ୍କିଂ ପାଇଁ ଲୋକେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଯେ କୌଣସି ଅନୁଷ୍ଠାନ ଯଦି ଇଣ୍ଟରନେଟ ସେବାର ଅପବ୍ୟବହାର କରିବ ତେବେ […]

  • Monday, 12 July 2021
uddhaba
‘ଉଦ୍ଧବ ଯେ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇ ପାରନ୍ତି’

ମୁମ୍ବାଇ: କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ସାଂସଦ ଯଶବନ୍ତ ରାଓ ଗଡ଼ଖା ଆଜି ନିଜ ଦଳ ଓ ଏନସିପି ପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି। ମହାରାଷ୍ଟ୍ରରରେ କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ୩ ଦଳ ମଧ୍ୟରେ ଆଦର୍ଶଗତ ଭେଦଭାବ ଥିବାରୁ କେଉଁ ମୁହୂର୍ତ୍ତରେ ସରକାର ଭାଙ୍ଗିବାର ଆଶଙ୍କା ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। ଆଜି ଯଶବନ୍ତରାଓ କହିଛନ୍ତି, “ସରକାରରେ ସାମିଲ ଥିବା ୩ ଦଳ ଠିକ୍‌ ଭାବେ ପରସ୍ପରକୁ ବ୍ୟବହାର […]

  • Monday, 12 July 2021
nirvaya
ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଚଢାଇ ପୂର୍ବପୁରୁଷଙ୍କ ରେକର୍ଡ ଭାଙ୍ଗିବେ ପବନ ଜଲ୍ଲାଦ !

ମେରଠ:ନିର୍ଭୟା ଦୋଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସାରିଛି। ଫାଶୀ ଦେବା ପାଇଁ ସୁପ୍ରିମ କୋର୍ଟ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ପଡ଼ିଛି ପବନ ଜଲ୍ଲାଦଙ୍କ ଉପରେ।  ଗୋଟିଏ ଦିନରେ ସେ ଦେବେ ୪ ଜଣଙ୍କୁ ଫାଶୀ ଦଣ୍ଡ। ଫାଶୀ ପାଇଁ ତିହାର ଜେଲ ପ୍ରସ୍ତୁତ ହୋଇ ବସିଛି। ୪ ଦୋଷୀଙ୍କୁ ଫେବୃୟାରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଦେଶରେ ଜଲ୍ଲାଦ ପରିବାର କହିଲେ ଲୋକେ ପବନଙ୍କ ପରିବାରକୁ ହିଁ ବୁଝନ୍ତି। ତାଙ୍କର […]

  • Monday, 12 July 2021
drug-2
ପେଟରେ ଥିଲା ୧୦ କୋଟିର ଡ୍ରଗ୍ସ, ୧୦ ଡଜନ କଦଳୀ ଖୁଆଇ ବାହାରକଲା ପୁଲିସ୍‌

ନୂଆଦିଲ୍ଲୀ:ଡ୍ରଗ୍‌ସ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୁଲିସ ଯେତେ ନିୟମ ବାହାର କରୁଛି, ମାଫିଆମାନେ ସେତେ ବାଟ ବାହାର କରୁଛନ୍ତି। ଏମିତି ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରେ ଦିଲ୍ଲୀ ଆସୁଥିଲା ଡ୍ରଗ୍ସ। ଏମିତି ଭାବରେ ତାକୁ ଅଣାଯାଉଥିଲା, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖୁସିର ଖବର ଯେ, ପୋଲିସ ଡ୍ରଗ୍‌ ମାଫିଆଙ୍କୁ ତାଙ୍କ ମିଶନ୍‌ରେ ରୋକ୍‌ ଲଗାଇବାରେ ସପଳ ହୋଇଛି। ଏହି ମାଫିଆମାନେ ଡ୍ରଗ୍‌ସ ଥିବା କ୍ୟାପ୍‌ସୁଲ ପେଟରେ ଲୁଚାଇ ଆଣୁଥିଲେ। ଏଥିପାଇଁ ସେମାନଙ୍କୁ […]

  • Monday, 12 July 2021
aishi
ଜେଏନୟୁ ହିଂସା; ଛାତ୍ର ସଂସଦ ଅଧ୍ୟକ୍ଷ ଆଇଶୀଙ୍କ ସହ ଅନ୍ୟମାନଙ୍କୁ ଆଜି ଜେରା

ନୂଆଦିଲ୍ଲୀ:ଜେଏନୟୁ ହିଂସା ଘଟଣାରେ ପୁଲିସ ଶୁକ୍ରବାର ଯେଉଁ ଲୋକଙ୍କ ଫଟୋ ଜାରି କରିଥିଲା, ଆଜି ସେମାନଙ୍କୁ ପଚରାଉଚରା କରିବ। ସେମାନଙ୍କୁ କ’ଣ ପଚାରିବ ସେ ନେଇ ଦିଲ୍ଲୀ ପୁଲିସ ଏକ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଆଇଶି ଘୋଷ ମଧ୍ୟ ସାମିଲ ଅଛନ୍ତି। ଏଥି ସହତ ୬ ମୁଖାଧାରୀଙ୍କୁ ମଧ୍ୟ ଚିହ୍ନଟ କରିଛି ପୋଲିସ। ଏହି ୬ ଜଣଙ୍କ ମଧ୍ୟରେ ୪ ଜଣ ଜେଏନୟୁର ଏବଂ ଜଣେ ଦିଲ୍ଲୀ ୟୁନିଭର୍ସିଟିର […]

  • Monday, 12 July 2021
three
CAA ବିରୋଧୀ ବୈଠକ: କଂଗ୍ରେସକୁ ମିଳିଲାନି ମାୟା-ମମତାଙ୍କ ହାତ

ନୂଆଦିଲ୍ଲୀ: ଛାତ୍ରଙ୍କୁ ବିରୋଧ ତଥା ନାଗରିକତା ଆଇନ(CAA) ଏବଂ NRCକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ  କଂଗ୍ରେସ ଏକ ପ୍ରକାର  ବିଫଳ ହୋଇଛି। କଂଗ୍ରେସ ନେତୃତ୍ୱରେ  ଆଜି ବିରୋଧୀ ଦଳ ଏକାଠି ହୋଇ ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହି ବୈଠକ ବସିବା ପୂର୍ବରୁ ବିରୋଧୀ ମେଣ୍ଟକୁ ଧକ୍କା ଲାଗିଛି। କାରଣ ବୈଠକରେ ପଶ୍ଚିମପବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ, ବହୁଜନ ସମାଜବାଦୀ ପାଟି ମୁଖ୍ୟ ମାୟାବତୀ ଯୋଗ […]

  • Monday, 12 July 2021
Lightning
ଟାୱାର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଆକାଶରୁ ଖସିଲା ମୃତ୍ୟୁ

ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।

terrorist arrest at Lucknow
ଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।

Union Minister
ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍

water
ପାଣି ତଳୁ ଉପରକୁ ଯିବାର କେବେ ଦେଖିଛନ୍ତି ? ଦେଖନ୍ତୁ ଭିଡିଓ

ଡେନମାର୍ଗ: ପାଣିର ଧର୍ମ ହେଲା ଉପରୁ ତଳକୁ ବହି ଆସିବା। ହେଲେ କେବେ ଦେଖିଛନ୍ତି ପାଣି ତଳୁ ଉଠି ଉପରକୁ ଯିବା ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡେନମାର୍କରେ। ଯାହାର ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରୁ ଜଣାପଡ଼ିଛି ଏହି ଦୃଶ୍ୟ ଡେନମାର୍କର ଫରୋ ଆଇଲାଣ୍ଡର। ଏହି ଭିଡିଓରେ ପାଣି ତଳୁ ଉଠି ଉପରକୁ ଯାଉଛି। ସୈମୀ ଜୋକୋସ୍‌ବନ ନାମକ ଜଣେ ବ୍ୟକ୍ତି ଏହି ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମରାରେ କଏଦ କରିଛନ୍ତି। […]

  • Sunday, 11 July 2021